ହ୍ୱାଟସ୍ଆପ୍ର ଆସୁଛି ଏହି ନୂଆ ଫିଚର୍
ହ୍ୱାଟସ୍ଆପ୍ର ଏକ ନୂଆ ଫିଚର ଆସୁଛି । ସନ୍ଦେଶ ପଠାଇବା ପାଇଁ ଏକ ନୂଆ ଫିଚର୍ ଆସୁଛି । ଏହା ଦ୍ୱାରା ହ୍ୱାଟସ୍ଆପ୍ ବ୍ୟବହାରକାରୀ ଏକ ଫେକ୍ ନ୍ୟୁଜ୍ ବା ମିଛ ଖବରକୁ ମିଛ ବୋଲି ଲେବଲ୍ କରି ପାରିବେ । ଗାଜେଟ୍୩୬୦ ରେ ଏହି ବିଷୟରେ ପ୍ରକାଶ ପାଇଛି । ଜଣଙ୍କର ସନ୍ଦେଶ ପାଠାଇବା ବିଷୟରେ ଏବେ ନୂଆ ଫିଚର୍ ଆସୁଛି । ବହୁତ ମିଛ ଖବର ଭାଇରାଲ୍ ହେଉଥିବାରୁ ହ୍ୱାଟସ୍ଆପ ଏକ ନୂଆ ଫିଚର ଆଣୁଛି । ଫରଓ୍ୱାର୍ଡ ବଟନରେ ସୁଧାର ଆଣିବ ।
ସେଣ୍ଡର ଓ ରିସିଭର୍ରେ ଫରଓ୍ୱାର୍ଡ ବଟନ ରହବ । ଏହି ମେସଜ୍ ଉପରେ ଏକ ଲେଭଲ୍ ରହିବ । ଫେକ୍ ନ୍ୟୁଜ୍ କି ଖରାପ ଓ ମିଛ ଖବରର ଲେବଲ୍ ରହିବ । ହ୍ୱାଟସ୍ଆପ୍ର ବିଟା ଭର୍ସନରେ ଏବେ ଏହି ଫିଚର ଉପଲବ୍ଧ ହେଉଛି । ନୂଆ କଣ୍ଟାକ୍ଟ ଆଡ୍ କରିବା ପାଇଁ ବି ଫିଚର ନୂଆ ଫିଚର ଆସିବ ।