www.samajalive.in
Sunday, December 14, 2025
26.1 C
Bhubaneswar

ପକେଟ୍‌ରେ ଫାଟିଲା ମୋବାଇଲ୍‌ ଫୋନ୍‌

ମୁମ୍ବାଇ: ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଗୋଟିଏ ଭୟଙ୍କର ଦୃଶ୍ୟ କଏଦ ହୋଇଛି । ଜଣେ ଗ୍ରାହକ ଏହି ରେଷ୍ଟୁରାଣ୍ଟରେ ଖାଇବା ସମୟରେ ତାଙ୍କର ମୋବାଇଲ୍‌ ଫୋନ୍‌ଟି ହଠାତ୍‌ ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ଯୋଗୁଁ ଗ୍ରାହକ ଜଣଙ୍କ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମୋବାଇଲ୍‌ ଫାଟିବା ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟାହ୍ନ ଭୋଜନ କରୁଥିଲେ । ଫୋନ୍‌ର ବ୍ୟାଟେରିଟି ଫାଟିଥିଲା । ତାଙ୍କ ପକେଟ୍‌ରୁ ଧୂଆଁ ବାହାରିଥିଲା । ଏହା ଦେଖି ସେଠାରେ ଥିବା ଅନ୍ୟମାନେ ପ୍ରଥମେ ସେହି ସ୍ଥାନରୁ ଚାଲିଯାଇଥିଲେ । ଗତ କିଛିମାସ ତଳେ ଓଡିଶାର ଜଣେ ନାବାଳିକା ମୋବାଇଲ୍‌ ଫାଟିବା ଯୋଗୁଁ ମୃତ୍ୟୁ ବରଣ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories