www.samajalive.in
Sunday, December 14, 2025
23.1 C
Bhubaneswar

ଏଆଇସିସି ପକ୍ଷରୁ ୩୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ନୂଆଦିଲ୍ଳୀ : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ  ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା ହୋଇଛି । ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି ) ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି ।  ଏହି ନୂଆ ଟିମକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କାର୍ଯ୍ୟ କରିବେ।

ଜିଲା     ସଭାପତି

କଟକ ନଗର –  ମହମ୍ମଦ ମୋକିମ
କଟକ  –   ଗୁରୁପଦ ନନ୍ଦ
ଭୂବନେଶ୍ୱର – ମାନସ ଚୌଧୁରୀ
ନୂଆପଡା –  ଘାସୀରାମ ମାଝୀ
କେନ୍ଦ୍ରାପଡା –  ଚିନ୍ମୟ ବେହୁରା
ଗଞ୍ଜାମ –  ତ୍ରିନାଥ ବେହେରା
ଖୋର୍ଦ୍ଧା – ସୁରେଶ ରାଉତରାୟ
ଜଗତସିଂହପୁର- ନଟବର ବାରିକ
ବାଲେଶ୍ୱର –  ଶରତ ରାଜ
ନୟାଗଡ – ରଞ୍ଜିତା ଦାସ
ସୁବର୍ଣ୍ଣପୁର- ଶଙ୍କର ଦାସ
ସୁନ୍ଦରଗଡ- ବେଣୁଧର ତ୍ରିପାଠୀ
ବଲାଙ୍ଗୀର – ହେମନ୍ତ ଦାସ
ବରଗଡ – ସତ୍ୟଭୂଷଣ ସାହୁ
ମୟୂରଭଞ୍ଜ – ହେମନ୍ତ ଦାସ
ପୁରୀ – ସତ୍ୟବ୍ରତ ପାତ୍ର
ରାୟଗଡା – ଦୁର୍ଗାପ୍ରସାଦ ପଣ୍ଡା
ଦେବଗଡ – ଉମାକାନ୍ତ ସାହୁ
ସମ୍ବଲପୁର- ଅଶ୍ବିନୀ  ଗୁରୁ
ଭଦ୍ରକ – ଅଶୋକ ଦାସ
କନ୍ଦମାଳ – ବରୁଣ ଭୋଇ
ଅନୁଗୁଳ – ବିପ୍ଳବ ଜେନା
ରାଉଲକେଲା – ରବି ରାୟ
ଯାଜପୁର – ମନୋଜ ରାଉତ
ବୌଦ୍ଧ – ସୁଧୀର ମହାକୁଡ
ଝାରସୁଗୁଡା- ଗିରିଶ ପଣ୍ଡା
ଢେଙ୍କାନାଳ- ସୁରେଶ ପାଣିଗ୍ରାହୀ
କଳାହାଣ୍ଡି- ଭାରତ ବେମାଲ
କେନ୍ଦୁଝର – ମୋହନ ପରିଡା
ସୋନପୁର – ଶଙ୍କର ଦାସ
ମାଲକାନଗିରି – ଗୋବିନ୍ଦ ଚନ୍ଦ୍ର ପାତ୍ର
ନବରଙ୍ଗପୁର – ମନୋରଞ୍ଜନ ତ୍ରିପାଠୀ
କୋରାପୁଟ – ମିନାକ୍ଷୀ ବାହିନୀପତି

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories