www.samajalive.in
Sunday, December 14, 2025
19.1 C
Bhubaneswar

ଏହି ରାଶିର ଲୋକ ଅଧିକାଂଶ ସମୟ ଖୁସୀ ରୁହନ୍ତି

ଧନୁ- ୨୩ ନଭେମ୍ବର-୨୨ ଡିସେମ୍ବର, ଏହି ରାଶିର ଲୋକ ସବୁବେଳେ ସମ୍ଭାବନା ପାଇଁ ପ୍ରସ୍ତୁତ ରୁହନ୍ତି । ଏମାନେ ଆଶାବାଦୀ ।  ଏମାନେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ନିଜ ଅନୁଭୂତିରୁ ଶିକ୍ଷା ଲାଭ କରନ୍ତି ।

ମେଷ- ୨୧ ମାର୍ଚ-୧୯ ଏପ୍ରିଲ , ଏହି ରାଶିର ଲୋକ ଅଧିକାଂଶ  ସମୟ ଚଳ ଚଞ୍ଚଳ ରୁହନ୍ତି । ମାତ୍ର ମୁଣ୍ଡରେ ଅନେକ ଚିନ୍ତା ଘାରି ହୋଇଥାଏ । ଚିନ୍ତା ରହିବା  ସତ୍ତ୍ୱେ ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ  ଚେଷ୍ଟା କରି ଥାଆନ୍ତି । ଖୁସୀ ରୁହନ୍ତି ।

ସିଂହ- ୨୩ ଜୁଲାଇ-୧୩ ଅଗଷ୍ଟ – ସିଂହ ରାଶିର ଲୋକମାନେ ସାହାସୀ ହୋଇଥାଆନ୍ତି । ଏମାନଙ୍କୁ ଅଧିକାଂଶ ସମୟ ବନ୍ଧୁ ଓ ପରିବାରର ସାହାଯ୍ୟ ମିଳିଥାଏ ।

ତୁଳା- ୨୫ ସେପ୍ଟେମ୍ବର-୨୩ ଅକ୍ଟୋବର , ତୁଳା ରାଶିର ଲୋକ ଅଧିକାଂଶ ସମୟ ଖୁସୀ ରୁହନ୍ତି । ଏମାନେ ନକରାତ୍ମକ ଜିନିଷକୁ ସହଜରେ ଗ୍ରହଣ କରନ୍ତି ନାହିଁ ।  ନିଜକୁ ଖୁସୀ ଦେବା ପାଇଁ ଏମାନେ ଛୋଟରୁ ଛୋଟ ବିଷୟ ପ୍ରତି ଧ୍ୟାନ ଦିଅନ୍ତି ।

ମିଥୁନ – ୨୧ ମେରୁ ୨୦ ଜୁନ୍‌- ଏମାନଙ୍କର ମନ ସବୁବେଳେ ବଦଳିଥାଏ । ଏମାନେ ଅନ୍ୟମାନଙ୍କ ନିକଟରେ ନିଜ ମନ କଥା ବ୍ୟକ୍ତ କରି ଦିଏ ଥାଆନ୍ତି । ଏମାନେ ଗୀତ ଗାଇବା ଓ କାହାଣୀ ପଢିବା ପାଇଁ  ଆଗ୍ରହ କରିଥାଆନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories