ବଜ୍ରପାତରେ ମହିଳା ମୃତ

0
Mo BAPa campaign

ବଡ଼ସାହି: ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ମୟୁରଭଞ୍ଜ ଜିଲା ସାନକେରକୋ ଗ୍ରାମର ରଶ୍ମିତା ମହାନ୍ତ (୧୯) ବୋଲି ଜଣାପଡ଼ିଛି। ରଶ୍ମିତା ପୋଖରୀକୁ ଯାଇଥିବା ସମୟରେ ବଜ୍ରପାତରେ ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ରଶ୍ମିତା ଗ୍ରାମରେ ଘରୋଇ ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ରୂପେ କାର୍ୟ୍ୟ କରୁଥିଲେ।

Leave A Reply