www.samajalive.in
Sunday, December 14, 2025
26.1 C
Bhubaneswar

୧୯୯୯ରେ ଭାରତ ବିପକ୍ଷରେ ଯୁଦ୍ଧ  ନକରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଥିଲା ଆମେରିକା

ନ୍ୟୁୟର୍କ : ୧୯୯୯ ମସିହାରେ କାରଗିଲ୍‌ ଯୁଦ୍ଧ ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରିଥିଲା । ସମ୍ପୂର୍ଣ୍ଣ ଭାବେ ଯୁଦ୍ଧ କରିବା ପାଇଁ ପାକିସ୍ତାନର ସରକାର ଓ ସେନା ଯୋଜନା କରିଥିଲେ । କାରଗିଲ୍‌ରେ ଭାରତର ସେନା ଆତଙ୍କବାଦୀମାନଙ୍କୁ ମୂଳପୋଛ କରୁଥିବା ସମୟରେ ପାକିସ୍ତାନ ସରକାର ଓ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ଯୁଦ୍ଧ ହେଲେ ଋଷ ଓ ଚୀନ୍‌ ବି ଯୁଦ୍ଧରେ ସାମିଲ ହୋଇ ଯିବେ ବୋଲି ଆମେରିକାରେ ଆଶଙ୍କା ପ୍ରକାଶ ପାଇଥିଲା। ଏହି ସମୟରେ ବିଲ୍‌ କ୍ଲିଣ୍ଟନ ଆମେରିକାର ରାଷ୍ଟ୍ରପତି ଥିଲେ । ସେ ପାକିସ୍ତାନକୁ ଯୁଦ୍ଧ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ପାକିସ୍ତାନ ଯୁଦ୍ଧ ପାଇଁ ଆଗଭର ହେଲେ ପରିସ୍ଥିତ ଭୟଙ୍କର ହେବେ ବୋଲି କ୍ଲିଣ୍ଟନ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଚେତାବନୀ ଦେଇଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories