ବଜ୍ର ପ୍ରହାର

ପଡ଼ିଆରେ ଚାଲିଥିଲା ହକି ମ୍ୟାଚ୍‌ । କ୍ରୀଡ଼ାବିତ୍‌ ଜାଣି ନ ଥିଲେ ଏହି ଖେଳ ହେବ ସେମାନଙ୍କର କାଳ । ହଠାତ୍‌ ମାରିଲା ଘଡ଼ଘଡ଼ି । ଆଉ ବଜ୍ରପାତରେ ଟଳିପଡିଲେ ୩ ଖେଳାଳି । ଗୁରୁତର ହେଲେ ଆଉ ୨ ଜଣ ପିଲା । ମୃତକଙ୍କ ମଧ୍ୟରେ…
Read More...

ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବାହାନଗା: ରାଜ୍ୟରେ ଶିଶୁ ଓ ନାବାଳିକାଙ୍କୁ ଯୈାନ ନିର୍ଯ୍ୟାତନା ଦିନକୁ ଦିନ ବଢି ଚାଲିଛି । ତାହାକୁ ବନ୍ଦ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରୀରଥ ବୁଲି ଶିଶୁମାନଙ୍କୁ ନିର୍ଯ୍ୟାତନା ବନ୍ଦ କରିବା ପାଇଁ…
Read More...

ବିନା ଖାଦ୍ୟରେ ୭୬ ବର୍ଷ ବଞ୍ଚିଛନ୍ତି ସନ୍ଥ

ଗୁଜୁରାଟ: ବିନା ଖାଦ୍ୟ ପାନୀୟରେ ଜଣେ ବ୍ୟକ୍ତି କେତେ ଦିନ ବା ବଞ୍ଚି ରହିପାରିବ ? ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନ କରେ, ତେବେ ତାହାର ଉତ୍ତର ହେବ ୨୦ ବା ୨୫ ଦିନ।  ଡାକ୍ତଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି…
Read More...

୭ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ମୌସୁମୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ,…
Read More...

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ପଣ୍ଡା ବାଚସ୍ପତିଙ୍କୁ ଭେଟିବାକୁ…
Read More...

୯ ଆମେରିକୀୟ ରାଷ୍ଟ୍ରପତିଙ୍କ ପରେ ସଫଳ ହେଲେ ଟ୍ରମ୍ପ

ସିଙ୍ଗାପୁର: ବହୁ ପ୍ରତୀକ୍ଷିତ ଆମେରିକା-ଉତ୍ତର କୋରିଆ ମଧ୍ୟରେ ଐତିହାସିକ ଶିଖର ବୈଠକ ସମ୍ପନ୍ନ ହୋଇଛି। ବହୁ ବାଦବିବାଦ ଓ ଅନିଶ୍ଚିତତା ଭିତରେ ଅନୁଷ୍ଠିତ ଏହବ ବୈଠକ ସଫଳ ହୋଇଥିବା ଦୁଇ ରାଷ୍ଟ୍ରମୁଖ୍ୟ ଘୋଷଣା…
Read More...

ଛେନା କେସରୀ

ଆବଶ୍ୟକ ସାମଗ୍ରୀ: କ୍ଷୀର- ଅଧ ଲିଟର ଲେମ୍ବୁ- ଅଧା କଟା ହୋଇଥିବା ଚିନି- ସ୍ୱାଦ ଅନୁସାରେ କେସର କାଜୁ ଓ କିସମିସ- ୮ରୁ ୧୦ଟି ବାଦାମ(ସଜାଇବା ପାଇଁ) ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ବଡ଼ ପାତ୍ରରେ…
Read More...

ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବାର କୁପ୍ରଭାବ

ଉତ୍ତମ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଘରେ ବଳିଥିବା ଖାଦ୍ୟକୁ ଆମେ ସାଧାରଣତଃ ଫ୍ରିଜରେ ରଖିଥାଉ। ଖାଇବା ବେଳେ ତାକୁ ଆମେ ଫ୍ରିଜରୁ ବାହାର କରି ଗରମ କରିଥାଉ। ଏପରି କରିବା ଦ୍ୱାରା ଆମ…
Read More...

ଖୁବ୍‍ ଶୀଘ୍ର ଉତ୍ତର କୋରିଆ ଅଣୁଅସ୍ତ୍ର ମୁକ୍ତ ହେବ: ଟ୍ରମ୍ପ

ସିଙ୍ଗାପୁର: ଉତ୍ତର କୋରିଆ ଖୁବ୍‍ ଶୀଘ୍ର ତାର ସବୁ ଆଣବିକ ଅସ୍ତ୍ରକୁ ନଷ୍ଟ କରିବ। ଶିଖର ବୈଠକ ଆଲୋଚନା ବେଳେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଶିଖର ବୈଠକ ଦ୍ୱିତୀୟ…
Read More...

ମୁଁ ମୁଖ୍ୟମନ୍ତ୍ରୀ ହେବା ବାପାଙ୍କୁ ପସନ୍ଦ ନଥିଲା: କୁମାରସ୍ୱାମୀ

ବେଙ୍ଗାଲୁରୁ: ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ପରେ କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଜେଡିଏସ୍‍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି ଦେବେଗୌଡ଼ା ଚାହୁଁ ନ ଥିଲେ। କଂଗ୍ରେସ…
Read More...

ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନିଗମାନନ୍ଦ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । …
Read More...

ଭତ୍ତା ପାଇଁ ଭିନ୍ନକ୍ଷମଙ୍କ ଅଭିନବ ପ୍ରତିବାଦ

ବାଲେଶ୍ୱର: ଭତ୍ତା ପାଇଁ ଜଣେ ଭିନ୍ନକ୍ଷମ ଅଭିନବ ପ୍ରତିବାଦ କରିଥିବା ଆଜି ଦେଖିବାକୁ ମିଳିଛି । ଭତ୍ତା ନ ମିଳିବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି ବାଲେଶ୍ୱର ଜିଲା ସଦର ବ୍ଲକ…
Read More...

ମୁଁ ନିର୍ଦୋଷ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆରଏସ୍‍ଏସ୍‍ ପକ୍ଷରୁ ଦାୟର ମାନହାନି ମୋକଦ୍ଦମାର ଶୁଣାଣି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ୨୦୧୪ରେ ଭିୱାଣ୍ଡିରେ ଏକ ସାଧାରଣ ସଭାରେ ଆରଏସ୍‍ଏସ୍‍…
Read More...

ଏହି ଉପାୟରେ ଜାଣନ୍ତୁ ସିଲିଣ୍ଡରରେ ଅଛି କେତେ ଗ୍ୟାସ୍ ?

ଗୃହିଣୀମାନେ ଦୈନନ୍ଦିନ ରୋଷେଇ ଆରମ୍ଭ କରିବା ପୂର୍ବରୁ ଇନ୍ଧନ ଅଛି କିମ୍ବା ନାହିଁ, ସେ ନେଇ ପ୍ରାୟ ଚିନ୍ତିତ ରୁହନ୍ତି। ତେବେ ସିଲିଣ୍ଡରରେ ଇନ୍ଧନ ଆଉ କେତେ ଅଛି, ତାହା ଜାଣିବାର ସରଳ ଉପାୟ ଦିଲ୍ଲୀର ଏକ ସଂସ୍ଥା…
Read More...

କଂଗ୍ରେସ ଇଫ୍‍ତାର ପାର୍ଟି ତାଲିକାରେ ପ୍ରଣବ

ନୂଆଦିଲ୍ଲୀ: କଂଗ୍ରେସର ଇଫ୍‍ତାର ପାର୍ଟିରେ ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ନାମ ନଥିବା ପ୍ରସଙ୍ଗରେ ଚାଲିଥିବା ବାଦବିବାଦ ଓ ଆଲୋଚନା ସମାଲୋଚନାର ଅନ୍ତ ଘଟିଛି। ଆସନ୍ତା ବୁଧବାର…
Read More...

ରାଶି ଅନୁସାରେ ଏପରି ପୂଜା କରନ୍ତୁ

ପ୍ରତ୍ୟେକ ଦିନ ପୂଜା ବେଳେ ଆମେ ଠାକୁରଙ୍କୁ ଅନେକ ପ୍ରକାରର ଭୋଗ ଲଗାଇଥାଉ। ଆସନ୍ତୁ ଜାଣିବା ରାଶି ଅନୁସାରେ ପୂଜା ବେଳେ କେଉଁ ପୂଜା ସାମଗ୍ରୀ ବ୍ୟବହାର କରିବା ଉଚିତ। ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ମନ…
Read More...

ଅସୁସ୍ଥ ବେଳେ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ !

ଜ୍ବର, ମୁଣ୍ଡବିନ୍ଧା, କାଶ, ଥଣ୍ଡା କିମ୍ବା ପେଟ ସମସ୍ୟା ଯେ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ବିଶେଷଜ୍ଞଦଳଙ୍କ ଅନୁସନ୍ଧାନରୁ କେତେକ ତଥ୍ୟ ସୁସ୍ପଷ୍ଟ ହୋଇଛି। ଶରୀର ଅସୁସ୍ଥ ଥିଲେ କେଉଁ ଖାଦ୍ୟ ନ ଖାଇବେ, ଏନେଇ…
Read More...

ଶବ ଯାତ୍ରା ଦେଖିଲେ ଏପରି କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ 

ଆମ ହିନ୍ଦୁ ପରମ୍ପରାରେ ଅନେକ ନୀତିନିୟମ ଅଛି। ସଂଖ୍ୟାଧିକ ଭାରତୀୟ ବିଦେଶରେ ବସବାସ କରିଥିବା ସତ୍ତ୍ବେ ନିଜ ପରମ୍ପରାକୁ ଏବେ ସୁଦ୍ଧା ଆଦରି ରହିଛନ୍ତି। କାଶୀ ପଣ୍ଡିତଙ୍କ କହିବାନୁସାରେ, ହିନ୍ଦୁ ପରିବାରରେ ଯେଭଳି…
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ: ଚାନ୍ଦବାଲି ଥାନା ନିକଟସ୍ଥ ଚାଷଖଣ୍ଡ ଗ୍ରାମରେ ବିଦ୍ୟୁତ ସ୍ପର୍ଶ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ବସନ୍ତ କୁମାର ଦାସ। ଘରେ ଫ୍ୟାନ ସଜାଡୁଥିବା ବେଳେ ତାଙ୍କୁ ବିଦ୍ୟୁତ…
Read More...

ବହୁ ପ୍ରତୀକ୍ଷିତ ଟ୍ରମ୍ପ-କିମ୍‍ ବୈଠକ ସମ୍ପନ୍ନ

ଦ୍ୱିପାକ୍ଷିକ ସମ୍ପର୍କ ଉତ୍ତମ ହେବ: ଟ୍ରମ୍ପ ବହୁ ପ୍ରତିବନ୍ଧକ ଡେଇଁ ଏକାଠୀ ହୋଇଛୁ: କିମ୍‍ ସେଣ୍ଟୋସା(ସିଙ୍ଗାପୁର): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ…
Read More...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଛୁଆ ହାତୀ

ଢେଙ୍କାନାଳ: ପରିତ୍ୟକ୍ତ କୂଅ ମଧ୍ୟରୂ ଉଦ୍ଧାର ହେଲା ହାତୀ ଛୁଆ। ଦୀର୍ଘ ୪ଘଣ୍ଟାର ଚେଷ୍ଟା ପରେ ହାତୀ ଛୁଆଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ବନ ବିଭାଗ କର୍ମଚାରୀମାନେ ହାତୀଟିର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।…
Read More...

ମହିଳା ଡ୍ରଗ୍ସ ଡିଲର ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୁଲିସ ଦ୍ୱାରା ଜଣେ ମହିଳା ଡ୍ରଗ୍ସ ଡିଲର ଗିରଫ ହୋଇଛି। ଗିରଫ ହୋଇଥିବା ମହିଳା ଜଣଙ୍କ ନାମ ନରିସା ଖାତୁନ(୪୬)। ମହିଳାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେଠାରୁ ପ୍ରାୟ…
Read More...

ଆତଙ୍କବାଦୀ ହମ୍‍ଲା: ୨ ପୁଲିସ ସହିଦ, ୧୧ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଦୁଇଟି ପୃଥକ୍‍ ପୃଥକ୍‍ ସ୍ଥାନରେ ଆତଙ୍କବାଦୀମାନେ ହମ୍‍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍‍ ସହିଦ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି। ଫୁଲୱାମା ଜିଲାର ଚେକ୍‍ପୋଷ୍ଟରେ ମଙ୍ଗଳବାର…
Read More...

ଏମ୍ସରେ ବାଜପାୟୀ ; ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ, ୧୧ା୬: ଅଟଳ ବିହାରୀ ବାଜପାୟୀଙ୍କୁ ସ୍ଥାନୀୟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏବେ ୯୩ ବର୍ଷ ବୟସ। ଦୀର୍ଘ ବର୍ଷ ଧରି ଅସୁସ୍ଥ…
Read More...

ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ପଡିିଛି କାହାର କୁଦୃଷ୍ଟି !

-ମହେଶ ଶର୍ମା ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଏବେ ଚାରିଅଡେ ଚର୍ଚ୍ଚା ଜାରି ରହିଛି। କିଏ କ’ଣ ରତ୍ନ ଭଣ୍ଡାରର ସମସ୍ତ ସମ୍ପତ୍ତି ହଡପ କରି ନେଇଛି, ଏମିତି ଅନେକ ପ୍ରଶ୍ନ…
Read More...

ବଜ୍ରପାତ ଚିନ୍ତା : ଆଗୁଆ ସତର୍କ ପାଇଁ ଯୋଜନା

ଭୁବନେଶ୍ୱର : ବଜ୍ରପାତରେ ପ୍ରତିବର୍ଷ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟୁଛି। ବହୁ ସଂଖ୍ୟାରେ ଗୃହପାଳିତ ପଶୁ ମଧ୍ୟ ମରୁଛନ୍ତି। ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଆରମ୍ଭ…
Read More...

ଆଇପିଏଲ୍‍ର ଅନୁଭୂତି ଭାରତ ବିପକ୍ଷ ଟେଷ୍ଟରେ ସହାୟକ ହେବ : ମୁଜିବ୍‍

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ୍‍ ଦଳ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ଭାରତ ବିପକ୍ଷରେ ଆସନ୍ତା ଗୁରୁବାରରୁ ଖେଳିବ। ଏହି ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଫଗାନିସ୍ତାନର ସ୍ପିନର ମୁଜିବ…
Read More...

ଦକ୍ଷିଣା ଆଦାୟରେ ଅଙ୍କୁଶ

-ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, -ପାଳନହେବ ସୁପ୍ରିମକୋର୍ଟଙ୍କ ନିର୍ଦେଶ, -୨୦ସୁଦ୍ଧା ସତ୍ୟପାଠ ଦାଖଲ କରିବେ ସେବକ ପୁରୀ : ଶ୍ରୀମନ୍ଦିରରେ କଡ଼ାକଡ଼ି ପାଳନ କରାଯିବ ସୁପ୍ରିମକୋର୍ଟଙ୍କ ନିର୍ଦେଶ। ସେବକଙ୍କ…
Read More...

ଚାବିକୁ ନେଇ ରାଜନୀତି ନ ହେଉ : ଶଙ୍କରାଚାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ପରିଚାଳନା ମାମଲାରେ ରାଜ୍ୟ ବିଜେପି ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଗାଜିଆବାଦରେ ଅନୁଷ୍ଠିତ ଏକ ସଭାରେ ଶଙ୍କରାଚାର୍ଯ୍ୟଙ୍କ ଏଭଳି…
Read More...

ଘୁଞ୍ଚିଲା ଓଜେଇ ବିଟେକ୍‌ କାଉନ୍‌ସେଲିଂ

ଭୁବନେଶ୍ୱର  : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇ ପକ୍ଷରୁ ୨୦୧୮ ଶିକ୍ଷା ବର୍ଷ ପାଇଁ ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ କାଉନସେଲିଂ ପ୍ରକ୍ରିୟା…
Read More...

+୩ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ

ଭୁବନେଶ୍ୱର  : ରାଜ୍ୟରେ ସବୁ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ସମେତ ସେଲ୍‌ଫ ଫାଇନାନ୍‌ସିଂ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ଇ-ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହେବ ଏବଂ ଏହା…
Read More...

ପ୍ରଦୀପ୍ତ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ପରିବର୍ତ୍ତନ କରାଯାଇଛି। ଶ୍ରୀ ଜେନାଙ୍କ ସ୍ଥାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ…
Read More...

ମଙ୍ଗଳବାର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିବେ। ମେଳାପୀ ପ୍ରକୃତିର ହେବେ। ମିଠା କଥା କହି ଲୋକଙ୍କ ହୃଦୟ ଜୟ କରିପାରନ୍ତି। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ। ବୃଷ:…
Read More...

ନିରବଙ୍କ ବିରୋଧରେ ଜାରି ହେବ ରେଡ଼କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ  : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବହୁକୋଟି ଟଙ୍କା ଠକି ନେଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକସିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ (ଆରସିଏନ୍‍) ଜାରି କରିବାକୁ…
Read More...

ଫିଫା ବିଶ୍ୱକପ -୨୦୧୮ : ରୁଷରେ ପହଞ୍ଚିଲା ୫ଥର ଚମ୍ପିଆନ ବ୍ରାଜିଲ ଦଳ

ଋୁଷ : ଫିଫା ବିଶ୍ୱକପ ଇତିହାସରେ ୫ଥର ଚମ୍ପିଆନ ହୋଇଥିବା ବ୍ରାଜିଲ ଦଳ ରୁଷରେ ପହଞ୍ଚିଛି। ଆତ୍ମବିଶ୍ୱାସରେ ଭରପୁର ଥିବା ବ୍ରାଜିଲ ଦଳ ୬ଷ୍ଠଥର ବିଶ୍ୱବିଜେତା ହେବାପାଇଁ ପ୍ରୟାସ କରିବ। ବ୍ରାଜିଲ ଦଳ ସୋମବାର ସକାଳୁ ଆସି…
Read More...

ଆଫଗାନିସ୍ତାନ ଟେଷ୍ଟ ପାଇଁ ବାଦ ପଡିଲେ ସାମି ; ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ବେଙ୍ଗାଲୁରୁ: ଜୁନ୧୪ରୁ ବେଙ୍ଗାଲୁରୁ ଆଫଗାନିସ୍ତାନ ବିରୁଦ୍ଧରେ ଅନୁଷ୍ଠିତ ହେବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳରୁ ଦ୍ରୁତ ବୋଲର ମହମ୍ମଦ ସାମି ବାଦ ପଡିଛନ୍ତି। ବିସିସିଆଇର ସିନିୟର ମନୋନୟନ କମିଟି…
Read More...

ଭାଲୁ ଆକ୍ରମଣରେ ଯୁବକ ଅସୁସ୍ଥ

ବଡବିଲ : କେନ୍ଦୁଝର ଜିଲା ରୁଗୁଡି ଥାନା ଅର୍ନ୍ତଗତ ରୋଇଡା ଗ୍ରାମରେ ଭାଲୁ ଆକ୍ରମଣର ଖବର ମିଳିଛି। ସୂଚନା ମୁତାବକ ରୋଇଡା ଗ୍ରାମର ସୈନିକ ମୁଣ୍ଡା ନାମକ ଜଣେ ଗ୍ରାମବାସୀ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି। ସେ ରୋଇଡା…
Read More...

ଉପରାଜ୍ୟପାଳଙ୍କ ଘରେ କେଜରିୱାଲ ଓ ଆପ୍‍ ମନ୍ତ୍ରୀଙ୍କ ଅନଶନ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଅନଶନରେ ବସିଛନ୍ତି। ଆନ୍ଦୋଳନ ଚଳାଇଥିବା ଆଇଏଏସ୍‍ ଅଫିସରମାନଙ୍କୁ କାର୍ଯ୍ୟ ଆରମ୍ଭ…
Read More...

ଜାମ୍ମୁ-କାଶ୍ମୀରର ସମ୍ବେଦନଶୀଳ ସ୍ଥାନରେ ଇଣ୍ଟରନେଟ୍‍ ସେବା ବନ୍ଦ ହେବ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଅତିଉତ୍ତେଜନା ପୂର୍ଣ୍ଣ ସ୍ଥାନମାନଙ୍କରେ ଇଣ୍ଟରନେଟ୍‍ ସେବା ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରର ଅଧିକାରୀଙ୍କ କହିବାନୁଯୟୀ, ହ୍ୱାଟ୍ସଆପ ଦ୍ୱାରା ଆତଙ୍କବାଦୀମାନେ…
Read More...

ଡେଙ୍ଗୁରୁ ରକ୍ଷାପାଇବା ପାଇଁ ପାଞ୍ଚୋଟି ଘରୋଇ ଉପଚାର

ନୂଆଦିଲ୍ଲୀ : ମଶା ଜନିତ ରୋଗ ‘ଡେଙ୍ଗୁ’ର ପାଦୁର୍ଭାବ ଓ ବିତ୍ପାତରେ ଅନେକ ବିକାଶାୀଳ ରାଷ୍ଟ୍ର ଏବେ ବି ଚିନ୍ତାରେ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ପ୍ରତିବର୍ଷ ୩୯୦ ନିୟୁତ ରୋଗୀ ଡେଙ୍ଗୁରେ…
Read More...

ସାଙ୍ଗଙ୍କ ସହ ୟ୍ୟୁଟୁବରେ କିପରି କରିବେ କଥାବାର୍ତ୍ତା ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ପ୍ରଯୁକ୍ତିବିଦ୍ୟାର ବିକାଶ ଲୋକଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିବାରେ ଅନେକ ସହାୟକ ହୋଇଛି। ହଜାର ହଜାର କିଲୋମିଟର ଭଳି ଦୂରତାର ବାଧକ ମାତ୍ର କେଇ ସେକେଣ୍ଡରେ ଦୂର ହୋଇଯାଉଛି। ଆଉ ଏହି ଦୂରତାକୁ ହ୍ରାସ…
Read More...

‘ବିଶ୍ୱରୂପମ- ୨’ ଟ୍ରେଲର : କମଲ ହାସନଙ୍କ ଦମଦାର ଆକ୍ସନ

ନୂଆଦିଲ୍ଲୀ : କମଲ ହାସନଙ୍କ ‘ବିଶ୍ୱରୂପମ- ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଉଭୟ ପ୍ରଯୋଜନା ଏବଂ ନିର୍ଦେଶନା ଭାର ତୁଲାଇଛନ୍ତି କମଲ ହସନ। ତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ୱରୂପର ଏହା ହେଉଛି…
Read More...

ମୁକ୍ତିଲାଭ କଲା ‘ସୁରମା’ର ଟ୍ରେଲର

ନୂଆଦିଲ୍ଲୀ : ସୋନି ପିକଚର୍ସ ପ୍ରଯୋଜିତ ସାଦ ଅଲ୍ଲି ନିର୍ଦେଶିତ ଚଳଚ୍ଚିତ୍ର ‘ସୁରମା’ର ଟ୍ରେଲର ମୁକ୍ତିଲାଭ କରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦିଲଜିତ ଦୋସଞ୍ଜ ଓ ତାପସି ପାନ୍ନୁ। ଏହି ଚଳଚ୍ଚିତ୍ରଟି ଉଭୟ…
Read More...

ନୱାଜୁଦ୍ଦିନ ଭାଇଙ୍କ ବିରୋଧରେ ଗୁରୁତର ଅଭିଯୋଗ

ମୁଜଫରନଗର : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଆୟାଜୁଦ୍ଦିନଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଉସୁକାଇବା ଭଳି ଗୁରୁତର ଅଭିଯୋଗ ଆସିଛି। ଆୟାଜୁଦ୍ଦିନ ସାମାଜିକ ଗଣମାଧ୍ୟମରେ ଭଗବାନ ଶିବଙ୍କର…
Read More...

କଂଗ୍ରେସ ଇଫତାର ପାର୍ଟି ଅତିଥି ତାଲିକାରେ ପ୍ରଣବଙ୍କ ନାମ ନାହିଁ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ଜୁନ୍‍ ୧୩ରେ ଅୟୋଜିତ ହେଉଥିବା ଇଫତାର ପାର୍ଟିକୁ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏହାସହ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ…
Read More...

ପତି-ପତ୍ନୀଙ୍କ ଚରିତ୍ର ଉପରେ ନିରାଧାର ଅଭିଯୋଗ ଆଣିବା ମାନସିକ କ୍ରୂରତା : ଅଦାଲତ

ବେଙ୍ଗାଲୁରୁ : ଏଣିକି ବିନାଆଧାରରେ ପତି ଏବଂ ପତ୍ନୀ ପରସ୍ପର ଚରିତ୍ର ଉପରେ ଅଭିଯୋଗ ଆଣିପାରିବେ ନାହିଁ। ବିନାପ୍ରମାଣରେ ଅଭିଯୋଗ କଲେ ପତି କିମ୍ବା ପତ୍ନୀଙ୍କୁ ଏହା ଓଲଟା ପଡ଼ିବ ଓ ଏହାକୁ ମାନସିକ କ୍ରୂରତା ବୋଲି ଧରାଯିବ…
Read More...

ଦେଖନ୍ତୁ  କିପରି ଫାଟିଗଲା ପାଓ୍ୱାରବ୍ୟାଙ୍କ ବର୍ତ୍ତି ଗଲେ ଯାତ୍ରୀ

କିଛି ଦିନ ତଳେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ପକେଟ୍‌ରେ ଥିବା ଫୋନ୍‌ ଫାଟି ଯିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିଲା । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଛାଡି…
Read More...

ବୁନ୍ଦେ ବୁନ୍ଦେ ପାଣି ପାଇଁ ଛଟପଟ ହେବ ପାକିସ୍ତାନ!

ନୂଆଦିଲ୍ଲୀ : ଆସନ୍ତା କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଗୁରୁତର ଜଳ ସଂକଟ ଦେଖାଯିବ ଓ ପାକିସ୍ତାନବାସୀ ବୁନ୍ଦେ ବୁନ୍ଦେ ପାଣି ପାଇଁ ଛଟପଟ ହେବେ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‍ଏଫ) ସମେତ କେତେକ…
Read More...

ପିତାଙ୍କ ମୃତ୍ୟୁର ୧୯ ବର୍ଷ ପରେ ସେନାରେ ଯୋଗଦେଲେ  ସହିଦଙ୍କ ପୁଅ

ନୂଆଦୁଲ୍ଲୀ:   ଦେଶ ପାଇଁ  ସହିଦ ହୋଇଥିଲେ ପିତା ।  ପିତାଙ୍କ ପଦାଙ୍କ ଅନୁସରଣ କରି ପୁତ୍ର ବି ସେନାରେ ଲେଫନାଣ୍ଟ ଭାବେ ଯୋଗ ଦେଇଛନ୍ତି । ୧୯୯୯ ମସିହା କାରଗିଲ୍‌ ଯୁଦ୍ଧରେ ଲେଫନାଣ୍ଟ ହିତେଶ କୁମାରଙ୍କ  ବାପା ସହିଦ…
Read More...

କଦଳୀଗଛ ଲଗାନ୍ତୁ, ସୁଖମୟ ଜୀବନ ସହ ଶନି ଦଶାରୁ ରକ୍ଷା ଓ ପାଇବେ ଅନେକ ଲାଭ

ଶାସ୍ତ୍ରରେ ତୁଳସୀ ଗଛ ପରେ କଦଳୀ ଗଛକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଯେକୌଣସି ଶୁଭ କାମରେ କଦଳୀ ଗଛ ଘରର ମୁଖ୍ୟ ଦ୍ବାରରେ ଲଗାଯାଇଥାଏ। କଦଳୀ ପତ୍ରକୁ ସୁନାର ଥାଳୀ କୁହାଯାଏ। କଦଳୀ ପତ୍ରରେ ଭୋଜନ କଲେ ଆୟୁଷ ବୃଦ୍ଧି…
Read More...

କୋକାକୋଲା ପ୍ରତିଷ୍ଠାତା ଦିନେ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ସୋମବାର ଦିଲ୍ଲୀଠାରେ ଓବିସି ସମ୍ମିଳନୀ ଆୟୋଜନ କରି ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‍ ବଜାଇଛି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓବିସି ବର୍ଗଙ୍କ ଉତ୍ଥାନ ପାଇଁ କୋକାକୋଲା…
Read More...

୧୦୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ: କନ୍ଧମାଳ ଜିଲା ତେଲମୁଣ୍ଡା ଛକ ନିକଟରୁ ୧୦୩ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲଣ କରୁଥିବା ଅଭିଯୋଗରେ ପିରିଙ୍ଗିଆ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦାମଦେଇ ଗାଁର ବାଳକୃଷ୍ଣ…
Read More...

ଦାତି ମହାରାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ : ଶାନିଧାମ ମନ୍ଦିର ପ୍ରତିଷ୍ଠାତା ତଥା ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‍ ବଳାତ୍କାର ଅଭିଯୋଗରେ ମାମଲା ରୁଜୁ କରିଛି। ତାଙ୍କର ଜଣେ ଶିଷ୍ୟା ବଳାତ୍କାର ଅଭିଯୋଗ ଆଣିବା ପରେ…
Read More...

ସିନେମା ସୁଟିଂ ବେଳେ ଖୋଲାରେ ଶୌଚ କରିଥିଲେ କରନ୍‌ ଜୋହର

ମୁମ୍ବାଇ:  ବଲିଉଡ୍‌ର ପ୍ରସିଦ୍ଧ ସିନେମା ପ୍ରଯୋଜକ କରନ ଜୋହର ଥରେ ଖୋଲାରେ ଶୌଚ କରିଥିବା କଥା  ସୂଚନା ଦେଇଛନ୍ତି । ଇଜିପ୍ଟରେ ‘କଭି ଖୁସୀ କଭି ଗମ୍‌’ ସିନେମାର ‘ସୁରଜ ହୁଆ ମଧ୍ୟମ ଗୀତର ସୁଟିଂ ବେଳେ  କରନ୍‌ଙ୍କ ପେଟ…
Read More...

କାବୁଲ୍‍ରେ ଆତ୍ମଘାତୀ ବିସ୍ଫୋରଣ : ୧୨ ମୃତ, ୩୧ ଆହତ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଏକ ସରକାରୀ ମନ୍ତ୍ରାଳୟ ଅଫିସ୍‍ ଆଗରେ ସୋମବାର ଏକ ଆତ୍ମଘାତୀ ବିସ୍ଫୋରଣରେ ଅନ୍ୟୁନ୍‍ ୧୨ ଜଣ ପ୍ରାଣ ହରାଇଥିବାବେଳେ ୩୧ ଜଣ ଆହତ ହୋଇଛନ୍ତି। ରମଜାନ ଉପଲକ୍ଷେ ମନ୍ତ୍ରାଳୟ…
Read More...

୨ ଲୁଟିଆଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

ବାଲେଶ୍ବର: ସଦରଥାନା ଖାନନଗର ଅଞ୍ଚଳରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ହେଲେ ତୃପ୍ତିଲତା ପାଣିଗ୍ରାହୀ । ତୃପ୍ତି ବାଇକରେ ଯାଉଥିବା ବେଳେ ଖାନନଗର ଛକ ନିକଟରେ ଦୁଇ ଜଣ ଯୁବକ ଅଟକାଇ ତାଙ୍କଠାରୁ ସୁନା…
Read More...

ପଥର ଫିଙ୍ଗାଳିଙ୍କୁ ହତ୍ୟା କରାଯିବା ଉଚିତ: ବିଜେପି ସାଂସଦ

ନୂଆଦିଲ୍ଲୀ: ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିବା ବିଜେପି ନେତାଙ୍କ ଧାରା ପାଲଟି ଯାଇଛି। କଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ହତ୍ୟା କରାଯିବା ଆବଶ୍ୟକ ବୋଲି କହିବା ପରେ ବିବାଦକୁ ଆସିଛନ୍ତି ବିଜେପି ସାଂସଦ ଡି ପି ଭାଟ୍‍ସ।…
Read More...

‘୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ’ ଉନ୍ମୋଚିତ

ଭୁବନେଶ୍ବର: ‘୮୦ବର୍ଷର ଓଡିଶା ବଜେଟ୍- ଏକ ସ୍ମରଣୀୟ ପ୍ରକାଶନ’ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି । ସୋମବାର ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ଓଡିଶା…
Read More...

ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ତିନି ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ, ଲସ୍କର ଇ ତୋଇବା ଓ ହିଜ୍‍ବୁଲ୍‍ ମୁଜାହିଦ୍ଦିନ ଭାରତରେ ଏକ ବଡ଼ ଧରଣର ଓ ଜୋରଦାର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ପାକିସ୍ତାନର ଏକ ଗୁପ୍ତ ତାଲିମ୍‍ ଶିବିରରେ…
Read More...

ଏମସ୍‌ରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଲୀ:   ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ର (ଏମସ୍‌ରେ ) ଭର୍ତ୍ତି କରାଯାଇଛି ।  ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଏମସ୍‌ରେ ଭର୍ତ୍ତି…
Read More...

ବିଏସ୍‍ପିକୁ ଅଧିକ ଆସନ ଦେବାକୁ ସପା ପ୍ରସ୍ତୁତ: ଅଖିଳେଶ

ଆଗ୍ରା: ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ବିଏସ୍‍ପିକୁ ଯଦି ଅଧିକ କିଛି ଆସନ ଦେବାକୁ ପଡ଼େ ସେଥିପାଇଁ ସମାଜବାଦୀ ପାର୍ଟି(ସପା) ପ୍ରସ୍ତୁତ ବୋଲି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ଜୌରୀ ଗ୍ରାମର ପୂର୍ବତନ…
Read More...

ଦେବୀଙ୍କ ସହ ଜଡିତ ରଜ ପର୍ବ  

ଆସୁଛି ଓଡ଼ିଶାର ଗଣପର୍ବ ରଜ। ମିଥୁନ ସଂକ୍ରାନ୍ତି ଏବଂ ତାର ପୂର୍ବ ଓ ପର ଦୁଇ ଦିନକୁ ମିଶାଇ ଚାରିଦିନ ମୁଖ୍ୟତଃ କିଶୋରୀ ଓ ଯୁବତୀଙ୍କ ପର୍ବ ଭାବେ ମାନ୍ୟତା ପାଇ ଆସିଛି। ଏହି ସମୟରେ ଝିଅ, କିଶୋରୀ, ଯୁବତୀ ଓ…
Read More...

ସମ୍ପର୍କୀୟ ଭାଇ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପୀଡିତା

ଝାରସୁଗୁଡା: ବେଳେ ବେଳେ ଅପରାଧ ବିଷୟରେ ସାଧାରଣ ମଣିଷ ସ୍ୱର ଉଠାଇବା ପାଇଁ ସାହସ ସଞ୍ଚୟ କରିପାରେନି । ସଚେତନ ହେଲେ ଅପରାଧକୁ ବିରୋଧ କରିଥାଏ । ଏପରି ଏକ ଘଟଣା ଝାରସୁଗୁଡାର ରେଙ୍ଗାଲି ଥାନା ଅଧିନରେ ଘଟିଛି ।…
Read More...

ଫେସ୍‌ବୁକ୍‌  ବନ୍ଦ କରିବ ଏହି ସବୁ ନୋଟିଫିକେସନ୍‌

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାରକୀମାନେ ବ୍ୟବହାର କରୁଥିବା ସବୁଠାରୁ ବଡ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍‌ । ମାତ୍ର  ଫେସ୍‌ବୁକ୍‌ରେ ଅତ୍ୟଧିକ ନୋଟିଫିକେସନ୍‌ ଯୋଗୁଁ ଏହାର ବ୍ୟବହାରକାରୀମାନେ…
Read More...

୨୫୧ ଟଙ୍କିଆ ସ୍ମାର୍ଟ ଫୋନ୍‍ର ଉଦ୍ୟୋକ୍ତା ଗିରଫ

ନୂଆଦିଲ୍ଲୀ: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟ ଫୋନ୍‍ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବା ଉଦ୍ୟୋକ୍ତା ମୋହିତ ଗୋଏଲ୍‍ଙ୍କୁ ପୁଲିସ ଗିରଫ କରିଛି। ତେବେ ମୋବାଇଲ୍‍ ଫୋନ୍‍ ପାଇଁ ନୁହେଁ ବରଂ ଏକ ନିର୍ଯାତନା ମାମଲାକୁ…
Read More...

ପୁଅର କ୍ରୁରତା, ମା’ର ମମତା

ବାଲେଶ୍ବର: ‘ପୁତ୍ର କୁପୁତ୍ର ହୋଇପାରେ; କିନ୍ତୁ ମା’ କେବେ କୁମାତା ହୋଇପାରେ ନାହିଁ ’ । ଏହି ଉକ୍ତିଟି ଆଜି ସତ ବୋଲି ପ୍ରମାଣ ହୋଇଛି । ମା’କୁ ଅତି ନିର୍ଦୟ ଭାବରେ ପୁଅ ପିଟୁଥିବା ଏକ ଭିଡିଓ ଭାଇରାଲ ହୋଇଛି । କିନ୍ତୁ…
Read More...

ୟୁକେରେ ଲୁଚିଛନ୍ତି ନିରବ ମୋଦି

ବେଙ୍ଗାଲୁରୁ: ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ଦୁର୍ନୀତିର ଖଳନାୟକ ନିରବ ମୋଦି ୟୁକେରେ ରାଜନେତାଙ୍କ ଛତ୍ରଛାୟାରେ ଲୁଚିଥିବା ଫାଇନାନ୍ସିଆଲ୍‍ ଟାଇମ୍ସର ଏକ ରିପୋର୍ଟରେ ଉଲ୍ଲେଖ ରହିଛି। କେତେଜଣ ଭାରତୀୟ ଓ ବ୍ରିଟିଶ୍‍…
Read More...

ଗାଁ ମୁଖିଆଙ୍କୁ ନକ୍ସଲଙ୍କ ହତ୍ୟା ଉଦ୍ୟମ

ମାଲକାନଗିରି/କାଲିମେଳା: ଛତିଶଗଡ଼ ସୀମାନ୍ତ ପଡ଼ିଆ ଥାନା ଅର୍ନ୍ତଗତ ସିଲାକୁଟା ଗ୍ରାମ ମୁଖିଆ ମଙ୍ଗୁଡୁ ବାଞ୍ଜମିଙ୍କୁ ନକ୍ସଲ୍ମାମାନେ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ନକ୍ସଲ୍ମାମାନେ ତାଙ୍କୁ ଉପରକୁ ଗୁଳି ଚଳାଇଥିଲେ…
Read More...

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଜିଲା ବଂଅରପାଳ ଅଞ୍ଚଳରେ ଜଣେ ନବ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଋକ୍କଣି ନାୟକ। ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଥିବା ଋକ୍କଣୀଙ୍କ ବାପ ଘର ପରିବାର…
Read More...

ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଆପର ଅଭିଯାନ

ନୂଆଦିଲ୍ଲୀ : ଦିଲ୍ଲୀର ଶାସନାଧୀନ ଆମ ଆଦମୀ ପାର୍ଟି (ଆପ) ପୁଣି ଥରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛି। ଦଳ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅଭିଯାନ ଆରମ୍ଭ କରିଛି। ଉପରାଜ୍ୟପାଳଙ୍କ ବିରୋଧରେ ‘ଏଲ୍‍ଜି…
Read More...

ନେହରୁଙ୍କ ଅପେକ୍ଷା ମୋଦୀ ଅଧିକ ଲୋକପ୍ରିୟ : ନକବୀ

ଆହ୍ଲାବାଦ : କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‍ତାର ଆବାସ ନକବୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କଠାରୁ ଅଧିକ ବୋଲି କହିଛନ୍ତି। ସେ…
Read More...

ଡାକ୍ତର କାଫିଲ ଖାନଙ୍କ ଭାଇକୁ ଗୁଳିମାଡ଼

ଗୋରଖପୁର : ବିଆରଡ଼ି ଡାକ୍ତରଖାନା ମାମଲାରୁ ଚର୍ଚ୍ଚାକୁ ଆସିଥିବା ଡାକ୍ତର କାଫିଲ ଅହମଦ ଖାନଙ୍କ ସାନ ଭାଇ କାସିଫ ଜାମିଲଙ୍କୁ କେତେକ ଦୁର୍ବୃତ୍ତ ରବିବାର ଗୁଳି ମାରି ହତ୍ୟା ଉଦ୍ୟମ କରିଛନ୍ତି। କାଫିଲଙ୍କ ସାନ ଭାଇ ଦେହରେ…
Read More...

କେରଳରେ ବର୍ଷା ବିତ୍ପାତ : ୧୩ ମୃତ

ନୂଆଦିଲ୍ଲୀ : କେରଳରେ ମୌସୁମୀ ଜନିତ ବର୍ଷା ବିତ୍ପାତରୁ ଶନିବାର ଓ ରବିବାର ଦୁଇ ଦିନରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଜନିତ ଦୁର୍ଘଟଣାରୁ ଶନିବାର ୯ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଛି।…
Read More...

୨୦୧୭-୧୮ରେ ସରକାରୀ ବ୍ୟାଙ୍କ କ୍ଷତି ୮୫,୩୭୦ କୋଟି

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କଗୁଡ଼ିକ ୨୦୧୭-୧୮ ବର୍ଷରେ ମୋଟ ୮୫,୩୭୦ କୋଟି ଟଙ୍କା କ୍ଷତି ସହିଛନ୍ତି। ଏହା ମଧ୍ୟରେ ସର୍ବାଧିକ କ୍ଷତି ଠକେଇରେ ପଡିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ୧୨,୨୮୩ କୋଟି ଟଙ୍କା…
Read More...

ସିଙ୍ଗାପୁରରେ ପହଞ୍ଚିଲେ ଟ୍ରମ୍ପ-କିମ୍‍

ସିଙ୍ଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ମଙ୍ଗଳବାର ଏ୍ୟ÷ତିହାସିକ ସାକ୍ଷାତ ଆଲୋଚନା ହେବାକୁ ଯାଉଛି। ଏହି ସାକ୍ଷାତ ଆଲୋଚନା ଲାଗି ଉଭୟ…
Read More...

ଦଳ ଗଢିଲେ ଶଶିକଳାଙ୍କ ଭାଇ

ତ୍ରିଚି : ଭି କେ ଶଶିକଳାଙ୍କ ଭାଇ ଭିକେ ଦିବାହରନ ରବିବାର ଏକ ନୂଆ ରାଜନୈତିକ ଦଳ ଗଢିଛନ୍ତି। ଦଳର ନାମ ହେଉଛି ଆନ୍ନା ଦ୍ରାଭିଡର କାଜାଗମ୍‍ (ଏଡିଏମ୍‍)। ମାନାରଗୁଡି ସହରରେ ଆୟୋଜିକ ଏକ ଉତ୍ସବରେ ଦିବାହରନ ଦଳୀୟ…
Read More...

ଶରଦ କୁମାର ଭିଜିଲାନ୍ସ କମିଶନର ନିଯୁକ୍ତ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ପୂର୍ବତନ ମହାନିର୍ଦେଶକ ଶରଦ କୁମାରଙ୍କୁ ରବିବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ର ଭିଜିଲାନ୍ସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୧୯୭୯ ବ୍ୟାଚ…
Read More...

କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପଦ ପାଇଁ ଘରୋଇ ଉଦ୍ୟୋଗ କର୍ମଚାରୀଙ୍କଠାରୁ ଦରଖାସ୍ତ ଆହ୍ୱାନ

ନୂଆଦିଲ୍ଲୀ : ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। କେନ୍ଦ୍ର ସରକାରଙ୍କର ରାଜସ୍ୱ, ଅର୍ଥନୈତିକ ବ୍ୟାପାର,…
Read More...

ସୋମବାର ରାଶିଫଳ

ମେଷ: ଚଳାଇଥିବା ଅନୁସନ୍ଧାନରେ ସଫଳତା ମିଳିବ। ଭଲ ରୋଜଗାର ହେବ। ବନ୍ଧୁ ସହାୟତା ମିଳିବ। ଉତ୍ତମ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ; ମାତ୍ର ଘାତଚନ୍ଦ୍ର ଯୋଗୁଁ ସାବଧାନ ହେବେ। ବୃଷ: ପାରିବାରିକ…
Read More...

ସଲମନକୁ ଟକ୍କର ଦେବ ୪ ଇଡିଅଟ୍ସ

ଭୁବନେଶ୍ୱର : ଓଡିଶାରେ ସାଧାରଣତଃ ପାର୍ବଣ ଋତୁରେ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ। ବିଶେଷକରି ରଜରେ ବଡ ବଜେଟ ସିନେମା ରିଲିଜ ହୋଇଥାଏ। ଓଡିଆ ଦର୍ଶକ ମଧ୍ୟ ଏହି ସମୟକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ପୂଜା…
Read More...

ନାଦାଲଙ୍କୁ ୧୧ତମ ଫ୍ରେଞ୍ଚ୍‍ ଓପନ୍‍ ଟାଇଟଲ

ପ୍ୟାରିସ : ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର ରାଫେଲ ନାଦାଲ ଏଠାରେ ଚାଲିଥିବା ସିଜିନର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।…
Read More...

ରହସ୍ୟରେ ରତ୍ନଭଣ୍ଡାର ହୀରାନୀଳା ତାଲିକା

ପୁରୀ : ରହସ୍ୟରେ ରହିଛି ରତ୍ନଭଣ୍ଡାର ହୀରାନୀଳା ତାଲିକା। ଚାବି ହଜିବା ପରେ ଏଥିନେଇ ପ୍ରଶ୍ନ ଉଠିଛି। ଭିତର ଭଣ୍ଡାରଘର (ରତ୍ନଭଣ୍ଡାର)ରେ କେତେ ପରିମାଣର ହୀରାନୀଳା ଏବଂ ମୋତିମାଣିକ୍ୟ ରହିଛି ତାହା ଜାଣିବାକୁ ସାଧାରଣରେ…
Read More...

ପ୍ରଣବ ରାଜନୀତିକୁ ଫେରିବେ ନାହିଁ: ଶର୍ମିଷ୍ଠା

ନୂଆଦିଲ୍ଲୀ : ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଆରଏସଏସ୍‍ ଯୋଜନା କରିଥିବା ଶିବସେନା କହିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ପ୍ରଣବଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ।…
Read More...

କାର୍ତ୍ତିଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ

ଚେନ୍ନଇ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କୁ ମାଡ୍ରାସ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। କଳାଧନ ଆଇନ ଅନୁଯାୟୀ ଆୟକର ବିଭାଗ କାର୍ତ୍ତିଙ୍କୁ ସମନ ଜାରି…
Read More...

୧୧ଦିନ ପରେ ଦିଶିଲା ଜଣଙ୍କ ଶବ

ବୋରିଗୁମ୍ମା : କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବୋରିପୁଟ ଅଞ୍ଚଳରେ ପାହାଡ଼ ଧସି ପଥର ତଳେ ଦୁଇ ଜେସିବି ଅପରେଟର ଚାପି ହୋଇଯିବା ଘଟଣାରେ ଉଦ୍ଧାରକାରୀ ଦଳଙ୍କୁ ସାମାନ୍ୟ ସଫଳତା ମିଳିଛି। ୧୧ଦିନ ପରେ ଆଜି ଜଣକର ଶବ…
Read More...

ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଯୋଜନା କରିଛି ଆରଏସଏସ: ଶିବସେନା

ମୁମ୍ବଇ : ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ଯୋଜନା କରିଛି ବୋଲି…
Read More...

ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସୁପର-୩୦ରୁ ୨୬ କୃତକାର୍ଯ୍ୟ

ପାଟନା : ଆଇଆଇଟି ପ୍ରବେଶିକା ପରୀକ୍ଷାରେ ପ୍ରତିବର୍ଷ ସର୍ବାଧିକ ସଫଳତା ପାଉଥିବା ବିହାର ବାସିନ୍ଦା ଆନନ୍ଦ କୁମାରଙ୍କ ‘ସୁପର-୩୦’ କୋଚିଂ ସେଣ୍ଟରରେ ଏବର୍ଷ ୩୦ ମଧ୍ୟରୁ ୨୬ ଜଣ ଛାତ୍ରଛାତ୍ରୀ ଜେଇଇ ଆଡ୍‍ଭାନ୍‍ସଡ…
Read More...

ମୋବାଇଲ୍ ଚାର୍ଜ କରିବା ସମୟରେ ସାବଧାନତା

ଜାପାନର ଏକ ନାମୀ ମୋବାଇଲ୍ କମ୍ପାନୀର ବିଶେଷଜ୍ଞ ଦଳ ପ୍ରତ୍ୟେକ ବର୍ଗର ଲୋକଙ୍କୁ କେତୋଟି ସଚେତନତା ଟିପ୍ସ ଦେଇଛନ୍ତି। ବିଶେଷ କରି ଲୋକେ ମୋବାଇଲ୍ ଚାର୍ଜ କରୁଥିବା ସମୟରେ ଅଧିକ ସଚେତନ ହେବା ଜରୁରୀ। -ମୋବାଇଲ୍‌କୁ…
Read More...

ଜିଲା ଓ ସବ୍‍ଡିଭିଜନରେ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିଚାଳନା ଠିକ୍‍ ଭାବେ ହେଉନାହିଁ ଏବଂ ମହାପ୍ରଭୁଙ୍କ ନୀତିରେ ଅବହେଳା ହେଉଥିବା ନେଇ ୨ଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶନାମା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି…
Read More...

ଭାଇଜାନ ଉପରେ ଗ୍ୟାଙ୍ଗଷ୍ଟାରଙ୍କ ନଜର

ହରିୟାଣା : ବଲିଉଡର ଭାଇଜାନ ସଲମନ ଖାନଙ୍କ ଉପରେ ଗ୍ୟାଙ୍ଗଷ୍ଟାରଙ୍କ ଦୃଷ୍ଟି ପଡିଛି। ହରିୟାଣାର କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ସଲମନ। ଏହି ମାମଲାରେ ହରିୟାଣା ଏକ…
Read More...

ହାଲେପ୍‍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ

ପ୍ୟାରିସ : ବିଶ୍ୱର ଏକ ନମ୍ବର ମହିଳା ଟେନିସ ଖେଳାଳି ରୋମାନିଆର ସିମୋନା ହାଲେପ୍‍ ସିଜିନର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରେ ମହିଳା ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର…
Read More...

୨୪ ଘଣ୍ଟାରେ ଅବପାତ

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ୧୨ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଓ…
Read More...

ଆଣ୍ଡ୍ରଏଡ୍‌ ମୋବାଇଲ୍‌ରେ କିପରି କଲ୍‌କୁ ଅଧିକ ଭଲ କରିବେ

ଆଜିକାଲି ଅଧିକାଂଶ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି । ଏଥିରେ ଆଣ୍ଡ୍ରଏଡ୍‌ ଓଏସ୍‌ଥିବା ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ । ପୂର୍ବରୁ କେବଳ ଫିଚର ଫୋନ୍‌ ଆସୁଥିଲା । ଏଥିରେ କଲ୍‌ କରିବା ପ୍ରାଥମିକତା ଥିଲା । ମାତ୍ର…
Read More...

ଦେଶ ବିଦେଶରେ ଦର୍ଶକଙ୍କ ମନ ଜିଣୁଛି ‘କାଲା’

ନୂଆଦିଲ୍ଲୀ :  ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କାଲା’ ଦର୍ଶକଙ୍କ ମନ ଜିଣିବା ସହିତ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଗତ ୭ ତାରିଖରେ ଏହା ତାମିଲନାଡୁରେ ରିଳିଜ୍ ହୋଇଥିଲା। ପରେ ଭାରତର ୧୮୦୦ଟି ହଲ୍‍ ସମେତ…
Read More...

ହକି ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ, ୩ ଗୁରୁତର

ସୁନ୍ଦରଗଡ: : ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଶାଗବାହାଲ ରାଜୀବ ଗାନ୍ଧୀ ଖେଳ ପଡ଼ିଆରେ ଏକ ହକି ମ୍ୟାଚ ଚାଲିଥିବା ବେଳେ ହଠାତ ଘଡ଼ଘଡ଼ି ସହ ବର୍ଷା ହେବାରୁ  ଏକ ଅଘଟଣ ଘଟିଛି । ବର୍ଷା ହେବାରୁ ଦର୍ଶକ ସମେତ ହକି…
Read More...

ନିର୍ମାତାଙ୍କ ପରେ କ୍ଷମାମାଗିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ଆମେରିକାର ଲୋକପ୍ରିୟ ଧାରାବାହିକ ‘କ୍ୱାଣ୍ଟିକୋ’ ଦିନକୁ ଦିନ ଅଧିକ ବିବାଦରେ ଛନ୍ଦି ହୋଇପଡୁଛି। ବିବାଦ ଏହାର ପିଛା ଛାଡୁନାହିଁ। ଏହି ଧାରାବାହିରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ…
Read More...

ରୁଦ୍ରାକ୍ଷ ଅସଲି ବୋଲି ଜାଣିବେ କିପରି

ହିନ୍ଦୁଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ତ୍ୱ ରହିଥିବା ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କ ସହ ରୁଦ୍ରାକ୍ଷର ସଂଯୋଗ ରହିଛି ବୋଲି ବିବେଚନା ରହିଛ। ଖରାପ ନଜରରୁ ରକ୍ଷା ପାଇବାପାଇଁ ଲୋକମାନେ ରୁଦ୍ରାକ୍ଷର ବ୍ୟବହାର…
Read More...

ମୁମ୍ବଇରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ମୁମ୍ବଇ: ପ୍ରବଳ ବର୍ଷା ଯୋଗୁ ମୁମ୍ବଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳ ସମେତ ଅନେକ ସ୍ଥାନରେ ପାଣି ଜମି…
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

ବଣେଇ : ସୁନ୍ଦରଗଡ ଜିଲାର ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ପଂଚାୟତର ଭୂୟାଁ ସାହିରେ ଜନୈକ ମହିଳାଙ୍କ ସନ୍ଦେହଜନେକ ମୃତ୍ୟୁ ଘଟିଛି । ମୃତ ମହିଳାଜଣକ ହେଉଛନ୍ତି ସେବତୀ ନାଏକ(୪୦)। ମହୁଲପଦା ଥାନା…
Read More...

ଭାରତରେ ଗଣତନ୍ତ୍ର ବିପନ୍ନ: ନନ୍ଦିତା ଦାସ

ନୂଆଦିଲ୍ଲୀ: ଭାରତରେ ଗଣତନ୍ତ୍ର ବିପନ୍ନ। କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀମାନେ ଆକ୍ରମଣର ଶିକାର ହେଉଛନ୍ତି ବୋଲି କହିଛନ୍ତି ଫିଲ୍ମ ଅଭିନେତ୍ରୀ ତଥା ନିର୍ମାତା/ନିର୍ଦେଶିକା ନନ୍ଦିତା ଦାସ। ମାର୍ଟିନ୍‍ ଲୁଥର…
Read More...