ପ୍ରଣବ ରାଜନୀତିକୁ ଫେରିବେ ନାହିଁ: ଶର୍ମିଷ୍ଠା

0

ନୂଆଦିଲ୍ଲୀ : ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଆରଏସଏସ୍‍ ଯୋଜନା କରିଥିବା ଶିବସେନା କହିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ପ୍ରଣବଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ। ଶିବସେନାର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶର୍ମିଷ୍ଠା କହିଛନ୍ତି ଯେ ‘ମୋ ବାପା ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଆଉ ଥରେ ସକ୍ରିୟ ରାଜନୀତିକୁ ଫେରିବାର ନାହିଁ।’ ଆରଏସଏସର କାର୍ଯ୍ୟକ୍ରମରେ ଯୋଗଦେବା ନେଇ ପ୍ରଣବଙ୍କ ନିଷ୍ପତ୍ତିକୁ ମଧ୍ୟ ଶର୍ମିଷ୍ଠା ବିରୋଧ କରିଥିଲେ।

Leave A Reply