ମେକ୍‍ ଇନ୍‍ ଇଣ୍ଡିଆକୁ ଧକ୍କା: ବନ୍ଦ ହେବ ୩୦% କମ୍ପାନୀ

ନୂଆଦିଲ୍ଲୀ: ପ୍ରାୟ ୩୦% କମ୍ପାନୀ ବନ୍ଦ ହେବାକୁ ଯାଉଛି। ଗତ ଦୁଇ ବର୍ଷ ଭିତରେ ଏହି ସବୁ କମ୍ପାନୀଙ୍କ ବାର୍ଷକ କାରବାର ପରିମାଣ ଶୂନ ରହିଛି। ଅର୍ଥାତ କମ୍ପାନୀ କାରବାର ଆଦୌ ହୋଇନାହିଁ। ତେଣୁ ସେହି ସବୁ କମ୍ପାନୀର…
Read More...

ଭୁବନେଶ୍ୱର ବିମାନ ବନ୍ଦରୁ ସୁନା ଜବତ

ଭୁବନେଶ୍ୱର: ପୁଣି ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ସୁନା। ଗତ କିଛି ମାସ ହେବ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣରେ ଚୋରା ସୁନା ଜବତ ହେଉଛି। ଆଜି ବିମାନ…
Read More...

ଗିନିଜ ବୁକ୍‍ରେ ୬୬୯୦ ହୀରା ଖଚିତ ମୁଦି

ହୀରାର ନଗରୀ ସୁରତ ପୁଣି ଥରେ ଗିନିଜ ବୁକ୍‍ରେ ରେକର୍ଡ ସୃଷ୍ଟି କରିଛି। ଏଥର ରେକର୍ଡର କାରଣ ହୋଇଛି ୬୬୯୦ ଟି ହୀରା ଖଚିତ ମୁଦି। ଏହାର ମୂଲ୍ୟ ପାଖପାଖି ୨୪କୋଟି ଟଙ୍କା। ସୁରତର ଜଣେ ହୀରା ବ୍ୟବସାୟୀ ବିଶାଲ…
Read More...

ପିତୃହନ୍ତା ସାଜୁଛି ପୁଅ

କଟକ: ପିତୃହନ୍ତା ସାଜିଛି ପୁଅ । ଗତକିଛି ଦିନ ମଧ୍ୟରେ ଏଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ପୁଅ ହାତରେ ଜନ୍ମଦାତାଙ୍କ ଜୀବନ ଯାଉଛି । ଆଜି ମଧ୍ୟ ଅନୁରୂପ ଘଟଣା କେନ୍ଦୁଝର ସଦର ଥାନା…
Read More...

ଭାରତ-ଆମେରିକା ବାଣିଜ୍ୟ ଯୁଦ୍ଧ ତେଜିଲା

ନୂଆଦିଲ୍ଲୀ: ଆମେରିକାରେ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଓ ଉପକରଣ ଏଣିକି ଭାରତରେ ମହଙ୍ଗା ହେବ। ଆମେରିକାରୁ ଆମଦାନି କେତେକ ସାମଗ୍ରୀ ଉପରେ ଭାରତ ସରକାର ସୀମା ଶୁଳ୍କ ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ଯଦି ଏହା…
Read More...

ପ୍ରତିଶ୍ରୁତି ପରେ ପ୍ରତାରଣା, ଅଗ୍ନିଶମ କର୍ମଚାରୀଙ୍କ ନାମରେ ଅଭିଯୋଗ

ବାଲେଶ୍ୱର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ବଳାତ୍କାର କରିଥିବା ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଅଭିଯୁକ୍ତ ଜଣଙ୍କ ହେଲେ…
Read More...

ଆଇନ ମନ୍ତ୍ରୀଙ୍କ ମାତୃ ବିୟୋଗ

କଟକ: ଆଜି ସକାଳୁ ରାଜ୍ୟ ସ୍ୱାସ୍ଥ୍ୟ,ସୂଚନା ଓ ଲୋକ ସମ୍ପର୍କ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ଶ୍ରୀମତୀ ସରସ୍ୱତୀ ଦେବୀଙ୍କର ୮୭ବର୍ଷ ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ…
Read More...

ପାକ୍‍ ଗୁଳିରେ ପୁଣି ଜଣେ ଯବାନ ସହିଦ

ଜମ୍ମୁ: ପାକିସ୍ତାନ ସେନା ଗୁଳିରେ ପୁଣି ଜଣେ ଭାରତୀୟ ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପାଟ୍ରୋଲିଂ ଟିମ୍‍ ଉପରକୁ ପାକିସ୍ତାନ ସେନା ଅଚାନକ ଗୁଳିବର୍ଷଣ…
Read More...

୮୩ବର୍ଷିୟା ପତ୍ନୀଙ୍କ ପାଇଁ ମେକଅପ ଶିଖୁଛନ୍ତି ବୃଦ୍ଧ

ସଫଳ କାହାଣୀ ଆମେ ଖୁବ କମ୍‍ ଶୁଣି ଥାଉ। ଆଜି ସମାଜରେ ପତି,ପତ୍ନୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା କଥା ମଧ୍ୟ କମ୍‍ ଶୁଣିବାକୁ ପାଇଥାଉ। ତେବେ ଏପରି ଏକ ସତ୍ୟ କଥା ଶୁଣିବାକୁ ମିଳିଛି ଯେ ଜଣେ ପତି ତାଙ୍କ ପତ୍ନୀଙ୍କ…
Read More...

ଦୋକାନରୁ ମିଳିଲା ମାଲିକଙ୍କ ମୃତଦେହ  

ଝାରସୁଗୁଡା:  ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥ କଡ ବାବୁଡେରା ଛକ ନିକଟରେ ଦୋକାନ କରିଥିବା ବାବୁଡେରା ଗାଁର ରାଜେଶ ସାହୁଙ୍କ ମୃତଦେହ ଆଜି ସକାଳୁ ପୁଲିସ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ…
Read More...

ଗୃହରକ୍ଷୀଙ୍କୁ ବଳାତ୍କାର ଅଭିଯୋଗ

କନ୍ଧମାଳ: ଜଣେ ମହିଳା ଗୃହରକ୍ଷୀଙ୍କ ସହ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବିହାର ରେଜିମେଣ୍ଟର ଯବାନ ଟୁଲୁ ପ୍ରଧାନଙ୍କ ବିରୋଧରେ ଘୁ. ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କରି ଘୁ.…
Read More...

ଯେଉଁଠି ରୁହନ୍ତି ବିଲ୍‍ ଗେଟ୍‍ସ୍‍

ବିଶ୍ୱର ବିତ୍ତଶାଳୀ ତାଲିକାର ସର୍ବୋଚ୍ଚ ସ୍ଥାନ ମଣ୍ଡନ କରି ଆସିଥିବା ବିଲ୍‍ ଗେଟ୍‍ସଙ୍କ ବିଷୟରେ କିଏ ବା ନ ଜାଣେ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତି ବିଦ୍ୟାରେ ବିପ୍ଳବ ଆଣିଥିବା ମାଇକ୍ରୋସଫ୍ଟ କମ୍ପାନୀର ଏହି…
Read More...

ପୁଣି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ

କେନ୍ଦ୍ରପଡା: ପୁଣି ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ହେବ ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ…
Read More...

ଲଚ୍ଛା ପରଟା

ଆବଶ୍ୟକ ସାମଗ୍ରୀ: ଅଟା- ୨କପ ମଇଦା- ୧କପ ତେଲ- ଆବଶ୍ୟକ ଅନୁଯାୟୀ ଲୁଣ- ସ୍ୱାଦ ଅନୁଯାୟୀ ପ୍ରସ୍ତୁତ ପ୍ରଣାଳୀ: ଲଚ୍ଛା ପରଟା ବନାଇବା ପାଇଁ ପ୍ରଥମେ ଅଟା ଓ ମିଦାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଚକଟି…
Read More...

ସହାୟତା ଅପେକ୍ଷାରେ ମାଳତୀ ଦେବୀଙ୍କ ଷ୍ଟାର୍ଟଅପ୍‍

କଟକ: ଏକଦା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କୁ ମଦ ଅଭ୍ୟାସରୁ ନିବୃତ୍ତ କରିବା ସହ ରୋଜଗାରର ରାହା ଦେଖାଇଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ସରକାରୀ ଉଦାସୀନତା ଓ ଇଚ୍ଛାଶକ୍ତି ଅଭାବରୁ ଦୁଃସ୍ଥ ହେବାରେ ଲାଗିଛି। ସଂଘର…
Read More...

ମିଥୁନ ରାଶିରେ ବୁଧାଦିତ୍ୟ ଯୋଗ, ଜାଣନ୍ତୁ ପ୍ରଭାବ

ଶୁକ୍ରବାର ଦିନ ସୂର୍ଯ୍ୟ ଗ୍ରହ ମିଥୁନ ରାଶିକୁ ପ୍ରବେଶ କରିଛନ୍ତି। ଏହି ରାଶିରେ ବୁଧ ଗ୍ରହ ପୂର୍ବରୁ ରହିଥିଲେ। ବୁଧ ଓ ସୂର୍ଯ୍ୟ ଗ୍ରହ ଉଭୟ ମିଥୁନ ରାଶିରେ ରହିବା ଯୋଗୁ ବୁଧାଦିତ୍ୟ ଯୋଗ ହେବ। ଏହି ଯୋଗ ଅତ୍ୟନ୍ତ ଶୁଭକର…
Read More...

ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୁରଭଞ୍ଜି ଜିଲା ବେତନଟୀ ଥାନା ଅଧୀନ ଗରୁଡ଼ବସା ଜଙ୍ଗଲରୁ ଜଣେ ୮ ବର୍ଷର ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ଶନିବାର ସକାଳେ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ମୃତ…
Read More...

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାରିପଦା: ୧୮ ନଂ ଜାତୀୟ ରାଜପଥ ପାଶ୍ୱର୍ ଖଇରବଣୀ ସ୍ଥିତ ଏକ ଢାବା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ବୈଶିଙ୍ଗା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ…
Read More...

ପ୍ରଭାସଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା

ପ୍ରଶଂସକ ମହଲରେ ବାହୁବଳୀର ରିଲ୍ ଯୋଡ଼ି ମନ ଜିଣିନେଇଛନ୍ତି। ପ୍ରଭାସ ଓ ଅନୁଷ୍କା ସେଟ୍ଟିଙ୍କ ଯୋଡ଼ି ବାସ୍ତବ ଜୀବନରେ ସାଥି ହେବେ ବୋଲି ପୂର୍ବରୁ ଅନେକଥର ଶୁଣାଯାଇଛି। ଦୁହେଁ କିନ୍ତୁ ସ୍ପଷ୍ଟ ଭାବେ ସେମାନଙ୍କ ପ୍ରେମ…
Read More...

ସଂହତି ଓ ସୌହାର୍ଦ୍ୟର ପର୍ବ ଇଦ୍‌-ଉଲ୍‌-ଫିତର୍‌

ଇଦ୍‌ ପର୍ବ ହେଉଛି ଦେବାର ପର୍ବ, ନେବାର ନୁହେଁ। ଏ ଦେବା କେବଳ ବସ୍ତୁଗତ ନୁହେଁ, ଆତ୍ମିକ ମଧ୍ୟ। ହୃଦୟ ଦିଆନିଆ ହୋଇ ମିଳୁଥିବା ଚିନ୍ମୟ ଆନନ୍ଦ ମିଳିମିଶି ହସଖୁସି ଭିତରେ ପାଳିବାର ପର୍ବ। ଏଥିରେ ଧନୀ ଗରିବର ପ୍ରଭେଦ…
Read More...

ପିତୃତ୍ୱ ଛୁଟି ଦେଉ ନ ଥିବା ୯୦ଟି ଦେଶ ତାଲିକାରେ ଭାରତ

ଜାତିସଂଘ :  ପ୍ରଥମଥର ଲାଗି ପିତୃତ୍ତ୍ୱ ଲାଭ କରୁଥିବା କର୍ମଚାରୀଙ୍କୁ ପିତୃତ୍ୱ ଛୁଟି ପ୍ରଦାନ କରିବାର ବ୍ୟବସ୍ଥା ନ ଥିବା ୯୦ଟି ରାଷ୍ଟ୍ରଙ୍କ ତାଲିକାରେ ଭାରତର ନାମ ରହିଛି। ଏକ ଅନୁସନ୍ଧାନ ପରେ ୟୁନିସେଫ୍‍ ପକ୍ଷରୁ…
Read More...

ଆଉ ଜଣଙ୍କ ଶବ ଉଦ୍ଧାର, ଟନେଲରେ ରହିଛନ୍ତି ୩

ରାଉରକେଲା  : ଆର୍‍ଏସ୍‍ପିରୁ ମଳଲୁହା ସଂଗ୍ରହ କରିବାକୁ ଯାଇ ଟନେଲରେ ଫସି ଯାଇଥିବା ଶୀତଳପଡାର ୫ ଯୁବକଙ୍କ ମଧ୍ୟରୁ ଆଜି ଆଉ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ପୂର୍ବରୁ ରାଜୁ ନାୟକ ନାମକ ଯୁବକଙ୍କ ଶବ ଉଦ୍ଧାର…
Read More...

ଗୁଳିକାଣ୍ଡରେ ଔଷଧ ଦୋକାନୀ ଗୁରୁତର

ରଘୁନାଥପୁର  : ଆସନ୍ତାକାଲି ଇଦ ପାଳନ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଚୂଡ଼ାନ୍ତ ପ୍ରସ୍ତୁତି କରୁଥିବା ବେଳେ ଶୁକ୍ରବାର ରାତି ୮.୪୫ରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ଜଣେ ଔଷଧ ଦୋକାନୀ ଗୁରୁତର ଆହତ ହୋଇଛନ୍ତି।…
Read More...

ତାରିଖ ଗଡ଼ାଇଲେ ଥରକୁ ୧୦ହଜାର

ନୂଆଦିଲ୍ଲୀ : ଏକ ଜମିଜମା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦୃଷ୍ଟାନ୍ତମୂଳକ ରାୟ ଦେଇଛନ୍ତି। ଦୀର୍ଘ ଦଶନ୍ଧି ଧରି ବିଚାର ଚାଲିଥିବା ଏହି ମାମଲାରେ ନିମ୍ନ ଅଦାଲତ ବାରମ୍ବାର ତାରିଖ ଗଡ଼ାଇ ଚାଲିଥିବାରୁ ବିଚାରପତି ମଦନ…
Read More...

ଏଣିକି ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିବାଦ ଜୋର ଧରିବା ପରିପ୍ରେକ୍ଷୀରେ ସରକାର ପୂର୍ଣ୍ଣ ସମୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେବା ନେଇ ଚିନ୍ତା କରୁଥିବା ସରକାରୀ ସୂତ୍ରରୁ…
Read More...

ପଞ୍ଚମ ଦିନରେ କେଜରିୱାଲଙ୍କ ଅନଶନ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନ ପରିସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଚଳାଇଥିବା ଅନଶନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ଅନଶନ ପଞ୍ଚମ ଦିନରେ ପହଞ୍ଚିଥିବା…
Read More...

ରୋନାଲ୍‍ଡୋଙ୍କ ହ୍ୟାଟ୍ରିକ୍‍

ସୋଚି :  ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ପର୍ତ୍ତୁଗାଲ୍‍ର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‍ଡୋ। ତାଙ୍କର ଏହି ହ୍ୟାଟ୍ରିକ୍‍ ବଳରେ ଶୁକ୍ରବାର ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ…
Read More...

ଦୁର୍ଘଟଣାରେ ଜଣେ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ବଜାର ଠାରେ ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଏକ ବାଇକ୍‍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ…
Read More...

ସମ୍ବଲପୁର ଶୀତଳଷଷ୍ଠୀ : ମହାଦେବ-ପାର୍ବତୀଙ୍କ ନିର୍ବନ୍ଧ ସଂପନ୍ନ

ସମ୍ବଲପୁର  : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ପାର୍ବତୀଙ୍କ ନିର୍ବନ୍ଧ ବା ପତରପେଁଡ଼ି ସଂପୂର୍ଣ୍ଣ ଲୋକାଚାରରେ ସଂପନ୍ନ ହୋଇଛି। ନନ୍ଦପଡ଼ାର ବମ୍‍ବରାଡ଼…
Read More...

ଝାରସୁଗୁଡ଼ା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର…
Read More...

ମରକ୍କୋ-ଇରାନ୍‍ ମୁକାବିଲା ଗୋଲ୍‍ଶୂନ୍ୟ

ସେଣ୍ଟ ପିଟର୍ସବର୍ଗ :  ଚଳିତ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ଗୋଲ୍‍ଶୂନ୍ୟ ମ୍ୟାଚ୍‍ ଦେଖିବାକୁ ମିଳିଛି ଶୁକ୍ରବାର। ମରକ୍କୋ ଓ ଇରାନ୍‍ ମଧ୍ୟରେ ଏକ ଗ୍ରୁପ୍‍ ‘ବି’ ମ୍ୟାଚ୍‍ ୦-୦ ଗୋଲ୍‍ରେ ଶେଷହୋଇଛି। ଫଳରେ ଉଭୟ…
Read More...

ଶନିବାର ରାଶିଫଳ

ମେଷ: ନୂତନ ପରିବେଶରେ କାର୍ଯ୍ୟ କରିବେ। ବନ୍ଧୁ ସୁଖ ମିଳିପାରେ। ଆରୋଗ୍ୟ ହେବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସମ୍ମାନିତ ହେବେ। ମିଥ୍ୟା ଅଭିଯୋଗ ପାଇଁ ଅଭିଯୋଗକାରୀ ଉପରେ ପ୍ରତିଶୋଧ ନେବେ। ବୃଷ: ଦିନ ସାରା…
Read More...

ୱାଘମାରେ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ

ବେଙ୍ଗାଲୁରୁ  : ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକାରୀକୁ କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଚିହ୍ନଟ କରିଛି। ଏସଆଇଟିର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପର୍ଶୁରାମ ୱାଘମାରେ ହେଉଛନ୍ତି…
Read More...

୭୨ ଘଣ୍ଟାରେ ପ୍ରତିଶୋଧ ନିଅ ; ନଚେତ୍‍ ମୁଁ ନେବି

ଜାମ୍ମୁ  : ‘ମୋ ପୁଅର ଅପହର୍ତ୍ତା ଓ ହତ୍ୟାକାରୀଙ୍କୁ ୭୨ଘଣ୍ଟା ମଧ୍ୟରେ ଖୋଜି ହତ୍ୟାକର।’ କେନ୍ଦ୍ର ସରକାରଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ପରେ ହତ୍ୟାର ଶିକାର ହୋଇଥିବା ଭାରତୀୟ ସେନା…
Read More...

 ଜିମେନେଜ୍‍ଙ୍କ ଗୋଲ୍‍ରେ ଜିତିଲା ଉରୁଗୁଏ

ଏକାତେରିନ୍‍ବର୍ଗ : ୨୧ତମ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨ ଥର ଚମ୍ପିଆନ୍‍ ଉରୁଗୁଏ। ୮୯ ମିନିଟରେ ଜୋସ୍‍ ଜିମେନେଜ୍‍ଙ୍କ ଏକମାତ୍ର ଗୋଲ୍‍ ବଳରେ ଇଜିପ୍‍ଟକୁ ୧-୦ ଗୋଲ୍‍ରେ ଉରୁଗୁଏ…
Read More...

ସ୍ଥାପନହେଲା ବ୍ୟାସକବିଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତି

ବାଲେଶ୍ୱର:  ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ତିରୋଧାନ ଦିବସରେ ତାଙ୍କର ଏକ ବ୍ରୋଞ୍ଜ ନିର୍ମିତ ପୂର୍ଣ୍ଣାବୟବ ପ୍ରତିମୂର୍ତି ବାଲେଶ୍ୱର ସହର କବିତୀର୍ଥ ଶାନ୍ତିକାନନରେ…
Read More...

ଆନ୍ତଃଜିଲା ବାଇକ ଚୋର ଗ୍ୟାଙ୍ଗର୨ସଦସ୍ୟ ଗିରଫ,୧୩ ବାଇକ ଜବତ,

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳରୁ ଗତ କେଇ ମାସ ହେଲା ସ୍ପଷ୍ଟ ଦିବାଲୋକରେ ବାଇକ ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ପୁଲିସ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅବଳମ୍ବନ କରିଥିଲା…
Read More...

୨୦୪୦ ବେଳକୁ ବିଶ୍ୱର ତାପମାତ୍ରା ଅଧିକ୧.୫ଡିଗ୍ରୀ ବଢିିବ

ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘର ଆଇପିସିସି (ଇଣ୍ଟରଗଭରମେଣ୍ଟାଲ ପ୍ୟାନେଲ ଅଫ କ୍ଲାଇମେଟ ଚେଞ୍ଜ) ରିପୋର୍ଟ ପ୍ରଘଟ ହୋଇ ଯାଇଛି। ଏହା ଚଳିତ ବର୍ଷ ଅକ୍ଟୋବର ମାସରେ ଆସିବାର ଥିଲା। ମାତ୍ର ଜୁନ୍‍ମାସରୁ ଏହାର ତଥ୍ୟ…
Read More...

 ମଦ ବିକ୍ରିକୁ ବିରୋଧ, ମହିଳାଙ୍କ ରାସ୍ତାରୋକ

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ବେଦ୍ୟେଶ୍ୱର ଥାନା ଅଞ୍ଚଳରେ ଚୋରା ଦେଶୀ,ବିଦେଶୀ ଓ ପୋଚରନ୍ଧା ମଦର ବହୁଳ ବିକ୍ରି ଚାଲିଛି। ଗାଁ ଗଣ୍ଡାରେ ଦେଶୀ ମଦ ଓ ନକଲି ବିଦେଶୀ ମଦର ବିକ୍ର ହେବା ଯୋଗୁଁ ଅସାମାଜିକ…
Read More...

କିନ୍ନର ଫେସନ ସୋ : ବାଜି ମାରିଲେ ସୋନିଆ    

ସମ୍ବଲପୁର : ବଡ଼ବଜାର ଶୀତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କିନ୍ନର ଫେଶନ୍‍ ସୋ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ କିନ୍ନର ଯୋଗଦେଇ ଫେଶନ୍‍ ସୋ…
Read More...

ବିିିହାରର ସୁପର ୨୬ଛାତ୍ରଙ୍କ ପାଇଁ ହ୍ରିତିକ ରଖିବେ ପାର୍ଟି

ମୁମ୍ବଇ : ହିନ୍ଦୀ ଚଳଚ୍ଚିତ୍ର ସୁପର ୩୦ରେ ଗଣିତ ଶିକ୍ଷକ ଭାବେ ଅଭିନୟ କରୁଥିବା ହ୍ରିତିକ ରୋଶନ ଏବେ ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଙ୍କୁ ପାର୍ଟି ଦେବେ ବୋଲି ଜଣାପଡିଛି। ଏହି ପାର୍ଟି ଜୁନ ୨୩ରେ…
Read More...

ଚେକ୍ ବାଉନ୍ସ ହେବାରୁ ଯୁବକଙ୍କୁ ଗୁଳିମାଡ

ଜଗତସିଂହପୁର : ଜଗତସିଂହପୁର ଥାନା ଅଧିନ ବାଇଜଙ୍ଗା ଠାରେ ଦିବ୍ୟସ୍ୱରୂପ ସାହୁ ନାମକ ଯୁବକଙ୍କୁ ଗୁଳିମାଡ ହୋଇଛି। ଜାନକୀ ମହାରଣା ନାମକ ଜଣେ ଅପରାଧି ନାମରେ ଚେକ ବାଉନ୍ସ ମାମଲା କରିବାରୁ ସେ ଓ ତାର ୮ଜଣ ସହଯୋଗୀ…
Read More...

ଦେବ ବିବାହ ପାଇଁ ପାର୍ବତୀଙ୍କର ଘରେ ବସିଲା ମଙ୍ଗଳ ହାଣ୍ଡି : ନିମନ୍ତ୍ରଣ ଦେଲେ ନୃସିଂହ    

ସମ୍ବଲପୁର  ବୁଧବାର ଦିନ ରାତ୍ରରେ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି ସହିତ ପଶ୍ଚିମ ଓଡିଶାର ସପ୍ତାହବ୍ୟାପୀ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ…
Read More...

ନାବାଳିକାକୁ ବଳାତ୍କାର ଅଭିଯୋଗ

ପାଲଲହାଡ଼ା : ଅନୁଗୁଳ ଜିଲା ଖମାର ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ବାଳାତ୍କାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗୁରୁବାର ଅପରାହ୍ନରେ ପୀଡିତା ଘର ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାକୁ…
Read More...

ଏହି ଉପାୟ ଦ୍ୱାରା ଦୂରରେ ଥାଇ ମଧ୍ୟ ଆପଣଙ୍କ ସମ୍ପର୍କକୁ ମଜବୁତ କରନ୍ତୁ

ବିଭିନ୍ନ କାରଣରୁ ଅବା କାର୍ଯ୍ୟ ବ୍ୟସ୍ତତାହେତୁ ଆପଣଙ୍କ ଜୀବନସାଥୀଙ୍କ ପାଖରେ ରହିପାରୁ ନାହାନ୍ତି। ମାତ୍ର ଦୂରରେ ରହି ସମ୍ପର୍କକୁ ବୁଝିବା ସବୁଠାରୁ ଅଧିକ କଷ୍ଟକର ହୋଇଥାଏ। ପ୍ରାୟ ଦୂୂରରେ ରହିବା ସମସ୍ୟା ହୋଇ…
Read More...

ଯାତ୍ରୀବାହୀ ବସ୍‍କୁ ପଛ ପଟୁ ଧକ୍କା ଦେଲା ଟ୍ରକ; ୭  ଯାତ୍ରୀ ଆହତ

ବାରିପଦା : ବାରିପଦାଠାରୁ ୨୨ କିଲୋମିଟର ଦୂର ୧୮ ନମ୍ବର ଜାତୀୟ ରାଜପଥରେ ବାଙ୍ଗିରିପୋଷୀ ଥାନା ଅଞ୍ଚଳରେ ପୋଖରୀମୁଣ୍ଡାକଟା ଗ୍ରାମ ନିକଟରେ ଆଜି ଦିନ ଗୋଟାଏ ବେଳେ ଯାତ୍ରୀବାହୀ ବସ୍‍କୁ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ…
Read More...

 ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ , ଶିବ ବିବାହ ପାଇଁ ଆରଡି ଚଳ ଚଞ୍ଚଳ

ଆରଡି: ବାହାଘର ପୁଣି ଦେବଦେବ ମହାଦେବଙ୍କର। ଏଥିପାଇଁ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଲାଣି  । ବିଶେଷକରି ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତୀକୁ ଦର୍ଶନ ପାଇଁ ରାଜ୍ୟ ଓ…
Read More...

ବେଙ୍ଗାଲୁର ଟେଷ୍ଟ ଜିତିଲା ଭାରତ

ବେଙ୍ଗାଲୁର: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ଥାନ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ଇନିଂସ୍ ଓ ୨୬୨ ରନ୍‌ରେ ଜିତି ଯାଇଛି । ଗୋଟିଏ ଦିନରେ ଆଫଗାନିସ୍ଥାନ ତାହାର ଦୁଇଟି ଯାକ ଇନିଂସ୍ ଖେଳିବା ସହ ସମସ୍ତ…
Read More...

ଆପଣାନ୍ତୁ ଏହି ଉପାୟ, ଅଭାବ ଦୂର ହେବ

ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଉପାୟ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଅଭାବ ଦୂର ହେବା ସହ ମା’ ଲକ୍ଷ୍ମୀ ଅପାଣଙ୍କ ଉପରେ ପସନ୍ନ ହେବେ ଏବଂ ସବୁବେଳେ ଆପଣଙ୍କ ପାଖରେ ରହିବେ। ପ୍ରାୟ ଲୋକମାନେ କୁହନ୍ତି…
Read More...

ଲୋପ ପାଇ ପାରନ୍ତି ଏହି ସବୁ ଜୀବ ଜନ୍ତୁ

ଜୁନ୍ ୫ରେ ବିଶ୍ବସ୍ତରରେ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଗର ଲୋକେ ପରିବେଶ ପ୍ରତି ସଚେତନ ରହିବା ସହ ପଶୁପକ୍ଷୀ ଶିକାର ନ କରି ବରଂ ସେମାନଙ୍କ ବଂଶବୃଦ୍ଧି କରିବା ନିମନ୍ତେ ଯଥୋଚିତ ପଦକ୍ଷେପ ନେବା…
Read More...

ଦାୟିତ୍ୱ ନେଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍‍ ଅଫିସର ପ୍ରଦୀପ୍ତ ମହାପାତ୍ର। ଆସନ୍ତା ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ସେଥିପ୍ରତି ପ୍ରାଥମିକତା ଦେବେ ବୋଲି ସେ…
Read More...

ଅରବପତିଙ୍କ ହାତରେ ବିଶ୍ୱର ଅଧା ସମ୍ପତ୍ତି

ନୂଆଦିଲ୍ଲୀ: ବିଶ୍ୱର ଅତ୍ୟୁଚ୍ଚ ଧନୀଙ୍କ ହାତରେ ବିଶ୍ୱର ଅଧାସମ୍ପତ୍ତି ରହିଛି। ବୋଷ୍ଟନ୍‍ କନ୍‍ସଲ୍‍ଟିଙ୍ଗ ଗ୍ରୁପ୍‍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଏଭଳି ଦାବି କରିଛି। ରିପୋର୍ଟ ଅନୁଯାୟୀ, ବିଗତ ୫ ବର୍ଷ ଧରି ଧନୀଙ୍କ…
Read More...

ବିଦେଶୀଙ୍କ ହାତରେ ଭାରତୀୟଙ୍କ ଆର୍ଥିକ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟଙ୍କ ଆର୍ଥିକ ସ୍ଥିତ ସମ୍ପର୍କିତ ତଥ୍ୟ କ୍ରମଶଃ ବିଦେଶୀଙ୍କ ହାତକୁ ଯାଉଛି। ଭାରତର ଏକାଧିକ ଆର୍ଥିକ ସଂସ୍ଥା ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ବିଦେଶର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ…
Read More...

ଶସ୍ତା ହେବ ସ୍ୱାସ୍ଥ୍ୟ ଉପକରଣ

ନୂଆଦିଲ୍ଲୀ: ଔଷଧ ପରେ ଏବେ ସ୍ୱାସ୍ଥ୍ୟ ଉପକରଣକୁ କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ କରିବାକୁ ଯାଉଛନ୍ତି। ଏ ଦିଗରେ ନିତି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଥିବା ବେଳେ ପିଏମ୍‍ରେ ଏ ସମ୍ପର୍କରେ ଆଲୋଚନା ହୋଇସାରିଛି। ତେଣୁ…
Read More...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଅନୁଗୁଳ: ଅନୁଗୁଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ସର୍ଗିପାଲି ନିକଟରେ ଏକ ସଡ଼କ ଦୁର୍ଘର୍ଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ୫୫ ନଂ ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‍ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକଙ୍କ ପରିଚୟ…
Read More...

ରାଉରକେଲାରେ ଅଗ୍ନିକାଣ୍ଡ

ରାଉରକେଲା: ପାୱାର ହାଉସ୍‍ ଛକ ନିକଟସ୍ଥ ଗ୍ରୀଡ୍‍ ସବ୍‍ଷ୍ଟେସନ୍‍ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଏହି ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ସରକାରୀ ଓ ଆରଏସ୍‍ପି ଦମକଳ…
Read More...

ଜାଣନ୍ତୁ, କେଉଁ ଅକ୍ଷର ଆପଣଙ୍କ ରାଶି ପାଇଁ ଶୁଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଅକ୍ଷରର ସମ୍ବନ୍ଧ ଯେକୌଣସି ରାଶି ସହ ହୋଇଥାଏ। ପ୍ରତ୍ୟେକ ଅକ୍ଷରର ଅର୍ଥ ମଧ୍ୟ ଅଲଗା ହୋଇଥାଏ। ରାଶି ସହିତ ଅକ୍ଷରର ସମ୍ବନ୍ଧ ଥିବାରୁ ଆମ ଜୀବନରେ ଆମ ନାମର ପ୍ରଭାବ ଅଧିକା…
Read More...

ମଲାଲାଙ୍କୁ ହତ୍ୟା ଉଦ୍ୟମ କରିଥିବା ତାଲିବାନୀ ନେତା ନିହତ

ନୂଆଦିଲ୍ଲୀ: ନୋବେଲ୍‍ ପୁରସ୍କାର ବିଜୟିନୀ ମଲାଲା ୟୁସଫ୍‍ଜାଇଙ୍କ ଉପରକୁ ଗୁଳି ଚଳାଇ ହତ୍ୟା ଉଦ୍ୟମ କରିଥିବା ତାଲିବାନୀ ନେତା ଫାଜଲୁହ୍ଲା ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା କୁହାଯାଉଛି।…
Read More...

ସାମ୍ବାଦିକଙ୍କ ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍‍ ଜାରି

ନୂଆଦିଲ୍ଲୀ: ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ୍‍ ବୁଖାରିଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ତିନି ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଆଂଶିକ ଚିହ୍ନଟ କରାଯାଇଛି। ଶୁକ୍ରବାର ସକାଳୁ ଶ୍ରୀନଗର ପୁଲିସ ତିନିଜଣଙ୍କ ସ୍କେଚ୍‍ ଜାରି…
Read More...

ଭୟାନକ ଜଳସଙ୍କଟରେ ଭାରତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ଉତ୍କଟ ଜଳସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଯଦି ଏବେଠାରୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ସ୍ଥିତି ଭୟାନକ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ଚେତାବନୀ ଦେଇଛି…
Read More...

ବୁନ୍ଦି ରାଇତା

ଆବଶ୍ୟକ ସାମଗ୍ରୀ : ଦହି- ୨୫୦ଗ୍ରାମ ବୁନ୍ଦି- ଅଧ କପ କ୍ଷୀର/ପାଣି- ଅଧ କପ ଲୁଣ- ସ୍ୱାଦ ଅନୁସାରେ ଲଙ୍କା ଗୁଣ୍ଡ-୧ ଛୋଟ ଚାମଚ ଜୀରା ଗୁଣ୍ଡ- ୧ଚାମଚ ପୁଦିନା ଗୁଣ୍ଡ- ୧ ଚାମଚ ଚିନି- ୧ ଚାମଚ ପ୍ରସ୍ତୁତ…
Read More...

ଫକିରମୋହନଙ୍କୁ ଚିଠିଟିଏ

ସିଦ୍ଧାର୍ଥ କାନୁନ୍‌ଗୋ ପରମ ପୂଜନୀୟ ଫକିରମୋହନ! ଅନ୍ତରର ଭକ୍ତିଭରା ପ୍ରଣାମ ଗ୍ରହଣ କରିବାକୁ ସବିନୟ ନିବେଦନ। ମନର ଭାଷାକୁ ବ୍ୟକ୍ତ କରିବାପାଇଁ ସାର୍ବଜନୀନ ଚିଠିଟିଏ ଲେଖୁଛି। ବର୍ତ୍ତମାନ ଚିଠି ଲେଖିବାକୁ ସମୟ…
Read More...

ମଦ ବିକ୍ରି ବନ୍ଦ ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ

କଳାପଥର(ବାଙ୍କୀ): ମଦ ବିକ୍ରି ବନ୍ଦ ପ୍ରତିବାଦରେ ମହିଳାଙ୍କ ତରଫରୁ ବୈଦେଶ୍ୱର ଥାନା ଅନ୍ତର୍ଗତ କଡାମଲ୍ଲ ଛକଠାରେ ରାସ୍ତାରୋକ କରାଯାଇଛି। ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା…
Read More...

ନବୀନକେୟାର୍‌!

ନିର୍ବାଚନ ସମୟ ପାଖେଇ ଆସିଲେ କ୍ଷମତାସୀନ ସରକାର ନାଗରିକଙ୍କ ମନକୁ ଆକର୍ଷିତ କଲାଭଳି ବିଭିନ୍ନ ପ୍ରକାରର ଲୋଭନୀୟ ଘୋଷଣାମାନ କରିଥାନ୍ତି। ଗତ ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସ୍ବାଧୀନତା…
Read More...

ଯୋଗ କରିବା ବେଳେ ଧ୍ୟାନ ଦିଅନ୍ତୁ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଆମେ ଯୋଗ କରିଥାଉ। ଯୋଗ ଶଦ୍ଦଟି ସଂସ୍କୃତ ଶଦ୍ଦ ‘ଯୁଜି’ ରୁ ଆସିଛି। ଯୋଗ କରିବା ଦ୍ୱାରା ମନ ଓ ଦେହ ସୁସ୍ଥ ରହିଥାଏ। ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ନିୟମିତ…
Read More...

ପୁଅ ହାତରେ ଗଲା ଜନ୍ମଦାତାଙ୍କ ଜୀବନ

ଅନୁଗୁଳ/ଦେବଗଡ଼: ଶୁକ୍ରବାର ପୃଥକ୍‍ ପୃଥକ୍‍ ସ୍ଥାନରେ ପୁଅ ହାତରେ ଜନ୍ମଦାତାଙ୍କ ଜୀବନ ଯାଇଛି। ଅନୁଗୁଳରେ ପୁଅ ହାତୁଡ଼ିରେ ପିଟି ବାପା,ମା’ଙ୍କୁ ହତ୍ୟା କରିଥିବା ବେଳେ ଦେବଗଡ଼ରେ ମଦ୍ୟପ ପୁଅର ଗୁଳିମାଡ଼ରେ ବାପାଙ୍କ ଜୀବନ…
Read More...

ସବୁଠୁ ଡେଙ୍ଗା ପୁଲିସ ଅଫିସର

ପଞ୍ଜାବ : ଜଗଦୀପ ସିଂହ, ବିଗତ ୧୮ ବର୍ଷ ଧରି ପଞ୍ଜାବ ପୁଲିସ୍ ବିଭାଗରେ କାର୍ଯ୍ୟରତ ଏହି ଅଫିସର୍‌ଜଣକ ବିଶ୍ବର ସବୁଠୁ ଡେଙ୍ଗା ପୁଲିସ୍ ଭାବେ ପରିଚିତ। ଯଦିଓ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌ରେ ତାଙ୍କ ନାମ ଘୋଷଣା…
Read More...

ରୁଷ୍‌ର ଗୋଲ୍‌ ବର୍ଷା

ମସ୍କୋ : ଗୁରୁବାର ରୁଷର ରାଜଧାନୀ ମସ୍କୋସ୍ଥିତ ଲୁଝ୍‍ନିକି ଷ୍ଟାଡିୟମରେ ଆୟୋଜିତ ଏକ ସଂକ୍ଷିପ୍ତ ତଥା ବର୍ଣ୍ଣାଢ୍ୟ ଉତ୍ସବରେ ଫିଫା ଫୁଟବଲ ବିଶ୍ୱକପ ପ୍ରତିଯୋଗିତାର ୨୧ତମ ସଂସ୍କରଣ ଉଦ୍‍ଘାଟିତ ହୋଇଛି। ଉତ୍ସବ ପରେ…
Read More...

୨୦୧୯-୨୦ ସୁଦ୍ଧା ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର  : ଆସନ୍ତା ୨୦୧୯-୨୦ ଶିକ୍ଷାବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଯେପରି କାର୍ଯ୍ୟକ୍ଷମ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ…
Read More...

ମିଳିଲା ଦ୍ୱିତୀୟ ଶବ, ଉଦ୍ଧାର କାର୍ଯ୍ୟ ଶେଷ

ବାରିଗୁମ୍ମା/ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ବୋରିପୁଟ ପଥର ଖାଦାନରେ ପାହାଡ଼ ଧସି ପଥର ତଳେ ଚାପି ହୋଇ ରହିଯାଇଥିବା ଜେସିବି ଅପରେଟର ଶବକୁ ଶୁକ୍ରବାର ୧୫ଦିନ ପରେ ଉଦ୍ଧାର କରାଯାଇଛି। ଗତକାଲି ଘନଶ୍ୟାମ ଗୁରୁ…
Read More...

ଦିଲ୍ଲୀ ପ୍ରଦୂଷଣ ଚିନ୍ତାଜନକ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଏନ୍‍ସିଆର୍‍)ରେ ପ୍ରଦୁଷଣସ୍ତର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଦିଲ୍ଲୀରେ ପ୍ରଦୁଷଣ ସ୍ତର ପିଏମ୍‍ ୨.୫ ରହିଛି, ଯାହାକି…
Read More...

ସୁସ୍ଥ ହୋଇ ଗୋଆ ଫେରିଲେ ପାରିକର

ନୂଆଦିଲ୍ଲୀ  : ଆମେରିକାରେ ତିନି ମାସ ଚିକିତ୍ସିତ ହେବା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ସ୍ୱଦେଶ ଫେରିଛନ୍ତି। ଗୁରୁବାର ପାରିକର ମୁମ୍ବଇରେ ପହଞ୍ଚିବା ପରେ ସନ୍ଧ୍ୟାରେ ଗୋଆ ଯାଇଛନ୍ତି। ଅଗ୍ନ୍ୟାଶୟ ସମସ୍ୟା…
Read More...

‘ଧାର୍ଯ୍ୟ ସମୟରେ ତଦନ୍ତ ସରିବ’

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ପୂର୍ବରୁ ତଦନ୍ତ କମିସନ ଗଠନ କରିଥିବାବେଳେ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହ ଟର୍ମ୍‍ସ ରେଫରେନ୍ସ ମଧ୍ୟ ପ୍ରକାଶ…
Read More...

ନକଲି ଚାବି ଆଣିଲେ କେଉଁଠୁ ?

ଭୁବନେଶ୍ୱର  : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସତ୍ୟକୁ ବାରମ୍ବାର ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି। ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା କିମ୍ବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପରିବର୍ତ୍ତନ କରି…
Read More...

ଯବାନଙ୍କୁ ଅପହରଣ ପରେ ହତ୍ୟା

- ସମୀର ଟାଇଗର ହତ୍ୟା ରେ ସାମିଲ ଥିଲେ  -ଇଦ୍‍ ପାଇଁ ଛାଡ଼ିଦେବାକୁ ମା’ ନିବେଦନ କରିଥିଲେ -ବାନ୍ଦିପୁରାରେ ୨ ଆତଙ୍କବାଦୀ ମୃତ, ଯବାନ ସହିଦ ପୁଲୱାମା : ଆତଙ୍କବାଦୀ ସଂଗଠନ ହିଜବୁଲ୍‍ ମୁଜାହିଦ୍ଦିନର…
Read More...

ଡାକ୍ତରଙ୍କୁ ଗଛରେ ବାନ୍ଧି ପତ୍ନୀ ଓ ଝିଅଙ୍କୁ ବଳାତ୍କାର

ଗୟା : ବିହାରର ଗୟା ଜିଲା ଅନ୍ତର୍ଗତ ରାଫିଗଞ୍ଜ-ଗୟା ରାସ୍ତାରେ ଜଣେ ଡାକ୍ତରଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ ପତ୍ନୀଙ୍କୁ ବଳାତ୍କାର ସହ ନାବାଳିକା ଝିଅକୁ ଅସଦାଚରଣ କରାଯିବା ଭଳି ଭୟାନକ ଘଟଣା ଘଟିଛି। ପ୍ରାୟ ୧୦…
Read More...

ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡ଼ିଆ ଜାତି ବିବ୍ରତ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଓ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ନେଇ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ମନ ଆନ୍ଦୋଳିତ। ଗତ…
Read More...

ବିଶ୍ୱାସ-ସମର୍ପଣ ଭାବରେ ମିଳେ ଈଶ୍ୱରଙ୍କ ସାନ୍ନିଧ୍ୟ

ଭୁବନେଶ୍ୱର : ଈଶ୍ୱରଙ୍କ ସାରତତ୍ତ୍ୱ ବ୍ରହ୍ମକୁ କେବଳ ଶବ୍ଦରେ ହିଁ ପରିକଳ୍ପନା କରାଯାଇ ପାରେ। ବିଶ୍ୱାସ ଓ ସମର୍ପଣ ଭାବରେ ଇହଜଗତରେ ଈଶ୍ୱରଙ୍କ ସାନ୍ନିଧ୍ୟ ମିଳିପାରିବ ବୋଲି ବିଶିଷ୍ଟ ଲେଖିକା, ଜ୍ଞାନପୀଠ ପୁରସ୍କାର…
Read More...

ବିମାନବନ୍ଦରରୁ ପୁଣି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ

ଭୁବନେଶ୍ୱର  : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ପୁଣି ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ କରାଯାଇଛି। ସୀମାଶୁଳ୍କ ଆୟୋଗ(ନିରୋଧ) ଶାଖାର ଅଧିକାରୀ ଜଣେ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା…
Read More...

ଶୁକ୍ରବାର ରାଶିଫଳ

ମେଷ: ଖୁସ ମିଞ୍ଜାସରେ ଦିନଟି ବିତିବ। ସମ୍ମାନିତ ହୋଇପାରନ୍ତି। ଆସ୍ତିକ ସ୍ୱଭାବର ହେବେ। କଥାବାର୍ତ୍ତା ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ସାନଭାଇମାନଙ୍କଠାରୁ ଆଦର ମିଳିବ। ବୃଷ:…
Read More...

ସାଉଦି ଆରବକୁ ୫-୦ରେ ହରାଇଲା ରୁଷିଆ

ମସ୍କୋ : ୨୧ତମ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ ଗୁରୁବାର ଆରମ୍ଭ ହୋଇଛି। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ରେ ଆୟୋଜକ ରୁଷିଆ ୫-୦ ଗୋଲ୍‍ରେ ସାଉଦି ଆରବକୁ ପରାସ୍ତକରି ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‍ ‘ଏ’ର ଏହି ମ୍ୟାଚ୍‍ରେ ରୁଷିଆ…
Read More...

ଧାୱନ ଓ ବିଜୟଙ୍କ ଶତକ ; ଭାରତ ୬/୩୪୭

ବେଙ୍ଗାଲୁରୁ :  ସର୍ବପ୍ରଥମ ମ୍ୟାଚ୍‍ରେ ଟେଷ୍ଟ କ୍ରିକେଟ୍‍ର ବାସ୍ତବତା ଅନୁଭବ କରିପାରିଛି ଆଫ୍‍ଗାନିସ୍ତାନ । ଗୁରୁବାରଠାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‍ରେ ଆରମ୍ଭ ହୋଇଥିବା ଏହି ଏକମାତ୍ର ଟେଷ୍ଟମ୍ୟାଚ୍‍ରେ ଭାରତୀୟ…
Read More...

ଆରମ୍ଭହୋଇଛି ଫିଫା ବିଶ୍ୱକପ ୨୦୧୮

ଗୁରୁବାରଠାରୁ ଫୁଟୁବଲର ମହାକୁମ୍ଭ କୁହାଯାଉଥିବା ଫିଫା ବିଶ୍ୱକପ ୨୦୧୮ଆରମ୍ଭ ହୋଇଛି। ଏହା ସହିତ ଫୁଟୁବଲର ଦିୱାନା ମାନଙ୍କର ୪ବର୍ଷର ଅପେକ୍ଷା ଶେଷ ହୋଇଛି। ଫିଫା ବିଶ୍ୱକପ ୨୦୧୮ର ପ୍ରଥମ ଉଦଘାଟନୀ ମ୍ୟାଚ ରୁଷ ଏବଂ…
Read More...

କାଶ୍ମୀରରେ  ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: କାଶ୍ମୀରରେ ରାଜଧାନୀ ଶ୍ରୀନଗରରେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ଓ ତାଙ୍କର ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଜଣା ବନ୍ଧୁକଧାରୀ ତାଙ୍କ  ଖବରକାଗଜ ବାହାରେ ଗୁଳିକରି ହତ୍ୟା…
Read More...

ଆପଣଙ୍କ ପର୍ସରେ ଭୁଲରେ ବି ଏହିି ଜିନିଷ ରଖନ୍ତୁ ନାହିଁ ; ଦେଖାଦେବ ଅଭାବ

ସମସ୍ତେ ଚାହାନ୍ତି ନିଜ ପର୍ସରେ ସବୁବେଳେ ମା ଲକ୍ଷ୍ମୀ ବିଜୟମାନ କରନ୍ତୁ ଅର୍ଥାତ ସବୁବେଳେ ଟଙ୍କାରେ ନିଜ ପର୍ସ ଭରି ରହୁ। କିନ୍ତୁ ଏମିତି ହୋଇପାରେ ଆପଣ ପର୍ସରେ ଏମିତି କିଛି ରଖୁଥିବାରୁ ଆପଣଙ୍କ ପର୍ସ ସବୁବେଳେ…
Read More...

ଏହି ରାଶିର ଲୋକ ଅଧିକ ସକରାତ୍ମକ, ସହଜରେ ହାରନ୍ତି ନାହିଁ

କିଛି ଲୋକ ଅଛନ୍ତି ଜୀବନରେ ସହଜରେ ହାର ମାନନ୍ତି ନାହିଁ । ସଫଳ ନ ହେଲେ ବି ସଫଳତା ପାଇଁ ଚେଷ୍ଟା କରନ୍ତି । ଶେଷରେ ସଫଳ ବି ହୋଇ ଥାଆନ୍ତି । ଛୋଟ ଛୋଟ କଥାରୁ ଖୁସୀ ହୋଇଥଆନ୍ତି । ଜ୍ୟୋତିଷ ଶାସ୍ତ୍ରୀମାନଙ୍କ କହିବା…
Read More...

କିନ୍ନରଙ୍କ ଉତ୍ପାତ, ନାଗା ବାବାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଖଣ୍ଡଗିରି ନିକଟସ୍ଥ ତପୋବନରେ ମୌନବ୍ରତ କରିଥିବା ଜଣେ ନାଗା ବାବାଙ୍କୁ କିଛି କିନ୍ନର ମରଣାନ୍ତକ ଆକ୍ରମଣ କରିଛନ୍ତି । ଖଣ୍ଡଗିରି ବସଷ୍ଟାଣ୍ଡ ନିକଟରେ ଥିବା ତପୋବନରେ  ମୌନବ୍ରତ ରଖିଥିବା ନାଗା ବାବାଙ୍କୁ…
Read More...

ଧର୍ମଅନୁସାରେ କିଏ ମଣିଷର ପ୍ରକୃତ ବନ୍ଧୁ

ଆପଣ କାହା ଉପରେ ଆଖିବୁଜି ବିଶ୍ୱାସ କରିପାରିବେ ନାହିଁ। ଯିଏ ବର୍ତ୍ତମାନ ଆପଣଙ୍କ ବନ୍ଧୁ ଅଛନ୍ତି ସେ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସହ ରହିବ କି ନାହି ତାହା କହି ହେବନାହିଁ। ଏମିତି ବି ଆପଣ ଦେଖୁଥିବେ ଆପଣଙ୍କର ଅନେକ…
Read More...

ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଆରଡି: ବାବା ଆଖଣ୍ଡଳମଣିଙ୍କ  ବିବାହ ଉତ୍ସବକୁ ନେଇ ଏବେ ଉତ୍ସବ ମୁଖର ରାଜ୍ୟର  ପ୍ରସିଦ୍ଧ ମଣିକ୍ଷେତ୍ର ଆରଡିଧାମ। ଆଉମାତ୍ର ୩ଦିନ ବାକିଥିବାରୁ ବିବାହ ମଣ୍ଡପ ନିର୍ମାଣ , ତୋରଣ ନିର୍ମାଣର, ଆଲୋକ ସଜ୍ଜା ସହ ବରପିତା ଓ…
Read More...

ସଫଳତାରମନ୍ତ୍ର

ଥଟ୍ଟାତାମସା କରି କେହି ମଧ୍ୟ କୌଣସି କାମକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରନ୍ତି ନାହିଁ। ଏଣୁ ନୀରବ ରହି ନିଜ କାମକୁ ସମାପନ କରିବା ଶ୍ରେୟସ୍କର। l ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ। ଏଥିରେ ଦ୍ବିମତ ନ ହୋଇ କର୍ମକୁ…
Read More...

ସହକର୍ମୀଙ୍କ  ପ୍ରଶଂସା କରି ଚାକିରି ଗଲା

ପ୍ରତ୍ୟେକ ରାଷ୍ଟ୍ରର ଭିନ୍ନଭିନ୍ନ ନିୟମ ରହିଛି। ଅନେକ ସମୟରେ ଏସବୁ ନୀତିନିୟମ ସମ୍ପର୍କରେ ସେଠା ସ୍ଥାନୀୟ ବାସିନ୍ଦା ମଧ୍ୟ ଅବଗତ ନଥାନ୍ତି। କିଛି ଦିନ ତଳେ କୁଏତ୍‌ର ଘଟଣାଟି ପୂରା ବିଶ୍ୱରେ ଚର୍ଚ୍ଚିତ ହେଉଛି।…
Read More...

ସଞ୍ଜୟ ଦତ୍ତ ଥରେ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇ ରାସ୍ତାରେ ମାଗିଥିଲେ ଭିକ

ମୁମ୍ବାଇ:   ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତଙ୍କୁ ନେଇ ସଞ୍ଜୁ ନାମକ  ସିନେମା ନିର୍ମାଣ କରାଯାଇଛି । ଏଥିରେ ତାଙ୍କ ଜୀବନର ଅନେକ ଅଜଣା କଥାକୁ ପ୍ରଦର୍ଶୀତ କରାଯାଇଛି ।  ସତୁରି ଦଶକଙ୍କର ପ୍ରସିଦ୍ଧ ଅଭିନେତା…
Read More...

ସୌନ୍ଦର୍ଯ୍ୟ ମନ୍ତ୍ର,  ଉତ୍ତମ କେଶ ଓ ତ୍ୱଚାର ଘରୋଇ ଯତ୍ନ

ବର୍ଷା ପାଣିରେ କେଶ ଓଦା ନ ହେବା ନିମନ୍ତେ ଚେଷ୍ଟା କରନ୍ତୁ, କାରଣ ବର୍ଷା ପାଣି କାରଣରୁ କେଶ ସଂକ୍ରମଣ ହେବାର ଆଶଙ୍କା ସର୍ବାଧିକ। କେଶ ମାତ୍ରାଧିକ ଝଡ଼ୁଥିଲେ ଲୌହଯୁକ୍ତ ପରିବା ଓ ଭିଟାମିନ୍ ଇ’ ଯୁକ୍ତ…
Read More...

ବ୍ରସେଲ୍‍ସରେ ନିରବ ମୋଦି!

ଲଣ୍ଡନ୍‍: ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ଠକେଇର ଖଳନାୟକ ତଥା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦି ବ୍ରସେଲ୍‍ସ ଚାଲି ଯାଇଥିବା କୁହାଯାଉଛି। ବ୍ରିଟେନ୍‍ରେ ରାଜନୈତିକ ଶରଣରେ ସେ ରହିଥିବା ଖବର ପ୍ରକାଶ ପାଇବା ପରେ…
Read More...

ସ୍ମରଣ ଶକ୍ତି ବୃଦ୍ଧି କରିବେ କିପରି

କୌଣସି କଥା ମନେପକାଇବା ଶକ୍ତି ସାମର୍ଥ୍ୟକୁ ସ୍ମରଣ ବା ସ୍ମୃତି ପ୍ରକ୍ରିୟା କୁହାଯାଏ। ମନୋବିଜ୍ଞାନୀଙ୍କ ମତରେ, ମନକୁ ଛୁଇଁଲା ଭଳି ଉଦାହରଣ ସ୍ମୃତି ଶକ୍ତି ବଢ଼ାଏ। କ୍ରମାଗତ ଶିକ୍ଷଣ କଲେ ମସ୍ତିଷ୍କରେ ଥିବା…
Read More...

ମଦ ବିରୋଧରେ ଜନସଚେତନତା

ଅଶୋକ କୁମାର ତା​‌ରେଣିଆ କୌଣସି ଲୋକ ଚାହାନ୍ତି ନାହିଁ ତାଙ୍କ ଘର ଆଗରେ ମଦ ଦୋକାନ ଖୋଲୁ। ମଦଦୋକାନ ଖୋଲିବା ପୂର୍ବରୁ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବା କଥା; କିନ୍ତୁ ସ୍ଥାନୀୟ କିଛି ଲୋକଙ୍କୁ ପ୍ରଭାବିତ…
Read More...

ଶାନ୍ତିର ଶୁଭଶଙ୍ଖ

ଟଳିଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା। ଏକାଠି ହୋଇଛନ୍ତି ଆମେରିକା ଓ ଉତ୍ତର କୋରିଆର ଦୁଇ ମୁଖ୍ୟ ଦ୍ୱୟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଏବଂ ଉତ୍ତର କୋରିଆର ଶାସନ ମୁଖ୍ୟ କିମ୍‍ ଜଙ୍ଗ୍‍ ଉନ୍‍ ଉଭୟ ଯୁଦ୍ଧଖୋର…
Read More...

୩୦୦୦ ମସିହାର ଟିକେଟ୍‍ରେ ଯାତ୍ରା!

ମିରଟ୍‍: ୩୦୦୦ ମସିହାରେ ଆପଣ କେଉଁଠି ଥିବେ? ଆପଣଙ୍କ ସ୍ଥିତି କଣ ଥିବ? ଆପଣ କେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ଜାଣିଛନ୍ତି କି? ଯଦି ଆପଣଙ୍କୁ କେହି କହେ ୩୦୦୦ ମସିହାର ଯାତ୍ରା ପାଇଁ ଏବେ ଟିକେଟ୍‍ ବୁକ କରନ୍ତୁ…
Read More...

ପଳାତକ ଏନ୍‍ଆରଆଇ ସ୍ୱାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ

ନୂଆଦିଲ୍ଲୀ: ଭାରତରେ ବିବାହ କରି ଆଉ ଫେରୁ ନଥିବା ପ୍ରବାସୀ ଭାରତୀୟ(ଏନ୍‍ଆରଆଇ)ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏ ସମ୍ପର୍କିତ ପ୍ରଚଳିତ ଆଇନ୍‍ରେ କେତେକ ସଂଶୋଧନ ଆଣିବା ପାଇଁ…
Read More...

କଶ୍ମୀର ପ୍ରସଙ୍ଗରେ ଜାତିସଂଘର ଅଭିଯୋଗକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘର ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ଜମ୍ମୁ-କଶ୍ମୀର ଓ ପାକ୍‍ ଅଧିକୃତ କଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ଜାତିସଂଘ ରିପୋର୍ଟରେ…
Read More...