ସୌନ୍ଦର୍ଯ୍ୟ ମନ୍ତ୍ର,  ଉତ୍ତମ କେଶ ଓ ତ୍ୱଚାର ଘରୋଇ ଯତ୍ନ

0
  • ବର୍ଷା ପାଣିରେ କେଶ ଓଦା ନ ହେବା ନିମନ୍ତେ ଚେଷ୍ଟା କରନ୍ତୁ, କାରଣ ବର୍ଷା ପାଣି କାରଣରୁ କେଶ ସଂକ୍ରମଣ ହେବାର ଆଶଙ୍କା ସର୍ବାଧିକ।

  • କେଶ ମାତ୍ରାଧିକ ଝଡ଼ୁଥିଲେ ଲୌହଯୁକ୍ତ ପରିବା ଓ ଭିଟାମିନ୍ ଇ’ ଯୁକ୍ତ ଖାଦ୍ୟ ନିୟମିତ ସେବନ କଲେ ଲାଭ ମିଳିଥାଏ।

  • ତ୍ବଚା ପାଇଁ ଉତ୍ତମ କ୍ଲିନ୍ଜର୍ ଭାବେ ଘି-କୁଆଁରୀ ରସ କାମ କରିଥାଏ। ନିୟମିତ ସକାଳେ ଏହାକୁ ଲଗାଇ କିଛି ସମୟ ପରେ ତ୍ବଚା ଧୋଇନେଲେ ସମସ୍ତ ଦାଗ ସମୟ କ୍ରମେ ଦୂର ହୋଇଥାଏ।

  • ସକାଳୁ ଖାଲିପେଟରେ ୧ ଗିଲାସ ପାଣିରେ ୨ଚାମଚ ଅଁଳା ରସ ପିଇଲେ କେଶ ଝଡ଼ା କମ୍ ହୋଇଥାଏ।

  •  କେଶ ରୁପିରୁ ରକ୍ଷା ପାଇବାକୁ ହେଲେ କଞ୍ଚାଖିର ୧ ସପ୍ତାହ କେଶମୂଳରେ ମାଲିସ୍ କଲେ ଫରକ୍ ଜାଣିହେବ।

kalyan agarbati
Leave A Reply