ଗୁଳିମାଡ଼ରେ ପୁଲିସ କନେଷ୍ଟବଳ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖମାରିପଦାରେ ଗୁଳିକାଣ୍ଡରେ ଜଣେ ପୁଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି। ଏହି ଗୁଳିକାଣ୍ଡରେ ସ୍ପେଶାଲ ବ୍ରାଞ୍ଚ କନେଷ୍ଟବଳ ସୌମେନ୍ଦ୍ର ସେଠୀ ଗୁରୁତର ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି।…
Read More...

ଜିଗ୍ନେଶ ମେଭାନୀଙ୍କୁ ହତ୍ୟା ଧମକ

ଅହମଦାବାଦ : ଗୁଜରାଟ ଭାଡ଼ଗାମ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେଭାନୀଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ମେଭାନୀ କହିଛନ୍ତି ଯେ ବୁଧବାର ଦ୍ୱିପହରେ ମୋବାଇଲ ଫୋନ୍‍ ଯୋଗେ ତାଙ୍କ ସହଯୋଗୀ କୌଶିକ୍‍…
Read More...

ଅଟୋ ଓଲଟି ୪ ଗୁରୁତ୍ୱର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଲିଗଣ୍ଡାର ଅଡବା ଗ୍ରାମ ଅଭିମୁଖେ ଆସୁଥିବା ଏକ ଅଟୋ ଅଡବା ନିକଟ ଝିଲିକି ରାଜ ନଗର ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋରେ ଥିବା ୫ ଯାତ୍ରୀ ଗୁରୁତର ଆହତ…
Read More...

ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା ଦ୍ୱିତୀୟ ଦିନରେ

ପିପିଲି :ଜାଭିୟର ବିଶ୍ୱବିଦ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‍ରେ…
Read More...

ଷାଠିବାଙ୍କୁଡା ବୈତରଣୀ ନଦୀବନ୍ଧରେ ଫାଟ  : କ୍ଷେତ୍ର ପରିଦର୍ଶନ କଲେ ବିଭାଗୀୟ ଯନ୍ତ୍ରୀ ଓ ଲୋକପ୍ରତିନିଧି

ଆରଡି : ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନସ୍ଥ ଷାଠିବାଙ୍କୁଡା ଗାଁ ପଛ ଭାଗ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧରେ ଫାଟ ଦେଖା ଦେଇଛି। ଏହାକୁ ନଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ବିଶେଷକରି ଏହି…
Read More...

ବାପାଙ୍କ ନିଷ୍ପତ୍ତି ବିଜେପିକୁ ଅପପ୍ରଚାର ପାଇଁ ସୁଯୋଗ ଦେଇଛି : ପ୍ରଣବଙ୍କ ଝିଅ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବୁଧବାର ନାଗପୁରରେ ପହଞ୍ଚିଛନ୍ତି। ଗୁରୁବାର ତାଙ୍କର ଏଠାରେ ଉଦ୍‍ବୋଧନ ଦେବାର…
Read More...

ବିବାହର ୪୮ଘଣ୍ଟା ମଧ୍ୟରେ ପଞ୍ଜୀକରଣ ନହେଲେ ପ୍ରବାସୀ ଭାରତୀୟଙ୍କୁ ପାସପୋର୍ଟ ମନା

ନୂଆଦିଲ୍ଲୀ : ପ୍ରବାସୀ ଭାରତୀୟମାନେ ନିଜ ଦେଶରେ ବିବାହ କରିବାର ୪୮ଘଣ୍ଟା ମଧ୍ୟରେ ଏହାକୁ ପଞ୍ଜୀକରଣ କରିବେ; ନଚେତ ସେମାନଙ୍କୁ ପାର୍ସପୋର୍ଟ ମିଳିବ ନାହିଁ। ଏଭଳି ନିର୍ଦେଶ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ…
Read More...

ଲଣ୍ଡନର ମାଣ୍ଡାରିନ୍‍ ହୋଟେଲରେ ଅଗ୍ନିକାଣ୍ଡ

ଲଣ୍ଡନ : କେନ୍ଦ୍ରୀୟ ଲଣ୍ଡନରେ ଥିବା ପ୍ରସିଦ୍ଧ ‘ମାଣ୍ଡାରିନ୍‍ ଓରିଏଣ୍ଟାଲ ହୋଟେଲ’ରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୧୦୦ରୁ ଅଧିକ ଦମ୍‍କଳ ବାହିନୀ ଲାଗିଥିଲେ ମଧ୍ୟ ଦୀର୍ଘ ସମୟ…
Read More...

ରାଜନୈତିକ ଥଇଥାନ ପାଇଁ ମହିଳାଙ୍କୁ ଯୌନଶୋଷଣ କରୁଥିଲେ ଇମ୍ରାନ: ପୂର୍ବତନ ପତ୍ନୀ

ଇସଲାମାବାଦ : ପାକିସ୍ତାନରେ ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ମାସ(ଜୁଲାଇ ୨୫) ବାକି ଥିବାବେଳେ ପ୍ରମୁଖ ବିରୋଧୀ ଦଳ ତେହରିକ୍‍-ଇ-ଇନସାଫ ନେତା ଇମ୍ରାନ ଖାଁଙ୍କୁ ଶକ୍ତ ଧକ୍କା ଲାଗିଛି। ଇମ୍ରାନଙ୍କ ପୂର୍ବତନ ପତ୍ନୀ…
Read More...

ଯୌନ ନିର୍ଯାତନା ମାମଲା: ବିଏସ୍‍ଏଫର ପୂର୍ବତନ ଅଧିକାରୀଙ୍କ ସମେତ ୫ଜଣଙ୍କୁ ୧୦ବର୍ଷ ଜେଲ୍‍

ଚଣ୍ଡିଗଡ : ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ସ୍ଥାନୀୟ ସିବିଆଇ ସ୍ୱତନ୍ତ୍ର ଅଦାଲତ ବିଏସଏଫର ଜଣେ ପୂର୍ବତନ ଅଧିକାରୀଙ୍କ ସମେତ ୫ଜଣଙ୍କୁ ୧୦ବର୍ଷ ଜେଲ୍‍ ଓ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ଜେଲ୍‍…
Read More...

ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନରେ କୃଷି ଋଣ ଛାଡ଼: ରାହୁଲ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବୁଧବାର ରାହୁଲ କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କଲେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ…
Read More...

ରାଷ୍ଟ୍ରପତି ଭବନରେ ଇଫ୍‍ତାର ପାର୍ଟି ବନ୍ଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତବର୍ଷ ରାଷ୍ଟ୍ରପତି ଭବନରେ ଇଫତାର ପାର୍ଟିର ଆୟୋଜନ କରିବେ ନାହିଁ ବୋଲି ରାଷ୍ଟ୍ରପତିଙ୍କ ପ୍ରେସ୍‍ ସଚିବ ଅଶୋକ ମଲିକ କହିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ…
Read More...

ଉଦ୍ଧବ ଠାକରେଙ୍କୁ ଭେଟିଲେ ଶାହା

ମୁମ୍ବଇ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଠାକରେଙ୍କ ବାସଭବନ ମାତୋଶ୍ରୀରେ ହୋଇଥିବା ସାକ୍ଷାତ ଆଲୋଚନା କାଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
Read More...

ଗ୍ରାମୀଣ ଡାକ ସେବକଙ୍କ ଦରମା ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ଅଧିନ ଗ୍ରାମୀଣ ଡାକ ସେବକ (ଡିଜିଏସ୍‍)ଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏହାଦ୍ୱାରା ଦେଶର…
Read More...

ମହାକାଶ କାର୍ଯ୍ୟକ୍ରମ ପାଇଁ ୧୦,୯୦୦କୋଟି ଟଙ୍କା ଅନୁମୋଦନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର କ୍ୟାବିନେଟ ୧୦,୯୦୦କୋଟି ଟଙ୍କା ଅନୁମୋଦନ କରିଛି। ଅନୁମୋଦିତ ଅର୍ଥରେ ଆଗାମୀ ୪ବର୍ଷରେ ୩୦ ପିଏସଏଲଭି ଓ ୧୦ ଜିଏସଏଲଭି ଏମକେ ୩ ରକେଟ୍‍ ଉତ୍‍କ୍ଷେପଣ ହେବ।…
Read More...

ଗୁରୁବାର ରାଶିଫଳ

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ବୃଷ:…
Read More...

ସାବଧାନ ହେଇଯାଆନ୍ତୁ ସ୍ତ୍ରୀ’ ଆସୁଛି

ମୁମ୍ବଇ : ରାଜକୁମାର ନିଦିମୋରୁ , କୃଷ୍ଣା ଡିକୋଙ୍କ ପ୍ରଯୋଜିତ ଏବଂ ଅମର କୈାଶିକ ନିର୍ଦେଶିତ ଚଳଚ୍ଚିତ୍ର ସ୍ତ୍ରୀର ଟିଜର ମୁ୍‍କ୍ତିିଲାଭ କରିସାରିଛି। ଏଥିରେ ନାୟକ ଭାବେ ରାଜକୁମାର ରାଓ ଅଭିନୟ କରୁଥିଲାବେଳେ ତାଙ୍କ…
Read More...

ବିହାର ବୋର୍ଡ ପରୀକ୍ଷାରେ କଳ୍ପନା କୁମାରୀ ଟପ୍ପର୍‍

ପାଟନା : ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍‍-୨୦୧୮)ର ଟପ୍ପର୍‍ କଳ୍ପନା କୁମାରୀ ବିହାରର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର୍‍ ହୋଇଛନ୍ତି। ବୁଧବାର ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ…
Read More...

ଫେରିଲେ ଅପହୃତ ପାକିସ୍ତାନୀ ସାମ୍ବାଦିକା

ଇସ୍‍ଲାମାବାଦ : ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଅପହୃତ ପାକିସ୍ତାନୀ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୁଲ୍‍ ବୁଖାରୀ ବୁଧବାର ନିଜ ଘରକୁ ଫେରିଛନ୍ତି। ପାକିସ୍ତାନରେ ଜନ୍ମିତ ବ୍ରିଟିଶ୍‍ ବଂଶୋଦ୍ଭବ ବୁଖାରୀ…
Read More...

ପୋଷା ମୟୁର ବାହାରେ ବୁଲିଲେ ଲକ୍ଷେଟଙ୍କା ଜରିମାନା, ଜାଣନ୍ତୁ ଏ ବିଷୟରେ

ଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ପ୍ରକୃତି ସମ୍ପୂ ର୍ଣ୍ଣ ଭାବେ ଭିନ୍ନ। କେବଳ ଯେ ମନୁଷ୍ୟମାନଙ୍କ ଠାରେ ଅସହିଷ୍ଣୁଦେଖାଯାଏ, ତା’ ନୁହେଁ। ବରଂ ପଶପକ୍ଷୀମାନେ ମଧ୍ୟ ଏ ତାଲିକାରେ ସାମିଲ। ନିକଟରେ କାନାଡାର ପ୍ରତ୍ୟେକ…
Read More...

ଇରାକ୍‍ରେ ୩୯ ଭାରତୀୟଙ୍କ ମୃତ୍ୟୁ ସମ୍ବନ୍ଧୀୟ ଆବେଦନ ଖାରଜ

ନୂଆଦିଲ୍ଲୀ : ଇରାକରେ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଏହି ଭାରତୀୟମାନଙ୍କୁ ଉଦ୍ଧାର କରିବା ନେଇ କେନ୍ଦ୍ର…
Read More...

ଭୀମ-କୋରେଗାଓଁ ହିଂସା ମାମଲାରେ ୫ ଗିରଫ

ନୂଆଦିଲ୍ଲୀ : ଭୀମ-କୋରେଗାଓଁ ହିଂସା ମାମଲାରେ ପୁନେ ପୁଲିସ ବୁଧବାର ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମାନବିକ ଅଧିକାର କର୍ମୀ ରୋନା ଜାକୋବ ୱିଲସନ୍‍, ଓକିଲ ତଥା ସିପିଆଇ (ମାଓବାଦୀ)ର କଥିତ ସଦସ୍ୟ…
Read More...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଅନ୍ତର୍ଗତ ମାଛିଲ ସେକ୍ଟର ଅନ୍ତର୍ଗତ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ବୁଧବାର ବଡ଼ଧରଣର ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ସେନା ଗୁଳିରେ ୩…
Read More...

ମୋଦୀ, ଶାହାଙ୍କୁ ସିବିଆଇ ଗିରଫ କରିବାକୁ ଚାହୁଁଥିଲା

ଅହମ୍ମଦାବାଦ : ଇସରତ ଜାହାନ ମିଥ୍ୟା ଏନ୍‍କାଉଣ୍ଟର ମାମଲାରେ ଗୁଜରାଟର ପୂର୍ବତନ ଉପପୁଲିସ ମହାନିର୍ଦେଶକ ଡି. ଜି. ବଞ୍ଜାରାଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି। ଏହି ମାମଲାରେ ସିବିଆଇ ଗୁଜରାଟର…
Read More...

ସୁପ୍ରିମକୋର୍ଟ କଲେଜିୟମ୍‍କୁ ୟୁପି ମନ୍ତ୍ରୀଙ୍କ ସମାଲୋଚନା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ପୁନଃ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ବିଚାରପତି ନିଯୁକ୍ତିରେ ସୁପ୍ରିମକୋର୍ଟ…
Read More...

ଗୁଏତମାଲାରେ ଅଗ୍ନ ଉଦ୍‍ଗିରଣ; ୭୫ମୃତ

ଏଲୋଟେନାଙ୍ଗୋ : କେନ୍ଦ୍ର ଆମେରିକୀୟ ରାଷ୍ଟ୍ର ଗୁଏତମାଲାର ଏଲୋଟେନାଙ୍ଗୋ ନିକଟରେ ଥିବା ଫୁଏଗୋ(ଏହାର ଅର୍ଥ ଅଗ୍ନି) ଆଗ୍ନେୟଗିରିରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଲାଭା ଉଦ୍‍ଗିରଣ ହେବା ଫଳରେ ୭୫ ଜଣ ପ୍ରାଣ…
Read More...

ଭାରତ, ଚୀନ ଓ ରୁଷିଆ ଏସସିଓର ପ୍ରମୁଖ ସଦସ୍ୟ

ମସ୍କୋ : ଭାରତ, ଚୀନ ଓ ରୁଷିଆ ସାଙ୍ଘାଇ ସମନ୍ୱୟ ସମିତି (ଏସସିଓ)ର ପ୍ରମୁଖ ସଦସ୍ୟ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି। ଜୁନ୍‍ ୯ ଓ ୧୦ ଦୁଇ ଦିନ ଧରି ୧୮ତମ ଏସସିଓର ସମିତି ହେବାକୁ ଯାଉଥିବାବେଳେ…
Read More...

ତୁମଲିଆ ଗ୍ରାମବାସୀଙ୍କ ଦ୍ୱାରା ଏମସିଏଲର ଦୁଇ ଅଧିକାରୀ ଅଟକ !

ସୁନ୍ଦରଗଡ଼/ହେମଗିର: ଜଙ୍ଗଲ ଓ ରୟତି ଜମିରେ କୋଇଲା ଖନନ କରି ଗଛ କାଟିବା ଅଭିଯୋଗରେ ତୁମଲିଆ ଗ୍ରାମବାସୀ ଦୁଇ ଏମ.ସି.ଏଲ ଅଧିକାରୀଙ୍କୁ ଅଟକ ରଖିବା ସୂଚନା ମିଳିଛି । ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି…
Read More...

ଅଣୁଅସ୍ତ୍ର ନିରସ୍ତ୍ରୀକରଣ ଯାଞ୍ଚକୁ ଇରାନର ପ୍ରତ୍ୟାଖ୍ୟାନ

ତେହରାନ : ଅଣୁଅସ୍ତ୍ର ନିରସ୍ତ୍ରୀକରଣ ଯାଞ୍ଚ ପାଇଁ ଜାତିସଂଘର ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଇରାନରେ ଚାଲିଥିବା ଆଣବିକ କାର୍ଯ୍ୟକ୍ରମକୁ ଯାଞ୍ଚ ପାଇଁ ଜାତିସଂଘ ଅଧିନ ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜି…
Read More...

ବିଜେପିର ‘ସମ୍ପର୍କ ଫର ସମର୍ଥନ’ କାର୍ଯ୍ୟକ୍ରମକୁ ଶିବସେନାର ବିରୋଧ

ଲକ୍ଷ୍ନୌ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ସହ ଯୋଡି ହେବା ଲାଗି ବିଜେପି ଆରମ୍ଭ କରିଥିବା ନୂଆ ଯୋଜନା ‘ସମ୍ପର୍କ ଫର ସମର୍ଥନ’କୁ ଶିବସେନା ବିଦ୍ରୂପ କରିଛି। ବୁଧବାର ଶିବସେନା ଏହାର ମୁଖପତ୍ର…
Read More...

ଲସ୍କର ଧମକ: ସତର୍କତା ଜାରି କଲା ୟୁପି ପୁଲିସ

ଲକ୍ଷ୍ନୌ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଧମକକୁ ନେଇ ଉତ୍ତରପ୍ରଦେଶ ପୁଲିସ ରାଜ୍ୟବ୍ୟାପୀ ସତର୍କତା ଜାରି କରିଛି। ସତର୍କ ସୂଚନାରେ ରାଜ୍ୟର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
Read More...

ଆଇଏନଏକ୍ସ ଦୁର୍ନୀତି: ଚିଦମ୍ବରମ୍‍ଙ୍କୁ ୪ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ୪ଘଣ୍ଟା ଜେରା କରିଛି। ପୂର୍ବରୁ ହୋଇଥିବା…
Read More...

‘ଏନ୍‍ଡିଏ’ରେ ସିବିଆଇ ଚଢ଼ଉ

ପୁଣେ : ସ୍ଥାନୀୟ ଖଡ଼କୱାସଲାସ୍ଥିତ ଦେଶର ପ୍ରମୁଖ ସେନା ଅଧିକାରୀ ତାଲିମ ଅନୁଷ୍ଠାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନ୍‍ଡିଏ)ରେ ବୁଧବାର ସିବିଆଇ ଚଢ଼ଉ କରିଛି। ପ୍ରାଧ୍ୟାପକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ୍ରକମେ ଏହାର…
Read More...

ଗୁଗୁଲ୍‌ରୁ ତିଆରି କରିଛି ନୂଆ କଲିଂ ବେଲ୍‌ , ଜାଣନ୍ତୁ ବିଶେଷତା

ଡୋର୍‌ବେଲ୍ ବା କଲିଂ ବେଲ୍‌ ଅଧିକାଂଶଙ୍କ ଘରେ ଲାଗିଥାଏ ।  ମାତ୍ର ଗୁଗୁଲ ଏବେ ଏକ ଭିନ୍ନ ଧିରଣ ଡୋର୍‌ବେଲ୍‌ ତିଆରି କରିଛି ।ସାମାନ୍ୟ ଅସୁବିଧା ହେଲେ କିମ୍ବା କୌଣସି ତଥ୍ୟ ଜାଣିବାକୁ ଚାହିଁଲେ, ଆମେ ଗୁଗୁଲ୍‌ର ସହାୟତା…
Read More...

ଜାଣନ୍ତୁ ଏହି ରାଷ୍ଟ୍ରରେ ଚାକିରିଆ ସବୁଠାରୁ ଖୁସୀ

୩୦ ବର୍ଷ ତଳର ସ୍ଥିତିକୁ  ଅନୁଧ୍ୟାନ କଲେ ଜଣାପଡ଼ିଥାଏ ଯେ, ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ମଧ୍ୟ କର୍ମଜୀବୀ ଲୋକଙ୍କ ସଂଖ୍ୟା ସେତେ ଅଧିକ ନଥିଲା। ୧୯୮୦ ପରଠାରୁ କିନ୍ତୁ ଲୋକଙ୍କ ମାନସିକତାରେ ପରବିର୍ତ୍ତନ ହେବା ସହ…
Read More...

ଭର୍ଟିଗୋ’ ଜାଣନ୍ତୁ ଏହି ରୋଗ ବିଷୟରେ

ଡାକ୍ତର ପି. କ୍ରିଷ୍ଣନ ବେଙ୍ଗାଲୁରୁ ଭର୍ଟିଗୋ କେବଳ ଯେ ବୟସାଧିକ୍ୟ ଲୋକେ ନୁହେଁ, ସଂଖ୍ୟାଧିକ ଯୁବବର୍ଗ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି। ମୁଣ୍ଡ ଘୂରାଇବା ସହ ଅନେକ ସମୟରେ ଅଧ କପାଳି ସମସ୍ୟା…
Read More...

ଠିକ୍‌ରେ ନ ଶୋଇଲେ ହେବ ହୃଦଘାତ, ଆସିପାରେ ମୃତ୍ୟୁ

ପିଲାଠାରୁବୟସ୍କ, ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଶୋଇବା ଏକାନ୍ତ ଆବଶ୍ୟକ। ନଚେତ୍ ଏହା କାରଣରୁ ହୃଦଘାତ ହେବାର ଆଶଙ୍କା ସବୁଠୁ ଅଧିକ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଆଜିର ଧାଁ ଧଉଡ଼ ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର…
Read More...

ସିଙ୍ଗାପୁରର କାପେଲା ହୋଟେଲରେ ହେବ ଟ୍ରମ୍ପ – କିମଙ୍କ ବୈଠକ

ୱାସିଂଟନ : ସିଙ୍ଗାପୁରର ସେଣ୍ଟୋସା ଦ୍ୱୀପରେ ଅବସ୍ଥିତ କାପେଲା ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ନେତା କିମ ଜଙ୍ଗଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ହ୍ୱାଇଟ ହାଉସ ପକ୍ଷରୁ…
Read More...

ଫେସ୍‌ବୁକ୍‌, ହ୍ୱାଟସ୍‌ଆପ ପରି  ସାମାଜିକ ଗଣମାଧ୍ୟମ ଯାଞ୍ଚ ହେବ ! ଆସୁଛି ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣକୁ ଆଣିବା ଯୋଜନା କରୁଛନ୍ତି। ବିଶେଷକରି ମହିଳାଙ୍କ ପ୍ରସଙ୍ଗରେ ଏଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ସୂଚନା-ପ୍ରଯୁକ୍ତି ଆଇନ-୨୦୦୦ ଆଧାରରେ…
Read More...

ଓଲାରେ କ୍ୟାବରେ ମହିଳା ଇଞ୍ଜିନିୟରଙ୍କୁ ବଳାତ୍କାର

ବେଙ୍ଗାଲୁରୁ: ବିମାନବନ୍ଦରକୁ ଓଲାରେ ଯାଉଥିବା ଜଣେ ୨୬ବର୍ଷୀୟା ମହିଳାଙ୍କୁ ଏହାର ଚାଳକ ବଳପୂର୍ବକ ଅପହରଣ କରିନେଇ ଉଲଗ୍ନ କରି ଫଟୋ ଉଠାଇବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ…
Read More...

ଗୁଡିରେ ନିଆଁ ଲଗାଇ ଆକ୍ରମଣ, ଇସ୍ରାଏଲ୍‌ର ଗାଜା ସୀମାରେ ବ୍ୟାପକ ଫସଲ  ନଷ୍ଟ

ଗାଜା:  ଏବେ ଇସ୍ରାଏଲ୍‌ ସୀମାବର୍ତ୍ତି ଅଞ୍ଚଳରେ ପାଲେଷ୍ଟାଇନ୍‌ ବିଦ୍ରୋହୀଙ୍କ ପକ୍ଷରୁ ନୂଆ ଢଙ୍ଗରେ ଆକ୍ରମଣ କରାଯାଉଛି । ଗହମ ଅମଳ ହେବାର ସମୟ ହେଉଥିବାରୁ ବିଭିନ୍ନ ସୀମାବର୍ତ୍ତି ଅଞ୍ଚଳରେ ଫସଲ ପାଚିବା ଓ ଶୁଖିବା…
Read More...

ସାବଧାନ ଏହି ସବୁ ଖାଦ୍ୟ ଖାଇଲେ ହେବ ଅଧିକ ବ୍ରଣ

ଶରୀର ଉପରେ ଖାଦ୍ୟରେ ଯଥେଷ୍ଟ ପ୍ରଭାବ ପଡିଥାଏ। ତେବେ ବିଭିନ୍ନ ଖାଦ୍ୟ ଯୋଗୁଁ ବ୍ରଣ ସମସ୍ୟା ଦେଖା ଦେଇଥାଏ। ଆପଣଙ୍କ ଜାଣତରେ ହେଉ ଅବା ଅଜାଣତରେ ଆପଣ ଏମିତି କିଛି ଖାଦ୍ୟ ଖାଇଥାଆନ୍ତି ଯାହା ଆପଣଙ୍କ ଚର୍ମ ( ତ୍ୱଚା)କୁ…
Read More...

ପାଣ୍ଡ୍ୟାଙ୍କର ନୂଆ ପ୍ରେମିକାଙ୍କୁ ନେଇ ଚର୍ଚ୍ଚା

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସହ ଅନେକ ବଲିଉଡ୍‍ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ। ବଲିଉଡ ନାୟିକା ଏଲି ଅରବାଜ ଏବଂ ଉର୍ବଶୀ ରୈାତେଲା…
Read More...

ସରକାରୀ ଅଧିକାରୀଙ୍କଠାରୁ ଭଲ ରୂପଜୀବୀ: ବିଜେପି ବିଧାୟକ

ନୂଆଦିଲ୍ଲୀ: ସରକାରୀ ଅଧିକାରୀଙ୍କ ସହିତ ରୂପଜୀବୀଙ୍କୁ ତୁଳନା କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତା। ‘ସରକାରୀ ଅଧିକାରୀଙ୍କଠାରୁ ବରଂ ରୂପଜୀବୀମାନେ ଭଲ।’ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶର…
Read More...

ଏହି  ଫୁଲ ଯୋଗୁଁ ଦୂର ହୋଇଯିବା ଜୀବନ ଅଧିକାଂଶ ସମସ୍ୟା ଓ ଦୁଃଖ

ହିନ୍ଦୁ ଧର୍ମରେ ମା’ଦୂର୍ଗାଙ୍କୁ  ଅତି ଶକ୍ତିଶାଳୀ ଦେବୀ ବୋଲି ବିଶ୍ୱାସ କରାଯାଏ । ମା’ଦୂର୍ଗାଙ୍କୁ ଅନେକ ନାମରେ ପୂଜା କରାଯାଇଥାଏ । ମା’ଦୂର୍ଗାଙ୍କ ଉପାସନା କଲେ ଜୀବନର କଠିନରୁ କଠିନ ବାଧା ଦୂର ହୋଇଥାଏ ।  କୌଣସି  …
Read More...

ଲୋ ଭୋଲ୍‍ଟେଜ୍‍ ହେଲେ ଜରିମାନା ଦେବେ ବିଦ୍ୟୁତ ବିତରଣ ସଂସ୍ଥା

ପାଟ୍‍ନା: ଏଣିକି ଲୋ ଭୋଲ୍‍ଟେଜ୍‍ ହେଲେ ବିଦ୍ୟୁତ ବିତରଣ କମ୍ପାନୀମାନେ ଜୋରିମାନା ଦେବେ। ଆସନ୍ତା ଆର୍ଥିକ ବର୍ଷଠାରୁ ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ…
Read More...

କ୍ଷମତାକୁ ଆସିବାର ୧୦ଦିନରେ କୃଷକଙ୍କ ଋଣ ଛାଡ଼ ହେବ: ରାହୁଲ୍‍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କହିଛନ୍ତି। ମନ୍ଦସୌରରେ ଚାଷୀ ସମାବେଶକୁ ସମ୍ବୋଧିତ କରିବା…
Read More...

ଷ୍ଟାର୍ଟଅପ୍‍ ଉଦ୍ୟୋକ୍ତାଙ୍କୁ ମିଳିବ ଅଧିକ ଋଣ

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‍ ଉଦ୍ୟୋକ୍ତାଙ୍କ ପାଇଁ ଋଣ ଅଭାବ ରହିବ ନାହିଁ। ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଋଣ ମିଳିବ। ବୁଧବାର ଦେଶର ଯୁବ ଉଦ୍ୟୋକ୍ତାମାନଙ୍କ ସହିତ ଭିଡିଓ କନ୍‍ଫେରେନ୍ସିଂରେ ଭାବ ବିନିମୟ ବେଳେ…
Read More...

୪ ବର୍ଷ ପରେ ବଢ଼ିଲା ସୁଧ ହାର

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରିପୋ ରେଟ୍‍(ଯେଉଁ ହାରରେ ଆରବିଆଇଠାରୁ ବାଣିଜ୍ୟିକ ବ୍ୟାଙ୍କ ଋଣ ନିଅନ୍ତି) ଓ ରିଭର୍ସ ରିପୋ…
Read More...

କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ବିସ୍ତାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ବିସ୍ତାର ହେବା ସହ ଦୀର୍ଘ ଦିନ ଧରି ଜେଡିଏସ ଓ କଂଗ୍ରେସ ମଧ୍ୟରେ ମନ୍ତ୍ରୀ ପଦକୁ ଲାଗି ରହିଥିବା ଆଶଙ୍କାର ଅବସାନ ଘଟିଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ…
Read More...

ସୋରିଷ ତେଲର ଉପକାରିତା

ସୋରିଷ ତେଲର ଅନେକ ଔଷଧିୟ ଗୁଣ ରହିଛି। ଯାହା ମଣିଷର ସ୍ୱାସ୍ଥ୍ୟ ଭଲ ରଖିବା ସହିତ ସୌନ୍ଦର୍ଯ୍ୟରେ ସାହାଯ୍ୟ କରିଥାଏ। ଘୋଳା ବିନ୍ଧା ହେଉଥିଲେ ସୋରିଷ ତେଲ ମାଲିସ କଲେ ବିନ୍ଧା କମ୍‍ ହେବା ସହ ଆରାମ ମିଳିଥାଏ। ଆମ ଦେଶରେ…
Read More...

୯୨୨ଲକ୍ଷ ଲୋକଙ୍କ ଡିଏନ୍ଏ‌ ତଥ୍ୟ ଚୋରି

ନୂଆଦିଲ୍ଲୀ: ପ୍ରଯୁକ୍ତି ଯେତେ ଆଗକୁ ଯାଉଛି ମାନବ ସୁରକ୍ଷା ସେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ୁଛି। ବିଶ୍ୱର ବିଭିନ୍ନ ୱେବସାଇଟରୁ ତଥ୍ୟ ଚୋରି ଘଟଣା ବାରମ୍ବାର ଶୁଣିବାକୁ ମିଳୁଥିବାବେଳେ ସମ୍ପ୍ରତ୍ତି ତଥ୍ୟ…
Read More...

ଋତୁ ଅନୁସାରେ ତ୍ଵଚାର ଯତ୍ନ

ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଆସନ୍ତୁ ଜାଣିବା…
Read More...

ନିର୍ଯାତନା ଅଭିଯୋଗ: ସାଇ କୋଚ୍‍ ବହିଷ୍କୃତ

ନୂଆଦିଲ୍ଲୀ: ସ୍ପୋର୍ଟସ୍‍ ଅଥରିଟି ଅଫ୍‍ ଇଣ୍ଡିଆ(ସାଇ)ର ଜଣେ କୋଚ୍‍(ତାଲିମଦାତା)ଙ୍କୁ ବହିଷ୍କାର କରାଯାଇଥିବା ବେଳେ ଜଣେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହି ଦୁଇ ଜଣଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ…
Read More...

ଲଭ୍‍ କେ ଲିଏ ୩୮ ଫୋନ୍‍

ମୁମ୍ବଇ: ‘ଲଭ୍‍ କେ ଲିଏ କୁଛ୍‍ ଭି କରେଗା’। ଏହି ହାସ୍ୟ ରସାତ୍ମକ ଓ ମନୋରଞ୍ଜନ ଧର୍ମୀ ସିନେମାର ଶୀର୍ଷକକୁ ବାସ୍ତବ ଜୀବନରେ ବ୍ୟବହାର କରିଛନ୍ତି ଦୁଇ କଲେଜ ପଢ଼ୁଆ ଯୁବତୀ। ଲୋକାଲ୍‍ ଟ୍ରେନ୍‍ରୁ ସେମାନେ ୩୮ଟି ଫୋନ୍‍…
Read More...

ଆଠଗଡ଼ ବ୍ଲକ କାର୍ଯ୍ୟାଳୟକୁ ବୋମା ମାଡ଼

ଆଠଗଡ଼: ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନା ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗର ତଦନ୍ତ ଦାବିରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଭୟ ବାରିକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି…
Read More...

୨୦୧୯ ନିର୍ବାଚନରେ ରାହୁଲ ଡାଟା ବିଶ୍ଲେଷଣକୁ ନେଇ ଆଶାବାଦୀ

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ କଂଗ୍ରେସ ଏଣିକି ରାହୁଲ ଗାନ୍ଧିଙ୍କ କଂଗ୍ରେସରେ ପରିଣତ ହୋଇଛି। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସରେ ଯେଉଁ କେତୋଟି ପରିବର୍ତ୍ତନ ହୋଇଛି ସେଗୁଡ଼ିକ ମଧ୍ୟରୁ ଡାଟା ବିଶ୍ଲେଷଣ ଅନ୍ୟତମ। ରାହୁଲ…
Read More...

ଗ୍ରୀନ୍ ଇଣ୍ଡିଆ ଜମାକାରୀଙ୍କ ବୈଠକ

ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀ ଗ୍ରୀନ୍ ଇଣ୍ଡିଆ ଦ୍ୱାରା ଠକେଇ ହୋଇଥିବା ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ କଲେଜ ପରିସରରେ ଥିବା ହନୁମାନ ମନ୍ଦିର ଠାରେ ଏଜେଣ୍ଟ ଓ…
Read More...

ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଆହତଙ୍କ ନାମ ରାଜ ଘୁରେଇ(୨୮)। ତାଙ୍କ ଘର ରାଉରକେଲାରେ ବୋଲି ଜଣା ପଡ଼ିଛି। ସେ ବେଲପାହାଡ଼ ଅଞ୍ଚଳରେ…
Read More...

ଫୋର୍ବସ ତାଲିକାରେ କୋହଲି

ନ୍ୟୁୟର୍କ: ଫୋର୍ବସ ପକ୍ଷରୁ ପ୍ରକାଶିତ ସର୍ବାଧିକ ପାରିଶ୍ରମିକ ପାଉଥିବା ୧୦୦ ଜଣିଆ ଖେଳାଳି ତାଲିକାରେ କ୍ରିକେଟ୍‍ ତାରକା ବିରାଟ କୋହଲି ସ୍ଥାନ ପାଇଛନ୍ତି। ଭାରତରୁ ଏକମାତ୍ର ଖେଳାଳି ଭାବେ କୋହଲି ଏହି ଗୌରବ ଲାଭ…
Read More...

ଓଡ଼ିଶାରୁ କେମିକାଲ୍ ବୋଝେଇ ଟ୍ରକ ଯାଉଥିଲା ପାକିସ୍ତାନ; ଓଡ଼ିଶା ସମେତ ରାୟପୁର ଓ ଭିଲାଇ ପୁଲିସ ଚଳଚଞ୍ଚଳ

ନୂଆଦିଲ୍ଲୀ: ଭାରତ ଓ ପାକ୍‍ ସମ୍ପର୍କର ତିକ୍ତତା କେବଳ ସୀମାନ୍ତରେ କାହିଁକି ତଟବର୍ତ୍ତୀ ରାଜ୍ୟଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତ୍ତି ଦେଖିବାକୁ ମିଳିଛି। ଏକ ସୂଚନାକୁ ଭିିତ୍ତି କରି…
Read More...

ଭାଲୁ ଆକ୍ରମଣରେ ଶିଶୁକନ୍ୟା ଗୁରୁତର

ନୀଳଗିରି: ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ନିକଟସ୍ଥ ଆମ୍ବଝର ଗ୍ରାମରେ ଭାଲୁ ଆକ୍ରମଣରେ ଶିଶୁକନ୍ୟା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ଇନ୍ଦୁ ସିଂଙ୍କ ଝିଅ ବନିତା(୭)। ସକାଳ ୯ଟା ସମୟରେ ବନିତା ଘର…
Read More...

ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଦିଲ୍ଲୀପ ପରିଚ୍ଛା ଓ ଘର ଭଦ୍ରକରେ ବୋଲି ଜଣା ପଡ଼ିଛି। ତାଙ୍କ ନିକଟରୁ ଏକ ସୁଇସାଇଡ଼ ନୋଟ…
Read More...

ପୁଣି ବିବାଦରେ ରଜନୀକାନ୍ତ

କର୍ଣ୍ଣାଟକ: ମୁକ୍ତିଲାଭ ଅପେକ୍ଷାରେ ଥିବା ରଜନୀକାନ୍ତ ଅଭିନୀତ ‘କାଲା’ ଚଳଚ୍ଚିତ୍ରକୁ ନେଇ ବିବାଦ ଉଠିଛି। ଏହି ଚଳଚ୍ଚିତ୍ରକୁ କର୍ଣ୍ଣାଟକରେ ପ୍ରଦର୍ଶନକୁ ଜୋରଦାର ବିରୋଧ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ଗ୍ରୀନଡ଼ୋଲା ରିସବାହାଲି ଗ୍ରାମରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ…
Read More...

କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ। ଯୁବକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ବତୀଘର ପଞ୍ଚାୟତର ବଡ଼ତୁଗଲି ଗ୍ରାମର କିଣାରାମ ମଣ୍ଡଳ(୨୩)। ସକାଳେ ସେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ…
Read More...

ନୀଳଗିରିରେ ଉତ୍ତେଜନା

ନୀଳଗିରି : ସ୍ଥାନୀୟ ତହସିଲଦାରଙ୍କ କାର୍ୟ୍ୟର ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀ ନିରଞ୍ଜନ ବେହେରା ଓ ତାଙ୍କ ପରିବାର ଆତ୍ମାହୁତି ଧମକ ଦେବା ସହିତ ଆଜି ସକାଳୁ ନୀଳଗିରି ବାଇପାସ ଛକରେ ଧାରଣାରେ ବସିଛନ୍ତି। ରାସ୍ତା…
Read More...

ବ୍ରେଡ୍‍ ଇଡଲି

ଆବଶ୍ୟକ ସାମଗ୍ରୀ: ପାଉଁରୁଟି- ୮ରୁ ୧୦ଟି ସୁଜି- ୧କପ୍‍ ଦହି- ୨କପ୍‍ ଗାଜର,ପିଆଜ,ଟମାଟୋ,ବନ୍ଧାକୋବି,ସିମଲା ଲଙ୍କା(କଟା ହୋଇଥିବା)- ୧କପ୍‍ ଲୁଣ- ସ୍ୱାଦ ଅନୁସାରେ ଲଙ୍କା ଗୁଣ୍ଡ- ୧ଛୋଟ ଚାମଚ ଗରମ ମସଲା- ସ୍ୱାଦ…
Read More...

ଘରର ସମୃଦ୍ଧି ଚାହୁଁଛନ୍ତି କି?? ଲଗାନ୍ତୁ ଏହି ଗଛ ….

ଘର ଅଗଣା ହେଉ କିମ୍ବା ଘର ବାହାରେ ହେଉ ଅନେକ ଗଛ ଆମେ ଲଗାଇଥାଉ। ଘରର ସମୃଦ୍ଧି ପାଇଁ କେଉଁ ଗଛ ଲଗାଇବା ଆସନ୍ତୁ ଜାଣିବା। ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ…
Read More...

ଆଜି ଉଦ୍ଧବ ଠାକ୍‍ରେ-ଅମିତ୍‍ ଶାହା ଭେଟ

ନୂଆଦିଲ୍ଲୀ : ଦେଶରେ ମୋଦୀ ହାୱା କ୍ରମଶଃ ଦୁର୍ବଳ ହୋଇଆସୁଥିବା ନେଇ ସଦ୍ୟ ସମାପ୍ତ ଉପନିର୍ବାଚନ ଫଳାଫଳରୁ ଏକପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ରାଜନୈତିକ ଉତ୍‍ଥାନ ଘଟୁଥିବା ମଧ୍ୟ ଏହି…
Read More...

ପତଞ୍ଜଳି ଫୁଡ୍‍ ପାର୍କ ପାଇଁ ଅନୁମତି ଦେଲେନି ଯୋଗୀ ସରକାର

ଲକ୍ଷ୍ନୌ : ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‍ ଦ୍ୱାରା ଗ୍ରେଟର ନୋଇଡ଼ାଠାରେ ପ୍ରସ୍ତାବିତ ପତଞ୍ଜଳି ଫୁଡ୍‍ ପାର୍କ ଏବଂ ହର୍ବାଲ ପାର୍କ ପାଇଁ ଅନୁମତି ଦେବାକୁ ଉତ୍ତରପ୍ରଦେଶ ସରକାର ମନା କରିଦେଇଛନ୍ତି। ତେଣୁ…
Read More...

ରେଳଯାତ୍ରୀଙ୍କ ଜିନିଷପତ୍ରରେ କଟକଣା

ନୂଆଦିଲ୍ଲୀ : ଏଣିକି ବିମାନ ଭଳି ରେଳଯାତ୍ରୀଙ୍କ ସାମଗ୍ରୀ ପରିବହନ ଉପରେ ଲାଗିବ କଟକଣା। ନିର୍ଦ୍ଧାରିତ ଓଜନ ଠାରୁ ଅତିରିକ୍ତ ଲଗେଜ୍‍ ନେଲେ ଦେବାକୁ ପଡ଼ିବ ଅଧିକ ଅର୍ଥ। ଧରାପଡ଼ିଲେ ଗଣିବାକୁ ହେବ ୬ ଗୁଣ ଜୋରିମାନା।…
Read More...

ଆଜି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳ ବୁଧବାର ଅପରାହ୍ଣ ୨ଟାରେ ସମ୍ପ୍ରସାରଣ ହେବ। ଏହି ଅବସରରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ନୂଆଦିଲ୍ଲୀଠାରେ କର୍ଣ୍ଣାଟକ…
Read More...

କିଷନଗଙ୍ଗା ପ୍ରକଳ୍ପ: ଭାରତର ଦାବି ପାକିସ୍ତାନ ଗ୍ରହଣ କରୁ

ନୂଆଦିଲ୍ଲୀ : ଉତ୍ତର କାଶ୍ମୀରର ବାନ୍ଦିପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିକଟରେ ଉଦ୍‍ଘାଟିତ କିଷନଗଙ୍ଗା ଜଳବିଦ୍ୟୁତ୍‍ ପ୍ରକଳ୍ପ ମାମଲାରେ ଭାରତର ଦାବିକୁ ପାକିସ୍ତାନ ସ୍ୱୀକାର କରିବା ପାଇଁ…
Read More...

ଓଲାରେ ଇଞ୍ଜିନିୟରଙ୍କୁ ବଳାତ୍କାର

ବେଙ୍ଗାଲୁରୁ : ବିମାନବନ୍ଦରକୁ ଓଲାରେ ଯାଉଥିବା ଜଣେ ୨୬ବର୍ଷୀୟା ମହିଳାଙ୍କୁ ଏହାର ଚାଳକ ବଳପୂର୍ବକ ଅପହରଣ କରିନେଇ ଉଲଗ୍ନ କରି ଫଟୋ ଉଠାଇବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ…
Read More...

ଯାଞ୍ଚ ହେବ ସାମାଜିକ ଗଣମାଧ୍ୟମ; ଆସିବ ବିଧେୟକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣକୁ ଆଣିବା ଯୋଜନା କରୁଛନ୍ତି। ବିଶେଷକରି ମହିଳାଙ୍କ ପ୍ରସଙ୍ଗରେ ଏଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ସୂଚନା-ପ୍ରଯୁକ୍ତି ଆଇନ-୨୦୦୦ ଆଧାରରେ…
Read More...

ସେନା ଶିବିର ଓ ଥାନା ଉପରକୁ ଗ୍ରେନେଡ ମାଡ଼

ଶ୍ରୀନଗର : ଭାରତ ସୀମା ସୁରକ୍ଷା ବଳ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ସୀମାନ୍ତରେ ଶାନ୍ତିରକ୍ଷା ପାଇଁ କମାଣ୍ଡରସ୍ତରୀୟ ଆଲୋଚନାର ୨୪ଘଣ୍ଟା ନପୂରୁଣୁ ପୁନର୍ବାର କାଶ୍ମୀରର ବନ୍ଦିପଡ଼ା ଜିଲାରେ ଅବସ୍ଥିତ ସେନା ଶିବିର…
Read More...

ରାଇଫଲ ଓ ଯବାନଙ୍କ ପୋଷାକ କିଣାରେ ଖର୍ଚ୍ଚକାଟକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ଅର୍ଥାଭାବରୁ କେନ୍ଦ୍ର ସରକାର ଭାରତୀୟ ସେନା ଯବାନଙ୍କ ପୋଷାକ ଖର୍ଚ୍ଚ ବାବଦ ପାଣ୍ଠିରୁ ଅର୍ଥ କାଟ୍‍ ସହ ଆବଶ୍ୟକତା ଅପେକ୍ଷା କମ୍‍ ରାଇଫଲ କ୍ରୟ କରୁଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସଭାପତି ରହୁଲ…
Read More...

ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ଭାରତରେ ସର୍ବନିମ୍ନ: ମୋଦୀ

ନୂଆଦିଲ୍ଲୀ : ଭାରତୀୟଙ୍କ ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିକି ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ମଧ୍ୟ ଯଥେଷ୍ଟ କମ୍‍…
Read More...

ପରୀ ଏକ୍ସପ୍ରେସକୁ ଏନ୍‌ସିପିସିଆରର ପ୍ରଶଂସା

ନୂଆଦିଲ୍ଲୀ : ନାବାଳିକାଙ୍କ ଉପରେ ବଢ଼ୁଥିବା ଯୌନ ନିର୍ଯ୍ୟାତନା ଘଟଣାର ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…
Read More...

୨୪ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଏବେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟକୁ ମୁହାଁଉଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ସିକିମ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଅଗ୍ରସର ହେବାକୁ ପାଗ ଅନୁକୂଳ…
Read More...

ବୁଧବାର ରାଶିଫଳ

ମେଷ: ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ବହୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ…
Read More...

ଧୋନିଙ୍କ ନାମରେ ଟିକେଟ ବିକୁଛି ଆୟାର୍ଲାଣ୍ଡ କ୍ରିକେଟ

ଡବଲିନ୍‍ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନଇ ସୁପରକିଙ୍ଗସ୍‍ ତୃତୀୟ ଥର ଆଇପିଏଲ ଚମ୍ପିଆନ୍‍ ହୋଇଛି। ସଫଳ ନେତୃତ୍ୱ ଏବଂ ଶାନ୍ତ ସ୍ୱଭାବକୁ ନେଇ କ୍ରିକେଟ୍‍ ଜଗତରେ…
Read More...

ବିଟି କଏନ୍‍ ଦୁର୍ନୀତି ମାମଲାରେ ରାଜ୍‍ କୁନ୍ଦ୍ରାଙ୍କୁ ଜେରା

ମୁମ୍ମଇ : ବହୁଚର୍ଚ୍ଚିତ ଆଇପିଏଲ୍‍ ବେଟିଂ ମାମଲା ପରେ ଏବେ ବିଟି କଏନ୍‍ ଦୁର୍ନୀତି ମାମଲାରେ ବଲିଉଡ୍‍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ପ୍ରମୁଖ ବ୍ୟବସାୟୀ ରାଜ୍‍ କୁନ୍ଦ୍ରା ଛନ୍ଦି ହୋଇପଡିଛନ୍ତି। ୨୦୦୦…
Read More...

ଟିଏମ୍‍ସି ନେତାଙ୍କୁ ହତ୍ୟା

ହାୱଡା : ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଜେପିର ଦୁଇ ଜଣ କର୍ମୀଙ୍କ ପରେ ଏବେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‍ସି)ର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି। ହାୱଡା…
Read More...

ଭାରତୀୟ ଓକିଲ ମାଲେସିଆ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ

କୁଆଲାଲମ୍ପୁର : ଭାରତୀୟ ଓକିଲ ଟୋମି ଥମାସ୍‍ ମାଲେସିଆର ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ରାଜା ସୁଲତାନ ମହମ୍ମଦ ପଞ୍ଚମ ତାଙ୍କ ନିଯୁକ୍ତିରେ ମୋହର ମାରିଥିବା ରାଜପ୍ରାସାଦ ପକ୍ଷରୁ ଜାରି ଏକ…
Read More...

ମୁୁଗଲସରାଇ ଷ୍ଟେସନ ନାମ ବଦଳିଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ପ୍ରସିଦ୍ଧ ମୁଗଲସରାଇ ରେଳ ଷ୍ଟେସନ୍‍ର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବ ସୂଚନାନୁସାରେ ଏହି ଷ୍ଟେସନ୍‍ର ନାମ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ’ ରଖାଯାଇଛି। ଏ ସଂକ୍ରାନ୍ତରେ…
Read More...

ରାଜ୍ୟପାଳମାନେ ବିକାଶର ରାଜଦୂତ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଜ୍ୟପାଳମାନେ ଏଣିକି ନିୟମିତ ନିଜ ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କର ବୈଠକ ଡାକନ୍ତୁ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୂନ୍ୟ ଥିବା ଶିକ୍ଷକ ପଦ ପୂରଣ ପାଇଁ ପଦକ୍ଷେପ ନିଅନ୍ତୁ, ଗବେଷଣାକୁ ପ୍ରୋତ୍ସାହନ…
Read More...

‘ମୋଦି କେୟାର’ ଢ଼ାଞ୍ଚାରେ ସରକାର ଆଣୁଛନ୍ତି ନୂଆ ଯୋଜନା

ନୂଆଦିଲ୍ଲୀ : ‘ମୋଦି କେୟାର’ ଶୈଳୀରେ କେନ୍ଦ୍ର ସରକାର ଦେଶର ୫୦୦ନିୟୁତ କର୍ମଜୀବୀଙ୍କ ପାଇଁ ନୂଆ ମହଦାକାଙ୍‍କ୍ଷୀ ଯୋଜନା ଆଣୁଛନ୍ତି। ଏହି ଯୋଜନାରେ କର୍ମଜୀବୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜୀବନ ବୀମା, ମାତୃତ୍ୱକାଳୀନ…
Read More...

କଚ୍ଛରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‍ ମୃତ

କଚ୍ଛ : ଭାରତୀୟ ବାୟୁସେନାର ଏକ ଜାଗୁଆର୍‍ ବିମାନ ମଙ୍ଗଳବାର ଗୁଜରାତର କଚ୍ଛଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନର ପାଇଲଟ୍‍ ଏୟାର କମାଣ୍ଡର ସଞ୍ଜୟ ଚୌହାନ ପ୍ରାଣ ହରାଇଛନ୍ତି। ଜାମନଗରରୁ ନିୟମିତ ଉଡାଣ ଆରମ୍ଭ…
Read More...

ପ୍ରଥମ, ଦ୍ୱିତୀୟ ଶ୍ରେଣୀ ପାଠ୍ୟକ୍ରମ କାଣ୍ଟଛାଣ୍ଟ ହେବ

ନୂଆଦିଲ୍ଲୀ : ଏଣିକି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପରେ ପାଠପଢାର ଅତ୍ୟଧିକ ବୋଝ ରହିବ ନାହିଁ; ବରଂ ଶିଶୁମାନେ ଯେଭଳି ଆନନ୍ଦର ସହିତ ପାଠ ପଢିବେ ସେଥିନେଇ ବସ୍ତାନିର ବୋଝ କମ୍‍ କରିବାକୁ କେନ୍ଦ୍ର…
Read More...

କେରଳରୁ ଆମଦାନୀ ନିଷେଧ କଲା ସାଉଦୀ ଆରବ

ରିୟାଦ : ନିପା ସଂକ୍ରମଣ କାରଣରୁ ଦାକ୍ଷିଣାତ୍ୟ ରାଜ୍ୟ କେରଳ ପାଇଁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କେରଳରେ ନିପା ମହାମାରୀର ରୂପ ନେଉଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବାଣିଜ୍ୟ ଉପରେ ପଡିଛି। କେରଳରୁ…
Read More...

ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କୁ ସଂରକ୍ଷଣ ଭିତ୍ତିରେ ମିଳିବ ପଦୋନ୍ନତି

ନୂଆଦିଲ୍ଲୀ : ଏସ୍‍ସି/ଏସ୍‍ଟି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ମିଳିବ। ପ୍ରଚଳିତ ଆଇନ ଅନୁସାରେ କେନ୍ଦ୍ର ସରକାର ସଂରକ୍ଷଣ ଭିତ୍ତିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି…
Read More...

ମାଡ୍ରାସ୍‍ ହାଇକୋର୍ଟରେ ସର୍ବାଧିକ ମହିଳା ବିଚାରପତି

ଚେନ୍ନାଇ : ଦେଶର ଅନ୍ୟାନ୍ୟ ନ୍ୟାୟାଳୟ ତୁଳନାରେ ମାଡ୍ରାସ୍‍ ହାଇକୋର୍ଟରେ ସର୍ବାଧିକ ମହିଳା ବିଚାରପତି ଅଛନ୍ତି। ସୋମବାର ବିଚାରପତି ପି. ଟି ଆଶାଙ୍କ ନିଯୁକ୍ତିି ପରେ ଏହି ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା…
Read More...

ରାମ ମନ୍ଦିର ପ୍ରସଙ୍ଗରେ ବିଜେପି ଲୋକଙ୍କୁ ଠକିଛି: ହିନ୍ଦୁ ଧର୍ମଗୁରୁ

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପି ସରକାର ଦେଶବାସୀ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ଠକିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଯଦି କ୍ଷମତା ହାତରେ ରଖିବାକୁ ଚାହୁଁଛି ତା’ହେଲେ ପ୍ରଥମେ ରାମ…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

କୁଜଙ୍ଗ : ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅର୍ନ୍ତଗତ ଷଣ୍ଡପୁର ଠାରେ ବ୍ରାଉନସୁଗାର ଜବତ କରାଯାଇଛି। କୁଜଙ୍ଗ ଥାନା ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ଏହି ଚଢଉ କରାଯାଇଥିଲା। ଏହି ଚଢଉରେ ୪୦ଗ୍ରାମ ବ୍ରାଉନସୁଗାର…
Read More...

୪ ଜଣ ଡକାୟତଙ୍କୁ ଧରିଲେ ଗ୍ରାମବାସୀ

କନ୍ଧମାଳ : କନ୍ଧମାଳ ଜିଲା କୋରେମାଣ୍ଡୁ ଗ୍ରାମରେ ଡକାୟତି ଘଟଣାରେ ସମ୍ପୃକ୍ତ ୪ ଜଣ ଡକାୟତଙ୍କୁ ଗ୍ରାମବାସୀ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ୧୦ଜଣ ଡକାୟତ ସୁବାସ ଚନ୍ଦ୍ର…
Read More...

ବିବାହର ୧୫ ଦିନ ପୂର୍ବରୁ ସଡକ ଦୁର୍ଘଟଣାରେ କନ୍ୟା ମୃତ

କଳାପଥର : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ବାଘମାରି -କଣ୍ଟିଲୋ ରାଜ୍ୟ ରାଜପଥର କଳାପଥର ବଜାର ମସଜିଦ ନିକଟରେ ମଙ୍ଗଳବାର ସକାଳ ୫ଟା ୪୫ ରେ  ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଙ୍କୀ ବ୍ଳକ ରଗଡି ଗ୍ରାମରୁ ବୋଲଗଡ…
Read More...

ଜୁନ ମାସରେ ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ , ପାଇବେ ସଫଳତା

ନୂଆଦିଲ୍ଲୀ : ଏହି ମାସରେ ଲୋକମାନଙ୍କ ରାଶିଚକ୍ରରେ ପରିବର୍ତ୍ତନ ଦେଖାଦେବର ସମ୍ଭାବନା ରହିଛି। ଏହାଦ୍ୱାରା କିଛି ଲୋକଙ୍କ ଜୀବନରେ ସଫଳତା ପାଇପାରିବେ। ଅନ୍ୟ କିଛିଜଣ ଆଶାନୁରୂପ ସଫଳତା ପାଇପାରିବେ ନାହିଁ। ତେବେ ଆସନ୍ତୁ…
Read More...