ନୀଳଗିରିରେ ଉତ୍ତେଜନା

0

ନୀଳଗିରି : ସ୍ଥାନୀୟ ତହସିଲଦାରଙ୍କ କାର୍ୟ୍ୟର ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀ ନିରଞ୍ଜନ ବେହେରା ଓ ତାଙ୍କ ପରିବାର ଆତ୍ମାହୁତି ଧମକ ଦେବା ସହିତ ଆଜି ସକାଳୁ ନୀଳଗିରି ବାଇପାସ ଛକରେ ଧାରଣାରେ ବସିଛନ୍ତି। ରାସ୍ତା ଅବରୋଧ ଯୋଗୁ ଶହ ଶହ ଗାଡିମୋଟର ଛିଡା ହୋଇ ରହିଛି। ବୁଧବାର ସକାଳଠାରୁ ଯାତ୍ରୀମାନେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଶ୍ରୀ ବେହୋରାଙ୍କ ଅଭିଯୋଗ ଅନୁଯାୟୀ ପରମିଟ ଥିବା ସତ୍ତ୍ବେ ତାଙ୍କ ଟ୍ରକକୁ ତହସିଲଦାର ଜବତ କରିଛନ୍ତି। ଏହି ଘଟଣାରେ ନୀଳଗିରିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply