www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, ଶିରିଡି ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ, ପରିବାର ବ୍ୟବସାୟୀଙ୍କୁ ବି ଲୁଟିଲେ

ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଘର ଓ ଆପାର୍ଟମେଣ୍ଟ। ପୁଣି ଜଣଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଲୁଟି ନେଲେ ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟିଛନ୍ତି । ଏହି ଘଟଣା ନୟାପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ ଘଟିଛି । ଘର ଲୋକେ ଶିରିଡି ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି । ଘରେ ଥିବା ଇମିଟେସନ୍‌ ଗହଣାକୁ ଲୁଟ୍‌ କରି ନାହାଁନ୍ତି । ତେବେ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ବାରଙ୍ଗ ଅଞ୍ଚଳରୁ ମଧ୍ୟ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ ପିକଅପ ଭ୍ୟାଲି ଠାରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ହୋଇଛି । ଭୋର ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ସାନମୁଣ୍ଡଳୀ ଗ୍ରାମର ଜଣେ ପରିବା ବ୍ୟବସାୟୀ କଟକ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ବ୍ୟବସାୟୀ ଟଙ୍କା ନଦେବାରୁ ଲୁଟେରା ମାନେ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

- Advertisement -

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ଦେଖନ୍ତୁ ଭିଡିଓ; ଶୋଇଥିଲେ ସିଂହ, ହଠାତ୍‌ ମାରିଲା ବିଜୁଳି, ଆଉ ତା’ପରେ..

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories