www.samajalive.in
Thursday, December 11, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ; ଶୋଇଥିଲେ ସିଂହ, ହଠାତ୍‌ ମାରିଲା ବିଜୁଳି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍‌ ହୋଇଥାଏ । ବିଶେଷ କରି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀଙ୍କୁ ଏହି ଭିଡିଓ ଅଧିକ ଆକର୍ଷିତ କରିଥାଏ । ସିଂହ, ବାଘ ଆଦି ଜଙ୍ଗଲୀ ଜନ୍ତୁଙ୍କ ଭିଡିଓ ଦେଖିବାକୁ ସଭିଏଁ ପସନ୍ଦ ମଧ୍ୟ କରନ୍ତି । ନିକଟରେ ସିଂହର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।


ଭିିଡିଓରେ ଜଙ୍ଗଲର ରାଜା ସିଂହକୁ ଦେଖିପାରିବେ । ତେବେ ନିଶ୍ଚୟ ଶୁଣିଥିବେ ସିଂହ କାହାକୁ ମଧ୍ୟ ଭୟ କରେନା । ମାତ୍ର ଭିଡିଓରେ ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ । ସିଂହ ୨ଟି ରାସ୍ତା କଡରେ ଶୋଇଥିବା ବେଳେ ହଠାତ୍‌ ଆକାଶରେ ବିଜୁଳି ଓ ଘଡଘଡି ମାରୁଛି । ବିଜୁଳି ମାରିବା ମାତ୍ରେ ଆଲୋକ ହଠାତ୍‌ ଚମକିବା ସହ କିଛି ସମୟରେ ଘଡଘଡିର ଜୋରରେ ଶବ୍ଦ ହେଉଛି । ହଠାତ୍‌ ବିଜୁଳି ଓ ଘଡଘଡି ମାରିବା କାରଣରୁ ସିଂହ ୨ଟି ଖୁବ୍‌ ଜୋର୍‌ରେ ଚମକି ପଡୁଛନ୍ତି । ଶୋଇବା ସ୍ଥାନରୁ ମଧ୍ୟ ଉଠି ପଡୁଛନ୍ତି । ଏହାପରେ ଏଣେତେଣେ ଦେଖୁଛନ୍ତି । ଭିଡିଓଟି ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ ଏବେ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

- Advertisement -

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories