ଉପଭୋକ୍ତାଙ୍କ ଉପରେ ବୋଝ ହେବ ନିର୍ବାଚନ ପରବର୍ତ୍ତୀ ତୈଳ ଦର

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଶେଷ ହେବାକୁ ଆଉ ୪ଟି ପର୍ଯ୍ୟାୟ ବାକି ଥିବା ବେଳେ, ଯେ କୌଣସି ଦଳ ସରକାର ଗଠନ କଲେ ମଧ୍ୟ ଆନ୍ତର୍ଜାତିକ ବଜାରରେ ବୃଦ୍ଧି ପାଉଥିବା ତୈଳ ଦର ଭାରତୀୟ ଉପଭୋକ୍ତାଙ୍କ ପାଇଁ ବଡ଼ ବୋଝ…
Read More...

ଆପର ଅଭିଯୋଗ – ୨ଟି ନିର୍ବାଚନ ମଣ୍ଡଳୀରେ ଭୋଟର ଅଛନ୍ତି ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ଏବଂ ବିଜେପି ପ୍ରାର୍ଥୀ ଗୌତମ ଗଂଭୀର ଦୁଇଟି ନିର୍ବାଚନ ମଣ୍ଡଳୀରେ ନାମ ଥିବା ଭୋଟର ପରିଚୟ ପତ୍ର ରଖିଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଆପର ପୂର୍ବ…
Read More...

ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏକ ସୂଚନା ଅଧିକାର ସମ୍ପର୍କିତ ମାମଲାର ବିଚାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଇଛାକୃତ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ ବାଧ୍ୟ ବୋଲି କହିଛନ୍ତି। ଏହି କେନ୍ଦ୍ରୀୟ…
Read More...

ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ମାମଲାର ମୂଳ କାରଣ ଖୋଜିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ଏବଂ ଷଡଯନ୍ତ୍ର ନେଇ ଜଣେ ଆଇନଜୀବୀଙ୍କ ଦାବି କରୁଥିବା ଘଟଣାର ମୂଳ କାରଣ ଅନୁଧ୍ୟାନ କରାଯିବ। ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ…
Read More...

କୂଟନୈତିକ ସମ୍ପର୍କର ୭୦ ବର୍ଷ – ପ୍ରଚଳନ ହେଲା ରାମାୟଣ ଆଧାରିତ ସ୍ମରଣୀୟ ଡାକଟିକଟ

ଇଣ୍ଡୋନେସିଆ: ଭାରତ ସହ ଇଣ୍ଡୋନେସିଆର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡୋନେସିଆ ରାମାୟଣ ବିଷୟବସ୍ତୁ ଆଧାରିତ ଏକ ସ୍ମରଣୀୟ ଡାକଟିକଟ ପ୍ରଚଳନ କରିଛି। ମଙ୍ଗଳବାର ଜାକର୍ତ୍ତା ସ୍ଥିତ ଭାରତୀୟ…
Read More...

ଶ୍ରୀଲଙ୍କା ଆତଙ୍କୀ ଆକ୍ରମଣ: ୯ ସନ୍ଦିଗ୍ଧଙ୍କ ମଧ୍ୟରୁ ୮ ଚିହ୍ନଟ

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ରବିବାର ଘଟିଥିବା ଆତଙ୍କୀ ଆକ୍ରମଣର ୯ ଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଏହି ଆକ୍ରମଣରେ ୩୯ ଜଣ ବିଦେଶୀଙ୍କ ସମେତ ୩୫୯ ଜଣଙ୍କ ମୃତ୍ୟୁ…
Read More...

ମ୍ୟାଁମାର: ପଥର ଖଣିରେ ଭୂସ୍ଖଳନ, ୫୦ ମୃତ

ମ୍ୟାଁମାର: ମ୍ୟାଁମାରର ଉତ୍ତରାଞ୍ଚଳ କାଇଚେନ ପ୍ରଦେଶର ଏକ ପଥର ଖଣିରେ ଭୂସ୍ଖଳନ ଘଟି ୫୦ ଜଣ ପ୍ରାଣ ହରାଇଛନ୍ତି। ଭୂସ୍ଖଳନ ପରେ ସେଠାରେ ସୃଷ୍ଟ ଏକ ଗର୍ତ୍ତରେ ଖଣିରେ ବିଶ୍ରାମ ନେଉଥିବା ଦୁଇଟି କମ୍ପାନୀର ୫୪ ଜଣ…
Read More...

ଲିବ୍ୟାରୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ନିଯୁକ୍ତ

ନୂଆଦିଲ୍ଲୀ: ଯୁଦ୍ଧ ବିଧ୍ୱସ୍ତ ଲିବ୍ୟାରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏକ ଟ୍ୱଇଟରେ ଏହା କହିଛନ୍ତି। ସେ କହିଛନ୍ତି,…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହେବ ପରେ ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଆସନ୍ତା…
Read More...

ମୋର ଯାତ୍ରା ଏବେ ଆରମ୍ଭ ହୋଇଛି – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଟି ପ୍ରମୁଖ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା ଏବଂ ସୁସ୍ଥତା। ଏହି ଦୁଇଟି ପ୍ରସଙ୍ଗରେ ସଫଳତା ହାସଲ କରିପାରିଲେ ଆମେ ବିଭିନ୍ନ ରୋଗ ସହଜରେ ନିୟନ୍ତ୍ରଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ୟୁପି ମୁରାଦାବାଦରେ ନିର୍ବାଚନ ଅଧିକାରୀଙ୍କୁ ପିଟିଲେ ବିଜେପି କର୍ମକର୍ତ୍ତା

ମୁରାଦାବାଦ (ୟୁପି): ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ଉତ୍ତରପ୍ରଦେଶ ମୁରାଦାବାଦରେ ବିଜେପି କର୍ମକର୍ତ୍ତା ଜଣେ ନିର୍ବାଚନ ଅଧିକାରୀଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି। ଦୈନିକ ସମ୍ବାଦପତ୍ର ଜନସତ୍ତା…
Read More...

ଗଣତନ୍ତ୍ରର ଅସ୍ତ୍ର ହେଉଛନ୍ତି ମତଦାତା – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଥିଲା ବୃହତ ଯେଉଁଥିରେ ଲକ୍ଷ ଲକ୍ଷ ଭାରତୀୟ ଭାଗ ନେଇଛନ୍ତି ଏବଂ ଏଠି ସହିତ ନିଜ ରାଜ୍ୟ ଗୁଜୁରାଟରେ ମଧ୍ୟ…
Read More...

ବାବ୍ରୀ ମସଜିଦ ବିବାଦୀୟ ବୟାନ: ସାଧ୍ୱୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଏତଲା ଦାୟର

ଭୋପାଳ: ବାବ୍ରି ମସଜିଦ ସମ୍ପର୍କରେ ବିବାଦୀୟ ବୟାନ ଦେବା ଘଟଣାରେ ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରତିଦ୍ବନ୍ଦୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। ନିର୍ବାଚନ କମିଶନଙ୍କ…
Read More...

ଡ଼ିଡ଼ିସିଏରୁ ରଜତ ଶର୍ମାଙ୍କୁ ବିଦା କରିବାକୁ ୮ସଦସ୍ୟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଙ୍ଘ (ଡ଼ିଡ଼ିସିଏ)ର ଅଧ୍ୟକ୍ଷ ରଜତ ଶର୍ମାଙ୍କ ଠାରୁ ସମସ୍ତ କ୍ଷମତା ଅପସାରଣ କରିବାକୁ ନିର୍ଦ୍ଦେଶକ ମଣ୍ଡଳୀର ୮ସଦସ୍ୟ ରାଜି ହୋଇଛନ୍ତି। ରଜତଙ୍କ ଠାରୁ କ୍ଷମତା ଅପସାରଣ ହେଲେ…
Read More...

କାଶ୍ମୀର: ଜାତୀୟ ରାଜପଥରେ ଯାତାୟାତ କଟକଣା, କେନ୍ଦ୍ର-ରାଜ୍ୟକୁ ନୋଟିସ ଜାରି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଜାତୀୟ ରାଜପଥରେ ଯାତାୟାତ କଟକଣା ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ଉଦ୍ଧାମପୁର ଠାରୁ ବାରମୂଳା ପର୍ଯ୍ୟନ୍ତ ଜାତୀୟ ରାଜପଥରେ…
Read More...

ଆତଙ୍କବାଦୀଙ୍କୁ ନିପାତ ପାଇଁ ମୋଦୀ ପଠାଇଥିଲେ ନିଜ ବାୟୁସେନା – ଅମିତ ଶାହା

କୃଷ୍ଣାନଗର: ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧନ କରି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ୨୦୧୯ ଫେବୃଆରୀରେ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡିକୁ ଧ୍ବଂସ କରିବା ପାଇଁ…
Read More...

ଯୌନ ଉତ୍ପୀଡ଼ନ ମାମଲା ଆଣିଥିବା ସୁପ୍ରିମକୋର୍ଟ କର୍ମଚାରୀଙ୍କ ବହିଷ୍କାର ଆକ୍ରୋଶମୂଳକ!

ନୂଆଦିଲ୍ଲୀ: କାର୍ଯ୍ୟାଳୟରେ ବସିବା ସ୍ଥାନ ପରିବର୍ତ୍ତନକୁ ବିରୋଧ କରିବା, କର୍ମଚାରୀ ସଙ୍ଘ ଅଧ୍ୟକ୍ଷଙ୍କୁ ବସିବା ସ୍ଥାନ ପରିବର୍ତନ ନେଇ ଅଭିଯୋଗ କରିବା ଏବଂ ଅଧା ଦିନ ଡ଼ିଉଟିରୁ ଅନୁପସ୍ଥିତ ରହି ପିଲାଙ୍କୁ ସ୍କୁଲ…
Read More...

ବିଲକିଶ ବାନୋ ମାମଲା: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରୀ ଦେବାକୁ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ୨୦୦୨ ଦଙ୍ଗା ସମୟରେ ଗଣ ବଳାତ୍କାରର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଓ ବାସଗୃହ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ରଏଟର ସାମ୍ବାଦିକଙ୍କ ଆବେଦନର ଶୁଣାଣି କରିବେ ମ୍ୟାମାଁର ସୁପ୍ରିମକୋର୍ଟ

ୟାଙ୍ଗନ: ମ୍ୟାମାଁର ସୁପ୍ରିମକୋର୍ଟ ସେଠାକାର ଜେଲରେ ବନ୍ଦୀ ଜୀବନ କାଟୁଥିବା ରଏଟର ସମ୍ବାଦ ସରବରାହ ସଂସ୍ଥାର ଦୁଇ ସାମ୍ବାଦିକଙ୍କ ଆବେଦନର ମଙ୍ଗଳବାର ଶୁଣାଣି କରିବେ। ମ୍ୟାମାଁରର ପଶ୍ଚିମାଞ୍ଚଳରେ ସେନା କାର୍ଯ୍ୟକଳାପରେ…
Read More...

ଶ୍ରୀଲଙ୍କା ଆକ୍ରମଣକୁ ମୋଦୀଙ୍କ ନିନ୍ଦା, କହିଲେ ମୁଁ ଆତଙ୍କବାଦର ଦମନ କରିପାରିବି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଓ ପଞ୍ଚ ତାରକା ହୋଟେଲରେ ହୋଇଥିବା ସିରିଜ ବୋମା ବିସ୍ଫୋରଣକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭୋଟରମାନେ ତାଙ୍କୁ ଦ୍ଵିତୀୟ ଥର ନିର୍ବାଚିତ କରିବା ଦରକାର…
Read More...

ଶ୍ରୀଲଙ୍କା ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ରାଧିକା

ଚେନ୍ନାଇ: ଲୋକପ୍ରିୟ ତାମିଲ ଅଭିନେତ୍ରୀ ରାଧିକା ସରଥକୁମାର ଶ୍ରୀଲଙ୍କାରେ ରବିବାର ଘଟିଥିବା ଭୟଙ୍କର ସିରିଜ ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣ ହେବାର ମାତ୍ର କିଛି ମିନିଟ ପୂର୍ବରୁ ସେ…
Read More...

ଲିବ୍ୟା ରାଜଧାନୀ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷରେ ୨୨୦ ମୃତ – ଜାତିସଙ୍ଘ

ନୂଆଦିଲ୍ଲୀ: ତ୍ରିପୋଲୀର ଜାତିସଙ୍ଘ ସମର୍ଥିତ ସରକାରଙ୍କ ସହଯୋଗୀ ମିଲିସିଆଙ୍କ ବିରୁଦ୍ଧରେ ଫିଲଡ ମାର୍ଶାଲ ଖଲିଫା ହିଫଟର ଏବଂ ପୂର୍ବର ଏକ ପ୍ରତିଦ୍ବନ୍ଦୀ ସରକାରର ଲଢେଇ ଏପ୍ରିଲ ୫ରୁ ଆରମ୍ବ ହୋଇଯାଇଛି। ତ୍ରିପୋଲୀର…
Read More...

ଭୋପାଳ ଗ୍ୟାସ ଦୁର୍ଘଟଣା ବିଂଶ ଶତାବ୍ଦୀର ବୃହତ ଔଦ୍ୟୋଗିକ ଦୁର୍ଘଟଣା: ଜାତିସଙ୍ଘ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଭୋପାଳରେ ସଂଗଠିତ ଗ୍ୟାସ ଦୁର୍ଘଟଣାକୁ ଜାତିସଙ୍ଘ ବିଂଶ ଶତାବ୍ଦୀର ଏକ ବୃହତ ଔଦ୍ୟୋଗିକ ଦୁର୍ଘଟଣା ବୋଲି ଜାତିସଙ୍ଘ ଏକ ରିପୋର୍ଟରେ କହିଛି। ସେହି ଦୁର୍ଘଟଣାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ…
Read More...

ଭାରତର ହଜ କୋଟାରେ ବାର୍ଷିକ ୨୫ହଜାର ବୃଦ୍ଧି

ନୂଆଦିଲ୍ଲୀ: ଭାରତରୁ ହଜ ଯାଉଥିବା ଯାତ୍ରୀଙ୍କ ପାଇଁ ସାଉଦି ଆରବ କୋଟା ପରିମାଣ ବୃଦ୍ଧି କରିଛି। ଏବେ ଭାରତର ହଜ କୋଟା ୨୫ ହଜାର ବୃଦ୍ଧି ପାଇଁ ବାର୍ଷିକ ଦୁଇ ଲକ୍ଷରେ ପହଞ୍ଚିଛି। ରମଜାନ ସମୟରେ ଅଧିକରୁ ଅଧିକ…
Read More...

ଜେକେଏଲଏଫ ଅଧ୍ୟକ୍ଷ ୟାସିନ ମଲିକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସମ୍ପ୍ରତି ଦିଲ୍ଲୀର ତିହାର ଜେଲରେ ବିଚାରାଧୀନ ବନ୍ଦୀ ଥିବା ଜାମ୍ମୁ ଓ କାଶ୍ମୀର ମୁକ୍ତି ମୋର୍ଚ୍ଚା (ଜେକେଏଲଏଫ)ର ଅଧ୍ୟକ୍ଷ ମହମ୍ମଦ ୟାସିନ ମଲିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ପରିବାର ସୂତ୍ରରୁ…
Read More...

‘ନ୍ୟାୟ’କୁ ମନମୋହନଙ୍କ ସମର୍ଥନ: କହିଲେ ଆବଶ୍ୟକ ନାହିଁ ନୂଆ ଟିକସ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୨୫ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ ଦୂର କରିବା ପ୍ରତିଶୃତି ମୁତାବକ ଘୋଷଣା କରିଥିବା ଯୋଜନା "ନ୍ୟାୟ'କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ…
Read More...

ମୋ ପ୍ରତି ଅତ୍ୟାଚାର କରିଥିବା ଲୋକେ କ୍ଷମା ମାଗିବେ କି? – ସାଧ୍ୱୀ ପ୍ରଜ୍ଞା

ଭୋପାଳ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ ମୁଖ୍ୟ ହେମନ୍ତ କରକରେଙ୍କ ବିରୁଦ୍ଧରେ ବୟାନ ଦେଇ ବିବାଦୀୟ ହୋଇପଡିଥିବା ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ବିଜେପିର ୪୮ବର୍ଷୀୟ ଭୋପାଳ ଲୋକସଭା…
Read More...

ଜେଲରୁ ବାଣ୍ଟିଲେ ଟିକେଟ: ଲାଲୁଙ୍କ ବିରୁଦ୍ଧରେ ଇସିଙ୍କୁ ଅଭିଯୋଗ କଲା ଜେଡିୟୁ

ପାଟଣା: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ଯାଦବ ଜେଲରୁ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ବାଣ୍ଟୁଥିବା ଜନତା ଦଳ ୟୁନାଇଟେଡ଼ ଅଭିଯୋଗ କରିଛି। ଆରଜେଡିର ସମସ୍ତ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଖାରଜ ପାଇଁ ଜେଡିୟୁ ନିର୍ବାଚନ…
Read More...

ଦିଦିଙ୍କ ପାଲଟା ଜବାବ: ମୋଦୀଙ୍କୁ ଘାରିଛି ପରାଜୟ ଭୟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହାରିବା ଭୟରେ 'ହାରାତଙ୍କ'ରେ ପୀଡିତ ଏବଂ ସେ ସାମ୍ପ୍ରଦାୟିକତା…
Read More...

୨୪ଘଣ୍ଟାରେ ଜବାବ ଦିଅ: ସାଧ୍ୱୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା…
Read More...

ଫିଲ୍ମ ପରେ ମୋଦୀ ୱେବ ଧାରାବାହିକ ଉପରେ ନିର୍ବାଚନ କମିଶନଙ୍କ ରୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଏକ ୱେବ ଧାରାବାହିକର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି ୱେବ ଧାରାବାହିକ ମୁକ୍ତିଲାଭ କରିବାକୁ ଥିବା 'ଏରସ ନାଓ' ଭିଡିଓ…
Read More...

ଏସଟି ମାନ୍ୟତା ନ ମିଳିଲେ ଭୋଟ ବର୍ଜନ କରିବେ ୟୁପି କୋଲଭୀଲ ଆଦିବାସୀ

ମାଣିକପୁର (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶ ଚିତ୍ରକୂଟ ଜିଲ୍ଲା ମାଣିକପୁରରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ କୋଲଭୀଲ ଚଳିତ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସମ୍ପୃକ୍ତ…
Read More...

ଦୂରଦର୍ଶନ ନିର୍ବାଚନୀ ବକ୍ତବ୍ୟରୁ ‘ଆରଏସଏସ’ ଶବ୍ଦ ଅପସାରଣ ନେଇ ସିପିଆଇର ଆପତ୍ତି

ନୂଆଦିଲ୍ଲୀ: ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ନିର୍ବାଚନୀ ଅଭିଯାନ ବକ୍ତବ୍ୟରୁ କିଛି ଶବ୍ଦ ହଟାଇବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଅଗ୍ରାହ୍ୟ କରିବା ସହ ଏ ନେଇ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବ…
Read More...

ନିଜ ବୟାନରୁ ପଛକୁ ହଟିଲେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ: ଭୋପାଲ ଲୋକସଭା ଆସନରୁ ବିଜେପି ଟିକେଟରୁ ଲଢ଼ୁଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟରୁ ଓହରି ଯାଇଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ସେ ହେମନ୍ତ…
Read More...

ମାଲିକ ନୁହେଁ, ମୁଁ ସେବକ ଭଳି ପ୍ରତିଦିନ ହିସାବ ଦେଉଛି – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,'ମୁଁ ମାଲିକ ନୁହେଁ, ମୁଁ ଆପଣମାନଙ୍କ ସେବକ ତେଣୁ ସବୁଦିନ ଆପଣମାନଙ୍କୁ କାମର ହିସାବ ଦେଉଛି'। ପ୍ରଧାନମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ତାଳକଟୋରା…
Read More...

ଶ୍ୱାସରୁଦ୍ଧ ଯୋଗୁ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମୃତ୍ୟୁ – ଏମ୍ସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି। ଅଖିଳ…
Read More...

୧୯୫୭ ନିର୍ବାଚନ: ପ୍ରଥମ ଥର ହୋଇଥିଲା ବୁଥ ଦଖଲ

ନୂଆଦିଲ୍ଲୀ: ୧୯୫୭ରେ ଭାରତରେ ହୋଇଥିଲା ଦ୍ଵିତୀୟ ସାଧାରଣ ନିର୍ବାଚନ। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱାଧୀନ କଂଗ୍ରେସ ୪୯୪ଟି ଆସନ ମଧ୍ୟରୁ ୩୭୧ଟି ଆସନ ଅକ୍ତିଆର କରି ପୁଣି ଥରେ ପୁର୍ଣ ବହୁମତରେ ସରକାର ଗଠନ…
Read More...

ବିଜେଡି ଓ କଂଗ୍ରେସର କର୍ମୀ ସମାବେଶ

ଏରସମା: ଏରସମା ବ୍ଲକର ବିଜୁ ଜନତା ଦଳ ତରଫରୁ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏରସମା ସ୍ଥିତ ଆଂଚଳିକ ଯୁବ ପଡିଆଠାରେ ବ୍ଲକ ବିଜେଡି ସଭାପତି ପୀତବାସ ଗଚ୍ଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ…
Read More...

ହଲଦିପଦର ଓ ଗଣ୍ଡପାଲିରେ ଭୋଟ ବର୍ଜନ

ଆଗଲପୁର: ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(କ) ପଞ୍ଚାୟତ ଅଧିନସ୍ଥ ହଲଦୀପଦର ଓ ଗଣ୍ଡପାଲି ଗ୍ରାମଦ୍ୱୟର ଭୋଟରମାନଙ୍କ ଭୋଟବର୍ଜନ କରିଛନ୍ତି। ହଲଦୀପଦର ଓ ଗଣ୍ଡପାଲି ଗାଁକୁ କୃଷିବୀମା ପଞ୍ଚାୟତ ୟୁନିଟ ଅଧୀନରେ ନଅଗାଁ…
Read More...

ପ୍ରଶ୍ନରେ ସୀମିତ ବୃହତ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀତା

ନୂଆଦିଲ୍ଲୀ: ବିଶ୍ୱର ବୃହତ ଗଣତନ୍ତ୍ରର ନିର୍ବାଚନ ଦୋୖଡରେ ମହିଳାଙ୍କ ଭାଗିଦାରୀ ହ୍ରାସ ପାଇବା ଭାରତରେ ନାରୀ ସୁରକ୍ଷା ଓ ସ୍ୱାଧୀନତାର ବାସ୍ତବ ପ୍ରତିଫଳନ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପ୍ରିଲ ଦ୍ଵିତୀୟ…
Read More...

ପାକିସ୍ତାନ: ଅହଂଭାବ ଛାଡି ଅର୍ଥନୀତିରେ ଧ୍ୟାନ ଦିଅନ୍ତୁ ଇମ୍ରାନ – ଶେହଵାଜ

ଇସଲାମାବାଦ: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପି.ଏମ.ଏଲ.ଏନ) ଅଧକ୍ଷ ତଥା ପାକିସ୍ତାନ ଜାତୀୟ ଆସେମ୍ବ୍ଲି ନେତା ଶେହଵାଜ ସରିଫ କହିଛନ୍ତି, ଗର୍ବ, ଅହଂଭାବ ଏବଂ ଜିଦଖୋର ମନୋବୃତ୍ତି ଯୋଗୁ ପାକିସ୍ତାନ ଅର୍ଥନୀତି ଏଭଳି…
Read More...

ପାକିସ୍ତାନ: ଆର୍ଥିକ ସହାୟତା ମିଳିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଇସ୍ତଫା

ଇସଲାମାବାଦ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ମିଳିବା ପୂର୍ବରୁ ଏକ ନାଟକୀୟ ଢଙ୍ଗରେ ପାକିସ୍ତାନ ଅର୍ଥମନ୍ତ୍ରୀ ଅଶଦ ଉମର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନର ଆର୍ଥିକ ସଙ୍କଟ ଦୂର କରିବା…
Read More...

ଜେଟ ବିବାଦ: ଯାତ୍ରୀଙ୍କ ସୁବିଧା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ ବିମାନ କମ୍ପାନୀ ବୁଧବାର ସନ୍ଧ୍ୟାରେ ତାର ସମସ୍ତ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡାଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିବା ପରେ ସରକାରୀ ଏବଂ…
Read More...

ମହାରାଷ୍ଟ୍ର: ହଷ୍ଟେଲରେ ୨ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ବଳାତ୍କାର, ଅଧିକ୍ଷକ ଓ ଉପ-ଅଧିକ୍ଷକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ରାଜୁଡ଼ା ସ୍ଥିତ ଇନଫେକ୍ଟ ଜୀଶସ ଇଂଲିଶ ସ୍କୁଲ ହଷ୍ଟେଲରେ ରହୁଥିବା ଦୁଇ ଜଣ ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହଷ୍ଟେଲର…
Read More...

ବିବାଦୀୟ ବୟାନ ଯୋଗୁ ସିଦ୍ଧୁ ଓ ସତପାଲଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ଏକ ନିର୍ବାଚନୀ ସଭାରେ ବିବାଦୀୟ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। ଆଦର୍ଶ ଆଚରଣ ବିଧି…
Read More...

ସିବିଏସଇ ଦଶମ ପରୀକ୍ଷାରୁ ହଟିବ ଗଣତନ୍ତ୍ର ଓ ବିବିଧତା ଆଧାରିତ ବିଷୟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପାଠ୍ୟକ୍ରମର ସାମାଜିକ ବିଜ୍ଞାନରେ ଥିବା ଗଣତନ୍ତ୍ର ଓ ବିବିଧତା ଆଧାରିତ ବିଷୟ ୨୦୧୯-୨୦ ବାର୍ଷିକ ପରୀକ୍ଷାରେ ସାମିଲ କରାଯିବ ନାହିଁ। ଗଣତନ୍ତ୍ର ଏବଂ ବିବିଧତା,…
Read More...

ଜଳ ଆବଣ୍ଟନ, ନାଗରିକ ବିଲ ଏବଂ ଦଳ ବିରୋଧୀ ପ୍ରସଙ୍ଗ ପ୍ରଭାବିତ କରିପାରେ ୨ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଦେଶର ଅନେକ ତୁଙ୍ଗ ନେତା ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଥିବା ବେଳେ ଜଳ ଆବଣ୍ଟନ…
Read More...

ରାଷ୍ଟ୍ରପତିଙ୍କ ସମ୍ମାନ ଦୃଷ୍ଟିରୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ – ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି ଜବାବ ରଖିଛି ଏବଂ ସମ୍ବିଧାନର ରକ୍ଷକଙ୍କ…
Read More...

ଜେଟ ବିମାନ କମ୍ପାନୀକୁ ମିଳିଲାନି ଜରୁରୀକାଳୀନ ଅର୍ଥ, ଆଜି ରାତିରୁ ଉଡାଣ ବନ୍ଦ ସମ୍ଭାବନା

ମୁମ୍ବାଇ: ଋଣ ଭାରରେ ଉବୁଟୁବୁ ହେଉଥିବା ଜେଟ ବିମାନ କମ୍ପାନୀକୁ ବ୍ୟାଙ୍କ ଜରୁରୀକାଳୀନ ଅର୍ଥ ନ ଦେବାରୁ, ଅବସ୍ଥା ଅସମ୍ଭାଳ ହୋଇ ପଡିଛି। ବୁଧବାର ରାତିରୁ ଜେଟ ତାର ଉଡାଣ ବନ୍ଦ କରିବା ଭଳି ପରିସ୍ଥିତିରେ ପହଞ୍ଚିଛି।…
Read More...

ଚୀନର ପ୍ରତିକ୍ରିୟା, ଚାପ ପ୍ରୟୋଗ ନ କରୁ ଆମେରିକା

ବେଜିଙ୍ଗ: ପାକିସ୍ଥାନୀ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦ ମୁଖ୍ୟ ମାସୁଦ ଆଜାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟାରେ ଚୀନ ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ମାମଲା ଏବେ…
Read More...

ସିଧା ପ୍ରସାରଣ କରିପାରିବ ନମୋ ଟିଭି – ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ନମୋ ଟିଭି କ୍ଷେତ୍ରରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ ଟିଭିରେ କୌଣସି କାର୍ଯ୍ୟକର୍ମର ସିଧା ପ୍ରସାରଣ କରାଯାଇ ପାରିବ। କିନ୍ତୁ ୪୮ଘଣ୍ଟା ପୂର୍ବରୁ କୌଣସି…
Read More...

ବ୍ୟାଗ ପାଇଁ ପଇସା ନେବାରୁ ବାଟା କମ୍ପାନୀକୁ ୯ହଜାର ଜୋରିମାନା

ଚଣ୍ଡୀଗଡ଼: ଚପଲ ଜୋତା ତିଆରି କରୁଥିବା କମ୍ପାନୀ ବାଟା ଇଣ୍ଡିଆ ଉପରେ ଉପଭୋକ୍ତା ଫୋରମ ୯ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି। ଚଣ୍ଡିଗଡ଼ରେ ଥିବା ବାଟା କମ୍ପାନୀର ଏକ ଜୋତା ଦୋକାନ ଜଣେ ଗ୍ରାହକଙ୍କୁ କ୍ୟାରୀ ବ୍ୟାଗ…
Read More...

ମସଜିଦରେ ମୁସଲିମ ମହିଳାଙ୍କୁ ନମାଜ ପାଠ ଅନୁମତି ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ମସଜିଦରେ ମୁସଲିମ ମହିଳାଙ୍କୁ ନମାଜ ପାଠ ପାଇଁ ଅନୁମତି ଦେବା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ଏସ. ଏ. ବୋବଡେ ଏବଂ ଜଷ୍ଟିସ ଏସ. ଅବଦୁଲ ନଜିରଙ୍କୁ ନେଇ…
Read More...

ବେଆଇନ ଭାବେ ୭କୋଟି ଆଧାର ତଥ୍ୟ ପ୍ରଘଟ: ଆଇଟି କମ୍ପାନୀ ବିରୁଦ୍ଧରେ ଏତଲା

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ କୋଟି କୋଟି ଆଧାର ତଥ୍ୟ ଦୁରୁପଯୋଗ ଘଟଣା ପଦାକୁ ଆସିବା ପରେ ଆଧାର କର୍ତୃପକ୍ଷ ତଥ୍ୟ ଅପବ୍ୟବହାର କରିଥିବା ଆଇଟି କମ୍ପାନୀ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି। ଆଧାର…
Read More...

ବିଜୟ ମାଲ୍ୟା ଓ ନିରବ ମୋଦୀ ଭଳି ୩୬ ବ୍ୟବସାୟୀ ଏବେ ବିଦେଶରେ: ଇଡି

ନୂଆଦିଲ୍ଲୀ: ଅଗସ୍ଥା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ମାମଲାରେ ଗିରଫ ହୋଇଥିବା ପ୍ରତିରକ୍ଷା ଏଜେଣ୍ଟ ସୁଶେନ ମୋହନ ଗୁପ୍ତାର ଜାମିନୀ ଆବେଦନକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି, ଯେଉଁଭଳି ଅପରାଧିକ…
Read More...

ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ଲୁଚାଇବା ଅଭିଯୋଗ, ମୋଦୀଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦେଇନଥିବା ଅଭିଯୋଗ କରି ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ଏହି ଘଟଣାର ଯାଞ୍ଚ କରିବା ପାଇଁ…
Read More...

କଂଗ୍ରେସ ନିର୍ବାଚନ ପ୍ରଚାରକୁ ପ୍ରତିହତ କରିବାକୁ ୩ମାସ ପୂର୍ବରୁ ଜେଟ-ହେଲିକପ୍ଟର ଭଡାରେ ଆଣିଛି ବିଜେପି –…

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାତାଙ୍କ ପାଖରେ ପହଂଚିବା ଉଦ୍ଦେଶ୍ୟରେ ରାଜନୈତିକ ଦଳଗୁଡିକ ବହୁ ପୂର୍ବରୁ ଜେଟ ବିମାନ ଏବଂ ହେଲିକପ୍ଟର ସବୁ ଭଡାରେ ଆଣିଥିବା ବେଳେ ବିଜେପି ଏ କ୍ଷେତ୍ରରେ…
Read More...

୨୩୦୦କୋଟିରେ ହେବ ନୋଟ୍ରେଡେମ ଗୀର୍ଜାର ପୁନଃନିର୍ମାଣ

ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସସ୍ଥିତ ନୋଟ୍ରେଡେମ ଗୀର୍ଜାରେ ଅଗ୍ନିକାଣ୍ଡ ଘଟି ଗୀର୍ଜାର ଉପର ଭାଗ ସମ୍ପୂର୍ଣ ଜଳିଯାଇଛି। ଦମକଳବାହିନୀ କର୍ମଚାରୀ ୧୫ ଘଣ୍ଟା ପରିଶ୍ରମ କଲାପରେ ନିଆଁକୁ ଆୟତ୍ତ କରିଥିଲେ। ସେଠାକାର…
Read More...

ଚଳିତ ବର୍ଷ ଭାରତରେ ବୃଦ୍ଧି ପାଇବ ଆଇଫୋନ ଉତ୍ପାଦନ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ବ୍ୟାପକ ଭାବରେ ଆଇଫୋନ ଉତ୍ପାଦନ ହେବା ନେଇ ସୂଚନା ଦେଇଛନ୍ତି ଫାକ୍ସଫୋନ ଟେକ୍ନୋଲୋଜି ଗ୍ରୁପର ଅଧକ୍ଷ ଟେରି ଗୋ। ଆପଲ କମ୍ପାନୀର ବିଭିନ୍ନ ଯନ୍ତ୍ରାଂସଗୁଡିକର ଏକତ୍ରୀକରଣ କାର୍ଯ୍ୟ…
Read More...

ମସଜିଦରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଲେ ମୁସଲିମ ମହିଳା

ନୂଆଦିଲ୍ଲୀ: ମୁସଲିମ ମହିଳାମାନଙ୍କୁ ମସଜିଦରେ ନମାଜ ପାଠ କରିବା ପାଇଁ ଅନୁମତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ଧର୍ମଗ୍ରନ୍ଥ 'କୋରାନ'ରେ ବର୍ଣିତ ପ୍ରସଙ୍ଗ ଉତ୍ତଥାପନ…
Read More...

ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ରାଜ୍ୟ ରାଜ୍ୟ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଏହି ପର୍ଯ୍ୟାୟରେ…
Read More...

ବିଜେପି ବିଧାୟକ ଗୀତ ନକଲ କରି ସେନାକୁ ସମର୍ପଣ କରିଥିବା ଅଭିଯୋଗ କଲା ପାକିସ୍ତାନ

ଇସଲାମାବାଦ: ଭାରତର ଜଣେ ବିଧାୟକ ଗୀତ ନକଲ କରିବା ସହ ସେଥିରେ କିଛି ପରିବର୍ତ୍ତନ କରି ସେନାକୁ ସମର୍ପଣ କରିଥିବା ପାକିସ୍ତାନ ସେନା ଅଭିଯୋଗ କରିଛି। ସମ୍ପୃକ୍ତ ବିଜେପି ବିଧାୟକଙ୍କୁ ପରାମର୍ଶ ଦେଇ ପାକିସ୍ତାନୀ ସେନା…
Read More...

ଯେଉଁ ଗାଁରୁ ମିଳିବ ଅଧିକ ଭୋଟ, ସେଇଠି ପ୍ରଥମେ କାମ ହେବ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଏକ ନିର୍ବାଚନୀ ସଭାରେ ମତଦାତାମାନଙ୍କୁ ସିଧାସଳଖ କହିଛନ୍ତି, ଯେଉଁଠୁ ଅଧିକ ଭୋଟ ମିଳିବ, ସେଇଠି ଆଗ କାମ ହେବ। ମିଳିଥିବା ସୂଚନା ଅନୁଯାୟୀ, ମତଦାନ…
Read More...

ଦୁର୍ନୀତି ମାମଲା ରୁଜ୍ଜୁ ପାଇଁ ଅନୁମତି ଅପେକ୍ଷାରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ

ନୂଆଦିଲ୍ଲୀ: ପ୍ରାୟ ୪ମାସରୁ ଅଧିକ ସମୟ ହେବ ସରକାରଙ୍କ ଅନୁମତି ମିଳୁନଥିବାରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ୭୯ ଜଣ କେନ୍ଦ୍ରୀୟ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଆରମ୍ଭ କରିପାରୁନଥିବା ଜଣାପଡିଛି।…
Read More...

୯୯.୮ ପ୍ରତିଶତ ନିର୍ବାଚନୀ ବଣ୍ଡ ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର କିଣାଯାଇଛି – ରିପୋର୍ଟ

ନୂଆଦିଲ୍ଲୀ: ୨୦୧୮ ମାର୍ଚ୍ଚରୁ ୨୦୧୯ ଜାନୁଆରୀ ମଧ୍ୟରେ କିଣାଯାଇଥିବା ୯୯.୮ ପ୍ରତିଶତ ନିର୍ବାଚନୀ ବଣ୍ଡ ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର ବୋଲି ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ସାମାଜିକ କର୍ମକର୍ତ୍ତା…
Read More...

ନିର୍ବାଚନରେ ସାମ୍ପ୍ରଦାୟିକ ତର୍କ ବିତର୍କ ବନ୍ଦ କରିବାକୁ ଆମର ଶକ୍ତି ନାହିଁ – ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ ରାଲି ଓ ସଭାସମିତି ଗୁଡିକରେ ଧର୍ମ ଓ ଜାତିକୁ ପ୍ରସଙ୍ଗ କରି ମନ୍ତବ୍ୟ ଦେଉଥିବା ନେତା ଏବଂ ରାଜନୈତିକ ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ବାଚନ କମିଶନଙ୍କ କ୍ଷମତା…
Read More...

କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସାରଣ ହେବ କାର୍ଯ୍ୟକ୍ରମ – ନମୋ ଟିଭି

ନୂଆଦିଲ୍ଲୀ: ମଞ୍ଜୁରୀ ପାଇଁ ନଥିବା ବିଷୟ ବସ୍ତୁ ପ୍ରସାରଣ ନ କରିବା ଏବଂ ପ୍ରସାରଣ ପୂର୍ବରୁ ଆବଶ୍ୟକ ସ୍ଵୀକୃତି ହାସଲ କରିବା ନେଇ ଶୁକ୍ରବାର ନିର୍ବାଚନ କମିଶନ ନମୋ ଟିଭିକୁ ନିର୍ଦ୍ଦେଶ ଦେବା ପରେ ଆଜି ବିଜେପି ପକ୍ଷରୁ…
Read More...

କାଶ୍ମୀର ପଣ୍ଡିତଙ୍କ ଭିଟାମାଟି ଛାଡିବା ପଛରେ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ – ମୋଦୀ

କାଶ୍ମୀର: ଭିଟାମାଟିରୁ ବିତାଡିତ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନରେ ପୁର୍ନବାର ଥଇଥାନ କରିବା ପାଇଁ ବିଜେପି ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏ ଦିଗରେ…
Read More...

ଅବଦୁଲ୍ଲା ଓ ମୁଫତିଙ୍କୁ ଏବେ ବିଦାୟ ଦେବା ଉଚିତ – ପ୍ରଧାନମନ୍ତ୍ରୀ

କଠୱା: ଲୋକସଭା ନିର୍ବାଚନ ଅନ୍ତର୍ଗତ କଠୱାରେ ଆୟୋଜିତ ଏକ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରର ଆଞ୍ଚଳିକ ରାଜନୈତିକ ଦଳଗୁଡିକର କଠୋର ସମାଲୋଚନା କରିଛନ୍ତି। ନେସନାଲ କନ୍ଫରେନ୍ସ…
Read More...

ଆମ୍ବେଦକରଙ୍କ ଚିନ୍ତାଧାରାର ଏବେ ବି ପ୍ରାସଙ୍ଗିକତା ରହିଛି

ନୂଆଦିଲ୍ଲୀ: ଯେଉଁ ସମୟରେ ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି ଏବଂ ନୂଆ ସରକାର ଗଠନ ପାଇଁ ସମସ୍ତ ପ୍ରକ୍ରିୟା ଆଗେଇ ଚାଲିଛି, ସେତିକି ବେଳେ ଆମ ସମ୍ବିଧାନର ନିର୍ମାତା ଡକ୍ଟର ଭୀମରାଓ ରାମଜୀ…
Read More...

ଟିକସ ରିହାତି ସହ ରାଫେଲ୍‍ ଚୁକ୍ତିର ସମ୍ପର୍କ ନାହିଁ – ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: କୌଣସି ବେସରକାରୀ କମ୍ପାନୀକୁ ଟିକସ ରିହାତି ସହ ରାଫେଲ୍‍ ବିମାନ ଚୁକ୍ତିର କୌଣସି ସମ୍ପର୍କ ନାହିଁ ଏବଂ ଲୋକମାନଙ୍କୁ ଭୁଲ୍‍ ତଥ୍ୟ ଦେବାପାଇଁ ଏଭଳି ମନ୍ଦ ଉଦ୍ୟମ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ…
Read More...

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ…
Read More...

ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୯ ଦକ୍ଷ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୯ଜଣ ଦକ୍ଷ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ…
Read More...

ନମୋ ଟିଭିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ – ଆଗ ଅନୁମତି, ପରେ ପ୍ରସାରଣ

ନୂଆଦିଲ୍ଲୀ: ନମୋ ଟିଭିରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ପୂର୍ବ-ପ୍ରମାଣିତ ହେବ ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି କୁ ନିର୍ଦ୍ଦେଶ ପ୍ରଦାନ କରି…
Read More...

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା: ଉତ୍ତର ପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ବିଭିନ୍ନ ରାଜନୈତିକ…
Read More...

ସ୍ୟାଟ ଉଚ୍ଛେଦ ପ୍ରସଙ୍ଗରେ ଜବାବ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଉଚ୍ଛେଦ ଓ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ. ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୃଥକ ୪ଟି ଆବେଦନ ଉପରେ…
Read More...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡିଲା: କଟିଲା ଧୋନିଙ୍କ ୫୦% ମ୍ୟାଚ୍‌ ଫି

ଜୟପୁର: ଆଇପିଏଲ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଶେଷ ବଲ୍‌ରେ ଚେନ୍ନଇ ଦଳ ବିଜୟୀ ହୋଇଥିଲା। ତେବେ ଚେନ୍ନଇ ଦଳ ବ୍ୟାଟିଂ କରୁଥିବା ବେଳେ ଏକ ଅପ୍ରୀତିକର ଘଟଣା ଘଟିଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ…
Read More...

ଧାୱନଙ୍କ ଅପରାଜିତ ୯୭; କଲକାତାକୁ ହରାଇଲା ଦିଲ୍ଲୀ

କଲକାତା: ଆଇପିଏଲ୍‌ରେ ଶୁକ୍ରବାର ଶିଖର ଧାୱଙ୍କ ଅର୍ଦ୍ଧଶତକ ବଳରେ କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୭ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଶୁବ୍‌ମାନ ଗିଲ୍‌ଙ୍କ ଦର୍ଶନୀୟ ଅର୍ଦ୍ଧଶତକ ଓ ଆ​‌େ​‌ନ୍ଦ୍ର…
Read More...

ଶାନ୍ତିରକ୍ଷା ପାଇଁ ପୋପ୍‌ଙ୍କ ଅଦ୍ଭୂତ ନିବେଦନ

ଭାଟିକାନ୍‌ ସିଟି: ଶାନ୍ତିରକ୍ଷା ପାଇଁ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଦ୍ଭୂତ ନିବେଦନ ରାଷ୍ଟ୍ରନେତାମାନଙ୍କୁ ବିସ୍ମିତ କରିଛି। ଦକ୍ଷିଣ ସୁଦାନରେ ଦେଖାଦେଇଥିବା ଅଶାନ୍ତ ବାତାବରଣ…
Read More...

ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ହୋଲି ଆପୋଷ୍ଟଲ ଆଣ୍ଡ୍ର୍ୟୁ’ ପାଇବାକୁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ରୁଷ୍ ଦୂତାବାସ ପକ୍ଷରୁ ଶୁକ୍ରବାର…
Read More...

ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧବିମାନ କ୍ରୟ ବୁଝାମଣା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ…
Read More...

ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁନଃ ବିବାଦ ସୃଷ୍ଟି ହୋଇଛି।…
Read More...

ପାକିସ୍ତାନରେ ବିସ୍ଫୋରଣ, ୨୧ ମୃତ

ଇସ୍‌ଲାମାବାଦ: ପାକିସ୍ତାନର କ୍ୱେଟା ଅନ୍ତର୍ଗତ ହାଜରଗଞ୍ଜି ପରିବା ମାର୍କେଟରେ ଶୁକ୍ରବାର ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇଛନ୍ତି ଓ ୫୦ ଜଣ ଆହତ ହୋଇଛନ୍ତି। ଏଠାକାର ହାଜରା ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି…
Read More...

ସତ ଲୁଚେଇବାକୁ ପ୍ରୟାସ: ପୁଣି ତଥ୍ୟ ମାଗିଲା ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତରେ ଉଦ୍ଧେଶ୍ୟମୂଳକ ବିଳମ୍ବ ଘଟାଇବା ନୀତିର ପୁନରାବୃତ୍ତି ଘଟାଇଛି ପାକିସ୍ତାନ। ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ସମ୍ପର୍କରେ ଭାରତ ସମସ୍ତ ତଥ୍ୟପ୍ରମାଣ ପ୍ରଦାନ କରିଥିଲେ…
Read More...

ପୁଅ କଂଗ୍ରେସରେ ମିଶିବାରୁ ବିଜେପି ମନ୍ତ୍ରୀଙ୍କ ଇସ୍ତଫା

ସିମଳା: ପୁଅ କଂଗ୍ରେସରେ ଯୋଗଦେବାରୁ ହିମାଚଳ ପ୍ରଦେଶର ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତାଙ୍କ ପୁଅ ଆଶ୍ରୟ…
Read More...

ତ୍ରିମୁଖୀ ପ୍ରତିଦ୍ବନ୍ଦିତାର ସମ୍ମୁଖିନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଂସଦୀୟ ନିର୍ବାଚନ କ୍ଷେତ୍ର ଗଠନ ହେବା ଦିନଠାରୁ ଏହା ଉପରେ କଂଗ୍ରେସର ଦବ୍‌ଦବା ରହି ଆସିଥିଲେ ହିଁ ସମୟ ଓ ସମୀକରଣର ପରିବର୍ତ୍ତନରେ ଏହି ସଂସଦୀୟ ଆସନଟି କଂଗ୍ରେସ ହାତରୁ ଅଣକଂଗ୍ରେସ ଦଳ…
Read More...

ଶନିବାର ରାଶିଫଳ

ମେଷ: ଆମୋଦ ପ୍ରମୋଦରେ ଦିନ ବିତାଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଆଦରି ନେବେ। ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିବ। ବୃଷ:…
Read More...

ରାଜ୍ୟରେ ୧ନଂ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ – ପ୍ରତାପ ଜେନା

ନେମାଳ: ଓଡିଶାର ଉନ୍ନତି ଓ ପ୍ରଗତି ଜରିଆରେ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସରକାର ସଦାସର୍ବଦା ଚେଷ୍ଟିତ। ସମସ୍ତଙ୍କ ଉନ୍ନତି ନିମନ୍ତେ ରାଜ୍ୟସରକାର ବ୍ୟାପକ ଜନକଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ…
Read More...

ବେଆଇନ ମଦ କାରବାର ବିରୋଧକୁ ନେଇ ମାରପିଟ, ୩ ଆହତ

ଝାରସୁଗୁଡ଼ା/ଲଖନପୁର: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ବାଦିମାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଧରା ଗ୍ରାମରେ ବେଆଇନ ମଦ କାରବାର ବିରୋଧକୁ ନେଇ ଉତ୍ତେଜନା ପରେ ହୋଇଥିବା ମାରପିଟ ଘଟଣାରେ ୩ ଜଣ ବ୍ୟକ୍ତି ଆହତ…
Read More...

୧୯୭୦ବୋତଲ କୋରେକ୍ସ ଜବତ, ୧ ଗିରଫ – ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନକୁ ବେନିୟମ ଭାବରେ କୋରେକ୍ସ ସିରଫ ଯୋଗାଉଥିବା ଏକ ରାକେଟର ପୋଲିସ ପର୍ଦାଫାସ କରିଛି। ଝାରସୁଗୁଡ଼ା ପୋଲିସ ବିପୁଳ ମାତ୍ରାରେ ଏହି ନିଶାଦ୍ରବ୍ୟ ଜବତ କରିବା ସହିତ ଜଣକୁ…
Read More...

କଲରାପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳର ଯଦୁପୁର ଗ୍ରାମ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘର ମୃତ ଦେହକୁ ଜଙ୍ଗଲ କର୍ମଚାରୀମାନେ ଠାବ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ସକାଳ ୧୦ ଟା ୫୦…
Read More...

ସୁଦାନ ରାଷ୍ଟ୍ରପତି ଗିରଫ, ସେନାର କ୍ଷମତା ଦଖଲ

ଖାର୍ଟୁମ: ସୁଦାନର ରାଷ୍ଟ୍ରପତି ଓମାର ଅଲ ବାସିରଙ୍କୁ ଗୁରୁବାର ସେନା କ୍ଷମତାଚ୍ୟୁତ କରିବା ସହ ଗିରଫ କରିଛି। ରାଷ୍ଟପତି ଓମାରଙ୍କ ଗିରଫ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଅୱାଦ ଇନୌଫ ଟେଲିଭିଜନରେ ଘୋଷଣା କରିଛନ୍ତି।…
Read More...

ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆଜି

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏ ସମ୍ବନ୍ଧୀୟ…
Read More...

ରାହୁଲଙ୍କ ଜୀବନ ପ୍ରତି ବିପଦ, ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ କଂଗ୍ରେସର ଚିଠି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦଳ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ରଣଦୀପ ସୂ‌େ‌ର୍ୟ୍ୟୱାଲା ଏବଂ…
Read More...

ଭାରତୀୟ ହ୍ୟାଣ୍ଡବଲ ଦଳରେ ଓଡ଼ିଶାର ଆର୍ଯ୍ୟନ

ଭୁବନେଶ୍ବର: ଓଡ଼ିଶାର ଯୁବ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ୍ ଭାରତୀୟ ୧୬ବର୍ଷରୁ କମ୍‌ ବାଳକ ଦଳରେ ସ୍ଥାନ ପାଇଛନ୍ତି। ଚଳିତ ଏପ୍ରିଲ ୧୩ରୁ ୧୮ ପର୍ୟ୍ୟନ୍ତ ସ୍ପେନରେ ଲିରୋଟ୍‌ କପ ହ୍ୟାଣ୍ଡବଲ ପ୍ରତିଯୋଗିତା…
Read More...

ଭାରତ ପାଇଁ ଖେଳିବା ବେଳେ କୋହଲିଙ୍କ ରନ୍‌ କ୍ଷୁଧା ବଢ଼ିଯାଏ: କୁଲଦୀପ୍

କଲକାତା: ଆଇପିଏଲ୍‌ର ଚଳିତ ସିଜିନ୍‌ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କ୍ରମାଗତ ଭାବେ ୬ଟି ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ଆଗାମୀ ଦିନରେ ଇଂଲଣ୍ଡରେ ଖେଳାଯିବାକୁ ଥିବା…
Read More...

ଫାଷ୍ଟବୋଲର କେଲି କେକେଆର ଦଳରେ ସାମିଲ

କଲକାତା: ଆଇପିଏଲ୍‌ର ଅନ୍ୟତମ ଦଳ କଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମ୍ୟାଥୁ କେଲିଙ୍କୁ ସାମିଲ କରାଯାଇଛି। ଦଳରେ ଖେଳିବାକୁ ପୂର୍ବରୁ ଚୁକ୍ତି କରିଥିବା ଦକ୍ଷିଣ…
Read More...

ଶେଷ ବଲ୍‌ ରୋମାଞ୍ଚ; ରାଜସ୍ଥାନକୁ ହରାଇଲା ଚେନ୍ନଇ

ଜୟପୁର: ଚଳିତ ଆଇପିଏଲ୍‌ରେ କ୍ରମାଗତ ୨ୟ ଦିନରେ ମ୍ୟାଚ୍‌ର ଫଇସଲା ଶେଷ ବଲ୍‌ରେ ହୋଇଛି। ଗୁରୁବାର ରାଜସ୍ଥାନ ରୟାଲ୍‌ସକୁ ଶେଷବଲ୍‌ରେ ୪ ୱିକେଟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି। ମଧ୍ୟକ୍ରମର…
Read More...

ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ

ନେମାଳ: ଗୁରୁବାର କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନେମାଳ ଥାନା ଅନ୍ତର୍ଗତ ୨୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଅଧିନରେ ଥିବା ନେମାଳ, ପାଳଦା, ସାନ୍ତପୁର, କଳମିଶ୍ରି, ଜନାର୍ଦ୍ଦନପୁର ଓ ବନ୍ଧୁପୁର ,ତିଲକଣା…
Read More...

ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ

ନେମାଳ: ଗୁରୁବାର କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନେମାଳ ଥାନା ଅନ୍ତର୍ଗତ ୨୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଅଧିନରେ ଥିବା ନେମାଳ, ପାଳଦା, ସାନ୍ତପୁର, କଳମିଶ୍ରି, ଜନାର୍ଦ୍ଦନପୁର ଓ ବନ୍ଧୁପୁର ,ତିଲକଣା…
Read More...