www.samajalive.in
Sunday, December 14, 2025
23.1 C
Bhubaneswar

ମସଜିଦରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଲେ ମୁସଲିମ ମହିଳା

ନୂଆଦିଲ୍ଲୀ: ମୁସଲିମ ମହିଳାମାନଙ୍କୁ ମସଜିଦରେ ନମାଜ ପାଠ କରିବା ପାଇଁ ଅନୁମତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ଧର୍ମଗ୍ରନ୍ଥ ‘କୋରାନ’ରେ ବର୍ଣିତ ପ୍ରସଙ୍ଗ ଉତ୍ତଥାପନ କରିବା ସହ ସେଥିରେ କୌଣସି ଲିଙ୍ଗଗତ ଭେଦଭାବ ନ ଥିବା ଦର୍ଶାଯାଇଛି। ଆଇନଜୀବୀ ଆଶୁତୋଷ ଦୁବେଙ୍କ ପକ୍ଷରୁ ଦାୟର ଆବେଦନରେ ମସଜିଦରେ ମୁସଲିମ ମହିଳାଙ୍କ ନମାଜ ପାଠ ଉପରେ ପ୍ରତିବନ୍ଧକ ବେନିୟମ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି । ଏହା ମୌଳିକ ଅଧିକାରର ଉଲ୍ଲଙ୍ଘନ ଏବଂ ଏଭଳି ପରମ୍ପରା ମହିଳାଙ୍କ ପ୍ରତି ଅସମ୍ମାନ ବୋଲି କୁହାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories