www.samajalive.in
Sunday, December 14, 2025
19.1 C
Bhubaneswar

ଲିବ୍ୟା ରାଜଧାନୀ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷରେ ୨୨୦ ମୃତ – ଜାତିସଙ୍ଘ

ନୂଆଦିଲ୍ଲୀ: ତ୍ରିପୋଲୀର ଜାତିସଙ୍ଘ ସମର୍ଥିତ ସରକାରଙ୍କ ସହଯୋଗୀ ମିଲିସିଆଙ୍କ ବିରୁଦ୍ଧରେ ଫିଲଡ ମାର୍ଶାଲ ଖଲିଫା ହିଫଟର ଏବଂ ପୂର୍ବର ଏକ ପ୍ରତିଦ୍ବନ୍ଦୀ ସରକାରର ଲଢେଇ ଏପ୍ରିଲ ୫ରୁ ଆରମ୍ବ ହୋଇଯାଇଛି। ତ୍ରିପୋଲୀର ନିୟନ୍ତ୍ରଣ ହାସଲ କରିବା ଉଦ୍ଦେଶ୍ୟରେ ଗତ କିଛି ଦିନ ଭିତରେ ଲିବ୍ୟା ସେନା ମଧ୍ୟରେ ଯୁଦ୍ଧ ବଢି ଚାଲିଛି।

ଆତ୍ମ ଘୋଷିତ ଲିବ୍ୟା ଜାତୀୟ ସେନା ରାଜଧାନୀ ଉପରେ ନିୟନ୍ତ୍ରଣ ହାସଲ ପାଇଁ ଆକ୍ରମଣ ଘୋଷଣା ପରେ ୨୨୦ ଜଣଙ୍କର ମୃତ୍ୟୁ ହୋଇଛି। ଲିବ୍ୟା ଜାତୀୟ ସେନା ଏବଂ ପ୍ରତିଦ୍ବନ୍ଦୀ ମିଲିସିଆ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଥିବା ଜଣେ ଏଲଏନଏ ମୁଖପାତ୍ର କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories