www.samajalive.in
Monday, December 15, 2025
17.1 C
Bhubaneswar

କଳଙ୍କ ଚଳଚ୍ଚିତ୍ରରେ ଷଣ୍ଢ ସହ ଲଢେଇ ଦୃଶ୍ୟ ସୁଟିଂ ବେଳେ ଖସି ଥିଲା ବରୁଣଙ୍କ ଖଞ୍ଜା

ମୁମ୍ବାଇ.-କଳଙ୍କ ଚଳଚ୍ଚିତ୍ର ସୁଟିଂ ବେଳେ ବରୁଣ ଧଓ୍ୱନଙ୍କ ଏକ ଖଞ୍ଜା ଖସିଯାଇଥିଲା । ଷଣ୍ଢ ସହ ଲଢେଇ କରୁଥିବାର ଏକ ଦୃଶ୍ୟକୁ ସୁଟିଂ କରୁଥିବା ବେଳେ ବରୁଣଙ୍କ ଖଞ୍ଜା ଖସିଯାଇଥିଲା । ଏହା ସହ କାନ୍ଧର ମାଂସପେଶୀରେ ଆଘାତ ଲାଗିଥିଲା । ମିଡ୍‌ଡେ ଖବର କାଗଜକୁ ନିଜ ପ୍ରତିକ୍ରିୟାରେ ବରୁଣ ଏହି କଥା ସୂଚନା ଦେଇଛନ୍ତି । କଳଙ୍କ ଚଳଚ୍ଚିତ୍ର ସଫଳତା ପାଇଁ ସେ ନିଜର  ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବି ପ୍ରଶଂସା କରିଛନ୍ତି ।

- Advertisement -

ବରୁଣ ଓ ଆଲିଆଙ୍କ ସହ ଏହି ଚଳଚ୍ଚିତ୍ରରେ  ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା ,  ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କାପୁର, କୁନାଲ ଖେମୁ କାମ କରିଛନ୍ତି । କରଣ ଜୋହର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି । ଏପ୍ରିଲ ୧୭ ତାରିଖରେ କଳଙ୍କ ଚଳଚ୍ଚିତ୍ର ମୁକ୍ତି ଲାଭ କରିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories