www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀଙ୍କୁ ନିପାତ ପାଇଁ ମୋଦୀ ପଠାଇଥିଲେ ନିଜ ବାୟୁସେନା – ଅମିତ ଶାହା

କୃଷ୍ଣାନଗର: ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧନ କରି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ୨୦୧୯ ଫେବୃଆରୀରେ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡିକୁ ଧ୍ବଂସ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜ ବାୟୁସେନା ପଠାଇଥିଲେ। ସେ କହିଛନ୍ତି, ପୁଲୱାମା ଆତଙ୍କୀ ଆକ୍ରମଣରେ ୪୪ଜଣ ଯବାନ ସହୀଦ ହୋଇଥିଲେ ଏବଂ ଏଭଳି ଘଟଣାରେ ପୂର୍ବରୁ କିଛି ପଦକ୍ଷେପ ନିଆଯାଉ ନଥିଲା କିନ୍ତୁ ଏହି ଘଟଣାର ୧୩ଦିନରେ ମୋଦୀ ନିଜ ବାୟୁସେନା ଓ ଆମ ବିମାନଗୁଡିକୁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ପଠାଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ଶାହା କହିଛନ୍ତି ଯେ ସେମାନେ ଆତଙ୍କବାଦୀଙ୍କ ସହ ଆଲୋଚନା ପାଇଁ ଦାବି କରୁଛନ୍ତି କିନ୍ତୁ ବିଜେପି ସରକାର ଗୁଳିର ଜବାବ ଗୋଲାରେ ଦେବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପାକିସ୍ତାନ ଭିତରେ ପଶି ଆତଙ୍କୀମାନଙ୍କୁ ନିଷ୍ପତ୍ତି ନେଇଥିବା ଶାହା କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories