୭ଦଫା ଦାବିରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସ୍ମାରକପତ୍ର ପ୍ରଦାନ

କେନ୍ଦୁଝରଗଡ଼: ଅଖିଳ ଭାରତୀୟ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନିଷ୍ପତ୍ତିକ୍ରମେ କେନ୍ଦୁଝର ଜିଲା ଶାଖା ପକ୍ଷରୁ ୭ ଦଫା ଦାବିରେ ଜିଲାପାଳଙ୍କ ଜରିଆରେ…
Read More...

ବିଦ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି; ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝରଗଡ଼: ମାଇନିଂ ଗାୟତ୍ରୀ ମନ୍ଦିର ରୋଡରୁ କାଶୀପୁର ଦେଇ ଯାଇଥିବା ରାସ୍ତା ଯେ କେହି ବ୍ୟକ୍ତି ଦେଖିଲେ ‘ସବୁଜ ସୁନ୍ଦର-ଆମ କେନ୍ଦୁଝର’ ନାରା ଦେଇ ଆସୁଥିବା କେନ୍ଦୁଝରଗଡ଼ ପୌରପାଳିକାର ବାସ୍ତବ ଚିତ୍ରକୁ ଭୁଲିପାରିବ…
Read More...

ରାମସାଗରଠାରେ ୭୪ତମ ବନମହୋତ୍ସବ ପାଳିତ

କଲମପୁର : ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ କଲମପୁର ବନପାଳଙ୍କ ଅଧିନରେ ଥିବା ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ରାମସାଗର ଜଙ୍ଗଲଠାରେ ମଙ୍ଗଳବାର ୭୪ତମ ବନୋମହୋତ୍ସବ ପାଳନ କରାଯାଇଛି। ଥୁଆମୁଳ ରାମପୁର ବନାଞ୍ଚଳ…
Read More...

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ଗଣଧାରଣା ପ୍ରତ୍ୟାହୃତ

କଲମପୁର : ଘୂର୍ଣ୍ଣିଝଡ଼ କ୍ଷତିଗ୍ରସ୍ତଙ୍କ ସଠିକ ଆକଳନ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବିରେ ସୋମବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ତହସିଲଦାର ରୁଦ୍ର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦେଢ଼ ମାସର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କଲା ମାଆ.. ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରି ଦେଇଥିବା ଅଭିଯୋଗ.. ବିଜେବି କଲେଜରେ ଛାତ୍ର ଅଶାନ୍ତି.. ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ.. ଜଣକୁ ମାରପିଟ ସହିତ…
Read More...

ଅବହେଳିତ ମେରାମଣ୍ଡଳୀ ରେଳ ଷ୍ଟେସନ୍

କାମାକ୍ଷାନଗର: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ରେଲୱେ ଷ୍ଟେସନ୍ ଦକ୍ଷିଣ ପୂର୍ବ ରେଳ ବିଭାଗର ଏକ ପ୍ରମୁଖ ରେଳ ଷ୍ଟେସନ୍। ଯାହାକୁ ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ବାଟ ଦେଇ…
Read More...

ପ୍ରଦୀପ ମହାରଥୀଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର; ୧୨୬ ୟୁନିଟ୍‌‌ ରକ୍ତ ସଂଗ୍ରହ

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ବୃହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

କର୍ମୀ ସମ୍ମିଳନୀରେ ହଟହଟା ହେଲେ ପରଜଙ୍ଗ ବିଧାୟକ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ କଣ୍ଟାପାଳରେ କର୍ମୀ ସମ୍ମିଳନୀକୁ ଯାଇ ହଟହଟା ହେଲେ ବିଧାୟକ ନୃସିଂହ ଚରଣ ସାହୁ। ସାଥିରେ ଥିଲେ ନୂତନ ପର୍ଯ୍ୟବେକ୍ଷକ ଦାୟିତ୍ୱ…
Read More...

ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି

ରାଞ୍ଚି: ମାନହାନି ମାମଲାକୁ ନେଇ ଅଡ଼ୁଆରେ ଫସିଥିବା ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ପ୍ରକାର ଦଣ୍ଡବିଧାନ କରିବା ଉପରେ ସାମୟିକ…
Read More...

ଚାଷଜମିକୁ ଯାଇଥିଲେ, ଦଳିଦେଲା ହାତୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବେରେନପିଣ୍ଡା ଗ୍ରାମର ରାଇ ମାଝୀ(୫୫) ନାମକ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଏହି ଘଟଣାଟି…
Read More...

ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କୁ ସହାୟତା ଦାବିରେ ବିଜେପିର ଗଣଧାରଣା

କଲମପୁର: ଗତ ମେ’ ମାସ ୨୬ ତାରିଖ ଦିନ କଲମପୁର ଅଞ୍ଚଳରେ ଦେଖା ଦେଇଥିଲା ଭୟାବହ ଘୂର୍ଣ୍ଣିଝଡ଼। ଯାହାର ପ୍ରଭାବରେ ଉପୁଡ଼ ପଡ଼ିଥିଲା ବଡ ବଡ ଗଛ। ଭାଙ୍ଗି ଧରାଶାୟୀ ହେଇଥିଲା ବିଦ୍ୟୁତ୍‌‌ ଖୁଣ୍ଟ। ଅନେକ ଘର ଉପରେ ଗଛ ଏବଂ…
Read More...

ବିଜେପି ପକ୍ଷରୁ ପିପିଲି-ନିମାପଡ଼ା ରାଜପଥ ଅବରୋଧ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁରଠାରୁ ବିନାୟକପୁରକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାରେ ବାଲିବୋଝେଇ ଟ୍ରକ୍‌‌ ଓ ହାଇୱା ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଓ ରାସ୍ତାରେ ହୋଇଥିବା ଖାଲଖମାକୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର.. ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଉଦ୍ଧାର.. ୬୫ ଲକ୍ଷ ଆକାଉଣ୍ଟ ରଦ୍ଦ କଲା ହ୍ବାଟ୍ସଆପ୍.. ନୂତନ ନିୟମରେ ସମସ୍ୟା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା..…
Read More...

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା; ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ…
Read More...

ଲମ୍ବା ଜଟା.. ମଥାରେ ଭସ୍ମ.. ଗଳାରେ ରୁଦ୍ରାକ୍ଷ, ଭିନ୍ନ ଅବତାରରେ ଅକ୍ଷୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌ଜି ୨’କୁ ନେଇ ଏବେ ଚର୍ଚ୍ଚାରେ। କିଛି ଦିନ ତଳେ ଫିଲ୍ମର ପୋଷ୍ଟର ସହ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା। ଏବେ ପୁଣି ଏହି…
Read More...

ଆଉ ନାହାନ୍ତି ବଲିଉଡ଼ ଅଭିନେତା ହରିଶ ମାଗନ

ମୁମ୍ବଇ: ବଲିଉଡ଼ ଅଭିନେତା ହରିଶ ମାଗନଙ୍କ ପରଲୋକ ଘଟିଛି। ରବିବାର ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ‘ଗୋଲ୍‌ମାଲ୍’, ‘ନମକ ହଲାଲ’ ଏବଂ ‘ଇନକାର’ ଆଦି ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗିଲା.. ବିନା ଅନୁମତିରେ ପାଚେରୀ ଭଙ୍ଗାଯାଇଥିବା ଏଏସଆଇର ଅଭିଯୋଗ.. ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ ପାଚେରୀ ଭାଙ୍ଗିଲେ ଠିକାଦାର.. ଡ୍ରେନ…
Read More...

ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ଦୁଇ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତର ଦୁଇ ଜଣ ଦାଦନ ଶ୍ରମିକଙ୍କର ଆନ୍ଧ୍ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଦୁଇ ଶ୍ରମିକ ହେଉଛନ୍ତି ବରଙ୍ଗ ପଞ୍ଚାୟତ ସନ୍ତୋଷପୁର ଗ୍ରାମର କେ ଡାରକେଶୁ(୨୨) ଏବଂ…
Read More...

ଦୁଇ ଟ୍ରକ ମଝିରେ ଚାପି ହୋଇ ୨ ମୃତ 

ଅନୁଗୁଳ : ୫୫ନମ୍ବର ଜାତୀୟ ରାଜପଥ କରଡ଼ାଗାଡ଼ିଆ ଛକରେ ରବିବାର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଏକ ବାଇକରେ ବାଡ଼ାକେରାରୁ ଅନୁଗୋଳ…
Read More...

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼: ଏନସିପି ଦୁଇ ଭାଗ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଶିବସେନା-ବିଜେପିର ଅନ୍ୟତମ ବିରୋଧୀ ଦଳ ଏନସିପି ଭାଗ ଭାଗ ହୋଇଯାଇଛି। ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିରୋଧୀ ଦଳ ନେତା ପଦ…
Read More...

ବିଶ୍ଵନାଥପୁର ରେଞ୍ଜ ପକ୍ଷରୁ ବ୍ଲକସ୍ତରୀୟ ୭୪ତମ ବନମହୋତ୍ସବ ପାଳନ

ଲାଞ୍ଜିଗଡ଼: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ। ବୃକ୍ଷ ଲତା ବିନା ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। ତେଣୁ ବୃକ୍ଷ ଲତାର ରକ୍ଷଣାବେକ୍ଷଣ ସହ ଯତ୍ନ…
Read More...

କଳାହାଣ୍ଡି ବିଶ୍ଵବିଦ୍ୟାଳୟର +୩ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ଘୋଷଣା; ପାସ୍ ହାର ୬୧%

ଭବାନୀପାଟଣା: କଳାହାଣ୍ଡି ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇବା ପରେ ପ୍ରଥମ କରି +୩(ୟୁଜି) ବିଜ୍ଞାନ, କଳା ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୬୧ ପ୍ରତିଶତ ରହିଛି।…
Read More...

ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ଜଣେ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉଜଣେ…
Read More...

‘ଚନ୍ଦ୍ରମୁଖୀ-୨’ର ମୁକ୍ତିଲାଭ ତାରିଖ ଘୋଷଣା କଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ ୨’ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ରାଘବ ଲରେନ୍ସଙ୍କ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର…
Read More...

ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।…
Read More...

ଗୌରୀ ମିଶ୍ର ହତ୍ୟାକାଣ୍ଡ; ରହସ୍ୟ ଚପାଇ ଦେବାକୁ ଉଦ୍ୟମ

ଗୁଣୁପୁର: ଗୁଣୁପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥାର ନିର୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୁଲିସ ଯେତେ ଖୋଳୁଛି ସେତେ ନୂଆନୂଆ ତଥ୍ୟ ବାହାରକୁ ଆସୁଛି। ଗତ ମେ’ ମାସ ୧୩ ତାରିଖ ରାତି ୯.୪୦…
Read More...

କୁଟୁନିପଦର ଜଙ୍ଗଲରୁ ୩ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ୫ ମାଫିଆ ଫେରାର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବାରମ୍ବାର ଗଞ୍ଜେଇକୁ ନେଇ ଚଢ଼ାଉ ଜାରି ରହିଥିବା ବେଳେ ପୁଣି ଫିରିଙ୍ଗିଆ ପୁଲିସ ଶୁକ୍ରବାର ବ୍ଲକର କାଶିନୀପଦର ପଞ୍ଚାୟତ କୁଟୁଣିପାଦର ଗାଁ ନିକଟ ଜଙ୍ଗଲର ଏକ କୁଡ଼ିଆରୁ ୩…
Read More...

ଜିଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଅନୁଷ୍ଠିତ

ଫୁଲବାଣୀ: ଜିଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲା ମୁଖ୍ୟ…
Read More...

ଲୋମଶକନ୍ୟା ରେବତୀ କଥା ମନେପକାଇଲେ ଜିଲାପାଳ; ୨୦ହଜାର ଟଙ୍କା ସହ ଶାଢି ଓ ଶୁଖିଲା ଖାଦ୍ୟ ସହାୟତା

ହରଭଙ୍ଗା: ପାହାଡ଼ି ଲୋମଶକନ୍ୟା ରେବତୀ କହଁରଙ୍କ ବାସ୍ତବ ଜୀବନରେ ପ୍ରତିଫଳିତ ହେଉଛି ବହୁପରିଚିତ ଗାଳ୍ପିକ ଫକୀର ମୋହନ ସେନାପତିଙ୍କ ରଚିତ ବାପା, ମାଆ ଛେଉଣ୍ଡ ରେବତୀର କାହାଣୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ…
Read More...

ଓଟିଟିରେ ରିଲିଜ୍‌ ହେଲା ଇରଫାନଙ୍କ ଶେଷ ଚଳଚ୍ଚିତ୍ର ‘ଦି ସଙ୍ଗ୍‌ ଅଫ୍‌ ସ୍କର୍ପିୟନ୍ସ’

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ମାଧ୍ୟମରେ ସେ ଆଜି ବି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି। ଇରଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅଭିନେତାଙ୍କ…
Read More...

ଗ୍ରାମାଞ୍ଚଳର ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ ଖାଦ୍ୟ ଆମାଜନରେ ବିକ୍ରି ହେବ !

ଚାନ୍ଦିପୁଟ: ଲୋପ ପାଇବାକୁ ବସିଥିବା ମାଣ୍ଡିଆ ଜାତୀୟ ଫସଲର ପୁନଃ ଉଦ୍ଧାର ସହ ବହୁଳ ବ୍ୟବହାର ଉପଯୋଗୀ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ମିଲେଟ ମିଶନ ବର୍ଷ ମାଧ୍ୟମରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ…
Read More...

କେନ୍ଦୁଝରରେ ଇଦ୍‌ଉଲ୍‌ଜୁହା ପାଳିତ 

କେନ୍ଦୁଝରଗଡ଼: ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ଉଲ୍‌ଜୁହା କେନ୍ଦୁଝର ସହରରେ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି। ଗୁରୁବାର ସକାଳୁ ଇସ୍‌‌ଲାମ ଧର୍ମାବଲମ୍ବୀ ଭାଇଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ସର୍ବଶକ୍ତିମାନ…
Read More...

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ୯ଦିନ ବ୍ୟାପୀ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ 

କେନ୍ଦୁଝରଗଡ଼: ପବିତ୍ର ରଥଯାତ୍ରା ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ପକ୍ଷରୁ ବଡଦାଣ୍ଡରେ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଓ ଜଳଛତ୍ର…
Read More...

ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କଲେ ଲକ୍ଷାଧିକ ଭକ୍ତ; ଶୁକ୍ରବାର ରାତି ନିଳାଦ୍ରୀ ବିଜେ

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ଗୁରୁବାର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଧାର୍ଯ୍ୟ ସମୟ ୪ଟାରେ ତିନି ଦିଅଁଙ୍କୁ ସୁନାବେଶରେ…
Read More...

ଜଗନ୍ନାଥ ସଡ଼କରେ ବାଟଭୋଗ ସଂପନ୍ନ

ପିପିଲି: ପବିତ୍ର ହରିଶୟନ ଏକାଦଶୀ ତିଥି ଅବସରରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ତଥା ଜଗନ୍ନାଥ ସଡ଼କର ବିଭିନ୍ନ ଗ୍ରାମ୍ୟଛକଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି। ଏହି ନିଆରା…
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲା ଅଦାଲଦ ପରିସର ଶିଳାନ୍ୟାସ

ଫୁଲବାଣୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ୍‌‌ ଏସ୍‌‌. ମୁରଲୀଧର ଗୁରୁବାର କନ୍ଧମାଳ ଜଜସିପ୍‌‌ ଫୁଲବାଣୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲ୍ଲା ଅଦାଲତ ପରିସରର ଶିଳାନ୍ୟାସ କରିଛନ୍ତି। ଏହି…
Read More...

ସ୍କୁଟି ଦୁର୍ଘଟଣାରେ ଅଙ୍ଗନବାଡ଼ି କର୍ମୀ ମୃତ; ଦିଅର ଆହତ

ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ କୀର୍ତନପାଲି ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଦୁଇ ସ୍କୁଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିସହ ସ୍କୁଟର…
Read More...

ବାହାନଗା ରେଳ ଦୁର୍ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତକ ବିହାରର ମନୀଷ କୁମାର(୨୪) ବୋଲି ଜଣାପଡ଼ିଛି। ସେ ଏସସିବିରେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ।…
Read More...

ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା

ପାଟନା: ବିହାରର ଶିକ୍ଷା ବିଭାଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି ଏବଂ କହିଛି ଯେ, ଏହି ଚଳଣୀ କର୍ମକ୍ଷେତ୍ରର ସଂସ୍କୃତି ବିରୁଦ୍ଧ।…
Read More...

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ନାମ ବିହୀନ ଚିଠିକୁ ନେଇ ବିଜେପିର ତୁମ୍ବିତୋଫାନ ହାସ୍ୟାସ୍ପଦ: କଂଗ୍ରେସ

ଭୁବନେଶ୍ୱର: ଗତ ୨୬ ତାରିଖରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର…
Read More...

ଆସନ୍ତାକାଲି ସୁନାବେଶ, ଦର୍ଶନାର୍ଥୀଙ୍କୁ ରଥ ଉପରକୁ ମନା

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଗୁରୁବାର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ସୁନାବେଶକୁ ଶୃଙ୍ଖଳିତ ଏବଂ ସରସସୁନ୍ଦର କରିବା ପାଇଁ ପ୍ରଶାସନ…
Read More...

ଲକ୍ଷାଧିକ ଭକ୍ତ ଗହଣରେ ସିଂହଦ୍ୱାରକୁ ବାହୁଡ଼ିଲେ ତିନିଠାକୁର

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଭଉଣୀ ସୁଭଦ୍ରା ଓ ସାନଭାଇ ଶ୍ରୀଜଗନ୍ନାଥଙ୍କୁ ସଙ୍ଗରେ ଧରି ମାଉସୀ ମା’ ମନ୍ଦିରରୁ ଲକ୍ଷାଧିକ ଭକ୍ତଙ୍କ ଗହଣରେ ବୁଧବାର ସନ୍ଧ୍ୟାରେ ବଳଦେବଜୀଉ…
Read More...

ରଥଟଣା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ଭକ୍ତଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲା କୋଲାବ ନଗରରେ ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ରଥ ଟଣା ବେଳେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ…
Read More...

ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା; ଛେରା ପହଁରା କଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ବୁଧବାର ଶେଷ ହୋଇଛି। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି…
Read More...

ବାହୁଡ଼ା ଯାତ୍ରାରେ ଛିଡ଼ିଲା ରଥ ଦଉଡ଼ି; ସେବାୟତଙ୍କ ସମେତ ୬ ଆହତ

ପୁରୀ: ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଭୋଇ…
Read More...

କାଠଡେରା ଗୁଣ୍ଡିଚା ଧାମରେ ଗୋଟିଏ ମାଉସୀ ଘରେ ଛଅ ଗାଁ ଦିଅଁ, ରଥ ଦାଣ୍ଡରେ ୬ରଥ ମେଳଣର ନିଆରା ଦୃଶ୍ୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରାରେ ହେଉଥିବା ରଥଯାତ୍ରା ଅଞ୍ଚଳରେ ଆଜି ପ୍ରସିଦ୍ଧି ଲାଭ କରିଛି ଗୁଣ୍ଡିଚା ଧାମ ରୂପରେ। ଏଠାରେ ୬ଟି ରଥର ଅପୂର୍ବ ମେଳଣ ହେବା ସହିତ ଦଶ ଦିନ ଧରି ୬ଟି ଗ୍ରାମର ଦାରୁ…
Read More...

କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: କେନ୍ଦୁଝର ଜିଲା ଷଠୀଘରଠାରେ ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା…
Read More...

୩ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ ବିଡିଓଙ୍କ ଦ୍ୱାରସ୍ଥ

କଲମପୁର: ପ୍ରତି ମାସର ପ୍ରଥମ ସପ୍ତାହରେ ଖାଦ୍ୟ ସୁରକ୍ଷା ଯୋଜନାର ଖାଉଟିଙ୍କୁ ପଂଚାୟତ ମାଧ୍ୟମରେ ଦିଆଯିବ ଚାଉଳ। ସରକାରଙ୍କ ଏଭଳି ନିର୍ଦ୍ଦେଶ ରହିଛି। କିନ୍ତୁ ପରିତାପର ବିଷୟ ମାସେ କି ଦୁଇ ମାସ ନୁହେଁ ତିନି ମାସ ଧରି…
Read More...

‘ସମାଜ’ ପ୍ରଭାବ: ମଦ୍ୟପ ଶିକ୍ଷକ ନିଲମ୍ବିତ

ଲଡୁଗାଁ: ଶିକ୍ଷାଦାନ ଛାଡ଼ି ମଦ ପିଇ ଶ୍ରେଣୀ ଗୃହରେ ଶୋଇବା ପଡ଼ିଲା ମହଙ୍ଗା। ନିଲମ୍ବିତ ହେଲେ ମଦ୍ୟପ ସହକାରୀ ଶିକ୍ଷକ ଭୋଜରାଜ ଶବର। ଖବର ପ୍ରସାରଣ ପରେ ମାମଲାର ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ…
Read More...

ଅଣଗେଜେଟେଡ୍‌ ବନ ସେବା ସଂଘ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର  

ଭବାନୀପାଟଣା : ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ତରଫରୁ ମଙ୍ଗଳବାର ୫ ଦଫା ସମ୍ବଳିତ ଦାବିପତ୍ର କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ଗତ ୨୦୦୮…
Read More...

ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ୍ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ସଦର: ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି। ମୋଦୀଙ୍କ ଶାସନରେ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ,…
Read More...

ଜିଲାପାଳଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିପତ୍ର 

ଭବାନୀପାଟଣା: କଳାହାଣ୍ଡି ଜିଲାରେ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ୫ ଦଫା ସମ୍ବଳିତ ସ୍ମାରକ ପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ୨୦୧୩…
Read More...

ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ମଙ୍ଗଳବାର ଖରାପ ପାଗ ଯୋଗୁ ସିଲିଗୁଡ଼ି ନିକଟ ସେଭୋକ ଏୟାରବେସ୍‌ରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି।…
Read More...

ନକଲି ୨୦୦ଟଙ୍କିଆ ନୋଟ୍ ସହ ମୋବାଇଲ୍ ଜବତ, ଜଣେ ଗିରଫ

ମ.ରାମପୁର: ନକଲି ନୋଟ୍ କାରବାର ଚାଲୁଥିବା ବେଳେ ରିଷିଡା ଗାଁରେ ମ.ରାମପୁର ଥାନା ପୁଲିସ ଚଢାଉ କରି ଜଣକୁ ଗିରଫ କରିଛି। ଏଥିସହ ତା’ଠାରୁ ୨୦୦ଟଙ୍କିଆ ୧୦୦ଖଣ୍ଡ ନକଲି ନୋଟ୍ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଫୋନ୍‌…
Read More...

ଅଣ ଗେଜେଟେଡ ବନ ସେବା ସଂଘ ପକ୍ଷରୁ ୫ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଏସଏସଏଫ) ଗଠନ ସମେତ ୫ ଦଫା ଦାବୀରେ ମଙ୍ଗଳବାର ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ, ଦେବଗଡ଼ ଜୋନ ପକ୍ଷରୁ ଦେବଗଡ଼ ଜିଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।…
Read More...

ଧାରଣାରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ; ଦେବନୀତି ବନ୍ଦ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ସୋମବାର ଅପରାହ୍ନରେ ମନ୍ଦିର ସିଂହଦ୍ୱାର ଗୁମୁଟ ପରିସରରେ ଧାରଣା ଦିଆଯାଇଛି। ଫଳରେ ଦେବନୀତି ବନ୍ଦ ରହିଛି। ଓଡ଼ିଶା ବିଶ୍ୱ ବିଦ୍ୟାଳୟ ପ୍ରଶାସନକୁ ଦେବୋତ୍ତର…
Read More...

୪ର୍ଥ ପର୍ଯ୍ୟାୟରେ ୯ଟି ବିଦ୍ୟାଳୟ ରୂପାନ୍ତର ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼: ଆଠଗଡ଼ ବ୍ଲକରେ ମୋଟ ୩୫ ଗୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ବାକି ରହିଥିବା ୯ ଟି ଉଚ୍ଚ ବିଦ୍ୟାଳୟ ୫-ଟି ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ…
Read More...

ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଶହ ଶହ ଏକର ଚାଷଜମି ବନ୍ୟା ପ୍ଳାବିତ

ଆଠଗଡ: ଆଠଗଡ ବ୍ଲକର ତରଡିଙ୍ଗ, ଜୋରନ୍ଦା ଓ ମହାକାଳବସ୍ତ ପଞ୍ଚାୟତ ଅଞ୍ଚଳରେ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଶହ ଶହ ଏକର ଚାଷଜମି ବନ୍ୟାପ୍ଳାବିତ ହୋଇଯାଇଛି। ଫଳରେ ଧାନ ଗଜା ସବୁ ପଚି ନଷ୍ଟ ହୋଇଯିବାରୁ ଚାଷୀକୂଳ ହତାଶ…
Read More...

ଲୁହା ଚୋରାଚାଲାଣ ବେଳେ ପିକ୍‌ଅପ୍‌ ଭ୍ୟାନ ଭାଙ୍ଗିଲା; ୩ଦିନ ପରେ ଗାଡ଼ିରୁ ଲୁହା ଗାଏବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଲୁହା ଚୋରାଚାଲାଣ ହେଉଥିବା ବେଳେ ନାଗାବଳୀ ପୋଲ ନିକଟରେ ପିକଅପ ଭ୍ୟାନର ପଛ ଚକା ଭାଙ୍ଗି ଯିବା ବେଳେ ଗାଡି ଚାଳକ ଗାଡ଼ି ଛାଡି ଫେରାର ହୋଇଥିଲେ। ୩ଦିନ ପରେ…
Read More...

ଜଳ ନିଷ୍କାସନ ନାଳ ଅବରୋଧକାରୀଙ୍କୁ ଉଚ୍ଛେଦ ନେଇ ତହସିଲଦାରଙ୍କୁ ଦାବିପତ୍ର

ଧାମରା: ଧାମରା ନିକଟସ୍ଥ ଚନ୍ଦନୀପାଳଠାରେ ଥିବା ନିଷ୍କାସନ ନାଳରୁ ଅବରୋଧକାରୀଙ୍କୁ ହଟାଇବା ପାଇଁ ଅମର ନଗର ବାସିନ୍ଦା ସୋମବାର ଏହି ବାବଦରେ ଚାନ୍ଦବାଲି ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରାପ୍ତ…
Read More...

ଦୀର୍ଘଦିନ ହେଲା ପୁନରୁଦ୍ଧାର ହେଉନି ମୁଖ୍ୟନାଳ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ମୁଖ୍ୟ ନାଳ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ବର୍ଷ ହେଲା ଏହାର ପୁନରୁଦ୍ଧାର କାର୍ଯ୍ୟ ହେଇପାରୁନାହିଁ। ଫଳରେ ବର୍ତମାନ ବର୍ଷା ଦିନ ଯୋଗୁଁ ଅଧିକ…
Read More...

ବନ୍ଧୁକ ଛାଡ଼ି କ୍ୟାମେରା ସାଥୀ ହେବେ ଗଡ଼ଚିରୋଲି ନକ୍ସଲ; ଫିଲ୍ମ ପାଇଁ ଦେଲେ ଅଡ଼ିସନ୍‌

ମୁମ୍ବଇ: ହାତରେ ବନ୍ଧୁକ ଧରି ତଥାକଥିତ ବିପ୍ଳବର ରକ୍ତାକ୍ତ ରାସ୍ତାରେ ଚାଲିଆସୁଥିବା ଆଦିବାସୀମାନଙ୍କୁ ଆମେ ନକ୍ସଲ କହୁ। କିନ୍ତୁ, ଏବେ ଏହି ନକ୍ସଲମାନଙ୍କ ପ୍ରଦର୍ଶନ ବଡ଼ ପରଦାରେ ଦେଖିବାକୁ ମିଳିବ। ଆଜ୍ଞା ହଁ,…
Read More...

ଶାଳକକୁ ହତ୍ୟା କଲା ଭିଣୋଇ

ଚାନ୍ଦିପୁଟ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶାଳକକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବାଘମାରି ପଞ୍ଚାୟତ ବିଜିପୁର ଗ୍ରାମର ଅଭୟ ବିର(୨୩)। ଅଭୟଙ୍କୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡବ୍ଲ୍ୟୁଏଫଆଇ ନିର୍ବାଚନ ଉପରେ ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ.. ଜୁଲାଇ ୧୧ ତାରିଖ ନିର୍ବାଚନ ଉପରେ ରହିତାଦେଶ.. ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ବିବାଦ ଲାଗିଥିବାବେଳେ ରୋକ୍.. ୧୩ ଜିଲାକୁ ଅରେଞ୍ଜ…
Read More...

ରାଜ୍ୟରେ ଦୁର୍ନୀତି ଚରମ ସୀମାରେ, ହେଲେ ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଖମାର/ଅନୁଗୁଳ: ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୁଳ…
Read More...

ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର: ନିରାମୟରୁ ନିରାଶରେ ଫେରୁଛନ୍ତି ରୋଗୀ, ପଦବୀ ଖାଲିକୁ ଯନ୍ତ୍ରପାତି…

ରେଙ୍ଗାଲିକ୍ୟାମ୍ପ: ଅତାବିରା ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରଟି ୨୦୦୨ ମସିହାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୂପେ ମାନ୍ୟତା ପାଇଛି। ଏହା ପୂର୍ବରୁ ଏହା ଗ୍ରାମୀଣ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ଅଧୀନରେ ଚାଲିଥିଲା। ଗୋଷ୍ଠୀ…
Read More...

କୂଅ ମଧ୍ୟରୁ ଦୁଇ ବାର୍‌ହା ଉଦ୍ଧାର

ପାତ୍ରପୁର: ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନାରାୟଣପୁର ଗ୍ରାମରେ ଖାଦ୍ୟ ଅନ୍ବେଷଣ ପାଇଁ ଆସି କୂଅ ମଧ୍ୟରେ ଖସି ପଡ଼ିଥିବା ଦୁଇଟି ବାରହାଙ୍କୁ ଉଦ୍ଧାର କରାଯାଇଛି। ଶନିବାର ରାତିରେ ଖାଦ୍ୟ ଅନ୍ବେଷଣ ପାଇଁ ଆସିଥିବା…
Read More...

ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଲାଞ୍ଜିଗଡ଼: ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ଟ୍ୟାଙ୍କର ପଛୁଆ ଗଡ଼ିଯାଇ ରାସ୍ତାକଡ଼ ଏକ ଖାଇରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ…
Read More...

ପଶ୍ଚିମବଙ୍ଗରେ ଦୁଇ ମାଲ୍‌ବାହୀ ଟ୍ରେନ୍ ପରସ୍ପର ଧକ୍କା: ଓଲଟିଲା ଇଞ୍ଜିନ, ଦେଖନ୍ତୁ ଭିଡିଓ

କଲକାତା: ପଶ୍ଚିମବଙ୍ଗର ବାଙ୍କୁରାରେ ରବିବାର ସକାଳୁ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଓଣ୍ଡା ରେଳ ଷ୍ଟେସନ ନିକଟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା…
Read More...

ଚାଷଜମିରୁ ଉଦ୍ଧାର ହେଲା ବିରଳ ପ୍ରାଚୀନ ପଥର କଳାକୃତି

ମ.ରାମପୁର:  କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ଗ୍ରାମପଞ୍ଚାୟତର ରଜାମୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରାଚୀନ ପଥର କଳାକୃତି ଉଦ୍ଧାର ହେଇଛି। ପ୍ରାପ୍ତ ସୂଚନା ମୁତାବକ, ଗ୍ରାମର ଚାଷୀ ବରୁଣ ସାହୁ…
Read More...

୮ବର୍ଷ ହେଲା ସମରକଟା ଗାଁ ଲୋକେ ଆବାସ ଯୋଜନାରୁ ବଞ୍ଚିତ

ହରଭଙ୍ଗା: ଆର୍ଥିକ ବର୍ଷରେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କଲେ। ଏହି ଯୋଜନା କାର୍ଯ୍ୟକାରୀ ପରେ ଅନେକ ଗରିବ…
Read More...

ବଡ଼ମ୍ବା ଚିନିକଳ ସମ୍ପତ୍ତି ବାଜ୍ୟାପ୍ତି ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ବଡ଼ମ୍ବା: ବଡ଼ମ୍ବା ଚିନିକଳ ସମ୍ପତ୍ତି ବାଜ୍ୟାପ୍ତି ଘଟଣାକୁ କେନ୍ଦ୍ରକରି ପୁନର୍ବାର ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଦୀର୍ଘବର୍ଷ ଧରି ଚିନିକଳ ନ ଚାଲିବା ଏବଂ ଶେଷରେ ଏହାର ସମ୍ପତ୍ତି ନିଲାମ ହେବା ଘଟଣା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜଟିଳ ମାଂସପେଶୀ ରୋଗର ଚିକିତ୍ସା.. ବାଲେଶ୍ୱରର ୩ ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ.. ବିଏମସି ଡାକ୍ତରଖାନା ଅନ୍ଧାର.. ରୋଗୀ, ଡାକ୍ତର ସଭିଏଁ ଦହଗଞ୍ଜ.. ଆସାମରେ ବନ୍ୟା ବିପର୍ୟ୍ୟୟ..…
Read More...

ସମାଜ ପ୍ରଭାବ: ମରାମତି ହେଲା ବାଈଶିପଡ଼ା ପୋଲ ପାର୍ଶ୍ବ ଖାଲ

ହରଭଙ୍ଗା: ବାଲି, ପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ହରଭଙ୍ଗା-ଚାରିଛକ ପୂର୍ତବିଭାଗ ରାସ୍ତାର ବାଈଶିପଡ଼ା ପୋଲ ପାଖରେ ଏକ ବଡ ଗାତ ସୃଷ୍ଟି ହୋଇଥିଲା। ଖାଲ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିଲା। ଏନେଇ ‘ସମାଜ’ରେ…
Read More...

ବିଏମସି ଡାକ୍ତରଖାନା ଅନ୍ଧାର: ରୋଗୀ, ଡାକ୍ତର ସଭିଏଁ ଦହଗଞ୍ଜ

ଭୁବନେଶ୍ବର: ବିଦ୍ୟୁତ ବିଭ୍ରାଟକୁ ନେଇ ରାଜ୍ୟବାସୀ ବିବ୍ରତ ଥିବା ବେଳେ ଏବେ ଡାକ୍ତରଖାନା ଭଳି ଜରୁରୀ ସେବା ଯୋଗାଉଥିବା ସ୍ଥାନ ମଧ୍ୟ ଘଣ୍ଟା ଘଣ୍ଟା ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳିଛି। ସେ ବି ପୁଣି ରାଜ୍ୟ…
Read More...

କଳାହାଣ୍ଡିରେ ଜେପି ନଡ୍ଡା; ୨୪ ପାଇଁ କଳାହାଣ୍ଡି ଓ ନୂଆପଡ଼ା ଜିଲା କର୍ମୀଙ୍କୁ ଦେଲେ ବିଜୟର ମନ୍ତ୍ର

ଭବାନୀପାଟଣା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର କଳାହାଣ୍ଡି ଗସ୍ତରେ ଆସି କଳାହାଣ୍ଡି ଲୋକସଭା କ୍ଷେତ୍ର(କଳାହାଣ୍ଡି ଓ ନୂଆପଡା ଜିଲା)ର ପ୍ରମୁଖ କାର୍ଯ୍ୟକର୍ତ୍ତା, ଦଳୀୟ ନେତା ଏବଂ…
Read More...

ମୃତ ଗ୍ରାହକ ସେବାକେନ୍ଦ୍ର ପରିଚାଳକଙ୍କ ପରିବାରକୁ ସହାୟତା

ପିପିଲି: କଟକ ଜିଲା ଏସବିଆଇ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ବ୍ରେନ୍‌‌ ଷ୍ଟ୍ରୋକରେ ପ୍ରାଣ ହରାଇଥିବା ପିପିଲିର ସ୍ୱର୍ଗତ ମାନସ କୁମାର ଦାସଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ…
Read More...

ଏହି ଫିଲ୍ମର ଗୋଟିଏ ଝଲକ୍‌ ପ୍ରଶଂସକଙ୍କୁ କଲା ପାଗଳ; ମାସେ ପୂର୍ବରୁ ରିଲିଜ୍‌ କରିବାକୁ ବାଧ୍ୟ ନିର୍ମାତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାଉଥ୍ ସିନେଶିଳ୍ପ ଏହାର ଚଳଚ୍ଚିତ୍ରଗୁଡ଼ିକ ପାଇଁ ଲଗାତାର ଚର୍ଚ୍ଚାରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ସେମାନଙ୍କର ଜବରଦସ୍ତ ବିଷୟବସ୍ତୁ ପାଇଁ ଖୁବ୍‌…
Read More...

ଜାରାପଙ୍ଗା ଗାଁରେ ପୋଲ ନିର୍ମାଣ ଦାବିରେ ବିଡିଓଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଜାରାପଙ୍ଗା ଗାଁକୁ ଯାତାୟତ ପାଇଁ ରାସ୍ତାରେ ପୋଲ ନଥିବାରୁ ପୋଲ ନିର୍ମାଣ ପାଇଁ ଜାରାପଙ୍ଗା ଗ୍ରାମବାସୀ ଓ ଫିରିଙ୍ଗିଆ ମଣ୍ଡଳ ବିଜେପି ପକ୍ଷରୁ ଫିରିଙ୍ଗିଆ…
Read More...

ତମାଖୁ ଦୋକାନରେ ଚଢାଉ

ରେଙ୍ଗାଲି: ରେଙ୍ଗାଲିର ସ୍କୁଲ, ବସ୍‌‌ ଷ୍ଟାଣ୍ଡ ଭଳି ସର୍ବସାଧାରଣ ଗହଳି ରହୁଥିବା ଅଞ୍ଚଳର ୧ଶହ ମିଟର ପରିଧିରେ ସିଗାରେଟ୍‌‌, ଗୁଟ୍‌‌କା ଆଦି ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ ଗୁରୁବାର…
Read More...

ବାଇକକୁ ଧକ୍କା ଦେଲା ହାଇୱା; ୮ବର୍ଷର ବାଳକ ସମେତ ୩ ଗୁରୁତର

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ଛକରୁ ବାମରା ଅଞ୍ଚଳକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡ଼ର ଖିଣ୍ଡାପଡ଼ାଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ଜଣ ବାଇକ୍‌‌ ଆରୋହୀ ଗୁରୁତର ଆହତ ହୋଇଥିବା କତରବଗା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି.. ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି.. ଓଡ଼ିଶାରୁ ମଞ୍ଜୁଲତା ଓ ସେବତୀଙ୍କୁ ମିଳିଲା ଜାତୀୟ ପୁରସ୍କାର.. ଝାରସୁଗୁଡ଼ାରେ ବିଜେପି…
Read More...

ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ସ୍ୱାସ୍ଥ୍ୟସେବା ଆରମ୍ଭ

ଫୁଲବାଣୀ: ଦୁର୍ଗମ ଅଂଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଂଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ। କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ…
Read More...

ଜଳ ଓ ପରିମଳ ବିଭାଗ ସଚିବଙ୍କ ହରଭଙ୍ଗା ବ୍ଲକ ପରିଦର୍ଶନ

ହରଭଙ୍ଗା: ଜଳ ଓ ପରିମଳ ବିଭାଗ ସଚିବ ନିହାର ରଞ୍ଜନ ଦାସ ଗୁରୁବାର ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି। ଜଳଜୀବନ ମିଶନ ଯୋଜନାରେ ବ୍ଲକରେ ନିର୍ମାଣାଧିନ ଥିବା ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପର ପାଣିଘରାସ୍ଥିତ ଇନଟେକ…
Read More...

ବଜ୍ରପାତରେ ୨ ଗୁରୁତର; ୪ ଛେଳି ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଏବଂ କାନପୁରା ପଞ୍ଚାୟତର ପଲ୍ଲୀ ଶାନ୍ତରାପୁର ଗ୍ରାମରେ ଗୁରୁବାର ବଜ୍ରପାତରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ…
Read More...

ବନଦୂର୍ଗା ବୃଦ୍ଧାଶ୍ରମରେ ସେବା ଓ ସେବକ ସପ୍ତାହ ପାଳନ

ହରଭଙ୍ଗା: ଶତାୟୁ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଗୁରୁବାର ହରଭଙ୍ଗା ବ୍ଲକ ସଦରମହକୁମା…
Read More...

ଗୁପ୍ତଚର ସାଜି ହତ୍ୟା ରହସ୍ୟ ଘେରରେ ଫସିଛନ୍ତି ବିଦ୍ୟା; ରିଲିଜ୍‌ ହେଲା ‘ନିୟତ’ର ଟ୍ରେଲର

ଭୁବନେଶ୍ବର: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ହତ୍ୟା ରହସ୍ୟ ଉପରେ ଆଧାରିତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ନିୟତ’ ସହ ବଡ଼ ପରଦାକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଦ୍ୟା ଜଣେ ଗୁପ୍ତଚର ସାଜି ପରଦାକୁ ଫେରିବେ।…
Read More...

ଯାତ୍ରୀବାହୀ ବସ୍-ବାଇକ ମୁହାଁମୁହିଁ ଧକ୍କା; ବାଇକ ଆରୋହୀ ଗୁରୁତର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଠାକୁରମୁଣ୍ଡାଠାରୁ ୨ କିମି ଦୂର ଜୁଡାମ୍ବ ଘାଟିରେ ଗୁରୁବାର ଏକ ଯାତ୍ରୀବାହୀ ବସ୍ ସହିତ ବାଇକ ମୁହାଁମୁହିଁ ଧକ୍କା…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଥାନା ଅଧିନସ୍ଥ ଭେଜା ନିକଟସ୍ଥ ଆମ୍ବ ତୋଟାରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ କାଶୀପୁର ବ୍ଲକ ଅଡାଜର ପଞ୍ଚାୟତର ଶୋରିଷ ବାଡ଼ି ଗାଁର କେଶବ ନାୟକ…
Read More...

ଯୋଗ ଦିବସରେ ଶୟନ ମୁଦ୍ରାରେ ମଦ୍ୟପ ଶିକ୍ଷକ; ଭିଡିଓ ଭାଇରାଲ୍

ଲଡୁଗାଁ : ବିଶ୍ବ ବ୍ୟାପୀ ଆଜି ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଉଛି। ସମସ୍ତେ କେମିତି ଯୋଗାସନ ପ୍ରତି ରୁଚି ରଖିବେ ଏବଂ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ତା’ ଉପରେ ଦୃଷ୍ଟି ଦିଆଯାଉଛି। କିନ୍ତୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜାତିସଂଘ ଯୋଗ ଶିବିରରେ ଯୋଗଦେଲେ ମୋଦୀ.. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ…
Read More...

ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ନୀତୀଶ କୁମାରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ବୁଧବାର ଦୁଇଟି ପିସିଆର କଲ୍‌ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା…
Read More...

ପିପିଲିରେ ଅନ୍ତର୍ଜାତୀୟ ଯୋଗ ଦିବସ

ପିପିଲି: ପତଞ୍ଜଳୀ ଯୋଗ ସମିତି ଏବଂ ଭାରତ ସ୍ୱାଭିମାନ ଟ୍ରଷ୍ଟର ପୁରୀ ଜିଲା ଶାଖା, ପିପିଲିର ମା’ କନକଦୁର୍ଗା ଯୋଗ ସମିତି ଓ ଆଦିଯୋଗୀ ଯୋଗ ସମିତି ପକ୍ଷରୁ ସ୍ଥାନୀୟ ଜବାହର ବିଦ୍ୟାପୀଠ ଖେଳ ପଡ଼ିଆଠାରେ ବୁଧବାର ୯ମ…
Read More...

‘ଛବିଘର’ରେ ଚିତ୍ର ଉତ୍ସବ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାସ୍ଥିତ ଛବିଘର(ଶିଶୁ ଚିତ୍ରଶିଳ୍ପୀଙ୍କ ଅଗ୍ରଣୀ ଅନୁଷ୍ଠାନ)ର ନିଜସ୍ଵ ପ୍ରଦର୍ଶନୀ କକ୍ଷରେ ଅନନ୍ୟ ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ‘ଚିତ୍ର…
Read More...

ଇନଷ୍ଟାଗ୍ରାମରୁ ସପିଙ୍ଗ୍‌ କରି ମହିଳା ହଟହଟା, ଲାଗିଲା ଲକ୍ଷେ ୨୫ ହଜାର ଟଙ୍କାର ଚୂନ

ନୂଆଦିଲ୍ଲୀ: ଯଦିଓ ଅନଲାଇନ୍ ସପିଙ୍ଗ୍‌ ପାଇଁ ବହୁତ ଅନଲାଇନ୍ ସାଇଟ୍ ଅଛି, କିନ୍ତୁ ଅନେକ ଲୋକ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ସାଇଟ୍‌ରୁ ସପିଙ୍ଗ୍‌ କରୁଛନ୍ତି। ଯଦି ଆପଣ ମଧ୍ୟ ଏହିପରି ଲୋକମାନଙ୍କ ମଧ୍ୟରୁ…
Read More...

ରଥଯାତ୍ରା ପାଇଁ ଜାତୀୟ ରାଜପଥରେ ସେବା କାର୍ଯ୍ୟ

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଗାଡି ମୋଟର ଭିଡ ଲାଗି ରହିଥିଲା। ସୋମବାର ସକାଳଠାରୁ ଏହି ଜାତୀୟ ରାଜପଥରେ ହଜାର…
Read More...

ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦିପୁଟ: ଅଗ୍ନିକାଣ୍ଡରେ ୩ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ବେତିଙ୍ଗ ଗ୍ରାମରେ । ମିଳିଥିବା ସୂଚନା…
Read More...

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳିଜଗନ୍ନାଥପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବାତ୍ୟା ଆଶ୍ରୟ ସ୍ଥଳୀସ୍ତରୀୟ ସାମୂହିକ ଅଭ୍ୟାସ(ମକଡ୍ରିଲ) ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଆର.…
Read More...

ଖତ ଖାଉଛି ସାଧାରଣ ଶୌଚାଳୟ, ଦିଗହରା ସ୍ଵଚ୍ଛଭାରତ ଅଭିଯାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୧୨ଟି ୱାର୍ଡ ମଧ୍ୟରୁ ୮ଟି ୱାର୍ଡରେ ନିର୍ମିତ ହୋଇଥିଲା ସାଧାରଣ ଶୌଚାଳୟ। ଅଞ୍ଚଳର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଚାରି ଲକ୍ଷ ପଚାଶ ହଜାର ଟଙ୍କାର ବ୍ୟୟ…
Read More...

ନବରଙ୍ଗପୁରରେ ବର୍ଷାଭିଜା ରଥଯାତ୍ରା; ଭିଜିଲେ ଭଗବାନ ଓ ଭକ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳନ କରାଯାଇଛି। ତେବେ ରଥଟଣା ବେଳେ ଅଚାନକ ପ୍ରବଳ ବର୍ଷା ହେବାରୁ ଭକ୍ତମାନେ ବର୍ଷାରେ ଭିଜି ଭିଜି ରଥ ଟାଣିଥିଲେ। ଭଗବାନ ଓ ଭକ୍ତ ବର୍ଷାରେ ଭିଜିଥିଲେ।…
Read More...