ବାହୁଡ଼ା ଯାତ୍ରାରେ ଛିଡ଼ିଲା ରଥ ଦଉଡ଼ି; ସେବାୟତଙ୍କ ସମେତ ୬ ଆହତ

ପୁରୀ: ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଭୋଇ ସେବାୟତ ଓ ୫ ଜଣ ଭକ୍ତ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.