MEllora 950×100
Browsing Tag

puri news

ଧଳାଜହର ଜବତ ; ୫ ମହିଳା ସହ ୮ ଗିରଫ

ପୁରୀ : ପୁଣି ଜବତ ହେଲା ଧଳା ଜହର। ପୁରୀ ମାର୍କଣ୍ଡେଶ୍ୱର ବାସେଳୀ ସାହିର ନୋଳିଆ ସାହିରୁ ଆଜି ୨୬୭ ଗ୍ରାମ ଧଳାଜହର ଚଢାଉ କରାଯାଇ ଜବତ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୩ ଜଣ…
Read More...

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି। ନୀତି ଅନୁଯାୟୀ ରଥରେ ଅଧର ହାଣ୍ଡି ଭଙ୍ଗାଯିବ। ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଲେ ଭକ୍ତ। ଆସନ୍ତାକାଲି ଶ୍ରୀଜିଉଙ୍କ…
Read More...

ଲାଞ୍ଚ ନେଇ ଧରାପଡିଲେ ଡିଆଇସି କାର୍ଯ୍ୟାଳୟର ସୁପର ଭାଇଜର

ପୁରୀ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଡିଆଇସି କାର୍ଯ୍ୟାଳୟର ସୁପର ଭାଇଜର। ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି। ପ୍ରାୟ ୧୫ ହଜାର…
Read More...

ଚାଲିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ; ପୁଣି କିଏ ଭାଙ୍ଗିଦେଲା ରୋଷଘର ଚୁଲି

ପୁରୀ : ଚାଲିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ପୁଣି ପୁରୀରେ ଭାଙ୍ଗିଲେ ରୋଷ ଘର ଚୁଲି। ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ନେଇ ଶନିବାର ଖବର ମିଳିଛି। ପ୍ରାୟ ୨୦ ରୁ ଅଧିକ ଚୁଲି ଦୁର୍ବୃତ୍ତ…
Read More...

ଗଡିଲା ନନ୍ଦିଘୋଷ ; ଭାଇଭଉଣୀ ପଛେ ପଛେ ଯାଉଛି ଜଗା

ପୁରୀ : ଆଜି ଲୋକାରଣ୍ୟ ବଡଦାଣ୍ଡ। ଘଣ୍ଟାଘଣ୍ଟ,ହୁଳହୁଳି ହରିବୋଲରେ କମ୍ପୁଛି ଚାରିଦିଗ। ଆଗରେ ବଡଭାଇ,ସୁନା ଭଉଣୀ ପଛରେ ଯାଉଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ। ତାଳଧ୍ୱଜ ଓ ଦର୍ପଦଳନରେ ପରେ ବଡଦାଣ୍ଡରେ ଗଡିଲା…
Read More...

ସରିଲା ତିନି ରଥରେ ଛେରାପହଁରା ; କିଛି ସମୟ ପରେ ରଥଟଣା ଆରମ୍ଭ

ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ନୀତିକାନ୍ତି ପରେ ତିନି ରଥରେ ବିଜେ କରି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ‘ଛେରାପହଁରା’ ନୀତି କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ ରଥରେ…
Read More...

ପୁରୀରେ ଜାତୀୟ ସ୍କାଉଟ ଓ ଗାଇଡ ସେବା ଶିବିର ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ପୁରୀ : ଆଜି ପୁରୀରେ ଜାତୀୟ ସ୍କାଉଟ ଓ ଗାଇଡ ସେବା ଶିବିର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ନିଷ୍ଠାର ସହ ଭକ୍ତଙ୍କ ସେବା କରିବାକୁ ରାଜ୍ୟପାଳ ପରାମର୍ଶ  ଦେଇଛନ୍ତି। ଏହି ଅବସରରେ…
Read More...

ଦକ୍ଷିଣ ମୋଡ ହେଲା ତିନି ରଥ ; ମହାପ୍ରଭୁଙ୍କୁ ଅପେକ୍ଷା କରିଛି ନନ୍ଦିଘୋଷ

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ଏହି କାରଣରୁ ଲୋକାରଣ୍ୟ ହେବାକୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର। ତିନି ରଥରୁ ଆଜ୍ଞାମାଳ ଆସି ସାରିବା ପରେ ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଉଛି।…
Read More...

ରଥଯାତ୍ରା : ସଂକ୍ରମଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି

ପୁରୀ : ଆଉ ଅଳ୍ପ ଦିନ ବାକି ରହିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସଂକ୍ରମଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱାସ୍ଥ୍ୟ ବିଭାଗର…
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ : ଆଉ ଅଳ୍ପ ଦିନ ବାକି ରହିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ପୂର୍ବ ପ୍ରସ୍ତୁତି ସହ ଅନେକ ବୈଠକ କରାଯାଉଛି। ରଥଯାତ୍ରା ନେଇ ପୁରୀରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି…
Read More...