www.samajalive.in
Saturday, December 6, 2025
14.1 C
Bhubaneswar

ଚାଷଜମିରୁ ଉଦ୍ଧାର ହେଲା ବିରଳ ପ୍ରାଚୀନ ପଥର କଳାକୃତି

ମ.ରାମପୁର:  କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ଗ୍ରାମପଞ୍ଚାୟତର ରଜାମୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରାଚୀନ ପଥର କଳାକୃତି ଉଦ୍ଧାର ହେଇଛି।

ପ୍ରାପ୍ତ ସୂଚନା ମୁତାବକ, ଗ୍ରାମର ଚାଷୀ ବରୁଣ ସାହୁ ନିଜ ଜମିରେ ହଳ କରୁଥିବା ସମୟରେ ଏହି ପ୍ରସ୍ତର ନିର୍ମିତ କଳାକୃତି ଉଦ୍ଧାର ହୋଇଛି । ଖବର ପ୍ରଚାର ହେବା ପରେ ଏବେ ସେଠାରେ କ୍ରମେ କ୍ରମେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଗ୍ରାମର କୀର୍ତ୍ତନ ସାହୁ, ସତ୍ୟ ନାରାୟଣ ସାହୁ, ଈଶ୍ୱର ସାହୁ, ବ୍ରହ୍ମା ସାହୁ, ଶ୍ରୀକର ସାହୁ ଜମିରେ ଉପସ୍ଥିତ ରହି ବିଭିନ୍ନ ବିଭାଗକୁ ଖବର ଦେଇଥିବା ଜଣାଯାଇଛି। ତେବେ ଏହି ବିରଳ ପ୍ରାଚୀନ ପ୍ରସ୍ତର ନିର୍ମିତ କଳାକୃତିର ଗବେଷଣାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories