www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗିଲା.. ବିନା ଅନୁମତିରେ ପାଚେରୀ ଭଙ୍ଗାଯାଇଥିବା ଏଏସଆଇର ଅଭିଯୋଗ.. ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ ପାଚେରୀ ଭାଙ୍ଗିଲେ ଠିକାଦାର.. ଡ୍ରେନ ନିର୍ମାଣ ପାଇଁ ପାଚେରୀ ଭଙ୍ଗା ଯାଇଥିବା ସ୍ଥାନୀୟ କର୍ପୋରେଟରଙ୍କ ସୂଚନା..

ଅନୁଗୁଳ କରଡ଼ାଗାଡ଼ିଆ ଛକରେ ଦୁଇ ଟ୍ରକ ମଝିରେ ଚାପି ହୋଇ ୨ ମୃତ..

- Advertisement -

ଏନ୍‌ସିପି ଚିହ୍ନ ଆମ ସହିତ ରହିବ- ଅଜିତ ପାୱାର..

ମହାରାଷ୍ଟ୍ରରେ ମହାନାଟକ.. ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିରୋଧୀ ଦଳ ନେତା ପଦ ଛାଡ଼ି ଅନେକ ବିଧାୟକଙ୍କ ସହ ଏନଡିଏରେ ସାମିଲ.. ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ..

ଜୁଲାଇ ୪ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା.. ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସୂଚନା..

ଆଜିଠୁ ରତ୍ନବେଦୀରେ ଦର୍ଶନ ଦେବେ ତିନି ଠାକୁର.. ମିଳିବ ନୀଳାଦ୍ରି ଅବଢ଼ା..

ଟ୍ୱିଟର ଟ୍ଵିଷ୍ଟ – ଅସୀମିତ ବାର୍ତ୍ତା ପ୍ରେରଣ ଓ ପଢିବା ଉପରେ ଲାଗିଲା ସାମୟିକ କଟକଣା.. ଦିନକୁ ୬ ହଜାର ପୋଷ୍ଟ ପଢ଼ି ପାରିବେ ଭେରିଫାଏଡ ଆକାଉଣ୍ଟ, ଅନ୍ ଭେରିଫାଏଡଙ୍କ ପାଇଁ ୬୦୦ ଓ ନୂତନ ବ୍ୟବହାରକାରୀ ପଢ଼ିପାରିବେ ୩୦୦ ପୋଷ୍ଟ..

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories