www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି..

ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି.. ଓଡ଼ିଶାରୁ ମଞ୍ଜୁଲତା ଓ ସେବତୀଙ୍କୁ ମିଳିଲା ଜାତୀୟ ପୁରସ୍କାର..

- Advertisement -

ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା..

ଆସାମରେ ବନ୍ୟା.. ୨୦ ଜିଲାର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ.. ଲକ୍ଷାଧିକ ଲୋକ ବନ୍ୟାପାଣି ଘେରରେ ରହିଥିବାବେଳେ ଏନଡ଼ିଆରଏଫ, ଏସ୍‌ଡ଼ିଆରଏଫ ଓ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି.. ଏବେସୁଦ୍ଧା ୭୮୦ ଗାଁ ବନ୍ୟାଜଳ ଘେରରେ..

ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର.. ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ବାସ୍ଥ୍ୟପ୍ରଦ ଆହାର ପାଇବେ….

ଯୌନ ନିର୍ଯ୍ୟାତନା ମାମଲା.. କଲିକତାରେ ଗାୟକ ସୌରିନ ଭଟ୍ଟଙ୍କୁ ପାଇଲାନି କମିଶନରେଟ୍ ପୁଲିସ..

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ.. ମାଲକାନଗିରି, ଗଜପତି, କୋରାପୁଟ ଛୁଇଁଲା ମୌସୁମୀ.. ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..

ଆଜି ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ .. ଚନ୍ଦ୍ରର ଅତି ନିକଟତର ହେବେ ଶୁକ୍ର ଓ ମଙ୍ଗଳ .. ରାତି ୭ରୁ ୮ଟା ଯାଏ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି..

ଭଦ୍ରକର ପୂର୍ବତନ ଡିଏସ୍‌ଡବ୍ଲୁଓ ଜୟନ୍ତୀ ବେହେରାଙ୍କର ମାଳ ମାଳ କୋଠା .. ବାଲେଶ୍ବରରେ ୨ଟି ୩ ମହଲା ଘର.. ଭୁବନେଶ୍ବର ଗୌତମ ନଗରରେ ଫ୍ଲାଟ୍‌ ସମେତ ଅନେକ ଜାଗାରେ ପ୍ଲଟ..

ଧନୁପାଲିର ଏକ ମଲରେ ଜିଏସ୍‌ଟି ଓ ଭିଜିଲାନ୍ସ ଚଢ଼ାଉ.. ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା..

ବାହାନଗା ପଞ୍ଚାୟତ ହେବ ମଡେଲ ପଞ୍ଚାୟତ.. ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା.. ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର କରିଛନ୍ତି..

ବିହାର : କୋୱିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ ଗିରଫ..

ଝାରସୁଗୁଡ଼ା : ଝାମ୍ପିନେଲେ ୧.୮୩ ଲକ୍ଷ.. ୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ଯାଉଥିଲେ ପୂର୍ବତନ ସେନା ଅଧିକାରୀ..

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories