ଜଟିଳ ମାଂସପେଶୀ ରୋଗର ଚିକିତ୍ସା.. ବାଲେଶ୍ୱରର ୩ ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ..
ବିଏମସି ଡାକ୍ତରଖାନା ଅନ୍ଧାର.. ରୋଗୀ, ଡାକ୍ତର ସଭିଏଁ ଦହଗଞ୍ଜ..
ଆସାମରେ ବନ୍ୟା ବିପର୍ୟ୍ୟୟ.. ୫ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ..
ଭାରତରେ ୨ଟି ନୂତନ ବାଣିଜ୍ୟ ଦୂତାବାସ ଖୋଲିବ ଆମେରିକା..
କଳାହାଣ୍ଡିରେ ଜେପି ନଡ୍ଡା.. ୨୪ ପାଇଁ କଳାହାଣ୍ଡି ଓ ନୂଆପଡ଼ା ଜିଲା କର୍ମୀଙ୍କୁ ଦେଲେ ବିଜୟର ମନ୍ତ୍ର..
ବିଚ୍ଛିନ୍ନାଞ୍ଚଳ ଅଭିମୁଖେ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା.. ପ୍ରଥମଥର ପାଇଁ ଛତିଶଗଡ଼ରେ ବିତରଣ ହେବ ଉତ୍କଳ ପ୍ରସଙ୍ଗ..
ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ.. ମୌସୁମୀ ସାରା ରାଜ୍ୟକୁ ଅଗ୍ରସର ନେଇ ପାଣିପାଗ ବିଭାଗର ସୂଚନା..
ଟାଇଟାନିକ୍ ବୁଡାଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ବୁଡାଜାହାଜରେ ଥିବା ୫ ଜଣଙ୍କ ମୃତ୍ୟୁ..
ହିନ୍ଦୋଳ ରେଞ୍ଜ ମାଗୁବେରେଣୀ ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ..
ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା.. ୪ ଆତଙ୍କବାଦୀ ନିହତ.. କୁପୱାରାରେ ସେନା ଓ ପୁଲିସର ମିଳିତ ଗୁଳିବିନିମୟ..



