www.samajalive.in
Friday, December 5, 2025
23.1 C
Bhubaneswar

ବର୍ଡର ଗାଭାସ୍କର ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ୬ ଓ୍ବିକେଟରେ ହାରିଲା ଭାରତ

ସିଡ୍‌ନୀ: ସିଡ୍‌ନୀରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ​‌ଟେଷ୍ଟ ଜିତିଛି ଅଷ୍ଟ୍ରେଲିଆ। ଭାରତକୁ ୬ ଓ୍ବିକେଟରେ ହରାଇଛି କଙ୍ଗାରୁ ଦଳ। ଟିମ୍‌ ଇଣ୍ଡିଆ ୧୬୨ ରନ୍‌ର ଟାର୍ଗେଟ ଦେଇଥିବାବେଳେ ଉତ୍ତରରେ ୪ ଓ୍ବିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଛି ଅଷ୍ଟ୍ରେଲିଆ। ଭାରତକୁ ୩-୧ରେ ହରାଇ ୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ସିରିଜ୍ ନିଜ ନାଁରେ କରିଛି କଙ୍ଗାରୁ ଦଳ। ଏଥିସହ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍ ପଡ଼ିଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି ଏବଂ ପୂର୍ବରୁ ଦକ୍ଷିଣ ଆଫ୍ରିକା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ମାସରେ ଲର୍ଡସ୍‌ର ଐତିହାସିକ ମଇଦାନରେ ଖେଳାଯିବ ଡବ୍ଲ୍ୟୁଟିସି ଟାଇଟଲ୍ ମ୍ୟାଚ୍।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories