ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ.. ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଦକ୍ଷିଣ ଆଫ୍ରିକାର ପ୍ଲାଟିନମର ଏକ ଖଣିରେ ଛିଣ୍ଡିଗଲା ଲିଫ୍ଟ.. ୧୫ ଶ୍ରମିକଙ୍କ ମୃତ୍ୟୁ..…
Read More...

ଭଙ୍ଗାଘରେ ବିତୁଛି ଜୀବନ; ଆବାସ ଘର ସାତ ସପନ

ହରଭଙ୍ଗା: ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଗ୍ରାମୀଣ ଆବାସରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏହା ସତ୍ୱେ ସରକାରଙ୍କ ଏହି ମହତ୍‌‌ ଯୋଜନାରୁ ବଞ୍ଚିତ ହୋଇ ଜଣେ ଗରିବ ଶ୍ରମିକ ଶ୍ରେଣୀର ପରିବାର ପିଲାଛୁଆଧରି…
Read More...

ମହିଳାଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା, ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାଠାରେ ଜଣେ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ କାଉଗୁଡ଼ାର ବୁଦ୍ଧିମନ୍ତ…
Read More...

ଆମେ ସଫଳତାର ନିକଟତର, ଆଉ ୨ ମିଟର ବାକି: ଏନଡିଏମଏ ସଦସ୍ୟ

ଉତ୍ତରକାଶୀ: ଦୀପାବଳି ଦିନଠାରୁ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଯେକୌଣସି ମୁହୂର୍ତ୍ତରେ ବାହାରକୁ ବାହାରିପାରନ୍ତି। ଟନେଲ ଭିତରେ ମେଡିକାଲ ଟିମ୍‌ ପହଞ୍ଚି ସାରିଛି ଏବଂ ସେଠାରେ ଅସ୍ଥାୟୀ…
Read More...

ମୁକ୍ତିଲାଭ ପୂର୍ବରୁ ମୋଟା ଅଙ୍କର ଆୟ କଲାଣି ‘ସାଲାର’

ମୁମ୍ବଇ: ଡିସେମ୍ବର ମାସ ସିନେପ୍ରେମୀଙ୍କ ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି। ଆରମ୍ଭରେ ‘ଆନିମଲ୍‌’ ଓ ‘ସାମ୍ ବାହାଦୁର’ ଭଳି ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ଥିବା ବେଳେ ବର୍ଷର ଶେଷ ଭାଗରେ ‘ଡଙ୍କୀ’ ଓ ‘ସାଲାର’ ମଧ୍ୟରେ…
Read More...

ଝୁଲି ପଡ଼ିଲେ ଅଗ୍ନିବୀର ପ୍ରଶିକ୍ଷାର୍ଥୀ; କାରଣ ଅସ୍ପଷ୍ଟ

ମୁମ୍ବଇ: ମୁମ୍ବଇରେ ଭାରତୀୟ ନୌସେନାର ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ନୌସେନାରେ ତାଲିମ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ…
Read More...

ଧାମରାରେ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ

ଧାମରା: ଧାମରାରେ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ସପ୍ତମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ…
Read More...

ଜେଏସଡବ୍ଳ୍ୟୁ-ଭୁଷଣ ପକ୍ଷରୁ ଠେଲକୋଲୋଇ ହାଇସ୍କୁଲ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ରେଙ୍ଗାଲି: ଜେଏସଡବ୍ଳ୍ୟୁ-ଭୁଷଣ କମ୍ପାନୀ ପକ୍ଷରୁ ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଗ୍ରାମରେ ଥିବା ହାଇସ୍କୁଲର କୋଠା ନିର୍ମାଣ ପାଇଁ ସୋମବାର ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଆୟୋଜିତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଓଡ଼ିଶା ପାଭିଲିଅନକୁ ସ୍ୱର୍ଣ୍ଣ ପଦକ.. IITF-୨୦୨୩ରେ ଓଡ଼ିଶାକୁ ସ୍ୱର୍ଣ୍ଣ.. ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିଲା କାର୍ଯ୍ୟକ୍ରମ.. କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ.. ପୋଖରୀରେ ଭସା…
Read More...

‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’: ପ୍ରଥମ ଝଲକ୍‌ ​‌ଦେଖି ଅବାକ୍‌ ଦର୍ଶକ

ମୁମ୍ବଇ: ‘କାନ୍ତାରା- ଏ ଲିଜେଣ୍ଡ’ ଗତ ବର୍ଷ କମାଲ୍‌ କରିଥିଲା, ଆଉ ଏବେ ହୋମ୍ବଲେ ଫିଲ୍ମ୍‌ସ ପୁଣି ଫେରିଛି ଆଉ ଏକ ଜବରଦସ୍ତ ଚଳଚ୍ଚିତ୍ର ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’ ସହ। ନିକଟରେ ଫିଲ୍ମର ଏକ ଝଲକ୍…
Read More...

ପାରାଦୀପ ବନ୍ଦର ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଜଗତସିଂହପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ଗସ୍ତ କରି ପାରାଦୀପ ବନ୍ଦର ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ସକାଳ ୯ଟା ୪୦ ମିନିଟରେ ବାୟୁସେନା…
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିରରେ ଭିଡ଼

ଭବାନୀପାଟଣା: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲାର ତେଲ, ଉଦନ୍ତି, ହାତୀ, ରେତ ନଦୀ ସମେତ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବଡି ଭୋରରୁ ବୁଡ଼ ପକାଇଛନ୍ତି। ପରେ ଜିଲ୍ଲାର ମାଣିକେଶ୍ଵରୀ,…
Read More...

ସରିଲା ପ୍ରଚାର, ଆଜିଠୁ ପ୍ରାର୍ଥିନୀଙ୍କ ଅନ୍ଧାରୀ ବିଜେ: ୨୯ରେ ଭାଗ୍ୟ ନିର୍ଦ୍ଧାରଣ

ଜି ଉଦୟଗିରି: ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଜି.ଉଦୟଗିରି ଏନଏସିର ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରଚାର ସରିଛି। ତେବେ ଗତ ପୌରନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନର…
Read More...

ଶୁବମନ ଗିଲ୍‌ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୪ ପୂର୍ବରୁ ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗୁଜୁରାଟ ଟାଇଟାନ୍ସର ଏକ…
Read More...

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବରରେ ପହଞ୍ଚିଲେ.. ଆସନ୍ତାକାଲି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ.. ଡାକ୍ତରଖାନାକୁ ପ୍ରସ୍ତୁତ ରଖ.. ଚୀନ୍‌ରେ…
Read More...

ଏ ହେଉଛି ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ କାର; ଦାମ୍‌ ବାଇକ୍‌ଠୁ ବି କମ୍‌

ଡେସ୍କ: ଭାରତରେ ବୈଦ୍ୟୁତିକ ଯାନର ପରିସର ବୃଦ୍ଧି ପାଇବାରେ ଲାଗିଛି। ଲୋକେ ପେଟ୍ରୋଲ ଏବଂ ଡିଜେଲ ଛାଡି ଇଲେକ୍ଟ୍ରିକ୍ କାର ଆଡ଼କୁ ମୁହାଁଉଛନ୍ତି। ତେବେ ବୈଦ୍ୟୁତିକ କାରର ମୂଲ୍ୟ ଅଧିକ ହୋଇଥିବାରୁ ଅନେକ ଲୋକ ଇଚ୍ଛା ଥାଇ…
Read More...

ଧାମରାରେ ୩ ରାଜନୈତିକ ଦଳ ପାଳିବେ ବୋଇତ ବନ୍ଦାଣ

ଧାମରା: ଧାମରାରେ ତିନି ରାଜନୈତିକ ଦଳ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରିବେ। ବିଜେପି ପକ୍ଷରୁ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…
Read More...

ମା’ ବୋଡେନ ମାଉଲୀଙ୍କ ପୀଠରେ ପାରମ୍ପରିକ ପୋଢ ପୂଜା ପର୍ବ

କଲମପୁର: ଲୋକ ବିଶ୍ୱାସ ଓ ପରମ୍ପରାକୁ ନେଇ ପ୍ରତି ୧୨ ବର୍ଷରେ ବଙ୍କାପଲାଠାରେ ଥିବା ମା’ ବୋଡେନ ମାଉଲୀଙ୍କ ପୀଠରେ ପାଳନ କରାଯାଉଛି ପୋଢ ପୂଜା ପର୍ବ। ଗତ ୧୮ ତାରିଖରୁ ସପ୍ତାହବ୍ୟାପୀ ଚାଲିଥିବା ପର୍ବର ପ୍ରାଥମିକ ସୋପାନ…
Read More...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଏହି ଅବସରରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ଶୃଙ୍ଖଳିତ କରିବା…
Read More...

ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଗତ ଦୁର୍ଗାପୂଜା ସମୟରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଜଣେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ରବିବାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଘଟଣାର ମାସେ ପରେ ମୁଖ୍ୟ…
Read More...

ସମ୍ବିଧାନ ଦିବସରେ ଆଇନ ସଚେତନତା ଶିବିର

ନବରଙ୍ଗପୁର: ସ୍ଥାନୀୟ ଜିଲା ଅଦାଲତ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସମ୍ବିଧାନ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା; ମୋଟ୍‌ ୭ ପୁଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ:  ଗତ ବର୍ଷ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ମୋଟ୍‌ ୭ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏଥି ମଧ୍ୟରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୁଲିସ…
Read More...

କୋକସରା କୋର୍ଟରେ ସମ୍ବିଧାନ ଦିବସ 

କୋକସରା: କୋକସରା ତାଳୁକ ଆଇନ ସେବା ସମିତି ପକ୍ଷରୁ କୋକସରା କୋର୍ଟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। କୋକସରା ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ରୀତିକା ଜେନାଙ୍କ ଅଧ୍ୟକ୍ଷତାରେ ରବିବାର ସମ୍ବିଧାନ ଦିବସ ପାଳିତ…
Read More...

ପାର୍କିଂ ପାଇଁ ସ୍ଥାନ ନାହିଁ; ରାସ୍ତା ପାର୍ଶ୍ବରେ ରଖିଲେ ଗଣିବାକୁ ପଡୁଛି ତଣ୍ଡ

ଲକ୍ଷ୍ମୀପୁର: ଦୁଇ ଚକିଆ ଯାନ ରଖିବା ପାଇଁ ଲକ୍ଷ୍ମୀପୁର ବଜାରରେ ସ୍ଥାନ ନାହିଁ, ଯେଉଁଥିପାଇଁ ଲୋକମାନଙ୍କୁ ରାସ୍ତା ଉପରେ ଗାଡ଼ି ରଖିବାକୁ ପଡୁଛି । ଏଥିପାଇଁ ପୁଲିସର ଆକ୍ରୋଶର ଶିକାର ହେବା ସହିତ ତଣ୍ଡ ମଧ୍ୟ ଗଣିବାକୁ…
Read More...

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର: ଆମ୍ବପୁଆସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିକଟରେ ଥିବା ଶାଗୁଆନ ଜଙ୍ଗଲରୁ ଶନିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଗୋପାଳପୁର ପୁଲିସ। ସକାଳେ ଶାଗୁଆନ ଜଙ୍ଗଲରେ ଜଣେ ଯୁବକ ଏକ ଗଛରେ ପ୍ଲାଷ୍ଟିକ…
Read More...

ଲକ୍ଷ୍ମୀ ବସ୍‌ ଯୁଗରେ କମିନି କୁକୁଡ଼ା ଗାଡ଼ିର ଚାହିଦା

ଭବାନୀପାଟଣା: କଳାହାଣ୍ଡିରେ ଏବେ ଯୁଆଡେ ଦେଖିଲେ ଖାଲି ଲକ୍ଷ୍ମୀ ବସ୍। ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ମୋଟ ୬୩ଟି ଲକ୍ଷ୍ମୀ ବସ୍ ଗଡୁଛି। ବିଶେଷକରି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ.. ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲା..  ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ.. ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା..…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌(ନେସନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରେଡିଟେସନ୍‌ କାଉନ୍‌ସିଲ୍‌)…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି; ଭଟିଣ୍ଡା ଏସ୍‌ପି ନିଲମ୍ବିତ

ନୂଆଦିଲ୍ଲୀ: ଗତ ବର୍ଷ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ପାଇଁ ଭଟିଣ୍ଡା ଏସପି ନିଲମ୍ବିତ ହୋଇଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସୁରକ୍ଷାରେ ତୃଟି…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବହିଷ୍କୃତ ଛାତ୍ର ଦୁର୍ଗା ମାଧବ ନ୍ୟାୟ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ବହିଷ୍କୃତ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚି ଥିବା ବେଳେ ଆସନ୍ତା ୨୮ ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ ଓ…
Read More...

କୁସୁମଡିହିରେ ସଞ୍ଚୟ ମେଳା-୨୦୨୩

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ଗ୍ରାମପଞ୍ଚାୟତର କୁସୁମଡିହିଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବ ଅଧିକାର ସେବା ସମିତି ପକ୍ଷରୁ ଶନିବାର ସଞ୍ଚୟ ମେଳା ୨୦୨୩ ଅନୁଷ୍ଠିତ…
Read More...

କେତେ ସୁରକ୍ଷିତ ସ୍କୁଲ ପିଲା; ମାଳମାଳ ଗାଇଡଲାଇନ୍‌ କୁଆଡ଼େ ଗଲା

ଲଡୁଗାଁ: ଡିସେମ୍ୱର ପହିଲାରୁ ସଡ଼କ ସୁରକ୍ଷା ବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ହେବ। ଏଠି ମାଳମାଳ ଗାଇଡଲାଇନ୍‌, ହେଲେ ତଦାରଖ କରିବାକୁ କେହି ନାହିଁ । କଟକଣା ଶୂନ, ଅମାନିଆ ଗାଡ଼ି ଚାଳକ । ଏପଟେ…
Read More...

ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଗୋଟିଏ ପଟେ ପୁଲିସ ଓ ଅବକାରୀ ବିଭାଗ ଗାଁ ଗାଁରେ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରି ଗଞ୍ଜେଇ ନଷ୍ଟ ଅଭିଯାନ ଚଳାଇଥିବା ବେଳେ ଅନ୍ୟପଟେ ମାଫିଆମାନେ ଗଞ୍ଜେଇ ଚାଲାଣ…
Read More...

ଯୁବକ ନିଖୋଜ; ଥାନାରେ ଅଭିଯୋଗ

ଲଡୁଗାଁ: କୋକସରା ଗ୍ରାମ ପଟ୍ଟନାୟକ ପଡାରେ ରହୁଥିବା ଯୁବକ ପପନ ପଟ୍ଟନାୟକ(୨୬), ଉଚ୍ଚତା ୫ ଫୁଟ। ଗତ ୨୦ ନଭେମ୍ବର ସୋମବାର ଦିନ ଘରୁ ବାହାରି ଆଉ ଫେରି ନାହାନ୍ତି। ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଖବର ନ…
Read More...

ରାସ୍ତା ଉପରେ ଦୋକାନ ଓ ଗାଡ଼ି ପାର୍କିଂ, ପ୍ରଶାସନ ନିରବଦ୍ରଷ୍ଟା

ଠାକୁରମୁଣ୍ଡା : ରାସ୍ତା ଉପରେ ରହିଛି ଦୋକାନ ଓ ଚାଲିଛି ଗାଡ଼ି ପାର୍କିଂ। ରାଜ୍ୟ ରାଜପଥ ନଂ ୫୩ ରାସ୍ତା ଆନନ୍ଦପୁର-କରଞ୍ଜିଆ ରାସ୍ତା ଠାକୁରମୁଣ୍ଡା ବଜାର ଦେଇ ଯାଇଥିବା ବେଳେ ବଜାରର ଟ୍ରାଫିକ ଅବ୍ୟବସ୍ଥା କହିଲେ କୂଳ…
Read More...

ମିଳିତ ଆଦିବାସୀ କଲ୍ୟାଣ ମଞ୍ଚର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କେନ୍ଦୁଝରଗଡ଼: ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରତି ଓଡ଼ିଶା ସରକାର ଅବହେଳା ଓ ଉଦାସିନ ମନୋଭାବ ପ୍ରଦର୍ଶନ କରୁଥିବା ମିଳିତ ଆଦିବାସୀ ମଞ୍ଚ…
Read More...

ନାବାଳିକା ଦୁଷ୍କର୍ମୀକୁ ୨୦ବର୍ଷ ଜେଲ୍

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଶୁକ୍ରବାର ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍‌‌ କୋର୍ଟ ବିଚାରପତି। ଦୈତାରୀ ଥାନା ଅଞ୍ଚଳର ୧୩ ବର୍ଷୀୟା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଘଣ୍ଟାଏ ଭିତରେ ଧବଳେଶ୍ବର ମନ୍ଦିର ଖୋଲିବାକୁ ଉପଜିଲାପାଳଙ୍କ ନିର୍ଦେଶ.. ଦ୍ବାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲାପାଳ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଛନ୍ତି.. ଜିଲା ଶ୍ରମ…
Read More...

ଜିଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌

ଫୁଲବାଣୀ: ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଜିଲା ଶ୍ରମ ଅଧିକାରୀ। ୨୦୧୯ରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ତତ୍କାଳୀନ କନ୍ଧମାଳ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ୩ ବର୍ଷ…
Read More...

ହଷ୍ଟେଲ ପାଚେରୀ ନିର୍ମାଣ ଦାବିରେ ଧାରଣା ଦେଲେ ଛାତ୍ରୀ; ପ୍ରତିଶୃତି ପରେ ଓହରିଲେ

ଲାଞ୍ଜିଗଡ଼: ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି ଛାତ୍ରୀ…
Read More...

ଭାରତର ଆବେଦନ ସ୍ବୀକାର କଲା କାତାର; ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୃତ୍ୟୁଦଣ୍ଡାଦେଶର ହେବ ପୁନଃ ଶୁଣାଣି

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ବୀକାର କରିଛନ୍ତି କାତାର କୋର୍ଟ। ଖୁବଶୀଘ୍ର କାତାର…
Read More...

ଜଗା ଦର୍ଶନ କରି ଆଖି ବୁଜିଲେ ହବିଷ୍ୟାଳି

ପୁରୀ: ପୁରୀରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ ପରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ହବିଷ୍ୟାଳି ଜଣକ ନୟାଗଡ଼ ଜିଲ୍ଲାର ଫକୀର ଧଳୁଆ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ହବିଷ…
Read More...

ଫୁଲବାଣୀ ବ୍ଲକରେ ପ୍ରଥମ ‘ମୋ ଘର’ ଋଣ ବଣ୍ଟନ

ଫୁଲବାଣୀ: ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ‘ମୋ ଘର’ ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ କୁମାର ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ ପରିସରରେ…
Read More...

ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ନପାଇ ବୃଦ୍ଧା ହନ୍ତସନ୍ତ

ଲକ୍ଷ୍ମୀପୁର: ଦୀର୍ଘ ମାସ ହେବ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାସ୍ଥିତ ଜଣେ ବୃଦ୍ଧାଙ୍କୁ ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା। ଫଳରେ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରାପୁଟ ଜିଲା ଲକ୍ଷ୍ମୀପୁର…
Read More...

ପିତାଙ୍କ ପ୍ରେମରେ ‘ଆନିମଲ’ ସାଜିଲେ ରଣବୀର କପୁର; ଟ୍ରେଲର ଦେଖି ଟାଙ୍କୁରି ଉଠିବ ଲୋମ

ମୁମ୍ବଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ନିର୍ଦେଶିତ ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ୍’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣିତ କରିବା ପାଇଁ ବହୁପ୍ରତୀକ୍ଷିତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ.. ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି ମାର୍ଲନ୍ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବାସନ୍ଦ କଲା ଆଇସିସି.. ୧୦ ଦିନ ଭିତରେ ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ:…
Read More...

ହରଭଙ୍ଗାକୁ ଲମ୍ବିଲାଣି ଗଞ୍ଜେଇ ଚେର: ପୁଲିସ, ଅବକାରୀ ନିଦ୍ରାରେ

ହରଭଙ୍ଗା: ବୌଦ୍ଧ, କଣ୍ଟାମାଳ ପରେ ଏବେ ହରଭଙ୍ଗା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷର ଚେର ଲମ୍ବିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ପାର୍ଶ୍ବରେ ରହିଥିବା ପଡ଼ିଆ ଜମିରେ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ଲାଗିଥିବା ଦେଖିବାକୁ…
Read More...

୧୦ ଦିନ ଭିତରେ ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ। ଖୁବ୍‌ଶୀଘ୍ର ଏହି ଆଇନ ପ୍ରଣୟନ ହେବ ବୋଲି କହିଛନ୍ତି କେନ୍ଦ୍ର ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଡିପ୍‌ଫେକ୍‌ ପ୍ରସଙ୍ଗରେ…
Read More...

‘ଲାଞ୍ଜିଗଡ଼ ବେଦାନ୍ତ ଗ୍ରାମୀଣ ଓଡ଼ିଶାରେ କର୍କଟ ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି’

ଲାଞ୍ଜିଗଡ଼: ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଲାଞ୍ଜିିଗଡ଼ ପକ୍ଷରୁ ଲାଞ୍ଜିଗଡ଼ରେ ତିନିଦିନିଆ କର୍କଟ ଯାଞ୍ଚ ଶିବର ଆୟୋଜିତ ହୋଇଯାଇଛି । ଜାତୀୟ କର୍କଟ ସଚେତନତା ଦିବସ…
Read More...

ସିପିଆଇ(ଏମଏଲ) ପକ୍ଷରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲାଞ୍ଜିଗଡ଼: ୫ଦଫା ଦାବି ନେଇ ସିପିଆଇ(ଏମଏଲ) କଳାହାଣ୍ଡି ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ହେଲା ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼…
Read More...

ବିଧାନସଭା ସମ୍ମୁଖରେ ଧାରଣାରେ ପ୍ରଯୋଜିକା ସନଲିଶା

ଭୁବନେଶ୍ବର: ନ୍ୟାୟ ମିଳିଲାନି। ଶେଷରେ ଗୁରୁବାରଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ। ଲୋୟର…
Read More...

ଆସନ୍ତାକାଲିଠୁ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା; ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଗୁରୁଡ଼ିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଗୁରୁବାରଠାରୁ ଅନୁଷ୍ଠିତ ହେବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଯୋଗ ମନୋଭାବ ନେଇ କର୍ତ୍ତବ୍ୟକୁ ସେବା ମଣି ଦର୍ଶନ କରାଇ ଫେରାଇଦେବା…
Read More...

ସୁରକ୍ଷାବଳ-ଆତଙ୍କୀ ମୁହାଁମୁହିଁ; ୨ ସେନା ଅଧିକାରୀଙ୍କ ସହ ୩ ଶହୀଦ

ରଜୌରୀ: ଜମ୍ମୁ-କାଶ୍ମୀର ରଜୌରୀରେ ବୁଧବାର ସୁରକ୍ଷାବଳ-ଆତଙ୍କବାଦୀ ଗୁଳି ବିନିମୟ ଘଟିଛି। ଏଥିରେ ୨ ସେନା ଅଧିକାରୀ ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତ…
Read More...

ଦିନରେ ଚିକେନ ବେପାରୀ, ରାତିରେ ଗାଡ଼ି ଚୋର

ଗୁରୁଡ଼ିଝାଟିଆ: ଦିନରେ ଖୁଣ୍ଟୁଣୀ ବଜାରରେ ଚିକେନ ବ୍ୟବସାୟ ଓ ରାତିରେ ବିଭିନ୍ନ ଜିଲ୍ଲାରୁ ବାଇକ ଚୋରିକରି ବିକ୍ରୟ କରୁଥିବା କୁଖ୍ୟାତ ଆନ୍ତଃଜିଲ୍ଲା ବାଇକଚୋରି ଦଳର ମୁଖ୍ୟ ରାକିବ୍‌‌ ଖାନ୍‌‌ ନାମକ ଯୁବକକୁ ଖୁଣ୍ଟୁଣୀ…
Read More...

ଋଣ ସୁଝି ନ ପାରିବାରୁ ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟାଳୟ ସମେତ ଫ୍ୟାକ୍ଟ୍ରି ସିଲ୍

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷସ୍ଥିତ ଗୁଣ୍ଡିଚା ନଗରରେ ଥିବା ଚିଟଫଣ୍ଡ ସଂସ୍ଥା ଡାଟୁମ ମୁଖ୍ୟାଳୟ ସହ କୋଳଥି ଗାଁରେ ଏକ ଫ୍ୟାକ୍ଟ୍ରିକୁ ବୁଧବାର ବ୍ୟାଙ୍କ ପକ୍ଷରୁ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. କାଲି ଯାଏ ଗୃହ ମୁଲତବୀ.. ଅପରାହ୍ନ ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ.. ହଟ୍ଟଗୋଳରେ ରିପୋର୍ଟ ଓ ବିଧେୟକ ଉପସ୍ଥାପନ ପରେ ଗୃହକୁ…
Read More...

ଡମ୍ପିଂୟାର୍ଡ ପାଲଟିଛି ଗୋପାଳପୁର ନଦୀପଠା

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ସହରରୁ ବାହାରୁଥିବା ପଲିଥିନ, କପଡ଼ା ଓ ଥର୍ମୋକୁଲଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ନିମନ୍ତେ କୌଣସି ସୁବିଧା ନଥିବାରୁ ସେଗୁଡିକୁ ସିଗିଡି ସାହି ନିକଟରେ ଥିବା ନଦୀପଠାରେ ଜମା…
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ…
Read More...

୪୦୦ କୋଟି କ୍ଲବରେ ‘ଟାଇଗର ୩’: କୃତଜ୍ଞତା ଜଣାଇଲେ କ୍ୟାଟ୍ରିନା

ମୁମ୍ବଇ: ସଲମାନ ଖାନ, କ୍ୟାଟ୍ରିନା କୈଫ ଅଭିନୀତ ‘ଟାଇଗର ୩’ର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ‘ଟାଇଗର ୩’ ବିଶ୍ୱବ୍ୟାପୀ ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମକୁ ମିଳୁଥିବା ଭଲପାଇବାକୁ ନେଇ କ୍ୟାଟ୍ରିନା…
Read More...

ଭକ୍ତ ଶିରୋମଣି ଦାସିଆ ଜୟନ୍ତୀ; ଜାଣନ୍ତୁ କିପରି ଭକ୍ତି ଭାବରେ ବନ୍ଧା ପଡ଼ିଥିଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପରମ ଭାବର ଠାକୁର, ଭାବ ବିନୋଦିଆ। ସେ ଭକତ ଭାବରେ ବନ୍ଧା... ଭକତର ବନ୍ଧୁ... ଭକତର ଜୀବନ ଧନ... କୋଟି ବ୍ରହ୍ମାଣ୍ଡର ମଉଡ଼ମଣି। ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତ ମହାପ୍ରଭୁଙ୍କୁ…
Read More...

ତ୍ରିପୁରାରେ ଓଡ଼ିଆ ଯବାନ ଶହୀଦ

ଭବାନୀପାଟଣା: ତ୍ରିପୁରାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍‌)ରେ ତ୍ରିପୁରା ସୀମାରେ ନିୟୋଜିତ ଥିବା ଓଡ଼ିଆ ଯବାନ ଈଶ୍ବର ଚନ୍ଦ୍ର ଦୋରା ଶହୀଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି…
Read More...

ବିଶ୍ବନାଥପୁରରେ ମିଶନଶକ୍ତି କାଫେ ଉଦଘାଟିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି କାଫେ ଉଦଘାଟିତ ହୋଇଛି। ଶୁକ୍ରବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏହି କାଫେ ଉଦଘାଟନ କରିଛନ୍ତି। ଏହି ଅବସରରେ…
Read More...

ଅଞ୍ଚଳର ବିକାଶକୁ ଅଣଦେଖା: ବିଧାୟକ ହଟହଟା

ଲାଞ୍ଜିଗଡ଼: ଭୋଟ ବେଳେ କେତେ କଥା କହିଥିଲ, ତମମାନଙ୍କର ସେବା କରିବି ବୋଲି ମୁଣ୍ଡିଆ ମାରୁଥିଲ। ଅଞ୍ଚଳରେ ରାସ୍ତା କରିଦେବି, ମୋବାଇଲ୍ ଟାୱାର ବସେଇବି ବୋଲି କଥା ଦେଇଥିଲ। କୁଆଡ଼େ ଗଲା ତମର କଥା, ତମର…
Read More...

୫୦୦ ମିଟର ଗଭୀର ଖାତକୁ ଖସିଲା ଗାଡ଼ି: ୯ ମୃତ, ୨ ଗୁରୁତର

ନୈନିତାଲ: ଉତ୍ତରାଖଣ୍ଡର ନୈନିତାଲରେ ଶୁକ୍ରବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲକାଣ୍ଡା ବ୍ଲକ ଅନ୍ତର୍ଗତ ଛିଡ଼ାଖାନ-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗଭୀର ଖାତକୁ ଖସିପଡ଼ିଛି। ଏହି…
Read More...

ନ୍ୟାୟ ପାଇଁ ରେଳପଥରେ ମତ୍ସ୍ୟଜୀବୀ ପରିବାର; ରେଳ ଚଳାଚଳ ବାଧାପ୍ରାପ୍ତ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡାଠାରେ ଶତାଧିକ ମତ୍ସ୍ୟଜୀବୀ ପରିବାର ନିଜର ହକ୍ ପାଇଁ ଶୁକ୍ରବାର ସକାଳ ୯ଟାରୁ ଧାମରା ଭଦ୍ରକ ରେଳପଥରେ ଧାରଣରେ ବସିଛନ୍ତି। ଖବର ଅନୁଯାୟୀ, ଧାମରା ରେଳପଥ ଦୋହରୀକରଣ ପାଇଁ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରାମର୍ଶଦାତାଙ୍କ ଦିନିକିଆ କଲମପୁର ଗସ୍ତ

କଲମପୁର: ପଶ୍ଚିମ ଓଡ଼ିଶା ବିକାସ ପରିଷଦର ପରାମର୍ଶଦାତା ନାରାୟଣ ସାହୁ ଗୁରୁବାର ଦିନିକିଆ କଲମପୁର ଗସ୍ତ କରିଛନ୍ତି। ଶ୍ରୀ ସାହୁ କଲମପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ…
Read More...

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଲମପୁର: ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ବିଜୟ ଦେବ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରାଷ୍ଟାଚାର ଓ କୁଶାସନ ବିରୋଧରେ କଲମପୁର ବ୍ଲକ ସମ୍ମୁଖରେ ବକ୍ଷୋଭ…
Read More...

‘ସମାଜକୁ ଶୃଙ୍ଖଳିତ ଓ ବିକଶିତ କରେ ଗଣମାଧ୍ୟମ’

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ମାରୱାଡ଼ି ଧର୍ମଶାଳାଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ନବୀନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଆକାଶ ମିଶ୍ର,…
Read More...

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ.. ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା.. ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୨୧୨ ରନ୍‌ ସଂଗ୍ରହ.. ଡେଭିଡ…
Read More...

୨୦ ବର୍ଷ ପରେ ଫେରିଲେ ଧୋନୀ; ଖୁସିରେ ଆତ୍ମହରା ଗ୍ରାମବାସୀ

ନୈନିତାଲ: ଗାଁରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀଙ୍କୁ ଗାଁରେ ଦେଖି ଲୋକେ ଖୁସିରେ ଆତ୍ମ ବିଭୋର। ଗୁଳି ପରି ଇଂରାଜୀ କହୁଥିବା ମାହି ନିଜ ମାତୃଭାଷା କୁମାଓନିରେ ଲୋକଙ୍କ ସହ…
Read More...

ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ଧାମରା: ଧାମରା ପଞ୍ଚାୟତରେ ଥିବା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ଏବଂ ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ…
Read More...

ସ୍ୱଛତା ମିଶନ ଏଠି ପ୍ରହସନ; ବ୍ଲକ ଅଧ୍ୟକ୍ଷଙ୍କ ଗ୍ରାମରେ ହେଉନି କାର୍ଯ୍ୟକାରୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକରେ ସ୍ୱଛତା ମିଶନରେ ପାଇଖାନା ହୋଇଥିବା ବେଳେ ସଚେତନତା ଅଭାବରୁ ଏବେ ତାହା ପ୍ରହସନରେ ପରିଣତ ହୋଇଥିବା ଅନୁଭୂତ ହେଉଛି। କାମାକ୍ଷାନଗର ବ୍ଲକର ୨୨ ଗୋଟି ପଂଚାୟତରେ ସ୍ୱଛତା ମିଶନ…
Read More...

ଚାପୁଡ଼ା ଭିଡିଓ ଭାଇରାଲ ହେବା ପରେ ସଫେଇ ଦେଲେ ନାନା ପାଟେକର: କହିଲେ, ଭୁଲ୍‌ ମାଗିବି..

ମୁମ୍ବଇ: ସେଲ୍ଫି ନେବାକୁ ଆସିଥିବା ପ୍ରଶସଂକଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା। ଭିଡିଓ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବଲିଉଡ଼ ଅଭିନେତା ନାନା ପାଟେକର। ଏହି…
Read More...

ଯୁବକଙ୍କ ଆକ୍ରମଣରେ ଦେବଗିରି ବାବା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଦେବଗିରି ଶୈବ ପୀଠ ପାହାଡ଼ ତଳେ କ୍ରାନ୍ତିକାରୀ ଆଶ୍ରମ ବାବା ସ୍ୱରୂପାନନ୍ଦଙ୍କୁ ଜଣେ ଦୁର୍ବୃତ୍ତ ଲୁହାରଡ଼ରେ ଆକ୍ରମଣ କରିଛି। ଏଥିରେ ବାବା ସ୍ଵରୂପାନନ୍ଦ ଗୁରୁତର…
Read More...

ହୁତୁ ହୁତୁ ହୋଇ ଜଳିଲା ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ

ଇଟାୱା: ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ୍‌ ଏକ୍ସପ୍ରେସରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଇଟାୱା ନିକଟରେ ଟ୍ରେନ ନମ୍ବର ୦୨୫୭୦ର ଜେନେରାଲ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗି ଦୁଇଟି ବଗି…
Read More...

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ: ନ୍ୟୁଜିଲାଣ୍ଡକୁ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ.. ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ କୋହଲି.. ଦିନିକିଆରେ କଲେ ସର୍ବାଧିକ ୫୦ ଶତକ.. ଫୁଲବାଣୀ: ନାବାଳିକା ଅପହରଣ ଓ ଦୁଷ୍କର୍ମ…
Read More...

ସଚିନଙ୍କ ବିଶ୍ବ ରେକର୍ଡ଼ ଭାଙ୍ଗିଲେ କୋହଲି

ମୁମ୍ବଇ: ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ସେମିଫାଇନାଲରେ ନିଜର ଦିନିକିଆ କ୍ୟାରିୟରର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୨୯୧ତମ ମ୍ୟାଚରେ ସଚିନଙ୍କ ଏହି…
Read More...

ସେଲ୍ଫି ପାଇଁ ଆସିଥିଲେ ପ୍ରଶଂସକ; ଚାପୁଡ଼ା ମାରି ତଡ଼ିଦେଲେ ନାନା ପାଟେକର

ମୁମ୍ବଇ: ପୁଣି ବିବାଦରେ ବଲିଉଡ଼ ଅଭିନେତା ନାନା ପାଟେକର। ଏଥର ସେ ତାଙ୍କର ଜଣେ ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହା ପୂର୍ବରୁ…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ…
Read More...

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଦାନ କରି ପୁଣି ଚର୍ଚ୍ଚାରେ କେ.ରତ୍ନାଜି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଶିବ ମନ୍ଦିର ପାଖ ଗୌତମ ନଗରରେ ରହିଆସୁଥିବା କେ.ରତ୍ନାଜି ପୁଣି ଚର୍ଚ୍ଚାରେ। କିଛି ଦିନ ତଳେ ଡ. ବାବା ସାହେବ ଆମ୍ବେଦକରଙ୍କ…
Read More...

ବିଶ୍ବକପ୍‌ରେ ଇତିହାସ ରଚିଲେ ରୋହିତ ଶର୍ମା

ମୁମ୍ବଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଅଧିନାୟକ ତଥା ହିଟ୍‌ମ୍ୟାନ ରୋହିତ ଶର୍ମା ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଇତିହାସରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି।…
Read More...

ରୋଟାରୀ ଭବନରେ ବୃହତ୍‌‌ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦୁଝରଗଡ଼: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଙ୍ଗଳବାର ରୋଟାରୀ କ୍ଲବ କେନ୍ଦୁଝର, ହିମା ହସ୍ପିଟାଲ ଓ ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ମିଳିତ ସହଯୋଗରେ ରୋଟାରୀ ଭବନଠାରେ ଏକ ବୃହତ୍‌‌ ମାଗଣା ସ୍ୱାସ୍ଥ୍ୟ ଶିବିର…
Read More...

ଦୁଷ୍କର୍ମୀକୁ ୨୦ବର୍ଷ ସଶ୍ରମ ଜେଲ୍‌; ୨୦ହଜାର ଟଙ୍କା ଜରିମାନା

କେନ୍ଦୁଝରଗଡ଼: କେନ୍ଦୁଝର ଫାଷ୍ଟ ଟ୍ରାକ୍‌‌ କୋର୍ଟ ଏକ ଦୁଷ୍କର୍ମ ମାମଲାର ଚୂଡାନ୍ତ ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସଦର ଥାନା କାଳିଆବେଡା ଗ୍ରାମର ଦାମ ଓରଫ…
Read More...

ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର ବଣ୍ଟନ

ଗୋପାଳପୁର: ଗୋଳନ୍ଥରାସ୍ଥିତ ଇଣ୍ଡିଆନ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ତରଫରୁ କୋଳଥିଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ.. ବାଲେଶ୍ବର: ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା.. ଦୋଷୀ ସେକ୍…
Read More...

ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା

ଜେରୁଜେଲମ୍‌: ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫଶି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କାଶ୍ମୀରର ଏହି ମହିଳା ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତାଙ୍କୁ ତୁରନ୍ତ ଉଦ୍ଧାର…
Read More...

୨ ଦିନରେ ୧୦୦ କୋଟି ପାର୍‌

ମୁମ୍ବଇ: ପାର୍ବଣ ଋତୁରେ ସିନେପ୍ରେମୀଙ୍କୁ ‘ଟାଇଗର ୩’ ଉପହାର ଦେଇଛନ୍ତି ବଲିଉଡ଼ ଭାଇଜାନ୍‌ ସଲମାନ ଖାନ। ରବିବାର ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ତେବେ ସଲମାନଙ୍କ ଫିଲ୍ମର ପ୍ରଥମ ଦିନ ଆୟ…
Read More...

ଲଦାଖରେ ଭୂକମ୍ପ

କାର୍ଗିଲ: ଲଦାଖର କାର୍ଗିଲ ନିକଟରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଲଦାଖର କାର୍ଗିଲ ନିକଟରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ…
Read More...

ଦୁର୍ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ; ଅତାବିରା ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ

ରେଙ୍ଗାଲିକ୍ୟାମ୍ପ: ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ି ଚାଲିଛି । ଗୋଟିଏ ଦୁର୍ଘଟଣାର ବିଭୀଷିକା ଆଖିରୁ ନ ଲିଭୁଣୁ ପୁଣି ଏକ ଦୁର୍ଘଟଣାର ଦୃଶ୍ୟ ଅତାବିରା ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛି । ମଙ୍ଗଳବାର…
Read More...

ହଲ୍‌ରେ ବାଣ ଫୁଟାଇଲେ ପ୍ରଶଂସକ; ସଲମାନ କହିଲେ- ଅନ୍ୟକୁ ବିପଦରେ ପକାନ୍ତୁ ନାହିଁ..

ମୁମ୍ବଇ: ବଲିଉଡ଼ ଭାଇଜାନ୍‌ ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରବିବାର ଦୀପାବଳି ଅବସରରେ ମୁକ୍ତିଲାଭ କରିଛି। ଏହା ସ୍ପାଇ ଥ୍ରୀଲର ଟାଇଗର ସିରିଜ୍‌ର ତୃତୀୟ ଏବଂ ୱାଇଆରଏଫ ସ୍ପାଇ ୟୁନିଭର୍ସର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ୍ ଟିକ୍‌ଟକ୍.. ଦୀପାବଳି ବାଣଫୁଟା.. ଭୁବନେଶ୍ୱର ସମେତ ଅନେକ ସହରର ବାୟୁର ମାନ ହ୍ରାସ.. ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ…
Read More...

ସାଇବର ଠକେଇରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଅତାବିରା ଆମ ପୁଲିସ ସମିତିର ନିରବଛିନ୍ନ ପ୍ରୟାସ

ରେଙ୍ଗାଲିକ୍ୟାମ୍ପ: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସରଳତାର ସୁଯୋଗ ନେଇ ବର୍ତ୍ତମାନ ସାଇବର ଠକେଇ ବଢିବାରେ ଲାଗିଛି । ତେଣୁ ଅତାବିରା ଥାନାର ଆମ ପୁଲିସ ସମିତି ପକ୍ଷରୁ ପାହାଡ଼ଶ୍ରୀଗିଡା ଗ୍ରାମର ଜନାର୍ଦ୍ଦନ ସିଂହ…
Read More...

ଦୀପାବଳିରେ ଅଘଟଣ; ନିଆଁ ଲାଗି ଦୋକାନ ଭସ୍ମୀଭୂତ

କଣ୍ଟାବାଞ୍ଜି: ସମଗ୍ର ଦେଶରେ ରବିବାର ଦୀପାବଳି ବଡ ହର୍ଷ ଉଲ୍ଲାସ ସହ ପାଳନ କରାଯାଇଛି। କଣ୍ଟାବାଞ୍ଜି ସହରରେ ମଧ୍ୟ ଦୀପାବଳି ଉତ୍ସବ ବେଶ୍‌ ଧୁମଧାମରେ ପାଳନ କରାଯାଇଛି। କିନ୍ତୁ ଏହି ହର୍ଷୋଲ୍ଲାସ ସମୟରେ ୱାର୍ଡ ନମ୍ବର…
Read More...

ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଗୁଣ୍ଡାଗିରି: ବସ୍ତିକୁ ବୋମା ପକାଇ ଉଡ଼ାଇଦେବା ଧମକ, ବସ୍ତିବାସିନ୍ଦା ଥାନାର ଦ୍ବାରସ୍ଥ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ବସ୍ତିକୁ ବୋମା ପକାଇ ଉଡ଼ାଇଦେବା ସହିତ ବସ୍ତିର ମହିଳାମାନଙ୍କୁ ଗାଳିଗୁଲଜ ଓ ଧମକଚମକ ଦେବା ଅଭିଯୋଗ ନେଇ ବିଶ୍ବନାଥପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି…
Read More...

ହାଇଦ୍ରାବାଦ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣା; ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ହାଇଦ୍ରାବାଦ: ହାଇଦ୍ରାବାଦର ନାମ୍ପାଲିସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଘଟଣାରେ ପ୍ରଥମେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୯କୁ…
Read More...

ଦୁଲକିବନ୍ଧ ନିକଟରେ ଦୁଇ ବାଇକ ଧକ୍କା; ୨ ଗୁରୁତର

କଲମପୁର: ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଶନିବାର ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ…
Read More...

ମତଦାନ କେନ୍ଦ୍ର ବୁଲି ଦେଖିଲେ ଧର୍ମଗଡ଼ ଉପଜିଲ୍ଲାପାଳ

କଲମପୁର: ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଶନିବାର ଦିନିକିଆ କଲମପୁର ଗସ୍ତ କରିଛନ୍ତି। ୨୦୨୪ ସାଧାରଣ ନର୍ବାଚନ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ମତଦାତାମାନେ ମତଦାନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କ୍ରିକେଟ ବିଶ୍ବକପ : କଲକାତାର ଇଡେନଗାର୍ଡେନରେ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ମୁକାବିଲା.. ଇଂଲଣ୍ଡ ପକ୍ଷରୁ ପାକିସ୍ତାନ ପାଇଁ ୩୩୮ରନର ବିଜୟ ଲକ୍ଷ୍ୟ.. ଆଇସିସି କ୍ରିକେଟ ବିଶ୍ବକପ : ବାଂଲାଦେଶକୁ ୮ ୱିକେଟରେ ପରାସ୍ତ…
Read More...

କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଛି ଭଦ୍ରକ ସହର। ବର୍ଷକରେ ଥରେ ଏହି ପୂଜା ପାଇଁ ସହରର ଦୋକାନ ବଜାରଗୁଡିକରେ ମଧ୍ୟ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ସହରର ୧୦ଟି ପୂଜାମଣ୍ଡପରେ ପାରମ୍ପରିକ ପୂଜା…
Read More...