www.samajalive.in
Sunday, December 7, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

କାଲି ଯାଏ ଗୃହ ମୁଲତବୀ.. ଅପରାହ୍ନ ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ.. ହଟ୍ଟଗୋଳରେ ରିପୋର୍ଟ ଓ ବିଧେୟକ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି..

- Advertisement -

ଜମ୍ମୁ କଶ୍ମୀରର ରଜୌରୀରେ ସେନା-ଆତଙ୍କୀ ମୁହାଁମୁହିଁ.. ମେଜର୍‌ଙ୍କ ସମେତ ୩ ସହିଦ..

ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ.. ମହିଳା ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ..

ଖଲିସ୍ତାନୀଙ୍କ ବିରୋଧରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ.. ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଚଢଉ..

ପାଳନ କରୁନି ନିୟମ.. ଏୟାର ଇଣ୍ଡିଆ ଗଣିବ ୧୦ ଲକ୍ଷ ଜୋରିମାନା..

ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା.. ପାରିବାରିକ କଳହକୁ ନେଇ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ଯୁବକ..

ରାଜଧାନୀରେ ବିଜୁ ପଟ୍ଟନାୟକ ଛକରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି.. ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ  ଆନ୍ଦୋଳନ..

ଇସ୍ରାଏଲ-ହମାସ ଯୁଦ୍ଧ.. ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ.. ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ..

ମାଲକାନଗିରି ପୁଲିସକୁ ବଡ ସଫଳତା.. ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ଜବତ..

ସମ୍ବଲପୁରରେ ବ୍ରହ୍ମକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ଗଜପତି : ଗାଈକୁ ଶିକାର କଲା ମହାବଳ ବାଘ.. ରାୟଗଡ ବ୍ଲକ ଅଁଳାବର ନିକଟ ଜଙ୍ଗଲରେ କଲା ଶିକାର..

ପୁରୀ : ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ଛୁରାମାଡ.. ପୂର୍ବ ଶତ୍ରୁତାରୁ ଛୁରା ମାଡ ହୋଇଥିବା ସନ୍ଦେହ..

ଆସୁଛି ଆଉ ଏକ ଲଘୁଚାପ.. ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା..

 

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories