ଦୀପାବଳି ପ୍ରସ୍ତୁତି ମଧ୍ୟରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦିନ ୩ଟା ୩୬ ମିନିଟରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରେକର୍ଡ଼ କରାଯାଇଛି। ଝଟ୍‌କା ସାମାନ୍ୟ…
Read More...

ପରଲୋକରେ ତେଲୁଗୁ ସିନେମାର ଏହି ଲୋକପ୍ରିୟ ଅଭିନେତା

ହାଇଦରାବାଦ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ଚନ୍ଦ୍ର ମୋହନଙ୍କର ଶନିବାର ପରଲୋକ ଘଟିଛି। ହାଇଦରାବାଦର ଏକ ଡାକ୍ତରଖାନାରେ ସକାଳ ୬ଟା ୪୫ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୮୨ ବର୍ଷୀୟ ଚନ୍ଦ୍ରମୋହନଙ୍କର…
Read More...

ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଜେଲରୁ ଆସିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ନିଜ ଘରେ ପହଞ୍ଚିଛନ୍ତି। ଦିଲ୍ଲୀ ପୁଲିସ ସିସୋଦିଆଙ୍କୁ ତିହାର ଜେଲରୁ ତାଙ୍କ ଘରକୁ ନେଇଛି। ସୁପ୍ରିମକୋର୍ଟ…
Read More...

ସରୁନି ଦାଦନ ଦୁଃଖ; ବାହାର ରାଜ୍ୟରୁ ପୁଣି ଶବ ହୋଇ ଫେରିଲେ ଶ୍ରମିକ

ଫୁଲବାଣୀ: ରାଜ୍ୟରୁ ହଟୁନି ଦାଦନ ଦୁଃଖ। ରୋଜଗାର ଚିନ୍ତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଶ୍ରମିକ ଏବେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ନିଜ ଭିଟାମାଟିକୁ ଶବ ହୋଇ…
Read More...

ଗଞ୍ଜେଇ ସହ ବୋଲେରୋ ଜବତ; ଜଣେ ଗିରଫ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି ଛକରେ ମ.ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯିବା ସହ ଚୋରା…
Read More...

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ବନ୍ଦ ଡାକରା ପ୍ରଭାବ: ଦୋକାନ ବଜାର ବନ୍ଦ, ରାସ୍ତା ଜନଶୂନ୍ୟ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାକୁ ରେଳ ପଥ ସଂଯୋଗକୁ ନେଇ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ବିକାଶ ପରିଷଦର ବନ୍ଦ ଡାକରାରେ ସାରା ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି।…
Read More...

ଦୀପ ତିଆରିରେ ମଗ୍ନ କୁମ୍ଭକାର ପରିବାର

ଫୁଲବାଣୀ: ଆଉ ମାତ୍ର ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଘରକୁ ପଦାର୍ପଣ କରିଥାନ୍ତି ମା’ ମହାଲକ୍ଷ୍ମୀ । ଘରେ ଘରେ ମା’ କାଳୀ ଓ ମହାଲକ୍ଷ୍ମୀଙ୍କ ପୂଜାପାଠ ହେବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟେଇ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାକୁ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ.. ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୪ ରନ୍‌ କରିଛି ଆଫଗାନିସ୍ତାନ.. ୨‌ କୋଟି ଟଙ୍କାର ମାଲିକ ଆୟୁର୍ବେଦ ଡାକ୍ତର ସୁଦର୍ଶନ ବେହେରା…
Read More...

ହାତ ଧରିବେ ଜୟରାମ

ଭୁବନେଶ୍ବର: କଂଗ୍ରେସରେ ମିଶିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ ସେ ହାତ ଧରିବେ। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି ଜୟରାମ। ଜନତା ଦଳରୁ ବିଜେଡି ଓ ପରେ…
Read More...

ଠିକାଦାର ସନ୍ତୁଷ୍ଟି ପାଇଁ ପ୍ରକଳ୍ପ ନିର୍ମାଣ; ମେଗା ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ତିରଡଠାରେ ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଚାଷଜମିରେ ଜଳସେଚନ ସୁବିଧା…
Read More...

ବନ୍ଧୁକ ଦେଖାଇ ଟଙ୍କା ଭ୍ୟାନ୍‌ରୁ ଲୁଟିନେଲେ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା

ତିଗିରିଆ: କଟକ ଜିଲା ତିଗିରିଆ ଥାନା ନୂଆସଡ଼କ-ଗୋଡ଼ିଝରିଆ ଜଙ୍ଗଲି ରାସ୍ତାର ରାଇସ୍‌ ମିଲ୍‌ ନିକଟରେ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ୮ରୁ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା…
Read More...

ବହୁଚର୍ଚ୍ଚିତ କଙ୍କଡ଼ାହାଡ଼ ବ୍ଲକ ଅର୍ଥ ତୋଷରପାତ ମାମଲା; ଅଭିଯୁକ୍ତ ନିର୍ଦୋଷରେ ଖଲାସ

କାମାକ୍ଷାନଗର: କାମାକ୍ଷାନଗର ସହକାରୀ ଦୌରାଜଜ ଏକ ସରକାରୀ ଅର୍ଥ ତୋଷରପାତ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ତା ୫.୨.୨୦୦୨ ରିଖ ଦିନ କଙ୍କଡ଼ାହାଡ଼ ୟୁକୋ ବ୍ୟାଙ୍କ…
Read More...

ଆଦିବାସୀ ପଲ୍ଲୀରେ ଆଉ ଶୁଭୁନି ‘ଧୁଣ୍ଡୁଣୀ’ର ସ୍ୱର

ଲକ୍ଷ୍ମୀପୁର: ସନ୍ଧ୍ୟା ନଇଁବା ପରେ ଆଦିମ ପଲ୍ଲୀରୁ ଧୁଣ୍ଡୁଣୀ ମାଧ୍ୟମରେ ଭାସି ଆସୁଥିଲା ଉଭୟେ ତରୁଣ ତରୁଣୀଙ୍କ ସୁଲଳିତ କଣ୍ଠସ୍ୱରର ମଧୁର ମୁର୍ଚ୍ଛନା। ତେବେ କୋରାପୁଟ ଜିଲା ଆଦିବାସୀ ପଲ୍ଲୀରେ ଆଗପରି ଆଉ ଶୁଭୁନାହିଁ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କାମାକ୍ଷାନଗର: କାମାକ୍ଷାନଗର ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏହି ଭିନ୍ନକ୍ଷମ…
Read More...

ଖଣିରୁ ବେଆଇନ ଭାବେ କଟାଯାଉଛି ମାଙ୍କଡ଼ା ପଥର; ପ୍ରଶାସନ ଚୁପ୍‌

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରଶାସନର ନୀରବତା ଯୋଗୁଁ ମାଫିଆମାନେ ଅଞ୍ଚଳରେ ଥିବା ଗୋଚର, ଅନାବାଦୀ, ଶ୍ମଶାନ ଏବଂ ଜଗନ୍ନାଥଙ୍କ ଜମିରୁ ଦିନ ରାତି…
Read More...

ଗହଣା ଦୋକାନରେ ଜିଏସଟି ରେଡ୍

କଣ୍ଟାବାଞ୍ଜି: ଧନତେରସ୍‌ ପୂର୍ବରୁ ଗହଣା ଦୋକାନରେ ଚଢାଉ। କଣ୍ଟାବାଞ୍ଜି ସହର ରୋଡ଼ ନଂ ୨ ଡେଲି ମାର୍କେଟସ୍ଥିତ ବନମାଳୀ ଜୁଏଲର୍ସ ଦୋକାନରେ ଗୁରୁବାର ନୂଆପଡା ଓ ବଲାଙ୍ଗୀର ୟୁନିଟ ଦ୍ରବ୍ୟ ଓ ବାଣିଜ୍ୟ କର…
Read More...

ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ପରଜଙ୍ଗ ଥାନ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ଖଇରପଶି ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜ​‌ଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗାଁର ପ୍ରସନ୍ନ ନାଏକଙ୍କ ପତ୍ନୀ ପ୍ରତୀମା ତାଙ୍କ ଛେଳି ଆଣିବାକୁ ଯାଇଥିବା…
Read More...

ଅତଲସରାରେ ହେବ ଇକୋ-ଟୁରିଜିମ୍; ଭିତ୍ତିଭୂମି ପରିଦର୍ଶନ କଲେ ମନ୍ତ୍ରୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଅତଲସରା ଶିଶୁବଗିଚା ନିକଟସ୍ଥ ମହାନଦୀ ବାଲି ଶଯ୍ୟାରେ ହେବ ଇକୋ-ଟୁରିଜିମ୍। ପ୍ରସ୍ତାବିତ ଇକୋ-ଟୁରୁଜିମ୍‌‌…
Read More...

ଧାନ ଫସଲରେ ଚକଡ଼ା ରୋଗ; ଚିନ୍ତାରେ ଚାଷୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତ ଖଟଖୁରା ଗ୍ରାମର ଭଣ୍ଡାରିଆରେ ଚକଡା ରୋଗ ଲାଗି ଏକର ଏକର ଜମି କ୍ଷତି ଯୋଗୁଁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବାଲିଗୋରଡ଼ ପଞ୍ଚାୟତର ଖଟଖୁରା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିହାର ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍.. ବିଶ୍ବକପ: ନ୍ୟୁଜିଲାଣ୍ଡ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା.. ରାଉରକେଲାର କନକ ଅଳଙ୍କାର ଜୁଏଲର୍ସରେ ଜିଏସଟି…
Read More...

ବିହାର ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍

ପାଟନା: ବିହାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଧେୟକ ଗୁରୁବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏଥିସହ ଜାତିଗତ ସଂରକ୍ଷଣ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସୀମା ଅତିକ୍ରମ କରିଛି। ଅନୁସୂଚିତ ଜାତି ଓ ଜନଜାତି,…
Read More...

ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ

ପିପିଲି: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର କଂଗ୍ରେସ ପକ୍ଷରୁ ସ୍ଥାନୀୟ ଶ୍ରୀପତିତପାବନ ଦେବଙ୍କ ମନ୍ଦିର ସମ୍ମୁଖରେ ଗୁରୁବାର ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି।…
Read More...

କଲ୍ୟାଣସିଂହପୁରରେ ଡେଙ୍ଗୁ ଆତଙ୍କ: ୧ମୃତ, ଅନେକ ଆକ୍ରାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଅଞ୍ଚଳରେ ବହୁଦିନ ଧରି ଅପରିଷ୍କାର ପାନୀୟ ଜଳ ବ୍ୟବହାର ଓ ପରିବେଶ…
Read More...

ଫୁଲବାଣୀରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଫୁଲବାଣୀ: ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟର ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ଦଳ ତରଫରୁ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସଂକୀର୍ତ୍ତନ ସତ୍ୟାଗ୍ରହ…
Read More...

ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର: ବିଦାୟ ନେଇଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ, ଦିନ କେଇଟାରେ ଧରାବତରଣ କରିବେ ମା’ ଶ୍ୟାାମକାଳୀ। ମା’ ଶ୍ୟାମାକାଳୀଙ୍କ ଆଗମନକୁ ସ୍ୱାଗତ କରିବାକୁ ତତ୍ପର ହୋଇଉଠିଛି ପୁରପଲ୍ଲୀ। ଆଉ ସେଥିରୁ ବାଦ ପଡ଼ିନି…
Read More...

ରାସ୍ତାରେ ଦ୍ରୁତ ଗତିରେ ମିଲର୍ସଙ୍କ ଟ୍ରକ; ବାରଣ କଲେ ଚାଳକଙ୍କ ନାଲିଆଖି

ଲଡୁଗାଁ: ସମ୍ପ୍ରତି ଲଡୁଗାଁ ଏକ ବ୍ୟସ୍ତବହୁଳ ବ୍ୟବସାୟିକ ନଗରୀ ରୂପେ ଅଗ୍ରଗତି କରିଛି। ଚତୁର୍ଦିଗକୁ ରାଇସ୍ ମିଲଗୁଡିକ ଘେରି ରହିଛି। ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପ୍ରତି ମିନିଟରେ ମାଲବାହୀ ଟ୍ରକ ଯିବାଆସିବା…
Read More...

ଜଳକୁ ଚାହିଁଚାହିଁ ଜଳକା ଚାଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲରେ ବର୍ଷାର ଅଭାବ ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଖଜୁରୀପଡ଼ା ବ୍ଲକ ଦୁତିମେଣ୍ଡି ଗ୍ରାମପଞ୍ଚାୟତର କିଛି ଗ୍ରାମର ଚାଷୀଙ୍କ ପାଇଁ ସମ୍ବେପଦର ଜଳଭଣ୍ଡାର ଆଜି ଅଭିଶପ୍ତ ପାଲଟିଛି।…
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର

ଲାଞ୍ଜିଗଡ଼: ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ଓ କର୍ମଚାରୀ ରାଜ୍ୟ ବୀମା ନିଗମ ତଥା କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ବୁଧବାର ଲାଞ୍ଜିଗଡ଼ ବ୍ଲକ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌: ନେଦରଲାଣ୍ଡ୍‌ସକୁ ୩୪୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ.. ଆଇସିସି ଦିନିକିଆ ମାନ୍ୟତା.. ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ବନିଲେ ଶୁଭମନ ଗିଲ୍.. ମହମ୍ମଦ ସିରାଜ ନମ୍ବର ଓ୍ବାନ୍ ବୋଲର୍.. ପ୍ରଶ୍ନ…
Read More...

୧ରୁ ବସ୍ ଧର୍ମଘଟ ଚେତାବନୀ

ଭବାନୀପାଟଣା: ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ୫ ଦଫା ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି। ବୁଧବାର ଭବାନୀପାଟଣାସ୍ଥିତ ଏସ୍‌ଏନ…
Read More...

ଗ୍ରାସୀମ କମ୍ପାନୀ ମହିଳା ଇଞ୍ଜିନିୟର ଆତ୍ମହତ୍ୟା ମାମଲା; ପରିବାରର ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ

ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର। ଏନେଇ ମୃତକଙ୍କ ବାପା ପ୍ରଦୀପ୍ତ…
Read More...

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର: ବିଧାନସଭାର ଉପବାଚସ୍ପତି ପଦରୁ ବୁଧବାର ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନି‌ଜ ଇସ୍ତଫାପତ୍ର ଦେଇଛନ୍ତି। ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତ…
Read More...

ଟୁଟୁ ଆଶ୍ବସ୍ତ; ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକ ସଞ୍ଜୟ ଓରଫ୍‌ ଟୁଟୁ ନାୟକଙ୍କୁ ମିଳିଛି ଆଶ୍ବସ୍ତି। ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ବୁଧବାର ତାଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ…
Read More...

୨ ବାଘଛାଲ ଜବତ, ଦୁଇ ଗିରଫ

ରାୟଗଡା: ପୁଣି ରାୟଗଡା ଜିଲାରୁ ଜବତ ହେଲା ଦୁଇଟି ବାଘଛାଲ । କଲରାପତରିଆ ବାଘଛାଲ ସହ ଦୁଇ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ । ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ…
Read More...

ଗାଁ ମୁହାଁ ବନ୍ୟଜନ୍ତୁ; ଭାଲୁ ଆକ୍ରମଣରେ ହେଉଛି ପ୍ରାଣହାନୀ

ଲଡୁଗାଁ: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ବ୍ୟାପକ ଜଙ୍ଗଲ ଜଳିଯିବା ଓ ମାଫିଆମାନେ କାଟି ନଷ୍ଟ କରିଦେବା ପରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବିଗତ କିଛି ମାସ…
Read More...

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲା ସାମାଜିକ ସୁରକ୍ଷା ଅଧିକରୀ ବଳରାମ ସେଠୀଙ୍କ ଅଧ୍ୟକ୍ଷତାରେ…
Read More...

ଅତାବିରା ସାପ୍ତାହିକ ବଜାର ଭିତରେ ଟ୍ରାଫିକ ସମସ୍ୟା

ରେଙ୍ଗାଲିକ୍ୟାମ୍ପ: ଅତାବିରା ସାପ୍ତାହିକ ବଜାର ଉପରେ ଆଖପାଖ ୨୦/୨୫ ଖଣ୍ଡ ଗ୍ରାମର ଲୋକେ ନିର୍ଭରଶୀଳ । ଛୋଟ ବେପାରୀଠୁ ଆରମ୍ଭ କରି ବଡ ବେପାରୀମାନେ ଏହି ବଜାରରେ ନିଜ ଉତ୍ପାଦିତ ତଥା କ୍ରୟ ଜିନିଷ ପତ୍ର ବିକ୍ରି କରି…
Read More...

ପଞ୍ଚଭୂତରେ ଲୀନ ହେଲେ ମହେଶ୍ବର ମହାନ୍ତି

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହଜାର ହଜାର ଲୋକଙ୍କ ଗହଣରେ ସମସ୍ତ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାରା ଦେଶରେ ‘ଘାତକ ବାଣ’ କଟକଣା.. ସାରା ଦେଶରେ ଘାତକ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ କଟକଣା ନିର୍ଦେଶ ଦେଲେ ସୁପ୍ରିମକୋର୍ଟ.. ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି.. ପୁରୀ…
Read More...

କଳାପଥର ଗୋଲେଇ ଛକ ମାପଚୁପ କଲା ପ୍ରଶାସନ

କଳାପଥର(ବାଙ୍କୀ): ବାଙ୍କୀଠାରୁ ବୈଦ୍ୟେଶ୍ୱର ବାଟଦେଇ କଳାପଥର ଗୋଲେଇ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ଏହାର ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ…
Read More...

ଛତିଶଗଡ଼: ଅପରାହ୍ନ ୩ଟା ସୁଦ୍ଧା ୫୯.୧୯% ମତଦାନ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଚାଲିଛି। ଏହି ୨୦ଟି ଆସନରେ ଅନେକ ପ୍ରତିଷ୍ଠିତ ରାଜନେତାଙ୍କ ଭବିଷ୍ୟତ ବାଜି…
Read More...

ରମ୍ଭାଥାନା ନିକଟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ରମ୍ଭାଥାନାଠାରୁ ମାତ୍ର କେଇ ମିଟର ଦୂରରେ ଗଦା…
Read More...

ପିପିଲିରେ ମହେଶ୍ୱରଙ୍କୁ ଅନ୍ତିମ ବିଦାୟ

ପିପିଲି: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ଏବଂ ପୁରୀ ଜିଲା ବିଜୁ ଜନତା ଦଳର ସଭାପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ପୂର୍ବାହ୍ନରେ…
Read More...

ମିଜୋରାମ: ଦିନ ୧ଟା ସୁଦ୍ଧା ୫୨.୭୩ ପ୍ରତିଶତ ମତଦାନ

ଆଇଜଲ: ମିଜୋରାମରେ ମଙ୍ଗଳବାର ବିଧାସସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଦିନ ୧ଟା ସୁଦ୍ଧା ୫୨.୭୩ ପ୍ରତିଶତ ମତଦାନ ହୋଇଛି। ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍‌ ୮,୫୧,୮୯୫ ଲକ୍ଷ…
Read More...

ନାଲି ଦାଗ ଦେଇ ପୂର୍ତ୍ତ ବିଭାଗ ଛୁ; ରାସ୍ତା ନିର୍ମାଣରେ ବାଧକ ସାଜିଛନ୍ତି ଜବରଦଖଲକାରୀ

କଳାପଥର(ବାଙ୍କୀ): ବାଙ୍କୀଠାରୁ ବୈଦ୍ୟେଶ୍ୱର ଦେଇ କଳାପଥର ପର୍ଯ୍ୟନ୍ତ ଦୀର୍ଘ ୨୭ କିମି ରାସ୍ତାର ପ୍ରସସ୍ଥି କରଣ କରିବାକୁ ଅର୍ଥ ମଞ୍ଜୁର କରାଯାଇଛି। ଦୀର୍ଘ ୨ ବର୍ଷ ହେଲାଣି ଏହାର ଟେଣ୍ଡର ସରି ଠିକାଦାର କାମ ଆରମ୍ଭ…
Read More...

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ ପ୍ରତାପ ପରିଡ଼ା

ଗୋପ: ପଞ୍ଚଭୂତରେ ଲୀନ ହେଲେ ମେଘାଳୟ ତୁରାରେ ପ୍ରାଣ ହରାଇଥିବା ଶହୀଦ ଯବାନ ପ୍ରତାପ ପରିଡ଼ା। ସୀମା ସୁରକ୍ଷା ବଳ(ବିଏସଏଫ) ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିବା ପୁରୀ ଜିଲା ଗୋପ ଥାନା ଅଧୀନ…
Read More...

ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼; ଭାରତଠୁ ଶୋଚନୀୟ ପରାଜୟ ପରେ କ୍ରୀଡ଼ାମନ୍ତ୍ରୀଙ୍କ ପଦକ୍ଷେପ

କଲମ୍ବୋ: ବିଶ୍ବକପରେ ଭାରତଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼। ଦଳର ଖରାପ ପ୍ରଦର୍ଶନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନସ୍ବରୂପ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଂଘେ ସୋମବାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି କ୍ରିକେଟ୍‌ ବିଶ୍ବକପ୍‌: ବାଂଲାଦେଶକୁ ୨୮୦ ରନ୍‌ର ଟାର୍ଗେଟ ଦେଲା ଶ୍ରୀଲଙ୍କା.. ୩ ବଲ୍‌ ବାକି ଥାଇ ଶ୍ରୀଲଙ୍କା ୨୭୯ରେ ଅଲ୍‌ଆଉଟ୍‌.. ପଞ୍ଚଭୂତରେ ଲୀନ ହେଲେ ସହିଦ ପ୍ରତାପ ରଞ୍ଜନ ପରିଡା.. ରାଷ୍ଟ୍ରୀୟ…
Read More...

ଜମି ପଟ୍ଟା ନଦେଲେ ଭୋଟ ବର୍ଜ୍ଜନ ଚେତାବନୀ; ଜିଲାପାଳଙ୍କୁ ଦାବିପତ୍ର

ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦନ୍ତାମୁରା ଗ୍ରାମବାସୀ ଦୀର୍ଘ ୬୪ବର୍ଷ ହେଲା ଦଖଲ କରି ଆସୁଥିବା ଜମିର…
Read More...

ମାଚୁଲ ଜଙ୍ଗଲରେ ବାଘ ଆତଙ୍କ; ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ମୂଷାନାଳଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାଚୁଲ ଜଙ୍ଗଲ ଗଦଗଦା ଜଳପ୍ରପାତ ନିକଟରେ ଏକ ଚିତାବାଘ ବୁଲୁଥିବା…
Read More...

ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ସୋମବାର ଅପରାହ୍ନ ୪ଟା ୧୬ ସମୟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନ ଆଡ଼କୁ ଯାଉଥିବା ଦେଖାଯାଇଥିଲା। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳ…
Read More...

ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଦୌଡ଼ରେ ବ୍ରୋଞ୍ଜ, ଲଙ୍ଗ୍‌ ଜମ୍ପରେ ରୌପ୍ୟ ହାସଲ କଲେ ସୁବ୍ରତ

ଗଞ୍ଜାମ: ବ୍ରହ୍ମପୁର ଡିଏଭି ସ୍କୁଲରେ ଅନୁଷ୍ଠିତ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗଞ୍ଜାମର ସୁବ୍ରତ କୁମାର ପାଢ଼ୀ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଏବଂ ଲଙ୍ଗଜମ୍ପରେ(୪.୨୦ମିଟର ) ରୌପ୍ୟ ପଦକ ହାସଲ କରିଛନ୍ତି।…
Read More...

ଭୁବନେଶ୍ବର-ଜୟପୁର ଦ୍ବିତୀୟ ବିମାନ ସେବା ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଦ୍ୱିତୀୟ ବିମାନ ସୋମବାର ଉଡାଣ ଆରମ୍ଭ କରିଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ…
Read More...

ପୁଣି ଏକ ଓଡ଼ିଆ ସିନେମାକୁ ବିରୋଧ: ପୋଷ୍ଟର ଜାଳିଲେ, ନାରାବାଜି କଲେ

ବଲାଙ୍ଗିର: ଗତ କିଛିଦିନ ହେବ ଓଲିଉଡ଼ ଶିଳ୍ପରେ ଦେଖାଦେଇଛି ଜୋରଦାର ବିବାଦ। ଆଉ ଏହି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଅଭିନେତା ମନୋଜ ମିଶ୍ରଙ୍କ ସହ ବିବାଦକୁ ନେଇ ଓଲିଉଡ଼ରେ ବର୍ତ୍ତମାନ ଝଡ଼ ଉଠିଥିବା ବେଳେ…
Read More...

ଉପାନ୍ତ ଖଲିଗଡ଼ରେ ପାଗଳ ବଳଦ କୋକୁଆ ଭୟ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାନ୍ତ ଅଞ୍ଚଳ ଖଲିଗଡ଼ରେ ଆଜକୁ ପ୍ରାୟ ୪/୬ ଦିନ ହେବ ଏକ ପାଗଳ ବଳଦ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଁରେ ବୁଲୁଛି ପାଗଳ ବଳଦ, ଲୋକଙ୍କୁ ଦେଖିଲା କ୍ଷଣି ଗୋଡାଇ ଗୋଡାଇ ମାରୁଛି।…
Read More...

ଜନ୍ମଦିନରେ ଇତିହାସ ରଚିଲେ କୋହଲି; ହେଲେ ସଚିନଙ୍କ ସମକକ୍ଷ

କଲକତା : ନିଜ ଜନ୍ମଦିନରେ ବିରାଟ କୋହଲି ସେହି ଚମତ୍କାର ପ୍ରଦର୍ଶନ କରିଛନ୍ତି, ଯାହାକୁ ସମଗ୍ର ବିଶ୍ବ କ୍ରିକେଟ୍‌ ଅପେକ୍ଷା କରିଥିଲା। ରବିବାର କଲକତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ବକପର…
Read More...

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଏବଂ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା

କେନ୍ଦୁଝରଗଡ଼: କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଏବଂ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ…
Read More...

ନୂତନ ଶିକ୍ଷାନୀତି ସଂସ୍କାର-୨୦୨୩ ଶିକ୍ଷକ ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାୟିଭର୍ସ ସ୍କୁଲ ପରିସରରେ ରବିବାର ନୂତନ ଶିକ୍ଷାନୀତି ସଂସ୍କାର-୨୦୨୩ ନୂତନ ଶିକ୍ଷା ନୀତି ସଂସ୍କାର ଉପରେ ଶିକ୍ଷକଙ୍କ କ୍ଷମତା ନିର୍ମାଣ ଓ ଦକ୍ଷତା ବିକାଶ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌ କ୍ରିକେଟ: ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା.. ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ ଦେଲା ଭାରତ.. ଭାରତର ସ୍କୋର- ୩୨୬/୫ (୫୦ଓଭର).. ବିଶ୍ବକପ୍‌: ଜନ୍ମଦିନରେ ବିରାଟ କୋହଲିଙ୍କ ଶତକ.. ୪୯ତମ…
Read More...

ଆଦିତ୍ୟ ଆଲୁମିନିୟମ ପ୍ରଭାବିତ ରାସ୍ତାର ଦୁରବସ୍ଥା

ରେଙ୍ଗାଲି: ସମ୍ବଲପୁର ଜିଲାର ଲପଙ୍ଗାରେ ପ୍ରତିଷ୍ଠିତ ଆଦିତ୍ୟ ଆଲୁମିନିୟମ କାରଖାନା ଯୋଗୁଁ ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ବମାଲୋଇ ପଞ୍ଚାୟତ ଅଞ୍ଚଳର ମୁଖ୍ୟ ରାସ୍ତା ବର୍ଷାଧିକ କାଳ ହେଲା…
Read More...

ଚଳନ୍ତା ଟ୍ରେନରୁ ପଡ଼ି ଶ୍ରମିକ ମୃତ; ଶେଷଥର ପୁଅ ମୁହଁ ଦେଖିବାକୁ ସରକାରଙ୍କୁ ଗୁହାରି କଲେ ପରିବାର

କାମାକ୍ଷାନଗର: ପରିବାର ପ୍ରତିପୋଷଣ ପାଇଁ ପୁଅ ବାହାରିଥିଲା ବାହାର ରାଜ୍ୟକୁ କାମ କରିବାକୁ। ନିଜ ମାଆ, ସ୍ତ୍ରୀ ଓ ୪ ବର୍ଷର ଝିଅକୁ ଛାଡ଼ି ଯାଉଥିଲେ କାମ କରି ପରିବାରରେ ହସ ଫୁଟାଇବାକୁ। ଦୁଇ ପଇସା ରୋଜଗାର କରି ନିଜର…
Read More...

ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ: ପାକିସ୍ତାନରେ ଲଗାତାର ତୃତୀୟ ଦିନ ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ପାକିସ୍ତାନର ଡେରା ଇସ୍‌ମାଇଲ ଖାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ଖବର ମିଳିଛି।…
Read More...

ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ ଏୟାର ଇଣ୍ଡିଆ ବିମାନ; କ୍ରିକେଟ୍ ବିଶ୍ୱକପ୍ ଦିନ..

ନୂଆଦିଲ୍ଲୀ: ବ୍ୟାନ୍‌ ହୋଇଥିବା ଆତଙ୍କୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ର ମୁଖ୍ୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ପୁଣି ଥରେ ଭାରତକୁ ଧମକ ଦେଇଛି। ସାମାଜିକ ଘଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜରିଆରେ…
Read More...

ଡିଏଭି ଜୋନର ତୀରନ୍ଦାଜ ପ୍ରତିଯୋଗିତା; ଡିଏଭି ଲାଞ୍ଜିଗଡ଼ର କ୍ଷୀରୋଦ ଓ ପିଭିଶ୍ରୀ ପ୍ରଥମ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଅନ୍ତର୍ଗତ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଡିଏଭି ଜୋନର ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବଟିକୁ ବେଦାନ୍ତ ଲିମିଟେଡ଼ର ଡେପୁଟି ସିଇଓ ଜି. ଜି ପଲ୍…
Read More...

ନିର୍ବାଚନ ପ୍ରଚାର ସଭାରେ ବିଜେପି ନେତାଙ୍କୁ ହତ୍ୟା 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୭ ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାଓ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ସଭାରେ ଜଣେ ବିଜେପି ନେତାଙ୍କୁ ମାଓବାଦୀମାନେ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଯୁବକଙ୍କ ଝୁଲନ୍ତା ମୃତଦେହ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି। ଗ୍ରାମର…
Read More...

ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ ମମ୍ବର୍ଦ୍ଧିତ; ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚୀନର ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ମମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡଙ୍ଗାବୁଡ଼ି ଭାଉଜ ମୃତ, ନଣନ୍ଦ ଉଦ୍ଧାର.. ଭାରସାମ୍ୟ ହରାଇ ଟାମ୍ପରା ହ୍ରଦରେ ବୁଡ଼ିଗଲା ଡଙ୍ଗା.. ନଣନ୍ଦ ଓ ଭାଉଜ କାଠ ଆଣିବା ପାଇଁ ଯିବାବେଳେ ଅଘଟଣ.. ବିଶ୍ବକପ୍‌: ଆଫଗାନିସ୍ତାନ ଆଗରେ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ…
Read More...

ଅବକାରୀ ଅଧିକାରୀ କହି ସଶସ୍ତ୍ର ଡକାୟତି ଘଟଣା; ୬ ଅଭିଯୁକ୍ତ କୋର୍ଟ ଚାଲାଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପାଙ୍ଗା ଉପର ସାହି ପଞ୍ଚାୟତ କାଲିକୁଟି ଗାଁରେ ଅବକାରୀ ଅଧିକାରୀ କହି ସଶସ୍ତ୍ର ଡକାୟତି ଘଟଣାରେ ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…
Read More...

ଚାଲିଚାଲି ଯିବାବେଳେ ପଛପଟୁ ଧକ୍କା ଦେଲା ବୋଲେରୋ: ବାପ ମୃତ, ପୁଅ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ପଞ୍ଚାୟତ ତେଲିମୁଣ୍ଡା ଛକ ନିକଟରେ ଏକ ବୋଲେରୋ ଗାଡ଼ି ରାସ୍ତାରେ ଚାଲିଚାଲି ଯାଉଥିବା ଦୁଇଜଣ ଲୋକଙ୍କୁ ପଛପଟୁ ଧକ୍କା ଦେଇଛି। ଫଳରେ ଘଟଣା…
Read More...

ରେଭ୍‌ ପାର୍ଟିରେ ସାପ: ଏଲ୍‌ଭିସ୍‌ ଯାଦବଙ୍କ ନାଁରେ ମାମଲା ରୁଜୁ, ୫ ସହଯୋଗୀ ଗିରଫ

ନୋଏଡ଼ା: ଅଡ଼ୁଆରେ ‘ବିଗ୍‌ ବସ୍ ଓଟିଟି’ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର ଏଲ୍‌ଭିସ୍‌ ଯାଦବ। ଏଲ୍‌ଭିସ୍‌ଙ୍କ ନାଁରେ ଥାନାରେ ମାମଲା। ନୋଏଡ଼ା ସମେତ ଏନସିଆରର ଅନ୍ୟ ସହରମାନଙ୍କରେ ରେଭ୍‌ ପାର୍ଟି କରିବା ଏବଂ ଏଥିରେ…
Read More...

କ୍ଲଷ୍ଟରସ୍ତରୀୟ ମିଲେଟ କୁଇଜ

କଣ୍ଟାବାଞ୍ଜି: ତୁରେକେଲା କ୍ଲଷ୍ଟରସ୍ତରୀୟ ମିଲେଟ କୁଇଜ ପ୍ରତିଯୋଗିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଆୟୁଷ୍ମାନ ବେହେରା, ଯଶୋବନ୍ତ ମେହେର, ଉର୍ମିଳା ମାଝୀ,…
Read More...

ଷଣ୍ଢ ଆକ୍ରମଣରେ ଯୁବକ ମୃତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଅନ୍ତର୍ଗତ ୱାର୍ଡ ନଂ ୭ କୁଣ୍ଡୁପଡାରେ ଶୁକ୍ରବାର ଏକ ଷଣ୍ଢ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ରାକେଶ ନାଗର(୪୦) ବୋଲି ଜଣାପଡ଼ିଛି। ରାସ୍ତାରେ ଯାଉଥିବା ବେଳେ ଏକ…
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୪୮ ଦିନ ହେଲା ଅଙ୍ଗନବାଡ଼ି ବନ୍ଦ

ଠାକୁରମୁଣ୍ଡା: ଅଙ୍ଗନବାଡ଼ି କର୍ମୀ ଚୟନକୁ କେନ୍ଦ୍ର କରି ୪୮ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ରହିଛି। ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇ ବାଉଁଶ ବାଡ଼ବୁଜି ବନ୍ଦ କରି ରଖିଛନ୍ତି। ଏପରି…
Read More...

ସିଡିଏମଓଙ୍କୁ ଭେଟି ଅସନ୍ତୋଷ ଜଣାଇଲେ ଜିଲା ସ୍ୱାସ୍ଥ୍ୟ ବିଭାଗ ଆଉଟ ସୋର୍ସିଙ୍ଗ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପାଇଁ ନୂତନ ଏଲଆଣ୍ଡକେ କମ୍ପାନୀ ତାଙ୍କର ଜୟପୁର କାର୍ଯ୍ୟାଳୟକୁ ସମସ୍ତ ପ୍ରମାଣ ପତ୍ରର ଯାଞ୍ଚ ପାଇଁ…
Read More...

ଗ୍ୟାରେଜରେ ଅଗ୍ନିକାଣ୍ଡ; ଜଳିଗଲା ଭ୍ୟାନ୍

ରେଙ୍ଗାଲି: ଶାସନ ଥାନା ଅନ୍ତର୍ଗତ ଶାସନ କମଳ ଛକରେ ଦୁଷ୍ମନ୍ତ ଗ୍ୟାରେଜରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ଗ୍ୟାରେଜ ପୋଡ଼ିଯିବା ସହିତ ପାଖରେ ଛିଡ଼ା ହୋଇଥିବା ଏକ ଇକୋ ଭ୍ୟାନ୍ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ…
Read More...

ଲାଞ୍ଚ ନେଇ ଗିରଫ ହେଲେ ଇଡି ଅଧିକାରୀ

ରାଜସ୍ଥାନ: ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଦୁଇ ଅଧିକାରୀ। ଉଭୟଙ୍କ ବିରୋଧରେ ଏକ ଚିଟ୍‌ଫଣ୍ଡ ମାମଲାରେ କେସ୍‌ ରୁଜୁ ନ କରିବାକୁ ଜଣେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌: ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ.. ୫୦ ଓଭରରେ ୮ ୱିକେଟ୍ ହରାଇ ଭାରତ କରିଛି ୩୫୭ ରନ୍.. କଟକ ଚଣ୍ଡୀ ମନ୍ଦିର ସମ୍ମୁଖରେ ବଚସାରୁ ପିଟାପିଟି, ଜଣେ ମୃତ.. ଦୁଇ ଅଟୋ ଚାଳକଙ୍କ ମଧ୍ୟରେ…
Read More...

ନବରଙ୍ଗପୁରକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନଜନକ ଓସିପିସିଆର ପୁରସ୍କାର

ନବରଙ୍ଗପୁର: ବାଲ୍ୟବିବାହ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ନବରଙ୍ଗପୁର ଜିଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ସମ୍ମାନଜନକ ଓସିପିସିଆର ପୁରସ୍କାର ପ୍ରଦାନ କରଯାଇଛି। ଓଡ଼ିଶା ରାଜ୍ୟ…
Read More...

ଶାହରୁଖଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର; ସାମ୍ନାକୁ ଆସିଲା ‘ଡଙ୍କି’ର ପ୍ରଥମ ଝଲକ୍‌

ମୁମ୍ବଇ: ବଲିଉଡ଼ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶରୁ ତାଙ୍କ ନିକଟକୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼…
Read More...

ସୋସିଆଲ ମିଡିଆରେ ଅଡ଼ିଓ ଭାଇରାଲ ଘଟଣା; ପୌରାଧ୍ୟକ୍ଷାଙ୍କ ପକ୍ଷରୁ ଥାନାରେ ଏତଲା

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦର ଅଧ୍ୟକ୍ଷା ରଜନୀରାଣୀ ଖଟୁଆଙ୍କ ନାଁରେ ସୋସିଆଲ ମିଡ଼ିଆରେ ଅଡ଼ିଓ ଭାଇରାଲ କରି ମିଥ୍ୟା ବଦନାମ କରିବା ଅଭିଯୋଗରେ ଆନନ୍ଦପୁର ଥାନାରେ ଅଧ୍ୟକ୍ଷାଙ୍କ ପକ୍ଷରୁ ଏତଲା ଦିଆଯାଇଛି।…
Read More...

ପ୍ରତାପ ଓ ସଞ୍ଜୟଙ୍କୁ ଜିଲା ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ବିଜେଡି ପକ୍ଷରୁ ୨ ଜିଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଦଳ ପକ୍ଷରୁ ଜିଲା ଦାୟିତ୍ବ ଦିଆଯାଇଛି।…
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କର୍ମଶାଳା

ଲାଞ୍ଜିଗଡ଼: ବିଶ୍ୱନାଥପୁର ଉ.ପ୍ରା. ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।…
Read More...

ଦୁର୍ନୀତି ବିରୋଧୀ ସଚେତନତା ୱାକାଥନ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ସତର୍କତା ସପ୍ତାହ ୨୦୨୩ ଅବସରରେ ଦୁର୍ନୀତି ବିରୋଧରେ ଜନତାଙ୍କୁ ସଚେତନ କରିବା ନିମନ୍ତେ ବୁଧବାର ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ହୀରାକୁଦ ଇକୋ ରିଟ୍ରିଟ୍ ୨୦୨୩-୨୪; ଆଭାସୀରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆସିଲାଣି ପର୍ଯ୍ୟଟନ ଋତୁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କର ପର୍ଯ୍ୟଟନସ୍ଥଳୀକୁ ସୁଅ ଛୁଟିବ। ଏହି ପରିପ୍ରେକ୍ଷୀରେ ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ…
Read More...

ଭିଜିଲାନ୍ସ ଜାଲରେ କନଷ୍ଟେବଳ; ନେଉଥିଲେ ୬ଲକ୍ଷ ଲାଞ୍ଚ

ଫୁଲବାଣୀ: ୬ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ବୌଦ୍ଧ ଜିଲା ବଘିଆପଡ଼ା ଗ୍ରାମରୁ ଗଞ୍ଜେଇ ଗଛ ନକାଟିବା ପାଇଁ ଗ୍ରାମବାସୀମାନଙ୍କଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ବୌଦ୍ଧ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜେଟ୍‌ ଏୟାର୍‌ଓ୍ୱେଜ୍‌ର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ.. ଅକ୍ଟୋବରରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୭୨ ଲକ୍ଷ କୋଟି.. ଚଳିତ ବର୍ଷରେ ଦ୍ବିତୀୟ ସର୍ବାଧିକ, ବାର୍ଷିକ ବୃଦ୍ଧି ରେକର୍ଡ ୧୩%.. ବିଶ୍ବକପ୍ :…
Read More...

କ୍ରାଣ୍ଡିବାଲିରେ ମାଟିତଳୁ ଶିବଲିଙ୍ଗ ବାହାରିବା ଘଟଣା: ଜଳାଭିଷେକ ସହ ଗାଁରେ ଆଧ୍ୟାତ୍ମିକ ପରିବେଶ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ କ୍ରାଣ୍ଡିବାଲି ଗାଁ ତ୍ରିନାଥ ମନ୍ଦିର ନିକଟ ଆମ୍ବଗଛ ମୂଳରୁ ଶିବଲିଙ୍ଗ ବାହାରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଘଟଣାରେ ବୁଧବାର…
Read More...

ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି। ଏହି…
Read More...

ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦ୍‌ଘାଟିତ

ଭୁବନେଶ୍ବର: କଳାହାଣ୍ଡି ପାଇଲା ନୂଆ ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
Read More...

ହୃଦଘାତ ନେଲା ହଲିଉଡ଼ ଅଭିନେତାଙ୍କ ଜୀବନ

ଡେସ୍କ: ହଲିଉଡ଼ ଚଳଚ୍ଚିତ୍ର ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଓ ଫିଲ୍ମର ଜଣାଶୁଣା ଅଭିନେତା ଟାୟଲର କ୍ରିଷ୍ଟୋଫରଙ୍କ ହୃଦଘାତରେ ପରଲୋକ ଘଟିଛି। ଟାୟଲର ୫୦ ବର୍ଷ ବୟସରେ ନିଜ ସାନ୍‌ ଡିଏଗୋସ୍ଥିତ…
Read More...

ଅଗ୍ନିକାଣ୍ଡରେ ମହିଳା ମୃତ, ୨ ଆହତ: ୩ ପରିବାରର ୮ ବଖରା ଘର ଭସ୍ମୀଭୂତ

ଗୁଣୁପୁର: ରାୟଗଡ଼ା ଜିଲା ଗୁଣୁପୁର ଟ୍ରେଜେରି ଅଫିସ୍ ନିକଟ ଅସ୍ଥାୟୀ କଲୋନୀରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପ୍ରଭାତି…
Read More...

ପିଆଜ ଡରରେ କାର୍ତ୍ତିକ ପାଳନ

ପଦ୍ମପୁର: ଆରମ୍ଭ ହୋଇଛି ପବିତ୍ର ତଥା ଧର୍ମର ମାସ କାର୍ତ୍ତିକ। ଅଧିକାଂଶ ଓଡ଼ିଆଙ୍କ ଘରେ ପିଆଜ ରସୁଣ ବାରଣ। ଘରେ ଘରେ ଚାଲିଛି ହବିଷ କିମ୍ବା ନିରାମିଷ ଭୋଜନ ବିଧି। ମାତ୍ର ଏତିକିବେଳେ ବଜାରରେ ପିଆଜ ତାତି। ହବିଷ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଘରୋଇ ବସ୍‌ ଧର୍ମଘଟ ପ୍ରତ୍ୟାହୃତ.. ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି.. ବିଶ୍ବକପ୍ : ବାଂଲାଦେଶ ୨୦୪ ରନରେ ଅଲଆଉଟ.. ପାକିସ୍ତାନ ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ.. ଆଇପିଏସ ସ୍ତରରେ…
Read More...

ବଜାରରେ ମିଳୁଛି ନକଲି ରସୁଣ; କେମିତି ହେଉଛି ତିଆରି ଓ ଚିହ୍ନିବେ କିପରି ଜାଣନ୍ତୁ

ରୋଷେଇ କରିବା ସମୟରେ ରସୁଣ ବ୍ୟବହାର କରିବା କେବଳ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ନୁହେଁ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ବଜାରକୁ ଆସିଲାଣି ନକଲି ରସୁଣ। ବଜାରରେ…
Read More...

ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ: ଜିଲାପାଳ ବିମଳେନ୍ଦୁ ରାୟ

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ…
Read More...

ଚନ୍ଦ୍ରବାବୁ ନାଇଡୁ ଆଶ୍ବସ୍ତ! ୫୨ ଦିନ ପରେ ମିଳିଲା ଜାମିନ

ହାଇଦରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ହାଇକୋର୍ଟ ତାଙ୍କୁ ଚାରି ସପ୍ତାହ…
Read More...

କ୍ୟାବିନେଟ୍‌ ବୈଠକ ପରେ ‘ତେଜସ୍‌’ ଦେଖିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମଙ୍ଗଳବାର କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଙ୍ଗନା ରାଣାୱତ୍‌ ଅଭିନୀତ ‘ତେଜସ୍‌’ ଚଳଚ୍ଚିତ୍ର ଦେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକ ଭବନରେ ଏହି…
Read More...

ପିଆଜ ଚାଷ ପାଇଁ ମିଳୁନି ସରକାରୀ ବିହନ; ଚାଷୀ ହନ୍ତସନ୍ତ

ହରଭଙ୍ଗା: ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସବସିଡି ଜରିଆରେ କମ୍‌‌ ମୂଲ୍ୟରେ ଚାଷୀଙ୍କୁ ପିଆଜ ବିହନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଏହା ସହିତ ପିଆଜ ଘର ମଧ୍ୟ ସବସିଡି ଆକାରରେ ଯୋଗାଇବାର…
Read More...

ବାଘ ଆକ୍ରମଣରେ ୫ ଛେଳି ମୃତ ! ଲୋକେ ଆତଙ୍କିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ତୁର୍କା ଗାଁରେ ବାଘ ଆକ୍ରମଣରେ ୫ଟି ଛେଳିର ମୃତ୍ୟୁକୁ ନେଇ ଭୟର ବାତାବରଣ ଦେଖାଦେଇଛି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା…
Read More...