ଆଇସିସି କ୍ରିକେଟ୍ ବିଶ୍ବକପ୍: ବାଂଲାଦେଶକୁ ୨୮୦ ରନ୍ର ଟାର୍ଗେଟ ଦେଲା ଶ୍ରୀଲଙ୍କା.. ୩ ବଲ୍ ବାକି ଥାଇ ଶ୍ରୀଲଙ୍କା ୨୭୯ରେ ଅଲ୍ଆଉଟ୍..
ପଞ୍ଚଭୂତରେ ଲୀନ ହେଲେ ସହିଦ ପ୍ରତାପ ରଞ୍ଜନ ପରିଡା.. ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ମଲ୍ଲଗ୍ରାମରେ ସହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ..
କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ମାଚୁଲ ଜଙ୍ଗଲରେ ବାଘ ଆତଙ୍କ.. ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି..
ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍କା.. ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଝଟ୍କା ଅନୁଭୂତ.. ନେପାଳରେ ମଧ୍ୟ ଝଟ୍କା ଅନୁଭୂତ..
ଦୁର୍ନୀତି ଅଭିଯୋଗରେ ପୂର୍ବତନ କ୍ରିକେଟର୍ ତଥା କଂଗ୍ରେସ ନେତା ମହମ୍ମଦ୍ ଅଝାରୁଦ୍ଦିନ୍ଙ୍କ ନାଁରେ ୪ଟି ମାମଲା..
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ..
ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା.. କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନର ଅଫିସ ଘେରିଲା ଛାତ୍ର କଂଗ୍ରେସ..
ବାୟୁ ପ୍ରଦୂଷଣ .. ରାଜଧାନୀରେ ପୁଣି ଫେରିଛି ଅଡ୍-ଇଭିନ୍ କଟକଣା.. ନଭେମ୍ବର ୧୩ରୁ ୨୦ ତାରିଖ ଯାଏଁ ଲାଗୁ..
ଜେଲ୍ରେ ପ୍ରଯୋଜକ ଟୁଟୁ ନାୟକ.. ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଲା..
ଦିନକ ପରେ ଶୀତ.. ପରବର୍ତ୍ତୀ ସମୟରେ ପାରଦ ୩ ରୁ ୪ ଡିଗ୍ରୀ ଖସିବା ସମ୍ଭାବନା..
ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିଲା.. ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିବା ଘୋଷଣା କଲେ କ୍ରୀଡାମନ୍ତ୍ରୀ..
ଇସ୍ରାଏଲ୍-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧି ମୃତ.. ଗାଜାରେ କାର୍ଯ୍ୟ କରିବା ବେଳେ ଯୁଦ୍ଧରେ ମୃତ୍ୟୁ ଘଟିଛି..
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ..
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ.. ଆସନ୍ତା ୮ତାରିଖ ସକାଳ ଯାଏଁ ରାଜ୍ୟରେ ବର୍ଷା ପ୍ରଭାବ ରହିବ..
ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଦ୍ୱିତୀୟ ବିମାନ ଉଡାଣ ଆରମ୍ଭ..



