nua o banner

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

ଘରୋଇ ବସ୍‌ ଧର୍ମଘଟ ପ୍ରତ୍ୟାହୃତ.. ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି..

ବିଶ୍ବକପ୍ : ବାଂଲାଦେଶ ୨୦୪ ରନରେ ଅଲଆଉଟ.. ପାକିସ୍ତାନ ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ..

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର.. ବ୍ରିଜେଶ କୁମାର ରାୟ ହେଲେ ଅତିରିକ୍ତ ପୁଲିସ କମିଶନର.. ଅରୁଣ କୁମାର ରାୟ ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ..

ପତ୍ନୀହନ୍ତାକୁ ଆଜୀବନ.. ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ୨୦୨୧ରେ ଘଟିଥିଲା ଯୌତୁକ ଜନିତ ବୀଭତ୍ସ ହତ୍ୟାକାଣ୍ଡ.. ସ୍ବାମୀ ତାପସ ସ୍ତ୍ରୀ ସରୋଜିନୀକୁ ବନ୍ଦ ଘରେ କିରୋସିନି ଢାଳି ପୋଡ଼ି ଦେବା ପରେ ସରୋଜିନୀଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା..

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ବାୟୁସେନା ଅଧିକାରୀଙ୍କୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୁଲିସ..

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ..

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ଆନ୍ଧ୍ର ହାଇକୋର୍ଟ..

ଟ୍ରେନ୍‌‌ ଦୁର୍ଘଟଣା.. ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌..

ବିଶ୍ୱ ବ୍ୟାଙ୍କର ଚେତାବନୀ.. ମହଙ୍ଗା ହୋଇପାରେ ତେଲ..

ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ..

Comments are closed.