‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ’: ଜାତୀୟ ଗଣମାଧ୍ୟମର ଏଭଳି ରିପୋର୍ଟକୁ ଖଣ୍ଡନ…

ସମାଜ ଡିଜିଟାଲ ଡେସ୍କ: ‘‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ ଭି.କେ. ପାଣ୍ଡିଆନ।’’ ଏଭଳି କିଛି ଖବର ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ। ଯାହାକୁ ନେଇ ଓଡ଼ିଶା ରାଜନୀତି…
Read More...

ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ନାମ ଫଳକ ବିବାଦରେ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। କାଉଡି ଯାତ୍ରା ସମୟରେ ରାସ୍ତାପାର୍ଶ୍ବରେ ଖୋଲୁଥିବା ହୋଟେଲ ମାଲିକମାନେ ନିଜ ନାମ, ଠିକଣା ଥିବା…
Read More...

ନବୀନଙ୍କ ବିବୃତି ବେଳେ ମାଇକ, ଲାଇଟ୍‌ ବନ୍ଦ; ଅଭିଯୋଗ ଆଣିଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ନବୀନ ବିବୃତି ଦେବା ସମୟରେ ତାଙ୍କ ମାଇକ ଏବଂ ଲାଇଟକୁ ବନ୍ଦ କରିଦିଆଯାଇଥିବା ବିଜେଡି ପକ୍ଷରୁ…
Read More...

ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ୭% ଛୁଇଁବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ…
Read More...

୩ ହଜାର ଡାକ୍ତରଙ୍କୁ ମିଳିବ ନିଯୁକ୍ତି, ୨୦୩୦ ସୁଦ୍ଧା ମ୍ୟାଲେରିଆମୁକ୍ତ ହେବ ଓଡ଼ିଶା; ସ୍ଵାସ୍ଥ୍ୟକେନ୍ଦ୍ର ହେବ…

ସମାଜ ଡିଜିଟାଲ ଡେସ୍କ: ରାଜ୍ୟବାସୀଙ୍କୁ ସୁଲଭ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହା ମୋ ସରକାରର ଲକ୍ଷ୍ୟ। ଏଥିପାଇଁ ଆଗାମୀ ଦିନରେ ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟପାଳ ରଘୁବର ଦାସ…
Read More...

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀଙ୍କ ବର୍ଜନ, କକ୍ଷ ତ୍ୟାଗ କଲେ ବିଜେଡି ଓ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ସପ୍ତଦଶ ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ମାତ୍ର ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ…
Read More...

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସହିତ ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି। ମୋଦୀ…
Read More...

ଗ୍ୟାଙ୍ଗଷ୍ଟରଙ୍କ ସହ ଫେରାର ହୋଇଯାଇଥିଲେ ଆଇଏଏସ ଅଧିକାରୀଙ୍କ ସ୍ତ୍ରୀ, ଏବେ ବିଷ ପିଇ କଲେ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହିତ ଫେରାର ହୋଇଯାଇଥିବା ଗୁଜରାଟର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀ ରଞ୍ଜିତ କୁମାର ଜେ’ଙ୍କ ସ୍ତ୍ରୀ ସୂର୍ଯ୍ୟା ଜେ’ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।…
Read More...

ଫେସନ ଶୋ’ ରାମ୍ପରେ ମୋଦୀ, ପୁଟିନ, ବାଇଡେନ, ଟ୍ରମ୍ପ ! ଦେଖନ୍ତୁ ଭିଡିଓ- କିପରି ଚାଲୁଛନ୍ତି ଏହି ବିଶ୍ଵସ୍ତରର ନେତା

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ସାମାନ୍ୟ ଆଶ୍ଚର୍ଯ୍ୟ କରୁଥାଇପାରେ। ହେଲେ ଏକ ଭିଡିଓରେ ଏଭଳି କିଛି ହିଁ ଦେଖିବାକୁ ମିଳିଛି। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର…
Read More...

ବାଂଲାଦେଶରେ ବିକ୍ଷୋଭକାରୀଙ୍କ ବଡ଼ ବିଜୟ, କୋଟା ହ୍ରାସ କଲେ ସୁପ୍ରିମକୋର୍ଟ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ମାତ୍ରାଧିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିବା ବିକ୍ଷୋଭକାରୀଙ୍କୁ ବଡ଼ ବିଜୟ ମିଳିଛି। ଦେଶରେ ହିଂସା ବ୍ୟାପି ୧୩୦ ଜୀବନ ଚାଲିଯିବା ପରେ ଶେଷର ରବିବାର…
Read More...

ଭାଙ୍ଗିଲା ଓଡ଼ିଶା ପିସିସି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)କୁ ଭାଙ୍ଗି ଦିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ପିସିସି ସହିତ ଏହାର ସମସ୍ତ କାର୍ଯ୍ୟକାରୀ କମିଟି…
Read More...

ସର୍ବଦଳୀୟ ବୈଠକକୁ ଆସିଲାନି କଂଗ୍ରେସ, କ୍ଷୋଭ ପ୍ରକାଶ କଲେ ତାରା

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସୋମବାର (ଜୁଲାଇ ୨୨) ସପ୍ତଦଶ ବିଧାନସଭା ଆରମ୍ଭ ହେବ। ଏଥିପାଇଁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ଶାସକ ଦଳର ମୁଖ୍ୟମନ୍ତ୍ରୀ, ଦୁଇ…
Read More...

ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ, ଦେଖନ୍ତୁ ହ୍ବାଟ୍ସଆପରେ କେମିତି ମେସେଜ କରି ଟଙ୍କା ମାଗୁଛି ଠକ…

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ ହୋଇଛି। ପାଢ଼ୀଙ୍କ ନାମରେ ହ୍ବାଟ୍ସଆପରେ ନକଲି ଆକାଉଣ୍ଟ…
Read More...

ସରିଲା ସର୍ବଦଳୀୟ ବୈଠକ; ବିଧାନସଭା କାର୍ଯ୍ୟରେ ସହଯୋଗ ପାଇଁ ବିରୋଧୀଙ୍କ ପ୍ରତିଶ୍ରୁତି, ଆସିଲାନି କଂଗ୍ରେସ

ଭୁବନେଶ୍ଵର: ଆସନ୍ତା କାଲି(ଜୁଲାଇ ୨୨-ସୋମବାର)ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ଗୃହ କାର୍ଯ୍ୟ…
Read More...

ଉତ୍ତରାଖଣ୍ଡରେ ଭୂସ୍ଖଳନ, ୩ ତୀର୍ଥଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ଘଟିଛି। ଫଳରେ ଗୌରୀକୁଣ୍ଡ ନିକଟରେ ଚାରଧାମ ଯାତ୍ରାରେ ବାହାରିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

ନିଷ୍ପତ୍ତି ବଦଳାଇଲେ ସରକାର, ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାଁ

ସମାଜ ଡିଜିଟାଲ ଡେସ୍କ: ଦିନକ ପରେ ମତ ବଦଳାଇଛନ୍ତି ରାଜ୍ୟ ସରକାର। ଗତ ଶନିବାର ସ୍ଵଗତ ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇବା ନେଇ ଘୋଷଣା କରିଥିଲେ ସରକାର। ହେଲେ…
Read More...

ଶେ​‌ଷ ଯାତ୍ରାରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର

ସମାଜ ଡିଜିଟାଲ ଡେସ୍କ: ଶେ​‌ଷ ଯାତ୍ରାରେ ପଦ୍ମଶ୍ରୀ କମଳା ପୂଜାରୀ। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ଵର୍ଗତାଃ ପୂଜାରୀ। କୋରାପୁଟ ଜିଲାର ଜୟପୁର ବ୍ଲକ ଅନ୍ତଗର୍ତ ପାତ୍ରପୁଟ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ…
Read More...

ନିଟ୍‌ ମାମଲା: ଆଉ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ୨ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣେ ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ଡାକ୍ତରୀ ଛାତ୍ର ଥିବା ଜଣାପଡ଼ିଛି।…
Read More...

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି। ମୌସୁମୀ ଅଧିବେଶନ ସମୟରେ ସାଂସଦମାନେ ଯେପରି କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରିବେ ସେଥିଲାଗି ସଂସଦୀୟ ଶିଷ୍ଟାଚାର ଉପରେ ଧ୍ୟାନ…
Read More...

ଯୁକ୍ତ ୨ ନାମଲେଖା: ପ୍ରକାଶ ପାଇଲା ମେଧା ତାଲିକା ଓ କଟ୍‌ଅଫ ମାର୍କ

ଭୁବନେଶ୍ଵର: ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଏବଂ କଟ୍‌ଅଫ ମାର୍କ ପ୍ରକାଶ ପାଇଛି। କଟ୍ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। ରେଭେନ୍ସାରେ ବିଜ୍ଞାନରେ ନାମଲେଖା ପାଇଁ ୯୧.୫…
Read More...

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ-ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। କେତେକ ସ୍ଥାନରେ ପୋଲ…
Read More...

ଓ୍ବେବସାଇଟରେ ପ୍ରକାଶ ପାଇଲା ନିଟ୍‌-ୟୁଜି ଫଳାଫଳ

ସମାଜ ଡିଜିଟାଲ ଡେସ୍କ: ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ ଏବଂ ନିର୍ଦେଶ ଅନୁସାରେ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ଓ୍ବେବସାଇଟରେ ଶନିବାର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ…
Read More...

ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି। ସେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଥିବା ଜାତୀୟ…
Read More...

ବଣ୍ଡାଘାଟିରେ ଧସିଲା ପାହାଡ଼

ସମାଜ ଡିଜିଟାଲ ଡେସ୍କ: ବର୍ଷା ଯୋଗୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ପାହାଡ଼ ଧସିଯାଇଛି। ଗୋଟିଏ ପାହାଡ଼ରୁ ବଡ଼ ମାଟି ଅତଡ଼ା ଖସି ଆସିବା ଫଳରେ ରାସ୍ତା ଜାମ ହୋଇଛି। ଏହା ଯୋଗୁ ଖଇରପୁଟ…
Read More...

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେଲାନି, କାଉନସିଲରଙ୍କ ଆନ୍ଦୋଳନ ପରେ ୨୩କୁ ଦିନଧାର୍ଯ୍ୟ

ଫୁଲବାଣୀ: ଦୀର୍ଘଦିନ ଧରି ଫୁଲବାଣୀ ପୌର ପରିଷଦରେ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଛି। ଶୁକ୍ରବାର ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଭୋଟିଂ କରାଯିବାର ଥିବାବେଳେ ତାହା…
Read More...

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ତୀରନ୍ଦାଜ ପ୍ରତିଯୋଗିତା

ବୌଦ୍ଧ: ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟଳୟ ବୌଦ୍ଧ ପରିସରରେ ଶୁକ୍ରବାର ସମ୍ଭାଗସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲା ତୀରନ୍ଦାଜ ସଂଘ ସଭାପତି ବସନ୍ତ କୁମାର ସାହୁ…
Read More...

ବୌଦ୍ଧ ଜିଲ୍ଲାରେ ଆଜିଠୁ ଘରୋଇ ବସ ଚଳାଚଳ ବନ୍ଦ

ବୌଦ୍ଧ: ଆଗରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ(ପୂର୍ବର ଲକ୍ଷ୍ମୀ ବସ) ବ୍ଲକ ମୁଖ୍ୟାଳୟରୁ ପଞ୍ଚାୟତଗୁଡିକୁ  ଚଳାଚଳ କରୁଥିଲା। ଏହା ଦ୍ୱାରା ଘରୋଇ ବସ ମାଲିକମାନେ ବହୁ କ୍ଷତି ସହୁଥିଲେ। । କିନ୍ତୁ ଶୁକ୍ରବାରଠାରୁ ଉକ୍ତ…
Read More...

୬ ମାସ ନ ପୂରିଲାନି, ଦବିଗଲା ରାସ୍ତା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣାଠାରୁ ଆଠଗଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ସହିତ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ରାସ୍ତା କାର୍ଯ୍ୟ ସରିଯାଇଥିବା ବେଳେ କେତେକ ସ୍ଥାନରେ…
Read More...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ପ୍ରେମିକ ଗିରଫ

ଗୁରୁଡିଝାଟିଆ: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବିନୟ ଜେନା ଏବଂ ତାଙ୍କ ଘର ତିଗିରିଆ ଥାନା…
Read More...

ଅଳିଆ ଆବର୍ଜନାରେ ଭର୍ତ୍ତି ଅମୃତ ସରୋବର ରାସ୍ତା

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ନିକଟରେ ବ୍ଲକ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କାରେ କରାଯାଇଥିବା ଅମୃତ ସରୋବର ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ରାସ୍ତାରେ ବର୍ଷାଜଳ ଜମିଲେ ତାହା ନର୍ଦ୍ଦମା ପରି…
Read More...

ବିଜେପିର ୩ ସ’ ଥିଓରୀ; ଜାଣନ୍ତୁ କ’ଣ ଏହାର ଉଦ୍ଦେଶ୍ୟ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ବିଜେପି ଶାସନ ଆରମ୍ଭ ହୋଇଛି। ଓଡ଼ିଶାବାସୀ ଏହି ଜାତୀୟ ଦଳ ଉପରେ ଆସ୍ଥା ପ୍ରକଟ କରି ଶାସନ କ୍ଷମତା ଦେଇଛନ୍ତି। ହେଲେ ଦଳ ଏହାକୁ କିପରି ସୂଚାରୁରୂପେ ତୁଲାଇବ ଏବଂ ଲୋକଙ୍କ ଆସ୍ଥାଭାଜନ…
Read More...

ଓଭରଟେକ୍‌କୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀ ବସକୁ ଆକ୍ରମଣ, ଥାନା ଆଗରେ ବସ ରଖି ସେବା ବନ୍ଦ କଲେ କର୍ମଚାରୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ଉପରକୁ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ବସ କାଚ ଭଙ୍ଗାରୁଜା କରିବା ସହିତ କର୍ମଚାରୀଙ୍କୁ ମାଡ଼ ମାରିଥିବା…
Read More...

ରତ୍ନଭଣ୍ଡାରରୁ ମିଳିଛି ରାଜ ରାଜୁଡ଼ା ସମୟରେ ଯୁଦ୍ଧ ସାମଗ୍ରୀ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ମିଳିଛି ପୁରାତନ କାଳର ବା ରାଜ ରାଜୁଡ଼ା ସମୟର ଯୁଦ୍ଧ ସାମଗ୍ରୀ। ତେବେ ଏହି ସାମଗ୍ରୀ ଗୁଡ଼ିକ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ି ନାହିଁ। ସେଗୁଡ଼ିକ…
Read More...

ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ଵର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି। ନୂଆ ସରକାର ନିକଟରେ ଏହି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାରେ ବିଜେଡି…
Read More...

ଝାଡ଼ାବାନ୍ତିରେ ୨୫ ଆକ୍ରାନ୍ତ, ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗତ ଏକ ସପ୍ତାହ ମଧ୍ୟରେ ଗାଁରେ ୨୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ…
Read More...

୪ ବର୍ଷରେ ଗଲାଣି ୧୨୫ ଯବାନଙ୍କ ଜୀବନ; ଏହି କାରଣରୁ ବଢୁଛି ଆତଙ୍କୀ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରରେ ବିଗତ ୪ ବର୍ଷ ମଧ୍ୟରେ ୧୨୫ ଯବାନଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଆକ୍ରମଣରେ ଏହି ଯବାନମାନେ ଶହୀଦ ହୋଇଛନ୍ତି। ତେବେ ଗୁଇନ୍ଦା ବିଫଳତା ଯୋଗୁ ଆତଙ୍କବାଦୀ ଆକ୍ରମଣ ଘଟୁଥିବା…
Read More...

ମୃତ୍ୟୁମୁଖରୁ ବର୍ତ୍ତିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସି ଗୁଳିମାଡ଼ର ଅନୁଭୂତି ବଖାଣିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଏକ ନିର୍ବାଚନୀ ପ୍ରଚାର ସମୟରେ ହତ୍ୟା ଉଦ୍ୟମ କରାଯାଇଥିଲା। ଟମାସ୍ କ୍ରୁକ୍‌ସ ନାମକ ୨୦ ବର୍ଷୀୟ ଯୁବକ ଏକ କୋଠା ଉପରୁ…
Read More...

ଡେଙ୍ଗୁ, ମ୍ୟାଲେରିଆ ପ୍ରତିରୋଧ ଉଦ୍ୟମ: ପ୍ରତି ଶୁକ୍ରବାର ‘ଶୁଷ୍କ ଦିବସ’

ସମ୍ବଲପୁର: ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଜନସାଧାରଣ କିପରି ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ନିଜକୁ ରକ୍ଷା କରିପାରିବେ ସେ ଦିଗରେ ସମ୍ବଲପୁର ମହାନଗର ନିଗମ ତରଫରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଏହି…
Read More...

ସମ୍ବଲପୁରୀ ଦିବସକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନ ଦେବାକୁ ଅନୁରୋଧ

ସମ୍ବଲପୁର: ଆସନ୍ତା ଅଗଷ୍ଟ ୧ରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରରେ ହେବାକୁ ଥିବା ରାଜ୍ୟସ୍ତରୀୟ  ସମ୍ବଲପୁରୀ ଦିବସ ପାଳନ ପାଇଁ…
Read More...

ପରିବଶେବିତ୍ ଡାକ୍ତର ଜଗଦିଶ ପଣ୍ଡାଙ୍କୁ ସବୁଜ ବନାନୀ ପୁରସ୍କାର

କଳାପଥର(ବାଙ୍କୀ): ବାଙ୍କୀ ବେଦପୁର ଗ୍ରାମର ଅବସରପ୍ରାପ୍ତ ଡାକ୍ତର ଜଗଦିଶ ପଣ୍ଡାଙ୍କୁ ଉଲ୍ଲେଖନୀୟ ପରିବେଶ ସଚେତନତା, ବୃକ୍ଷରୋପଣ ଏବଂ ବିଭିନ୍ନ ପ୍ରକାର ବୃକ୍ଷ ବଣ୍ଟନ ସକାଶେ ଆଦର୍ଶ ଯୁବ ପରିଷଦ ତରଫରୁ ସବୁଜ ବନାନୀ…
Read More...

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବାଙ୍କୀ ବିଧାୟକ

କଳାପଥର(ବାଙ୍କୀ): ବ୍ଲକ ସମ୍ମିଳନୀ କକ୍ଷରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉପଖଣ୍ଡସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।…
Read More...

ଘର ଖଣ୍ଡେ ପାଇଁ ଲଢୁଛନ୍ତି ଶ୍ରୀନିବାସ

କଳାପଥର(ବାଙ୍କୀ ): ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବାରୁ ବଞ୍ଚିତ  ହୋଇଛନ୍ତି ଢଶର ପଞ୍ଚାୟତ ତାରପୁର ଗ୍ରାମର ବରିଷ୍ଠ ନାଗରିକ ଶ୍ରୀନିବାସ ପ୍ରଧାନ ଓ ତାଙ୍କ ପତ୍ନୀ ଚାରି ଦେଈ। ପକ୍କା ଘର ନ ଥିବାରୁ ଦୀର୍ଘ…
Read More...

ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ, ୭ ଲକ୍ଷ ଲେଖାଏ ପ୍ରୋତ୍ସାହନ ରାଶି ଘୋଷଣା କଲେ ଅଚ୍ୟୁତ…

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସର ପ୍ୟାରିସଠାରେ ଚଳିତବର୍ଷ ହେବାକୁ ଥିବା ଅଲିମ୍ପିକ୍ସ ମହାକୁମ୍ଭରେ କିଟ୍‌ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ଭାଗନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ…
Read More...

ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ, ମରାମତି ଜରୁରୀ କହିଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କରିଛନ୍ତି ୧୧ ଜଣିଆ ଟିମ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରତ୍ନଭଣ୍ଡାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିମର ଅନୁଧ୍ୟାନ ଜାରି ରହିଥିବା ବେଳେ…
Read More...

ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା’ ଗିରଫ

ସମାଜ ଡିଜିଟାଲ ଡେସ୍କ: ବିବାଦୀୟ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରମା ଖେଡକରଙ୍କୁ ପୁଣେ ପୁଲିସ ଗୁରୁବାର ଗିରଫ କରିଛି। ଚାଷୀଙ୍କୁ ନିଜର ବନ୍ଧୁକ ଦେଖାଇ ଧମକାଉଥିବା ନେଇ ଏକ…
Read More...

ଦେଖନ୍ତୁ ଭିଡିଓ: ପାର୍କିଂ କୌଶଳ ଦେଖି ଆଖି ଲାଖିଯିବ, ପ୍ରଶଂସା ନ କରି ରହିପାରିବେନି

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ପସନ୍ଦ କରନ୍ତି। ହାଇଓ୍ବେ କିମ୍ବା ଏକ୍ସପ୍ରେସଓ୍ବେ କଥା ଆସିଲେ ଖୁସି କହିଲେ ନ ସରେ। କିନ୍ତୁ ଯେତେବେଳେ ସବୁଠୁ କମ ଜାଗାରେ ୪ ଚକିଆ ଯାନ ପାର୍କିଂ…
Read More...

ସର୍ବଭାରତୀୟ ଏଫଏମଜିଇ ପରୀକ୍ଷାରେ ବୌଦ୍ଧର ସିଦ୍ଧାର୍ଥ ମହାପାତ୍ର ଦ୍ୱିତୀୟ

ବୌଦ୍ଧ: ଭାରତ ସରକାରଙ୍କ ଏନଟିଏ ଦ୍ୱାରା ପରିଚାଳିତ ଏଫଏମଜିଇ (ବିଦେଶରେ ମେଡିକାଲ ଡିଗ୍ରୀ ପରୀକ୍ଷା) ୨୦୨୪ର ଫଳ ପ୍ରକାଶ ପାଇଛି। ଏହି ସର୍ଭଭାରତୀୟ ପରୀକ୍ଷାରେ ବୌଦ୍ଧର ମେଡିକାଲ ଛାତ୍ର ଡା. ସିଦ୍ଧାର୍ଥ ରାହୁଲ…
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କଲମପୁର/ମୁଖିଗୁଡା: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଧାମନଗୁଡା ପଲସାପଡା ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧାଙ୍କ ନାମ ହୀରାମଣୀ ସୌରା ଏବଂ ତାଙ୍କ ଘର ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି…
Read More...

ତାମିଲନାଡୁରେ ଆଦିବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ଦାଦନ ଖଟିବାକୁ ତାମିଲନାଡୁର କୋୟମ୍ବାଟୁର ଯାଇଥିବା ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଚଲଣା ପାହାଡ଼ ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ…
Read More...

ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଶ୍ରୀହନୁମାନ

ଆଠଗଡ଼: ଆଠଗଡ଼ରେ ଚାଲିଆସିଥିବା ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ସୁବର୍ଣ୍ଣ ଅଳଙ୍କାରମଣ୍ଡିତ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଶ୍ରୀ ହନୁମାନ ଜୀଉ ଦର୍ଶନ କରିଥିଲେ। ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରରୁ ଶ୍ରୀ ହନୁମାନ…
Read More...

ବାଇକକୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ, ଜଣେ ମୃତ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ରାଜ୍ୟ ରାଜପଥର ପଲାଶାଗୋରା କଲେଜ ଛକଠାରେ ବୁଧବାର ବାଇକ ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମନମୁଣ୍ଡା ଥାନା…
Read More...

ସ୍କୁଟିରୁ ବାହାରିଲା ସାପ

ବୁର୍ଲା: ବୁର୍ଲା ସହର ମାର୍କେଟ୍ ଅଂଚଳରେ ରଞ୍ଜିତ କରଙ୍କ ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟିରୁ ଏକ ସାପକୁ ଉଦ୍ଧାର କରାଯାଇଛି। ମଝିପାଲି ଅଞ୍ଚଳର ରଞ୍ଜିତ ସ୍କୁଟି ରଖି ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ତାଙ୍କ ଗାଡ଼ିରେ…
Read More...

ପୁନର୍ଗଠିତ ହେଲା ନିତି ଆୟୋଗ, ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ହେଲେ ସଦସ୍ୟ

ସମାଜ ଡିଜିଟାଲ ଡେସ୍କ: ନିତି ଆୟୋଗର ପୁନର୍ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ…
Read More...

‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ବିକାଶର ପରିପନ୍ଥୀ; ଏଭଳି ମନ୍ତବ୍ୟ ଦେଇ ବିବାଦରେ ବିଜେପି ବିଧାୟକ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ମୁସଲିମ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। କୌଣସି ସମ୍ପ୍ରଦାୟର ନାଁ ନ ନେଇ ବିଧାୟକ କହିଛନ୍ତି, ‘୪ ବେଗମ ଏବଂ ୩୬ ସନ୍ତାନ’…
Read More...

ସରକାରୀ ଜାଗାରେ ନିର୍ମିତ କୋଠା ଭାଙ୍ଗିବେ ସରକାର

ସମାଜ ଡିଜିଟାଲ ଡେସ୍କ: ସରକାରୀ ଜାଗାକୁ ଜବରଦଖଲ କରି ନିର୍ମିତ କୋଠାଗୁଡ଼ିକୁ ସରକାର ଭାଙ୍ଗିଦେବେ। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ସମସ୍ତ କୋଠାକୁ ଭଙ୍ଗାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।…
Read More...

ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି କଲେ ସୁର

ସମାଜ ଡିଜିଟାଲ ଡେସ୍କ: ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ୭ ତାରିଖରୁ ଘଟଣା ଘଟି ଅଭିଯୋଗ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ…
Read More...

୨୦ରେ ବିଜେଡି ବିଧାୟକ ଦଳ ବୈଠକ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଗକୁ ବିଧାନସଭା ଅଧିବେଶନ…
Read More...

ସାକ୍ଷାତକାର ପାଇଁ ପହଞ୍ଚିଲେ ହଜାର ହଜାର ଆଶାୟୀ, ଉପୁଜିଲା ଦଳାଚକଟା ପରିସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୁମ୍ବଇରେ। ଏକ ସାକ୍ଷାତକାର ଜରିଆରେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବା ପରେ…
Read More...

ଅଜିତ ପାଓ୍ବାରଙ୍କୁ ଝଟ୍‌କା, ଏନସିପି ଛାଡ଼ିଲେ ୪ ବରିଷ୍ଠ ନେତା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ଜାତୀୟତା କଂଗ୍ରେସ ପାର୍ଟି(ଏନସିପି)ରୁ ୪ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନରେ ଦଳର ନିରାଶଜନକ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଅଜିତ ପାଓ୍ବାରଙ୍କ କାର୍ଯ୍ୟରେ…
Read More...

‘ତାଙ୍କ ଆତ୍ମାକୁ ଏବେ ଶାନ୍ତି ମିଳିବ’: କାହିଁକି ଏମିତି କହିଲେ କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା…

ସମାଜ ଡିଜିଟାଲ ଡେସ୍କ: ଗତ ଜୁନ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଳବାହୀ ଟ୍ରେନ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୩ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋ ପାଇଲଟ…
Read More...

ଅଭାବନୀୟ: ଥାନା ପରିସରରେ ମା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ, ଡାକ୍ତରଖାନାରେ ଆଖି ବୁଝିଲେ ପୀଡ଼ିତା

ସମାଜ ଡିଜିଟାଲ ଡେସ୍କ: ଥାନା ପରିସରରେ ନିଜର ୬୦ ବର୍ଷୀୟା ମା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ୨୫ ବର୍ଷୀୟ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ଼ରେ। ନିଆଁରେ ପୋଡ଼ି ହୋଇ…
Read More...

ତିନି ରଥରେ ଛେରାପହଁରା କଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ସାରି ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ ହେବା ପରେ ଛେରାପହଁରା ନୀତି ଆରମ୍ଭ ହୋଇଛି। ପୁରୀ ଗଜପତି ମହାରାଜା…
Read More...

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀ ମନ୍ତ୍ରୀମାନେ ବି ଉପସ୍ଥିତ…
Read More...

ସରିଲା ପହଣ୍ଡି, ରଥରେ ଚତୁର୍ଦ୍ଧାମୂର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି ଯାତ୍ରା। ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା ବାଦ୍ୟରେ ଭକ୍ତଙ୍କ ଗହଣରେ ପହଣ୍ଡି କରି ତିନି ଠାକୁରଙ୍କୁ ରଥରେ ବିଜେ…
Read More...

ସଅଳ ଆରମ୍ଭ ହେଲା ପହଣ୍ଡି, ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି। ବାହୁଡ଼ା ଯାତ୍ରା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ…
Read More...

୧୩୩ ଟଙ୍କାର ଅର୍ଡର ବଦଳରେ ୬୦ ହଜାର କ୍ଷତିପୂରଣ ପାଇଲେ ଗ୍ରାହକ

ସମାଜ ଡିଜିଟାଲ ଡେସ୍କ: ଅନଲାଇନରେ ଖାଦ୍ୟ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଅର୍ଡର ମିଳିଲାନି। କିନ୍ତୁ ଏହା ବଦଳରେ ତାଙ୍କୁ ମିଳିଛି ୬୦ ହଜାର ଟଙ୍କାର କ୍ଷତିପୂରଣ। ଏହି କ୍ଷତିପୂରଣ ଦେଇଛି ଖାଦ୍ୟ ଡେଲିଭରି ସଂସ୍ଥା…
Read More...

ପାଣି ଭିତରେ ଛୁଆ ହାତୀକୁ ଆକ୍ରମଣ କଲା ଗଣ୍ଡା, ପହଞ୍ଚିଗଲା ମା’; ତା’ ପରେ… ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ମା’ ପଣତକାନୀରେ ଛୁଆ ସବୁବେଳେ ସୁରକ୍ଷିତ। ଏହା କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ। ପଶୁପକ୍ଷୀଙ୍କ କ୍ଷେତ୍ରରେ ବି ଏଭଳି ଦେଖିବାକୁ ମିଳିଥାଏ। ସାମାଜିକ ଗଣମାଧ୍ୟମରୁ…
Read More...

ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନର କଡ଼ା ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ଯୋଗଦେବ ନାହିଁ ବୋଲି ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ କଡ଼ା ଚେତାବନୀ…
Read More...

ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି। ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ…
Read More...

ବାହାରକୁ ଆସିଲେ ଏସପି ପିନାକ ମିଶ୍ର, କହିଲେ ‘ମୁଁ ସୁସ୍ଥ ଅଛି’

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ଖବର ନିଜେ ଖଣ୍ଡନ କରିଛନ୍ତି ଏସପି। ବାହାର ଭଣ୍ଡାର ଖୋଲାଯିବା ପରେ ଏସପି ମନ୍ଦିର ବାହାରକୁ ଚାଲିଆସିଛନ୍ତି।…
Read More...

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅସୁସ୍ଥ ହୋଇପଡ଼ିଲେ ପୁରୀ ଏସପି !

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ରତ୍ନଭଣ୍ଡାର ବାହାରେ ପ୍ରାୟ ୧୦ ମିନିଟ ଧରି ସେ ଅସୁସ୍ଥ ହୋଇପଡ଼ିଥିଲେ। ଟିମ୍‌ରେ ଥିବା ଡା.…
Read More...

କିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର: ପହଞ୍ଚିଲା ୬ ସିନ୍ଦୁକ, ମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆଉ କିଛି ସମୟ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ମନ୍ଦିରରେ ଆସି ପହଞ୍ଚିଛି ୬ଟି ସିନ୍ଦୁକ। ମୋଟ ୧୫ଟି ସିନ୍ଦୁକ ବରାଦ ହୋଇଥିବାବେଳେ ଆଉ ୯ଟି ସିନ୍ଦୁକ ଖୁବଶୀଘ୍ର ଆସି ପହଞ୍ଚିବ।…
Read More...

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କଲେ ସରକାର

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଫଳରେ ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବ। ଜାମ୍ମୁ-କାଶ୍ମୀର…
Read More...

ଇଣ୍ଡି ମେଣ୍ଟକୁ ୧୦ ଆସନ, ବିଜେପିକୁ ଝଟ୍‌କା

ସମାଜ ଡିଜିଟାଲ ଡେସ୍କ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ଶେଷ ହୋଇଛି। ୧୩ ଆସନ ମଧ୍ୟରୁ ୧୦ ଆସନରେ ଇଣ୍ଡି ମେଣ୍ଟ ବାଜି ମାରିଥିବାବେଳେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେପି…
Read More...

ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣ ପ୍ରସଙ୍ଗ: ବିଜେଡି କହିଲା ସରକାରଙ୍କ ନୀରବତା ସନ୍ଦେହଜନକ, ରାଜଭବନ…

ସମାଜ ଡିଜିଟାଲ ଡେସ୍କ: ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀରେ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ସହଯୋଗୀ…
Read More...

ସ୍ଵାମୀଙ୍କୁ ଛୁରାମାଡ଼ କରି ସ୍ତ୍ରୀଙ୍କ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବେଳବାହାଳି ନିକଟରେ ଶନିବାର ଜଣେ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କରାଯାଇଛି। ୩ ଜଣ ଦୁର୍ବୃତ୍ତ ଦମ୍ପତିଙ୍କୁ ଅଟକାଇ ତାଙ୍କଠାରୁ ସୁନା ଅଳଙ୍କାର ଲୁଟ…
Read More...

ଷ୍ଟେଜରେ ନୃତ୍ୟ ପ୍ରଦର୍ଶନ ବେଳେ ଜୀଅନ୍ତା କୁକୁଡ଼ା ମୁଣ୍ଡ କାମୁଡ଼ି ଖାଇଲେ ଯୁବକ, ଥାନାରେ ମାମଲା

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ ସମୟରେ ଜଣେ ଯୁବକ ଏକ କୁକୁଡ଼ା ମୁଣ୍ଡ କାମୁଡ଼ି ଖାଉଥିବାର ଦୃଶ୍ୟ…
Read More...

ବିଲରୁ ମାଈହାତୀ ମୃତଦେହ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକଚୁଆଁ ଗ୍ରାମ ନିକଟ ଏକ ବିଲରେ ଗୋଟିଏ ମାଈହାତୀର ମୃତଦେହ ଠାବ କରାଯାଇଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…
Read More...

୧୩ ବିଧାନସଭା ଆସନରେ ଉପନିର୍ବାଚନର ଭୋଟ ଗଣତି ଜାରି

ସମାଜ ଡିଜିଟାଲ ଡେସ୍କ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଛି। ଚଳିତ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଏନଡିଏକୁ କଡ଼ା ଟକ୍କର ଦେଇଥିବାବେଳେ ଏହି ୧୩ ଆସନର…
Read More...

ଦୋଷ ଲୁଚାଇବାକୁ ଷଡ଼ଯନ୍ତ୍ର, ରୋଗୀ ମୃତ୍ୟୁ ପରେ ପ୍ରେସକ୍ରିପସନ ବଦଳାଇଲେ ଡାକ୍ତର; ତଦନ୍ତ ଦାବି କଲେ ଗ୍ରାମବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରୁଥିବା ବେଳେ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଲାଞ୍ଜିଗଡ଼…
Read More...

ଜମି ବିକ୍ରି ନାଁରେ ସେନା ଅଧିକାରୀଙ୍କୁ ୫୦ ଲକ୍ଷ ଠକେଇ

ବ୍ରହ୍ମପୁର: ଜମି ବିକ୍ରି ନାଁରେ ଗୋଳବନ୍ଧ ମିଲିଟାରୀ ଷ୍ଟେସନରେ କାର୍ଯ୍ୟରତ ଜଣେ ସେନା ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାଲେଶ୍ବରର ଜଣେ ମହିଳା ଓ ତାଙ୍କ ସ୍ବାମୀ…
Read More...

ରାଜଧାନୀର ବାର୍‌ ମାଲିକଙ୍କୁ ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ରାଜଧାନୀର ସବୁ ବାର ନିୟମ ମାନିବାକୁ ବାଧ୍ୟ ହେବେ। ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରାଯିବ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଅବକାରୀ…
Read More...

ଦେଖନ୍ତୁ ଭିଡିଓ: କିପରି ବନ୍ଧୁକ ଦେଖାଇ ଚାଷୀଙ୍କୁ ଧମକାଉଛନ୍ତି ବିବାଦୀୟ ଆଇଏଏସ ଅଧିକାରୀଙ୍କ ମା’

ସମାଜ ଡିଜିଟାଲ ଡେସ୍କ: ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ପରେ ଏବେ ତାଙ୍କ ମା’ଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଛି। ପୂଜାଙ୍କ ମା’ ମନୋରମା ଖେଡକର ପୁଣେର ମୁଲଶି ତାଲୁକା ଅଞ୍ଚଳରେ ବନ୍ଧୁକ ଦେଖାଇ ଚାଷୀଙ୍କୁ…
Read More...

ରଥ ଉପରେ ମୋବାଇଲ ବ୍ୟବହାର କରିପାରିବେନି ସେବାୟତ: ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଏଣିକି ରଥରେ ମୋବାଇଲ ଫୋନ ବ୍ୟବହାର କରିପାରିବେନି ସେବାୟତ। ଠାକୁରଙ୍କ ଆଗରେ ଛିଡ଼ା ହୋଇ ଫଟୋ ବି ଉଠାଇପାରିବେ ନାହିଁ। ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ…
Read More...

ମା’ ପାଇଁ ଜୀବନକୁ ବାଜି ଲଗାଇଦେଲେ ଦୁଇ ନାବାଳକ ପୁଅ

ସମାଜ ଡିଜିଟାଲ ଡେସ୍କ: ମା’ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଦୁଇ ପୁଅ। ପହଁରା ନ ଜାଣି ବି କେନାଲକୁ ଡେଇଁପଡ଼ି ମା’କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଅବସ୍ଥା​‌ରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…
Read More...

ଏନଏଚଏଆଇ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଭୁବନେଶ୍ଵର: ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏହା ପ୍ରତିବାଦରେ ଦଳ ପକ୍ଷରୁ ଶୁକ୍ରବାର ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)ଙ୍କ ଜୟଦେବ ବିହାରସ୍ଥିତ…
Read More...

ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲାରେ କାର୍ଯ୍ୟରତ ଜଣେ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏସସିଓ)ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାମ ହେଉଛି ସୁରେଶ ମଲ୍ଲିକ। ଟାଉନ ଥାନା ପୁଲିସ ମୃତ୍ତିକା ସଂରକ୍ଷଣ…
Read More...

ମିଲେଟ ମିଶନ: ପ୍ରଚାର ବେଶୀ, ଉତ୍ପାଦନ କମ

ଧର୍ମଗଡ଼: ସରକାର ଧାନ ବ୍ୟତୀତ ପାରମ୍ପରିକ ପୌଷ୍ଟିକଯୁକ୍ତ ଆହାର‌ ପାଇଁ ମିଲେଟ(ମାଣ୍ଡିଆ) ଚାଷକୁ ଏକ ମିଶନରେ ନେଇଥିଲେ। କଳାହାଣ୍ଡିରେ କୋକସରା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକକୁ ପାଇଲଟ ପ୍ରକଳ୍ପ ହିସାବରେ ନେଇ…
Read More...

ଛତିଶଗଡ଼ର ଆଉ ଏକ ଷଡ଼ଯନ୍ତ୍ର, ଅଣମୌସୁମୀରେ ଶୁଖିଲା ପଡ଼ିବ ମହାନଦୀ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ହୋଇନାହିଁ। ଏହି ବିବାଦ ଜାରି ରହିଥିବାବେଳେ ପଡ଼ୋଶୀ ଛତିଶଗଡ଼ ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଛି। ମହାନଦୀର…
Read More...

ବିବାଦୀୟ ଆଇଏଏସ ଅଧିକାରୀଙ୍କ ଅଡିର କଟିଛି ୨୧ ଚାଲାଣ, ପୈଠ ହୋଇନି ଜରିମାନା

ସମାଜ ଡିଜିଟାଲ ଡେସ୍କ: ଅଡି କାରରେ ନାଲିବତୀ ଲଗାଇ ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଶିକ୍ଷାନବିସ ଅଧିକାରୀ ପୂଜା ଖେଡକରଙ୍କ ଗାଡ଼ିର ୨୧ଟି ଚାଲାଣ କଟିଛି। ଟ୍ରାଫିକ ନିୟମ ଉଲ୍ଲଂଘନ…
Read More...

‘ମା’ ଓ ଶିଶୁର ମାନସିକ ଅଭିବୃଦ୍ଧି ପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ’

ବୌଦ୍ଧ: ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଜିଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଜିଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ…
Read More...

ବୌଦ୍ଧ ଜିଲାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା, ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ପ୍ରଶାସନର ପ୍ରୟାସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ…
Read More...

ଦେଖନ୍ତୁ ଭିଡିଓ: ଉଡ଼ାଣର ଠିକ୍‌ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନ ଚକ, ବର୍ତ୍ତିଲେ ୧୭୪ ଯାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଉଡ଼ାଣ ପାଇଁ ରନଓ୍ବେରେ ଗଡ଼ୁଥିଲା ବିମାନ। କିଛି ସେକେଣ୍ଡ ମଧ୍ୟରେ ଉଡ଼ାଣ କରିଥାନ୍ତା। ହେଲେ ଏହାର ଠିକ୍ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନର ଏକାଧିକ ଚକ। ଚକ ଫାଟିବା ପରେ ବିମାନରୁ ହୁଗୁଳି…
Read More...

ଶମୀନା ଫିର୍ଦୋସଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ମୁସଲମାନଙ୍କ ପାଇଁ ପ୍ରଥମ ସମ୍ବିଧାନ ହେଉଛି କୁରାନ

ସମାଜ ଡିଜିଟାଲ ଡେସ୍କ: ମୁସଲମାନ ମହିଳାମାନେ ଛାଡ଼ପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜଣେ…
Read More...

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ପ୍ରେମିକା

ସମାଜ ଡିଜିଟାଲ ଡେସ୍କ: ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀଙ୍କୁ ଡେଇଁଛନ୍ତି ପ୍ରେମିକା। ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ ତାରତୋଲ ନିକଟରେ ଘଟିଛି ଏହି ଘଟଣା। ପ୍ରେମିକା ଜଣକ ହତୋତ୍ସାହିତ ହୋଇ ଏଭଳି…
Read More...

ଦ୍ରାବିଡଙ୍କୁ ନେଇ ଏମିତି ବାର୍ତ୍ତା ଦେଲେ ଆନନ୍ଦ ମହିନ୍ଦ୍ରା

ସମାଜ ଡିଜିଟାଲ ଡେସ୍କ: ଭାରତକୁ ଟି-୨୦ ବିଶ୍ଵକପ ଭେଟି ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଟିମ ଇଣ୍ଡିଆର ବିଦାୟୀ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଢେର ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।…
Read More...

୧୪ରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ: ଆଇନ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ। ପୂର୍ବରୁ ରତ୍ନଭଣ୍ଡାର ୧୪ ତାରିଖରେ ଖୋଲିବା ନେଇ ଯାଞ୍ଚ…
Read More...

ମାଓବାଦୀଙ୍କ ବର୍ବରତା: ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ କିଷ୍ଟବରମ ଜଙ୍ଗଲରେ ଏହି ହତ୍ୟାକାଣ୍ଡ ଘଟିଛି। ମାଓବାଦୀମାନେ ଉକ୍ତ ଗ୍ରାମବାସୀଙ୍କୁ…
Read More...

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଲା ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ସଂଘ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଆ ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ (ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦେଶକ ସଂଘ) ପକ୍ଷରୁ ଚଳିତ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇ ଦିଆଯାଇଛି। ସଂଘ…
Read More...

ମାଥିଲିରେ ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ୪ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗ୍ରାମରେ ଝାଡ଼ାବାନ୍ତି ଦେଖାଦେଇଛି। ଏଥିରେ ଗାଁର ୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…
Read More...