ଇସଲାମ ଏବଂ ଧର୍ମନିରପେକ୍ଷତା ଏକତ୍ର ରହିପାରିବେନି: ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତି

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ସତ୍ବେ ହିଂସା ଥମୁନାହିଁ। ହିନ୍ଦୁମାନଙ୍କ ପ୍ରତି ମୁସଲମାନଙ୍କ ଅତ୍ୟାଚାର ଏବଂ ଆକ୍ରମର ବଢ଼ିବାରେ ଲାଗିଛି। ଦେଶରେ ହିନ୍ଦୁମାନଙ୍କ ମଧ୍ୟରେ ବି ଜାଗରଣ…
Read More...

ପାକିସ୍ତାନରେ ପହଞ୍ଚିଲା ଏମ୍‌ପକ୍ସ, ଭାରତ ପାଇଁ ସତର୍କ ଘଣ୍ଟି; ଜରୁରୀ ପରିସ୍ଥିତି ଘୋଷଣା କଲା ବିଶ୍ଵ ସ୍ଵାସ୍ଥ୍ୟ…

ସମାଜ ଡିଜିଟାଲ ଡେସ୍କ: ଆଫ୍ରିକୀୟ ଦେଶ କଙ୍ଗୋରେ ଚିହ୍ନଟ ହୋଇଥିବା ସଂକ୍ରାମକ ରୋଗ ‘ଏମପକ୍ସ’ ଏବେ ପାକିସ୍ତାନରେ ବ୍ୟାପିବା ଆରମ୍ଭ ହୋଇଛି। ଯାହାଫଳରେ ଭାରତ ପାଇଁ ଏହା ସତର୍କ ଘଣ୍ଟି ବୋଲି କୁହାଯାଉଛି। କଙ୍ଗୋ…
Read More...

ଭାରତ ତିଆରି କଲା ଅତ୍ୟାଧୁନିକ ଡ୍ରୋନ, ୧୦୦୦ କିଲୋମିଟର ଯାଏ ଉଡ଼ିବ

ସମାଜ ଡିଜିଟାଲ ଡେସ୍କ: ଭାରତକୁ ମିଳିଛି ବଡ଼ ସଫଳତା। ଡ୍ରୋନ ନିର୍ମାଣ କ୍ଷେତ୍ରରେ ଭାରତ ଗୋଟିଏ ପାଦ ଆଗକୁ ବଢ଼ି ଏକ ଅତ୍ୟାଧୁନିକ ଡ୍ରୋନ ତିଆରି କରିବାରେ ସଫଳ ହୋଇଛି। ନେସନାଲ ଏରୋସ୍ପେଶ ଲାବରେଟୋରିଜ(ଏନଏଏଲ)…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ପ୍ୟାରିସ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଏକମାତ୍ର ଓଡ଼ିଆ ତାରକା ଅମିତ ରୋହିଦାସ। ଏହି ଅବସରରେ…
Read More...

କ୍ରିକେଟରେ କିଏ ପାଇଛନ୍ତି ସର୍ବାଧିକ ‘ପ୍ଲେୟର ଅଫ ଦ ସିରିଜ’ ପୁରସ୍କାର ?

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରେ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିବା  ସମସ୍ତ ଖେଳାଳିଙ୍କର ଗୋଟିଏ ସ୍ଵପ୍ନ ଥାଏ। କୌଣସି ଏକ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ପ୍ଲେୟର ଅଫ ଦ ମ୍ୟାଚ…
Read More...

ଦେଖନ୍ତୁ ଭିଡିଓ: ସାପ ଅଣ୍ଡାରୁ ନାଗ ଛୁଆ ବାହାରିବା ପରେ କିପରି ଫଣା ଟେକି ଚାହିଁଲା

ସମାଜ ଡିଜିଟାଲ ଡେସ୍କ: ସାପ ଅଣ୍ଡାରୁ ଛୁଆ ଜନ୍ମ ନେବା ସମସ୍ତେ ଜାଣନ୍ତି। ହେଲେ ଏହାର ଦୃଶ୍ୟ ହୁଏତ ଅନେକେ ଦେଖି ନ ଥିବେ। ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ଏକ ସାପ ଅଣ୍ଡାରୁ…
Read More...

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଖେଳାଳି ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଶୁକ୍ରବାର ସକାଳେ ସେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ…
Read More...

ମେଗା ରକ୍ତ ଦାନ ଶିବିର, ୧୧୬ ୟୁନିଟ ସଂଗୃହୀତ

ଗଞ୍ଜାମ: ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଚ୍ଛାସେବୀ ସଂଗଠନ ଦ ଇକୋ ୱାରିୟର ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭାଗୃହଠାରେ ଗୁରୁବାର ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ସ୍ରେଥା ଥାଭିସିନ

ସମାଜ ଡିଜିଟାଲ ଡେସ୍କ: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନଙ୍କୁ ପଦବୀରୁ ବହିସ୍କାର କରାଯାଇଛି। କ୍ୟାବିନେଟ ନିଯୁକ୍ତି କ୍ଷେତ୍ରରେ ସମ୍ବିଧାନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦେଶର ସାମ୍ବିଧାନିକ କୋର୍ଟ ବୁଧବାର…
Read More...

ଭିଜିଲାନ୍ସ ଜାଲରେ ଭୂତତ୍ତ୍ଵବିତ୍‌, ୪୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ଅଧିକାରୀ। ଲାଞ୍ଚ ନେବା ସମୟରେ ଜଣେ ଭୂତତ୍ତ୍ଵବିତ୍‌(ଜିଓଲୋଜିଷ୍ଟ)ଙ୍କୁ ଧରିଛି ଭିଜିଲାନ୍ସ। ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି…
Read More...

ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଖଣିଜ ରୟାଲଟି ଆଦାୟ କରିପାରିବେ ରାଜ୍ୟ, ବକେୟା ଫେରସ୍ତ କରିବେ କେନ୍ଦ୍ର ଓ ଖଣି କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ଖଣିଜ ରୟାଲଟି ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଖଣି କମ୍ପାନୀଗୁଡ଼ିକଠାରୁ ରାଜ୍ୟ ସରକାର ଏଣିକି ରୟାଲଟି ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ…
Read More...

୨୧ରେ ଭାରତ ବନ୍ଦ, ସଫଳ କରିବାକୁ ଅନୁସୂଚିତ ଜାତି ଓ ଜନଜାତି ସମାଜର ଆହ୍ବାନ

ସମାଜ ଡିଜିଟାଲ ଡେସ୍କ: ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ…
Read More...

ଓଡ଼ିଶାର ଏହି ୧୩ ଜଣଙ୍କୁ ମିଳିବ ପୁଲିସ ପଦକ

ସମାଜ ଡିଜିଟାଲ ଡେସ୍କ: ସ୍ଵାଧୀନତା ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶାର ୧୩ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବା ନେଇ କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୧୩  ଜଣଙ୍କ…
Read More...

୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ, ଓଡ଼ିଶାରୁ ପାଇବେ ୧୩ ଜଣ

ସମାଜ ଡିଜିଟାଲ ଡେସ୍କ: ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ…
Read More...

ପୁରୀରେ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ପୁରୀ ବଳିଆପଣ୍ଡା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ହତ୍ୟା କରାଯିବା ପରେ ଦୁର୍ବୃତ୍ତମାନେ ରାସ୍ତାରେ ତାଙ୍କ ମୃତଦେହ ଫିଙ୍ଗି ଚାଲିଯାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ।…
Read More...

ଛୁରି, ପେଚକସ୍‌ ଭୁସି ନାବାଳକଙ୍କୁ ହତ୍ୟା

ସମ୍ବଲପୁର: ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଛୁରି ଏବଂ ପେଚକସ୍‌ ତାଙ୍କ ଛାତିରେ ଭୁସି ହତ୍ୟା କରିଛନ୍ତି। ସ୍ଥାନୀୟ ଦାନୀପାଲି ଅଞ୍ଚଳରେ ଥିବା ପୋଲ ଉପରେ ମଙ୍ଗଳବାର…
Read More...

ଦାରିଙ୍ଗବାଡିରେ ଚେରୀ ବ୍ଲସମ ଚାରା ରୋପଣ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଫୁଲବାଣୀ/ଦାରିଙ୍ଗବାଡ଼ି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିଠାରେ ପ୍ରଥମ ଥର ଲାଗି ଚେରୀ ବ୍ଲସମ ଚାରା ରୋପଣ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଏହି ଚାରା ରୋପଣ କରିଛନ୍ତି । ଏ ନେଇ ଗତ ଜୁଲାଇ ୫…
Read More...

ଗଣମାଧ୍ୟମ ହେଉଛି ପ୍ରଶାସନର ଆଖି: ଜିଲ୍ଲାପାଳ

ବୌଦ୍ଧ: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନନୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁବ୍ରତ କୁମାର ପଣ୍ଡା ଗତ ରବିବାର ଦିନ ବୌଦ୍ଧ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମଙ୍ଗଳବାର ଏକ ସାମ୍ବାଦିକ…
Read More...

ନୂଆଁଖାଇ ପାଇଁ ୩ ଦିନ ସରକାରୀ ଛୁଟି ଘୋଷଣା ଦାବି

ସମ୍ବଲପୁର: ନୁଆଁଖାଇ ପଶ୍ଚିମ ଓଡିଶାର ୧୦ଟି ଜିଲାରେ ଧୂମଧାମରେ ଗଣପର୍ବ ରୂପେ ପାଳିତ ହୋଇଆସୁଛି । ଏହା ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ ହୋଇଥିବା ବେଳେ ମାଁ ସମଲେଶ୍ୱରୀଙ୍କୁ ଚାଷୀ ତାର ପ୍ରଥମ ଉତ୍ପାଦିତ ଧାନର ଚାଉଳ…
Read More...

ଅମ୍ରିତ୍‌ ଋତୁରାଜ କନ୍ଧମାଳ ଜିଲାପାଳ

ଫୁଲବାଣୀ: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଅମ୍ରିତ ଋତୁରାଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦାୟିତ୍ୱ ନେବା ପରେ ଆଜି ବହୁ ଜିଲାସ୍ତରୀୟ ଅଧିକାରୀ , ବିଭିନ୍ନ ସଂଗଠନ, ସାଧାରଣ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ,…
Read More...

ଅତାବିରାରେ ତ୍ରିରଙ୍ଗା ଯାତ୍ରା

ରେଙ୍ଗାଲିଡ୍ୟାମ: ଆଜାଦି କା ଅମୃତ ମହୋତ୍ସବ ଅବସରରେ ପଞ୍ଚାୟତ ସମିତି ବିଭାଗ ପକ୍ଷରୁ ଅତାବିରା ବ୍ଲକର ୨୪ଟି ପଞ୍ଚାୟତ ଅଧୀନରେ ଥିବା ସ୍କୁଲ୍ କଲେଜକୁ ନେଇ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଛାତ୍ରଛାତ୍ରୀମାନେ…
Read More...

୧୯୭୧ର ପ୍ରତିଶୋଧ ନେବାକୁ ପାକିସ୍ତାନର ଯୋଜନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶ ଉପକୂଳ ସମୁଦ୍ରରେ ଏକ ଛୋଟ ଜାଗା ରହିଛି, ଯାହାର ନାଁ ହେଉଛି ସେଣ୍ଟ ମାର୍ଟିନ। ଏହା ଏକ ଛୋଟିଆ ଦ୍ଵୀପ। ବାଂଲାଦେଶ ଉପକୂଳରୁ ମାତ୍ର ୯ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ଟାପୁ।…
Read More...

ପ୍ରଭାବଶୂନ୍ୟ ହେଲା ହିଣ୍ଡେନବର୍ଗ ରିପୋର୍ଟ, ଷ୍ଟକ ବଜାରରେ ସେନ୍‌ସେକ୍‌ସ ଓ ନିଫଟି ଊର୍ଦ୍ଧ୍ବଗାମୀ

ସମାଜ ଡିଜିଟାଲ ଡେସ୍କ: ଆଦାନୀ ଗ୍ରୁପ ଏବଂ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବଶୂନ୍ୟ ହୋଇଛି। ସୋମବାର ଶେୟାର ବଜାର ଖୋଲିବା ପରଠାରୁ ଅପରାହ୍ନ ସାଢ଼େ ଗୋଟାଏ…
Read More...

ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଅଗ୍ନିକାଣ୍ଡ: ଭିଡିଓରେ ଦେଖନ୍ତୁ କିପରି ଜଳୁଛି ନ୍ୟୁକ୍ଲିୟର ପ୍ଲାଣ୍ଟ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ୟୁକ୍ରେନର ଜାପୋରିଝଝିଆଠାରେ ଥିବା ଏକ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। କେନ୍ଦ୍ରର ଗୋଟିଏ କୁଲିଂ ଟାଓ୍ବାରରୁ ପ୍ରବଳ ମାତ୍ରାରେ ଧୂଆଁ ନିର୍ଗତ ହେଉଛି। ଏ…
Read More...

ଏଲନ ମସ୍କଙ୍କୁ ବ୍ଲକ କରୁଛନ୍ତି ଏକ୍ସ’ ବ୍ୟବହାରକାରୀ, ଜାଣନ୍ତୁ କ’ଣ ରହିଛି କାରଣ…

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଏକ୍ସ’ର ମାଲିକ ଏଲନ ମସ୍କଙ୍କୁ ବ୍ଲକ (ଅବରୋଧ) କରୁଛନ୍ତି ଏହାର ବ୍ୟବହାରକାରୀ। ଦିନକୁ ଦିନ ବ୍ଲକ କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି…
Read More...

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଦେଇ ସାରା ଦେଶ ସ୍ତବ୍ଧ ହୋଇପଡ଼ିଥିବାବେଳେ ଉତ୍ତରପ୍ରଦେଶ ଆଗ୍ରାରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି।…
Read More...

ନବୋଦୟ ବିଦ୍ୟାଳୟରେ ସମନ୍ୱୟ ବୈଠକ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗିଠାରେ ଥିବା ପି.ଏମ୍‌‌.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ସଭାଗୃହ ପରିସରରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅଧ୍ୟକ୍ଷ ପୀତବାସ ପ୍ରହରାଜଙ୍କ…
Read More...

ହାତୀ ନଦୀରେ ବନ୍ୟା ଆସିଲେ ଚିନ୍ତାରେ ପଡୁଛନ୍ତି ବାଲିଛଡ଼ା ଗ୍ରାମବାସୀ; ନଦୀ ଗର୍ଭରେ ଲୀନ ହୋଇଗଲାଣି ୧୦ ଘର

କଲମପୁର: ବର୍ଷା ଆସିଲେ ହାତୀ ନଦୀ କୂଳରେ ଥିବା ଗାଁ ଲୋକଙ୍କ ମନରେ ଛନକା ପଶେ । କାଳେ ବନ୍ୟା ଆସି ଧୋଇ ନେବ କି ଘର ଦୁଆର। ଅତୀତରେ ୧୦ଟି ଘର ନଦୀ ଗର୍ଭରେ ଲୀନ ହେଇ ସାରିଛି । ତେଣୁ ଗ୍ରାମବାସୀ ଏଭଳି ଅଶଙ୍କା କରିବା…
Read More...

ବାଲିଚର ମାଡ଼ିଗଲା ଶତାଧିକ ଏକର ଚାଷ ଜମି, ଚିନ୍ତାରେ ଚାଷୀକୂଳ

କଳାପଥର(ବାଙ୍କୀ): ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷା ଯୋଗୁ ପଶ୍ଚିମ ବାଙ୍କୀର ୬୦ପ୍ରତିଶତ ଜମି ଜଳାର୍ଣ୍ଣବ ହୋଇ ବାଲିଚର ମାଡ଼ିଯାଇଛି। ମହାନଦୀ ବୃହତ୍ତ ଉଠା ଜଳସେଚନ ପାଇଁ ବିଛା ଯାଇଥିବା ହୋମ ପାଇପ ଓ ଡେଲିଭରୀ…
Read More...

ଭୂମିହୀନ ଗରିବଙ୍କ ଆୟ ସୀମା: ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ରହୁନି ତାଳମେଳ

ରେଙ୍ଗାଲି: ରାଜ୍ୟରେ ଥିବା ଭୂମିହୀନ ଗରିବ ପରିବାରର ବାର୍ଷିକ ଆୟ ପରିସୀମାକୁ ନେଇ ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗର ଏକ ମାପଦଣ୍ଡ ଥିବାବେଳେ ପଞ୍ଚାୟତିରାଜ…
Read More...

ଦୁର୍ଘଟଣାରେ ଚାଲିଗଲା ୫ ଛାତ୍ରଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁରେ ଏକ ସଡ଼କ ଦୁର୍ଘଟଣାରେ ୫ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏହି ଛାତ୍ରମାନେ ଏକ କାର ଯୋଗେ ଯାଉଥିବାବେଳେ ଚେନ୍ନାଇ-ତିରୁପତି ଜାତୀୟ ରାଜପଥର…
Read More...

ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଘରୁ ଚୋରି

ଆଠଗଡ: ଆଠଗଡରେ ଏବେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଗୋଟିଏ ପରେ ଗୋଟିଏ ଚୋରି ଓ ରାହଜାନୀ ଘଟଣା ଘଟିଚାଲିଛି । ଏପରିକି ଚୋରଙ୍କ କବଳରୁ ନିଜେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବି ବର୍ତ୍ତିନାହାନ୍ତି । ଆଠଗଡରେ…
Read More...

ଫେରିବାଲାଙ୍କୁ ଥାନା ଜିମା ଦେଲେ ଲୋକେ, ଆଧାର କାର୍ଡ ଯାଞ୍ଚ ପରେ ଛାଡିଲା ପୁଲିସ

ଆଠଗଡ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପରେ ଓଡିଶାର ବିଭିନ୍ନ ସ୍ଥାନରେ ରହୁଥିବା ବାଂଲାଦେଶୀ ଆକ୍ରୋଶର ଶିକାର…
Read More...

ଜୁଆ ଆଡ୍ଡାରେ ଚଢାଉ: ୮ ଜୁଆଡି ଗିରଫ, ୩୬ ହଜାର ଟଙ୍କା ଜବତ

ଗୋପାଳପୁର: କନିଷି ହାଟ ସନ୍ନିକଟ ଲକ୍ଷ୍ମୀନୃସିଂହ ସାହିରେ ଗତ କିଛି ମାସ ଧରି ଚାଲିଥିବା ଏକ ଜୁଆ ଆଡ୍ଡାରେ ଗୋଳନ୍ଥରା ପୁଲିସ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସେଠାରୁ ପୁଲିସ ୮ ଜୁଆଡିଙ୍କୁ ଗିରଫ କରିବା ସହ ୩୬ ହଜାର…
Read More...

ଲାଞ୍ଜିଗଡ କରାଟେ କଲର ବେଲ୍ଟ ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ ଅନୁଷ୍ଠିତ କରାଟେ କଲର ବେଲ୍ଟ ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ…
Read More...

ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଗୋରୁପଲ, ପରିବହନ ମନ୍ତ୍ରୀ ଖପ୍ପା

ଗୋପାଳପୁର: ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୋପାଳପୁର ଗସ୍ତ କରି ଫେରୁଥିବା ସମୟରେ ଅଚାନକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସନ୍ନିକଟ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କରିଛନ୍ତି।…
Read More...

‘ସୁସ୍ଥ ଓ ସ୍ୱଚ୍ଛ ସମ୍ବଲପୁର’ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ରବିବାର ଲାଇଫ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଚାଲୁଥିବା ‘ସୁସ୍ଥ ଓ ସ୍ୱଚ୍ଛ ସମ୍ବଲପୁର’ପ୍ରକଳ୍ପ ଅନ୍ତର୍ଗତ ଏକ ସଚେତନତା ଶିବିର ତମଲାପଡା ଠାରେ ଆୟୋଜିତ ହୋଇଯାଇଛି । ସଙ୍ଗଠନର ସଦସ୍ୟା ପ୍ରତିମା ଶର୍ମା,…
Read More...

ଗଙ୍ଗାଧର ମେହେର କବିତା ଆବୃତି ଓ ବକ୍ତୃତା ପ୍ରତିଯୋଗିତା

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ ଭବନଠାରେ ରବିବାର ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ସ୍କୁଲ ତଥା କଲେଜ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଙ୍ଗାଧର ମେହେର କବିତା ଆବୃତି ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଅଧା ଦାମରେ ମିଳୁଛି ଏହି ସ୍ମାର୍ଟଫୋନ, ଜାଣନ୍ତୁ କେଉଁଠୁ କିଣିବେ ?

ସମାଜ ଡିଜିଟାଲ ଡେସ୍କ: ନୂଆ ନୂଆ ସ୍ମାର୍ଟଫୋନ ଉପରେ ସବୁବେଳେ ନଜର ରହିଥାଏ ଯୁବପିଢ଼ିଙ୍କର। କିଛି ନୂଆ ଫୋନ ବଜାରକୁ ଆସିଲେ ଯୁବପିଢ଼ିଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦିଏ ତାହାକୁ କିଣିବାକୁ। ଅନେକେ ଦାମୀ…
Read More...

ସିଡିଏ ସେକ୍ଟର-୧୩ ଦେଇ ଚାଲିଲା ମୋ’ ବସ୍‌

ସମାଜ ଡିଜିଟାଲ ଡେସ୍କ: ରବିବାରଠାରୁ କଟକର ସେକ୍ଟର-୧୩ ଦେଇ ଚଳାଚଳ ଆରମ୍ଭ କରିଛି ମୋ’ ବସ୍‌। ପ୍ରଥମ ଦିନରେ ରୁଟ୍‌ ନଂ.-୧୬ ବସ୍‌ଟି ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି। ଅମୃତ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନର…
Read More...

ଭିଡିଓରେ ଦେଖନ୍ତୁ, କିପରି ଏକ ପରିତ୍ୟକ୍ତ କୂଅରୁ ବିଲେଇ ଛୁଆକୁ ଉଦ୍ଧାର କଲା କୁନି ମାଙ୍କଡ଼ ?

ସମାଜ ଡିଜିଟାଲ ଡେସ୍କ: କୌଣସି ଗର୍ତ୍ତ ହେଉ କି ବିପଦପୂର୍ଣ୍ଣ ସ୍ଥାନ, ଯଦି କେହି ସେଠାରେ ଫଶିଯାଆନ୍ତି, ତେବେ ମଣିଷ ସେମାନଙ୍କୁ ଉଦ୍ଧାର କରିଥାଏ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅବସ୍ଥାରେ ଉଦ୍ଧାରକାର୍ଯ୍ୟ ହୋଇଥାଏ।…
Read More...

ଦେଶବାସୀଙ୍କୁ କ୍ଷମା ମାଗିଲେ ନୀରଜ ଚୋପ୍ରା; ଦେଖନ୍ତୁ ଭିଡିଓରେ କ’ଣ କହିଲେ?

ସମାଜ ଡିଜିଟାଲ ଡେସ୍କ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍‌ ନୀରଜ ଚୋପ୍ରା ନିଜର ଭଦ୍ର ଏବଂ ସରଳ ବ୍ୟକ୍ତିତ୍ଵ ପାଇଁ ସର୍ବତ୍ର ପରିଚିତ। ଗତ ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ…
Read More...

ହିଣ୍ଡେନବର୍ଗ ରିପୋର୍ଟ ବିଦ୍ଵେଷପୂର୍ଣ୍ଣ, ନିରର୍ଥକ ଏବଂ କାରସାଦିଯୁକ୍ତ: ଆଦାନୀ ଗ୍ରୁପ

ସମାଜ ଡିଜିଟାଲ ଡେସ୍କ: ଷ୍ଟକ ବଜାରରେ ଶର୍ଟ ସେଲର ଭଳି ଅପଖ୍ୟାତି ଅର୍ଜନ କରିବା ଏବଂ ଭାରତୀୟ ନିରାପତ୍ତା ଆଇନ ଉଲ୍ଲଂଘନ କରି ଯାଞ୍ଚ ଅଧୀନରେ ଥିବା ହିଣ୍ଡେନବର୍ଗର ସଦ୍ୟତମ ରିପୋର୍ଟ ବିଦ୍ଵେଷପରାୟଣ, ନିରର୍ଥକ ଏବଂ…
Read More...

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ଦ୍ଵିତୀୟ ‘ଓଡିଶା ଆଚିଭର୍ସ ଆୱାର୍ଡ-୨୦୨୪’

ସମାଜ ଡିଜିଟାଲ ଡେସ୍କ: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ଦ୍ଵିତୀୟ ଆଚିଭର୍ସ ଆୱାର୍ଡ-୨୦୨୪ ଉତ୍ସବ ସ୍ଥାନୀୟ ଭୁବନେଶ୍ଵରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା…
Read More...

ପ୍ରଧାନ ବଚାରପତିଙ୍କ ଇସ୍ତଫା, ଦ୍ଵିପ୍ରହର ପର୍ଯ୍ୟନ୍ତ ସମୟ ଦେଇଥିଲେ ବିକ୍ଷୋଭକାରୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶ ପ୍ରଧାନ ବିଚାରପତି ଓବୈଦୁଲ ହସନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଶନିବାର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ତାଙ୍କୁ ପଦ ଛାଡ଼ିବାକୁ ୧ ଘଣ୍ଟା ସମୟ…
Read More...

ହସିନାଙ୍କ ପରେ ଟାର୍ଗେଟରେ ପ୍ରଧାନ ବିଚାରପତି; ସୁପ୍ରିମକୋର୍ଟ ଘେରିଲେ ଆନ୍ଦୋଳନକାରୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ସେନା ଚାପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇସାରିଥିବାବେଳେ ଏବେ ଆନ୍ଦୋଳନକାରୀଙ୍କ ଟାର୍ଗେଟକୁ ଆସିଛନ୍ତି ସୁପ୍ରିମକୋର୍ଟର…
Read More...

ଓ୍ବାୟନାଡରେ ମୋଦୀ, ଆକାଶମାର୍ଗରୁ ଭୂସ୍ଖଳନ ଅଞ୍ଚଳ ନିରୀକ୍ଷଣ କଲେ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ଓ୍ବାୟନାଡ ଜିଲା ଗସ୍ତ କରି ଭୂସ୍ଖଳନ ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୋଦୀ ପ୍ରଥମେ ବାୟୁସେନା ହେଲିକପ୍ଟର ଯୋଗେ ଭୂସ୍ଖଳନରେ…
Read More...

ବିନେଶଙ୍କ ପରେ ଓଜନ ବୃଦ୍ଧିର ଶିକାର ହୋଇଥିଲେ ଅମନ, ୧୦ ଘଣ୍ଟାରେ କମାଇଲେ ୪.୬ କିଲୋଗ୍ରାମ

ସମାଜ ଡିଜିଟାଲ ଡେସ୍କ: ମହିଳା କୁସ୍ତିର ୫୦ କିଲୋଗ୍ରାମ ବର୍ଗରେ ବିନେଶ ଫୋଗଟ ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। କାରଣ ଥିବା ଓଜନ ବୃଦ୍ଧି। ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ତାଙ୍କୁ ପ୍ୟାରିସ…
Read More...

ଜଳାଶୟ ଭିତରେ ଛିଡ଼ା ହୋଇ ଆକୁଳ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ; ଆମକୁ ଭାରତ ଆସିବାକୁ ଦିଅ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ସତ, କିନ୍ତୁ ହିଂସା ଥମୁନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଦେଶରେ ରହୁଥିବା ଅନେକ…
Read More...

ବିଦ୍ୟାଳୟରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଊର୍ଦ୍ଧ୍ବ ମୃତ

ସମାଜ ଡିଜିଟାଲ ଡେସ୍କ: ଗାଜାର ଏକ ବିଦ୍ୟାଳୟରେ ଇସ୍ରାଏଲ ପକ୍ଷରୁ ଶନିବାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ୧୦୦ରୁ ପ୍ରାଣ ହରାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ନାଗରିକ ପ୍ରତିରକ୍ଷା ସଂସ୍ଥା…
Read More...

ଜେଲରୁ ବାହାରିବା ପରେ ପ୍ରଥମ ସକାଳ ଦେଖିଲେ ସିଶୋଦିଆ, ସ୍ତ୍ରୀଙ୍କ ସହିତ ସେଲ୍‌ଫି ପୋଷ୍ଟ କରି କହିଲେ ଏମିତି

ସମାଜ ଡିଜିଟାଲ ଡେସ୍କ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟରେ ଶନିବାର ସକାଳେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ…
Read More...

କୁସ୍ତିରେ ଭାରତକୁ ପ୍ରଥମ ପଦକ; ପଦାର୍ପଣରେ କାଂସ୍ୟ ଜିତିଲେ ଅମନ୍‌

ସମାଜ ଡିଜିଟାଲ ଡେସ୍କ: ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍‌ ପଡ଼ିବା ପରେ କୁସ୍ତିରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଅନ୍ୟ ଜଣେ ପ୍ରତିଭାବାନ୍‌ କ୍ରୀଡ଼ାବିତ ଅମନ ଶେରାଓ୍ବତ। ପଦାର୍ପଣ ଅଲିମ୍ପିକ୍ସରେ ସେ…
Read More...

ନାବାଳିକା ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ଵର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟରେ ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର…
Read More...

ଖାଲିପେଟରେ ଏସବୁ ଖାଇଲେ ଝଡ଼ିଯିବ କେଶ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର ?

ସମାଜ ଡିଜିଟାଲ ଡେସ୍କ: ସ୍ଵାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ବର୍ତ୍ତମାନ ସମୟର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଅମ୍ଳ ଦୋଷ ଏବଂ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ…
Read More...

ଅମିତାଭଙ୍କ ନାଁ ଶୁଣି କାହିଁକି ଚିଡ଼ିଗଲେ ଜୟା ବଚ୍ଚନ ?

ସମାଜ ଡିଜିଟାଲ ଡେସ୍କ: କିଛିଦିନ ହେବ ରାଜ୍ୟ ସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଏପରି କି ଅଭିତାଭ ବଚ୍ଚନଙ୍କ ନାଁ…
Read More...

ଲାଇନଚ୍ୟୁତ ହେଲା କିରୋସିନ ଟ୍ୟାଙ୍କର ବୋଝେଇ ମାଲଗାଡି, ଟଳିଲା ବଡ଼ ଦୁର୍ଘଟଣା

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ କୁମେଦପୁର ଷ୍ଟେଶନ ନିକଟରେ ଶୁକ୍ରବାର ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୫ଟି ବଗି ରେଳଧାରଣାରୁ ଖସି ଅଲଗା ହୋଇଯାଇଛି। ଏହି…
Read More...

ଦେଖନ୍ତୁ ଭିଡିଓ: ହାର୍ ମାନିଲେନି, କୋଭିଡରେ ଆକ୍ରାନ୍ତ ହୋଇ ବି ଅଲିମ୍ପିକ୍ସ ଟ୍ରାକରେ ଦୌଡ଼ିଲେ, ଜିତିଲେ ପଦକ

ସମାଜ ଡିଜିଟାଲ ଡେସ୍କ: କରୋନା ଭୂତାଣୁ ଆକ୍ରାନ୍ତ ଥାଇ ବି ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଜଣେ କ୍ରୀଡ଼ାବିତ। କରୋନା ଆଗରେ ହାର ମାନି ନାହାନ୍ତି ଏହି ଖେଳାଳି। ଶେଷରେ ତାଙ୍କ ଦୃଢ଼ ଇଚ୍ଚାଶକ୍ତିର ବିଜୟ…
Read More...

ବାଂଲାଦେଶ ଫେରିଯିବେ ହସିନା, ରାଜନୀତିକୁ ଆସିବେ ପୁଅ ଓ୍ବାଜେଦ ଜୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହେବା ପରେ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଭବନ ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍‌ର ନେତାମାନଙ୍କ ଉପରେ…
Read More...

ଯୁବକଙ୍କୁ ମାରି କେନାଲରେ ଫିଙ୍ଗିଦେଲେ ! ୨ ଅଟକ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୁକୁରା ପଞ୍ଚାୟତର ବ୍ରାହ୍ମଣ ଟୁକୁରା ରାଧାପଡ଼ାର ବିଦେଶୀ ଗହିର ନାମକ ବ୍ୟକ୍ତିଙ୍କ  ମୃତଦେହ  ମାହେଶ୍ୱରୀ ହୋଟେଲ ପଛପଟେ ଯାଇଥିବା କେନାଲରୁ ପୁଲିସ ଜବତ…
Read More...

ଡକାୟତି ପରେ ବୋମାମାଡ଼ ମାମଲାରେ ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ଫୁଲବାଣୀ: ୨୦୧୨ ମସିହାରେ ସଂଘଠିତ ଏକ ଡକାୟତି ଏବଂ ବୋମାମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଦୀର୍ଘ ୧୨ ବର୍ଷ ପରେ ଅତିରିକ୍ତ ଜିଲା ଜଜ୍‌ ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କାଲିଫର୍ନିଆର ଗବେଷଣା ବିଶେଷଜ୍ଞ

ଗୋପାଳପୁର: କାଲିଫର୍ନିଆର ଗବେଷଣା ବିଶେଷଜ୍ଞ ତଥା ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡରେ ଭାରତକୁ ପ୍ରତିନିଧିତ୍ଵ କରି ରୌପ୍ୟ ପଦକ ବିଜେତା ଡ. ସ୍ଵରୂପ ମିଶ୍ର ନିଷ୍ଟ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ…
Read More...

ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ହସ୍ତତନ୍ତ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ଅଧ୍ୟାପିକାମାନଙ୍କ ପକ୍ଷରୁ ବୁଧବାର ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ପ୍ରାଧ୍ୟାପିକା ସ୍ନିଗ୍ଧା ପାତ୍ର ପୌରୋହିତ୍ୟ କରି ହସ୍ତତନ୍ତ ଆମ ଦେଶର ଅର୍ଥନୈତିକ…
Read More...

ମୃତ୍ୟୁ ପରେ ଅନ୍ତର୍ଯ୍ୟାମୀଙ୍କ ଶରୀର ଦାନ କଲେ ପରିବାରବର୍ଗ

ସମ୍ବଲପୁର: ଉତ୍ସର୍ଗ ଅନୁଷ୍ଠାନର ସହଯୋଗରେ ଭିମସାରର ଆନାଟୋମି ବିଭାଗକୁ ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ମୃତ୍ୟୁ ପରେ ତାଙ୍କର ଇଚ୍ଛାନୁଯାୟୀ ଶରୀର ଦାନ କରାଯାଇଛି । ଗୁରୁବାର ସକାଳେ ଶ୍ରୀ ତ୍ରିପାଠୀଙ୍କ ସ୍ୱର୍ଗବାସ…
Read More...

ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଛକ ନିକଟରେ ଏକ କାର ଧକ୍କାରେ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପାଡାଙ୍ଗି ଗାଁର ରାଜୁ…
Read More...

ହରିଲାଲ ମେହେରଙ୍କୁ ଜାତୀୟ ସନ୍ଥ କବୀର ହସ୍ତତନ୍ତ ସମ୍ମାନ

ରେଙ୍ଗାଲିକ୍ୟାମ୍ପ: ଦଶମ  ଜାତୀୟ ହସ୍ତତନ୍ତ ଦିବସରେ  ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ବାନ୍ଧ ଶିଳ୍ପୀ ହରିଲାଲ ମେହେରଙ୍କୁ…
Read More...

ଅତାବିରା ବ୍ଲକସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଜିଲ୍ଲାସ୍ତରକୁ ମନୋନୀତ ହେଲେ ୩୨ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ଅତାବିରା ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କର ଫୁଟବଲ ପ୍ରତିଯୋଗିତା ହୋଇଥିଲା। ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ…
Read More...

ଦ୍ଵିତୀୟ ଥର ସ୍ଵାଧୀନତା ପାଇଲା ବାଂଲାଦେଶ, ଏହାକୁ ସୁରକ୍ଷା ଦେବୁ; ଢାକାରେ ପହଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ଦେଲେ…

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ପହଞ୍ଚିଛନ୍ତି ଅନ୍ତରୀଣ ସରକାରର ନୂଆ ପ୍ରଧାନମନ୍ତ୍ରୀ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ। ଗୁରୁବାର ସେ ଢାକାରେ ପହଞ୍ଚିବା ପରେ କହିଛନ୍ତି, ବାଂଲାଦେଶ ୨ୟ ଥର ପାଇଁ ସ୍ଵାଧୀନତା…
Read More...

ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ- ଅବକାରୀ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଆଉ ନୂଆ ମଦ ଦୋକାନ ନ…
Read More...

ଅତ୍ୟଧିକ ସୁନ୍ଦରତା ପାଇଁ ମହିଳା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଫେରାଇଦେଲେ, କ୍ରୀଡ଼ାବିତ୍‌ଙ୍କ ଧ୍ୟାନ ଭଙ୍ଗ…

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜର ଅତ୍ୟଧିକ ସୁନ୍ଦରତା ପାଇଁ ଜଣେ ମହିଳା ସନ୍ତରଣକାରୀ ଚଳିତ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ବାଦ୍‌ ପଡ଼ିଛନ୍ତି। ଏଭଳି ଏକ ଘଟଣା…
Read More...

ଲଗାତର ୯ମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ

ସମାଜ ଡିଜିଟାଲ ଡେସ୍କ: ଲଗାତର ୯ମ ଥର ଲାଗି ରେପୋରେଟ୍‌ ଅର୍ଥାତ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ୩ ଦିନ ଧରି ଚାଲିଥିବା ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ରେପୋରେଟ୍‌କୁ…
Read More...

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସସିଷ୍ଟ) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ପରଲୋକ ଘଟିଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୮ଟାରେ…
Read More...

ହସଖୁସିରେ ଚାଲି ଚାଲି ଯାଉଥିଲା ଝିଅ, ୫ ମହଲା କୋଠାରୁ ଖସି ଉପରେ ପଡ଼ିଲା କୁକୁର, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ କାହା ପାଇଁ କେମିତି ଆଉ କେତେବେଳେ ଆସିବ ତାହା ପୂର୍ବାନୁମାନ କରିହୁଏ ନାହିଁ। ଏଭଳି ଅନେକ ଘଟଣା ଆମ ଆଖପାଖରେ ଦେଖିବାକୁ ମିଳିଥାଏ ଅଥବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଥାଏ। ଏମିତି ଏକ…
Read More...

ଦୁଇ ଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲା ଠେଲକୋଲେଇ ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ୨ଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ସମ୍ବଲପୁର ସେସନ ଜଜ୍‌କୋର୍ଟ। ଏହା ସହିତ ଅଭିଯୁକ୍ତକୁ ୧୦…
Read More...

ବିଦ୍ୟାଳୟ ଛାତରୁ ଝରୁଛି ପାଣି, ବର୍ଷା ହେଲେ ପଢ଼ା ବାଧାପ୍ରାପ୍ତ

ରେଙ୍ଗାଲିକ୍ୟାମ୍ପ: ଶତାୟୁ ବିଦ୍ୟାଳୟ। ହେଲେ ଭିତ୍ତିଭୂମି ଦୁର୍ବଳ। ବର୍ଷା ହେଲେ ଛାତରୁ ଝରୁଛି ପାଣି। ବାହାରୁ ଶ୍ରେଣୀଗୃହକୁ ପଶିଆସୁଛି ବର୍ଷା ଜଳ। ବର୍ଷା ଦିନେ ଏମିତି ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ପାଠପଢ଼ା…
Read More...

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଆରପି(ସରକାରୀ ରେଲଓ୍ବେ ପୁଲିସ) ଦ୍ୱାରା ସ୍ଥାନୀୟ ଶାସନରୁ ସରଲା ଷ୍ଟେସନ ମଧ୍ୟରେ ରେଳ ଧାରଣା ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଆରପି ସୂଚନାନୁଯାୟୀ, ଗତ ରାତ୍ରିରେ…
Read More...

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଗୁରୁଡିଝାଟିଆ: ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର । ଏହାଦ୍ୱାରା ଶିଶୁର ମାନସିକ, ବୌଦ୍ଧିକ ଓ ଶାରିରୀକ ବିକାଶ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇଥାଏ । ଶିଶୁ ସୁସ୍ଥ ରହିଥାଏ । ଏଥିପ୍ରତି ପ୍ରତ୍ୟେକ ମା’…
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦୁଝର ସାଂସଦ

ପାଟଣା: ଲୋକସଭାରେ ବିଜେପି ସଚେତକ ତଥା କେନ୍ଦୁଝର ସାଂସଦ ଅନନ୍ତ ନାୟକ ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରେଳପଥ ସମ୍ପର୍କିତ କେନ୍ଦୁଝରର ବିଭିନ୍ନ ଦାବିକୁ ଉପସ୍ଥାପିତ କରିଛନ୍ତି। ଏହି…
Read More...

ଅଟୋ ଓଲଟି ୧୫ ଶ୍ରମିକ ଆହତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପଶି ନିକଟରେ ଏକ ଅଟୋ ଓଲଟି ୧୫ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଶ୍ରମିକମାନେ ସରାସପଶି ପଞ୍ଚାୟତ ବୃନ୍ଦାବନପୁର…
Read More...

୫ ଲୁଟେରା ଗିରଫ, ୩ ବାଇକ ଜବତ

ପାଟଣା: ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ଲୁଟ ଓ ଛିନତାଇ ମାମଲାରେ ପାଟଣା ପୁଲିସ ୫ ଲୁଟେରାଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି। ଲୁଟେରାମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା, ୩ଟି ବାଇକ, ୮ଟି ମୋବାଇଲ ଫୋନ,…
Read More...

ଘର ଉପରେ ଉପୁଡ଼ି ପଡ଼ିଲା ବରଗଛ, ବର୍ତ୍ତିଲା ୫ ଜୀବନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା  ଖଜୁରୀପଡା ବ୍ଲକ ଜାମଝୁରି ଗ୍ରାମର  ସବିତା ମଲ୍ଲିକଙ୍କ ଘର ଉପରେ ଉପୁଡ଼ି ପଡ଼ିଛି ଏକ ବିରାଟ ଗଛ। ପ୍ରବଳ ବର୍ଷା ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଥିଲା।…
Read More...

ବେଆଇନ ମୋରମ ଖାଦାନରେ ଚଢାଉ, ହାଇଓ୍ବା ଓ ଜେସିବି ଜବତ

ଆଠଗଡ: ଆଠଗଡ ତହସିଲ ଅନ୍ତର୍ଗତ ଧାଇପୁର ପଞ୍ଚାୟତ ଅଧୀନ ବୌଦା ଗ୍ରାମ ନିକଟରେ ମଙ୍ଗଳବାର ରାତିରେ ଏକ ବେଆଇନ ମୋରମ ଖାଦାନ ଉପରେ ବନ ବିଭାଗ, ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ବୌଦା ଗ୍ରାମ ନିକଟରେ…
Read More...

ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଜରୁରୀ: ବାଣିଜ୍ୟ ମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ସ୍ଵନକ୍ଷେତ୍ର ସମାରୋହ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଓ଼ ଇସ୍ପାତ ଖଣି ମନ୍ତୀ ବିଭୁତି ଭୂଷଣ ଜେନା ଯୋଗଦେଇ କହିଥିଲେ,…
Read More...

ଦେଖନ୍ତୁ ଭିଡିଓ: ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ, ଅଟକାଇଛି ବିଏସଏଫ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ଲୋକେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…
Read More...

ଝାଡାବାନ୍ତିରୁ ରକ୍ଷା ପାଇଁ ପୂଜାର୍ଚ୍ଚନା, ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଲା

ଭବାନୀପାଟଣା: ଜୟପାଟଣା ବ୍ଲକ ଅଁଳାଭଟା ପଂଚାୟତର ଟିଙ୍ଗୋପଖାନ ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରେ ପହଁଚିଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ବୁଧବାର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜୟପାଟଣା…
Read More...

ବିନେଶଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର ?

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ପାଇଁ ଫାଇନାଲ ପ୍ରତିଯୋଗିତା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଚୂଡ଼ାନ୍ତ ମ୍ୟାଚ ପୂର୍ବରୁ ବିନେଶଙ୍କ ଓଜନ ୧୦୦…
Read More...

ଶ୍ରୀଲଙ୍କାକୁ ବ୍ରେକ୍‌ ଦେଲେ ପରାଗ୍‌, ଭାରତ ପାଇଁ ୨୪୯ ରନ୍‌ର ଟାର୍ଗେଟ୍‌

ସମାଜ ଡିଜିଟାଲ ଡେସ୍କ: ବୁଧବାର ତୃତୀୟ ଦିନିକିଆରେ ଭାରତ ପାଇଁ କର ବା ମର ସ୍ଥିତି ରହିଥିବାବେଳେ ଶ୍ରୀଲଙ୍କା ୨୪୯ ରନର ଟାର୍ଗେଟ ଦେଇଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରୀଲଙ୍କା ୧-୦ରେ ଆଗୁଆ ରହିଛି। ପ୍ରଥମ…
Read More...

ଇଡି କାର୍ଯ୍ୟକଳାପକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ମାମଲା ରୁଜୁ କରିବାରେ ଧୁରନ୍ଧର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି), କିନ୍ତୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ ସୁପ୍ରିମକୋର୍ଟ।…
Read More...

ହସିନାଙ୍କ ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟା ଦେଲା ପାକିସ୍ତାନ

ସମାଜ ଡିଜିଟାଲ​‌ ଡେସ୍କ: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶଛାଡ଼ି ପଳାୟନ କରିବା ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛି ପାକିସ୍ତାନ। ବାଂଲାଦେଶ ଜନତାଙ୍କ ସହିତ ପାକିସ୍ତାନ ସରକାର ଏବଂ ଜନତା…
Read More...

ଖସିପଡ଼ିଲା ହେଲିକପ୍ଟର, ୫ ମୃତ

ସମାଜ ଡିଜିଟାଲ ଡେସ୍କ: ନେପାଳର ନୂଆକୋଟଠାରେ ବୁଧବାର ଅପରାହ୍ନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏୟାର ଡାଇନାଷ୍ଟିର ଏହି ହେଲିକପ୍ଟରର…
Read More...

ଇସ୍ତଫା ଦେଲେ ଶେଖ ହସିନା, ଭଉଣୀଙ୍କ ସହିତ ଭାରତ ପଳାଇ ଆସୁଥିବା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ…
Read More...

ବାଂଲାଦେଶ ହିଂସା: ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ସେନାର ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ…
Read More...

ବୋହୂ ନାକ କାଟିଦେଲେ ଶ୍ଵଶୁର

ସମାଜ ଡିଜିଟାଲ ଡେସ୍କ: ପାରିବାରିକ କଳହରୁ ଘଟିଛି ଅଭାବନୀୟ ଘଟଣା। କଳିଝଗଡ଼ାକୁ କେନ୍ଦ୍ର କରି ବୋହୂର ନାକ କାଟି ଦେଇଛନ୍ତି ଶ୍ଵଶୁର। କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏହି ଘଟଣା ଘଟିଛି।…
Read More...

ପଞ୍ଜାବରୁ ଆସିବ ଆଳୁ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି।…
Read More...

ଡିଜିପି ଦୌଡ଼ରେ ୩ ବରିଷ୍ଠ ପୁଲିସ ଅଧିକାରୀ, ବାୟୋଡାଟା ମାଗିଲା ଗୃହ ବିଭାଗ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ପୁଲିସ ଡିଜି (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଦୌଡ଼ିରେ ରହିଛନ୍ତି ୩ ବରିଷ୍ଠ ପୁଲିସ ଅଧିକାରୀ। ଏହି ଅଧିକାରୀମାନେ ହେଲେ ଏ.କେ. ରଏ, ଏସ.ଏମ.…
Read More...

ଟ୍ରକ ଚାପାରେ ବାପା-ପୁଅ ସମେତ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ପୁଅକୁ ସ୍କୁଲରେ ଛାଡ଼ିବାକୁ ଯିବାବେଳେ ଚାପି ଦେଲା ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ…
Read More...

୧୦୮ ମେଗା ପିକ୍ସେଲ କ୍ୟାମେରା ଫୋନ ମାତ୍ର ୧୨ ହଜାରରେ, ଏହି କମ୍ପାନୀ ବଜାରକୁ ଆଣିଲା ନୂଆ ସ୍ମାର୍ଟଫୋନ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଗ୍ରାହକଙ୍କ ପାଇଁ ନୂଆ ସ୍ମାର୍ଟଫୋନ ଆଣିଛି ମୋବାଇଲ ନିର୍ମାତା କମ୍ପାନୀ ପୋକୋ। ଅଗଷ୍ଟ ୧ରେ ପୋକୋ ଏମ-୬ ପ୍ଲସ ନାମରେ ଏହି ଫୋନ ଲଞ୍ଚ କରିଥିବାବେଳେ ୫ ତାରିଖରୁ ବଜାର ପ୍ରବେଶ କରିଛି।…
Read More...

ଇସ୍ରାଏଲ ଉପରେ ଆଜି ଆକ୍ରମଣ କରିବ ଇରାନ ! ନେତାନ୍ୟାହୁ ଡକାଇ​ଲେ ଜରୁରୀ ବୈଠକ

ସମାଜ ଡିଜିଟାଲ ଡେସ୍କ: ହମାସ ମୁଖ୍ୟ ଇସମାଇଲ ହନିୟା ଏବଂ ହିଜବୁଲ୍ଲା କମାଣ୍ଡର ଫୁଆଦ ଶୁକ୍ରଙ୍କୁ ହତ୍ୟା କରାଯିବା ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୧ ତାରିଖରେ ଇସ୍ରାଏଲ ଉପରେ…
Read More...

ବୋଲିଂ କରୁଥିଲେ ଓ୍ବାଶିଂଟନ ସୁନ୍ଦର, ହଠାତ ମାରିବାକୁ ଦୌଡ଼ିଲେ ରୋହିତ ! ଜାଣନ୍ତୁ କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର କଲୋମ୍ବୋସ୍ଥିତ ଆର. ପ୍ରେମଦାସା ଷ୍ଟାଡିୟମରେ ୨ୟ ଦିନିକିଆ ମ୍ୟାଚ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଘରୋଇ ଶ୍ରୀଲଙ୍କାଠାରୁ ପରାଜୟବରଣ କରିଛି। ତେବେ ଏହି…
Read More...

ବର୍ଷେ ହେଲା ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ତାଲା, ୪୦ ପିଲା ଶିକ୍ଷାରୁ ବଞ୍ଚିତ

ବୌଦ୍ଧ: ଗ୍ରାମାଞ୍ଚଳରେ ଗରିବ ପିଲାଙ୍କ ଶିକ୍ଷା ନେଇ ସରକାର  ଅଙ୍ଗନୱାଡି କେନ୍ଦ୍ର ପନ କରିଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ଗରିବ ପିଲାଙ୍କ ଶିକ୍ଷାର ମୁଳଦୁଆ ଆରମ୍ଭ ହୋଇଥାଏ। କେନ୍ଦ୍ର ଜରିଆରେ ପିଲାଙ୍କୁ…
Read More...

କୋର୍ଟରେ ହତ୍ୟାକାଣ୍ଡ, ଆଇଆରଏସ ଜ୍ବାଇଁଙ୍କୁ ଗୁଳି କଲେ ନିଲମ୍ବିତ ଏଆଇଜି

ସମାଜ ଡିଜିଟାଲ ଡେସ୍କ: ଚଣ୍ଡୀଗଡ଼ ଜିଲା କୋର୍ଟରେ ଶନିବାର ହତ୍ୟାକାଣ୍ଡ ଘଟିଛି। ଏକ ଘରୋଇ ବିବାଦର ସମାଧାନ ସମୟରେ ଜଣେ ନିଲମ୍ବିତ ଏଆଇଜି ତାଙ୍କ ଆଇଆରଏସ(ଭାରତୀୟ ରାଜସ୍ଵ ସେବା) ଅଧିକାରୀଙ୍କୁ ଗୁଳି କରି ହତ୍ୟା…
Read More...