www.samajalive.in
Saturday, December 6, 2025
15.1 C
Bhubaneswar

ପରିବଶେବିତ୍ ଡାକ୍ତର ଜଗଦିଶ ପଣ୍ଡାଙ୍କୁ ସବୁଜ ବନାନୀ ପୁରସ୍କାର

କଳାପଥର(ବାଙ୍କୀ): ବାଙ୍କୀ ବେଦପୁର ଗ୍ରାମର ଅବସରପ୍ରାପ୍ତ ଡାକ୍ତର ଜଗଦିଶ ପଣ୍ଡାଙ୍କୁ ଉଲ୍ଲେଖନୀୟ ପରିବେଶ ସଚେତନତା, ବୃକ୍ଷରୋପଣ ଏବଂ ବିଭିନ୍ନ ପ୍ରକାର ବୃକ୍ଷ ବଣ୍ଟନ ସକାଶେ ଆଦର୍ଶ ଯୁବ ପରିଷଦ ତରଫରୁ ସବୁଜ ବନାନୀ ପୁରସ୍କାର ପ୍ରଦାନ କରାଯାଇଛି । ଆଦର୍ଶ ଯୁବପରିଷଦ ଆବାହକ ଅକ୍ଷୟ କୁମାର ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା ଅତିଥିଭାବେ ଯୋଗଦାନ କରି ଡାକ୍ତର ପଣ୍ଡାଙ୍କୁ ଉପଢ଼ୌକନ ଓ ମାନପତ୍ର  ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories