www.samajalive.in
Saturday, December 6, 2025
14.1 C
Bhubaneswar

ବଣ୍ଡାଘାଟିରେ ଧସିଲା ପାହାଡ଼

ସମାଜ ଡିଜିଟାଲ ଡେସ୍କ: ବର୍ଷା ଯୋଗୁ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ପାହାଡ଼ ଧସିଯାଇଛି। ଗୋଟିଏ ପାହାଡ଼ରୁ ବଡ଼ ମାଟି ଅତଡ଼ା ଖସି ଆସିବା ଫଳରେ ରାସ୍ତା ଜାମ ହୋଇଛି। ଏହା ଯୋଗୁ ଖଇରପୁଟ ବ୍ଲକର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଅଣ୍ଡ୍ରାହାଲ ଏବଂ ମୁଦୁଲିପଡ଼ା ପଞ୍ଚାୟତ ସହିତ ଯୋଗାଯୋଗ ଠପ୍‌ ​‌ହୋଇଯାଇଛି।

ସୂଚନାଯୋଗ୍ୟ, ଲଗାଣ ବର୍ଷାରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାରେ ବିଭିନ୍ନ ନାଳ ଓ ନଦୀର ପୋଲ ବୁଡ଼ିଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମାଲକାନଗିରିଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ସବୁଠି ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories