ପୁଣି ଇତିହାସ ରଚିଲା ଭାରତ – ଗଗନଯାନ ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ

ଡେସ୍କ: ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ। ପ୍ରଥମ ପରୀକ୍ଷାମୂଳକ ପରୀକ୍ଷଣ କିଛି ସମୟ ପାଇଁ ସ୍ଥଗିତ ରଖିବା ପରେ ଶ୍ରୀହରିକୋଟାରୁ ସଫଳ ଭାବେ ଉତ୍‌କ୍ଷେପଣ କରାଯାଇଥିବା ଇସ୍ରୋ ପକ୍ଷରୁ ସାମାଜିକ…
Read More...

କାନାରା ବ୍ୟାଙ୍କ ତରଫରୁ ପୁରୁଣା, ମଇଳା ଏବଂ ଚିରାଫଟା ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ

କଟକ : କାନାରା ବ୍ୟାଙ୍କ ତରଫରୁ ଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖି ପୁରୁଣା ମଇଳା ଏବଂ ଚିରାଫଟା ନୋଟ୍‌କୁ ବଦଳାଇ ନୂଆ ନୋଟ୍‌ ଏବଂ କଏନ୍‌ ଦେବାର ବ୍ୟବସ୍ଥା ଚୈାଧୁରୀ ବଜାରସ୍ଥିତ କାନାରା ବ୍ୟାଙ୍କ ଶ।।ଖାରେ ଅନୁଷ୍ଠିତ…
Read More...

ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ୦୧.୧୦.୨୦୨୩ ରୁ ୩୧.୧୨.୨୦୨୩ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶାଳ ଜନ ସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟ…
Read More...

କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ- ପାକିସ୍ତାନ ବିଶ୍ୱକପ୍‌ ଜିତିବ ପୋଷ୍ଟ କରି ଟ୍ରୋଲ ହେଲେ

ନୂଆଦିଲ୍ଲୀ - ଏବେ ଭାରତରେ କ୍ରିକେଟ ବିଶ୍ୱକପ୍‌ ଆୟୋଜନ କରାଯାଇଛି। ଚଳିତ ଥର ଭାରତ ବେଶ୍‌ ଭଲ ପ୍ରଦର୍ଶନ କରିଛି । ଅହମ୍ମଦାବାଦରେ ହୋଇଥିବା ଭାରତ ପାକିସ୍ତାନ ମ୍ୟାଚରେ ଭାରତ ଏକ ତରଫା ବିଜୟ ହାସଲ କରିଥିଲା । ମ୍ୟାଚ…
Read More...

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଦ୍ୱିତୀୟ ତ୍ରୈୟମାସରେ ନେଟ୍‌ ଲାଭ ୯୨୦ କୋଟିରୁ ଅଧିକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏହାର ଦ୍ୱିତୀୟ ତ୍ରୈୟମାସରେ ଅନାଦେୟ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ଶତକଡା ୭୨ ପ୍ରତିଶତ ଅଭିବୃଦ୍ଧି ହାରରେ ୯୨୦ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଛି ଯାହା…
Read More...

ବ୍ୟାଙ୍କ ଅଫ୍‌ ବରୋଦା କଟକ କ୍ଷେତ୍ର ପକ୍ଷରୁ ହିନ୍ଦୀ ଦିବସ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

କଟକ: ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ…
Read More...

ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଏସୀୟ କ୍ରୀଡାର ବିଜେତା କିଶୋରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଏସୀୟ କ୍ରିଡାର ଜାଭେଲିନ୍‌ ଥ୍ରୋ ରେ ରୈାପ୍ୟ ପଦକ ହାସଲ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ରାଜ୍ୟ ଏବଂ ଦେଶ ପାଇଁ ଗୈାରବ ଆଣିଥିବା ଓଡିଆ ପୁଅ କିଶୋର କୁମାର ଜେନାଙ୍କୁ ବ୍ୟାଙ୍କ ଅଫ୍‌ ବରୋଦା…
Read More...

ସମାଜବାଦୀ ନେତା ଆଜମ୍‌ ଖାନ୍‌ , ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡାଦେଶ

ରାମପୁର- ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କୁ ମିଛ ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର ଅଦାଲତ ୭ ବର୍ଷ ଜେଲଦଣ୍ଡାଦେଶ ନିର୍ଦେଶ ଦେଇଛନ୍ତି । ଏହା ସହ ଘଟଣାରେ ସମ୍ପୃକ୍ତି ଥିବା ତାଙ୍କର ପତ୍ନୀ ତଂଜୀନ…
Read More...

ଚୀନ୍‌ ରାଷ୍ଟ୍ରପତି ସି ପିଙ୍ଗ୍‌ଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ଏବେ ବିପଦରେ

ନୂଆଦିଲ୍ଲୀ - ଚୀନ୍‌ ରାଷ୍ଟ୍ରପତି ସି ପିଙ୍ଗଙ୍କ ସ୍ୱପ୍ନର ପ୍ରକଳ୍ପ ବିଆର୍‌ଆଇ, ବେଲ୍ଟ ଆଣ୍ଡ ରୋଡ ଯୋଜନା ଏବେ ଏକ ପ୍ରକାର ବନ୍ଦ ହେବା ସ୍ଥିତିରେ । ଏହା ଏକ ଟ୍ରିଲିୟନ ଡଲାରର ପ୍ରକଳ୍ପ । ଏହି ଫୋରମର ବୈଠକ ହେବା…
Read More...

କିଏ କରିଥିଲା ଏତେ ହତ୍ୟା ଏବେବି ତାହା ପ୍ରଶ୍ନବାଚୀ! ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ମନିନ୍ଦର ଏବଂ ସୁରେନ୍ଦ୍ରଙ୍କୁ…

ନୂଆଦିଲ୍ଲୀ - ନିଠାରୀରେ ବହୁ ଶିଶୁ ଏବଂ ଜଣେ ଯୁବତୀଙ୍କୁ ଦୁଷ୍କର୍ମପରେ ହତ୍ୟା ଘଟଣାର ଅଭିଯୁକ୍ତ ମନିନ୍ଦର ଏବଂ ସୁରେନ୍ଦ୍ରଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ଆହ୍ଲାବାଦ…
Read More...

ଏବେ ଏଆଇ ଆର୍‌ଟିଓ କ୍ୟାମେରାରେ ଧରାପଡିବେ ପିୟୁସି ବା ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡି

ନୂଆଦିଲ୍ଲୀ - ଟ୍ରାଫିକ ପୁଲିସ ବଦଳରେ ଟ୍ରାଫିକ୍‌ କ୍ୟାମେରାରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦ୍ରୁତଗତି ସହ ହେଲମେଟ୍‌ ପିନ୍ଧି ନଥିବା ଏବଂ ସିଟ୍‌ବେଲ୍ଟକୁ ନ ବାନ୍ଧି ନିୟମ…
Read More...

୨୬ ବର୍ଷ ବୟସରେ ପୂର୍ବତନ ମିସ୍‌ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକାଙ୍କର ମୃତ୍ୟୁ

ନୂଆଦିଲ୍ଲୀ - ପୂର୍ବତନ ମିସ୍‌ ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡେ ଅରମାସ୍‌ଙ୍କର ମୃତ୍ୟୁ ହୋଇଛି । ସେ କର୍କଟରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ସର୍ବାଇକଲ୍‌ କର୍କଟ ବା ଜରାୟୁ କର୍କଟ ହୋଇଥିବା ସୂଚନା ମିଳିଛି ।…
Read More...

 ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାର୍‌ଗିଲ୍‌ର ହ୍ୟାଚିଙ୍ଗ୍…

ଭୁବନେଶ୍ୱର: ହେଫର୍ ଇଂଟରନ୍ୟାଶନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲ୍‌ଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାର୍‌ଗିଲ୍ ସହିତ ଓଡିଶାରେ…
Read More...

୧୦ ହଜାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ- ଏବେ ୧୩ହଜାର୮୦୦ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ - ମାତ୍ର ୧୦ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ରାଜେଶ ମେହେତା ଏବେ ୧୩ହଜାର ୮୦୦ କୋଟି ଟଙ୍କାର ମାଲିକ .  ସେ ଦେଶର ସବୁଠାରୁ ବଡ ସୁନା ବ୍ୟବସାୟୀ । ଗୁଜୁରାଟର ରାଜେଶ ମାତ୍ର ୧୬ ବର୍ଷ ବୟସରେ…
Read More...

 ଫ୍ରିଜର ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ! ସୃଷ୍ଟି ହେବ ଏହି ସବୁ ରୋଗ

ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଛି। ଏହିଦିନେ ଅତ୍ୟଧିକ ଖରା ଓ ତାତିର ଜ୍ବାଳା ମଧ୍ୟରେ ପିଇବା ପାଇଁ ଟିକେ ଥଣ୍ଡା ପାଣି ମିଳିଗଲେ ଲୋକଙ୍କୁ ଅମୃତ ମିଳିଲା ପରି ମନେ ହେଉଛି। ଏହିଦିନେ କିଛି ଲୋକ ଫ୍ରିଜରେ ଥିବା ଅତ୍ୟଧିକ…
Read More...

ଭୁବନେଶ୍ୱର ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର - ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ।  ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପରିବାର ଲୋକ ନିଶା ଛାଡିବା ପାଇଁ ଛାଡି ଥିଲେ । ତିନି ତଳେ ସେ ନିଶା ନିବାରଣ…
Read More...

ନାଟକମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ପୁଲିସ

ଦେଓଗାଁ: ଦେଓଗାଁ ପୁଲିସ ପକ୍ଷରୁ ଦେଓଗାଁ ଥାନା ର ଦୁଇଟି ସ୍ଥାନରେ ସାଇବର ଲୁଟ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନରୁ ବାହାରିଥିବା ସାଇବର ସଚେତନତା ରଥ…
Read More...

ବାସୁଦେବପୁରରେ ପ୍ରେମ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବାସୁଦେବପୁର - ଭଦ୍ରକ ଖରିନ୍ଦା ବିନାୟକପୁର ଗାଁରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ବାସୁଦେବପୁର ଥାନାରେ ସ୍ୱାମୀ ଆତ୍ମସମର୍ପଣ କରିଛି । ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ…
Read More...

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର - ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କର ପରଲୋକ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ…
Read More...

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ନ୍ୟାଶନାଲ ସର୍ଭିସ୍‌ ସ୍କିମ୍‌ (ଏନ୍‌ଏସ୍‌ଏସ୍‌ ), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ୟୁନିଭର୍ସିଟିର ଗୋଠପାଟଣାସ୍ଥିତ ପରିସରରେ…
Read More...

ପାଲେଷ୍ଟାଇନ୍‌କୁ କଂଗ୍ରେସର ସମର୍ଥନ! ଯୁଦ୍ଧ ବିରତି ପାଇଁ ଆହ୍ୱାନ

ନୂଆଦିଲ୍ଲୀ - ସୋମବାରରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନ୍‌ର ଦାବିକୁ ସମର୍ଥନ ପ୍ରଦାନ କରାଯାଇଛି । ଏହି ବୈଠକ ପରେ କଂଗ୍ରେସ ପକ୍ଷରୁ ଜାରି…
Read More...

କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ - ରୟାଲ ସ୍ୱେଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ୨୦୨୩ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ଚଳିତ ବର୍ଷ…
Read More...

ସିଟ୍ରୋନ୍ ର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମିଡ୍ ସାଇଜ୍ ଏସ୍‌ୟୁଭି ସି୩ ଏୟାରକ୍ରସ୍ ଏସ୍‌ୟୁଭି 

ଭୁବନେଶ୍ୱର: ଫ୍ରେଂଚ୍ କାର୍ ନିର୍ମାତା ସିଟ୍ରୋନ୍‌ର ନୂତନ ଅଫରିଙ୍ଗ୍‌, ବହୁପ୍ରତିକ୍ଷୀତ ସି୩ ଏୟାରକ୍ରସ୍ ଏସ୍‌ୟୁଭି ଏବେ ଭାରତରେ ୯.୯୯ ଲକ୍ଷ ଟଙ୍କା (ଏକ୍ସଶୋ’ରୁମ୍‌-ନୂଆଦିଲ୍ଲୀ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ…
Read More...

“ସ୍ଵଚ୍ଛତା ହିଁ ଶାନ୍ତି” – ଶ୍ରୀକ୍ଷେତ୍ରରେ  ନିଆରା ଢଙ୍ଗରେ ଶିଶୁମାନଙ୍କୁ କରାଗଲା ସଚେତନ

ପୁରୀ- ମହାତ୍ମା ଗାନ୍ଧୀ କହୁଥିଲେ ସ୍ଵାଧୀନତା ଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ "ସ୍ବଚ୍ଛତା"। ଆମେ ବିଦେଶୀ ସାସକଙ୍କୁ ଦେଶରୁ ତଡିବାରେ ସଫଳ ହୋଇଥିଲେ ଆଜିବି ଅପରିଷ୍କାର ଅପରିଛାନ୍ନତା ଦ୍ଵାରା ପରାଧୀନ। ପୁଣି ଗାନ୍ଧିଜୀ…
Read More...

ଭୁବନେଶ୍ୱରରେ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ତରଫରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ, ଅଞ୍ଚଳ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ସ୍ଥାନୀୟ ଶ୍ରୀ ବିଶ୍ୱେଶର ମହାଦେବ ମନ୍ଦିର, ଜଗମୋହନ ନଗର, ଭୁବନେଶ୍ୱର ପ୍ରାଙ୍ଗଣରେ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ- କଟକ ଚୌଧୁରୀ ବଜାର ପଢିଆରୀ ପାଠାଗାର ନିକଟରେ ଭୟାବହ ଅଗ୍ନିକାଣ୍ଡ । ଏକ ତିନି ମହଲା ଲୁଗାଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍‌ ଯୋଗୁଁ ଏପରି ହୋଇଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ…
Read More...

ମିଳିବ ସୁଫଳ- ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ

ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ…
Read More...

ନୀତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା,…
Read More...

ବିଧାନସଭାରେ ପାରିତ ହେଲା ଏହି ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌

ଭୁବନେଶ୍ୱର -  ବିଧାନସଭାରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହୋଇଛି । ପୌର ବିଧି ସଂଶୋଧନ ବିଲ,ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ…
Read More...

ଲାଞ୍ଚ ନେଇ ଗିରଫ ହେଲେ କିରାଣୀ

କେନ୍ଦୁଝରଗଡ଼ : କର୍ମଚାରୀଙ୍କ ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ବିଲ୍‍ ପାସ କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ କେନ୍ଦୁଝରର ଆୟୁର୍ବେଦିକ କାର୍ଯ୍ୟାଳୟ ମୁଖ୍ୟକିରାଣୀ ଦେବାଶିଷ ମହାପାତ୍ର ମଙ୍ଗଳବାର ଭିଜିଲାନ୍ସ…
Read More...

ବାଇକ୍‌ ଶୋରୁମ୍‌ରେ ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଗୋପାଳପୁର- ଗୋଳନ୍ଥରା ଥାନା ଅଧୀନସ୍ଥ ରଣ୍ଢା ଗ୍ରାମରେ ଏକ ବାଇକ ଶୋରୁମରେ ବିଦ୍ୟୁତ କାମ କରୁଥିବା ସମୟରେ ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଅଛି l ମୃତ ଶ୍ରମିକ…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ହରଡ଼ ଓ ବିରି ଡାଲିର ପ୍ରଚଳିତ ଷ୍ଟକ୍ ସୀମାର ଅବଧିଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ହରଡ଼ ଓ ବିରି ଡାଲିର ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ଅକ୍ଟୋବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଡିପୋରେ…
Read More...

ରାଉରକେଲାରେ ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ବିଭତ୍ସ ହତ୍ୟା – ତିନି ସାଙ୍ଗ କରିଛନ୍ତି ଏପରି ହୀନ କାର୍ଯ୍ୟ

ରାଉରକେଲା- ଜଣେ ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ପଥରରେ ଛେଚି ପେଟରେ ବୋତଲ ଭୁସି ହତ୍ୟା କରାଯାଇଛି । ରବିବାର ଗଣେଶ ପୂଜା ଭସାଣିକୁ ଯାଇଥିଲା ରୁଦ୍ର ପାଢ଼ୀ । ଘରକୁ ନ ଫେରିବାରୁ ରଘୁନାଥପାଲି ଥାନାରେ ପରିବାର ଲୋକେ…
Read More...

‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ- କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ…
Read More...

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ ଭଲ ଖବର- ବିଶାଖାପାଟଣା ଯାଏ ଚାଲିବ ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌

ଭୁବନେଶ୍ବର : ବନାରସ ସହ ରେଳମାର୍ଗରେ ଯୋଡ଼ି ହେବ ଦକ୍ଷିଣ ଓଡ଼ିଶା। ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌- ଭାୟା ଟିଟିଲାଗଡ଼ ଓ ରାୟଗଡ଼ା ହୋଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ…
Read More...

‘ଆଦର୍ଶ ମଣିଷ ଯଦି ଦେଖିବାକୁ ଚାହଁ ଧାଇଁଯାଇ ଥରେ ଦେଖିଆସ ମଧୁରାଓ।’

ସାହିତ୍ୟ ସଭ୍ୟତାର ଆଦ୍ୟ ଉନ୍ମେଷ; ମାନବର ହିତ ସାଧନା ପାଇଁ ଅଭିପ୍ରେତ ଏକ ସାଂସ୍କୃତିକ ବିଭବ। ସାହିତ୍ୟର ଭାଷା- ସମନ୍ବୟ ଓ ସଂହତିର ଭାଷା; ସଂପ୍ରୀତି ଓ ସୌହାର୍ଦ୍ୟ ଭାଷା, ସ୍ନେହ, ସଦ୍‌ଭାବ ଓ ସଦିଚ୍ଛାର ଭାଷା। ଏହା…
Read More...

ପଞ୍ଚମ ଶିଳ୍ପ ବିପ୍ଳବ ଓ କୃତ୍ରିମ ମେଧା

ସଭ୍ୟତାର ପ୍ରାରମ୍ଭକାଳରୁ ମଣିଷ ନିର୍ଭରଶୀଳ ହୋଇଆସିଛି ପ୍ରଯୁକ୍ତି ବିଦ୍ୟା ଉପରେ। ପ୍ରାଗ୍‌ ଐତିହାସିକ ଯୁଗରେ ନିଆଁର ଆବିଷ୍କାର ଓ ଚକର ଉଦ୍‌ଭାବନ ଠାରୁ ଆରମ୍ଭ କରି ଆଧୁନିକ ଯୁଗର କୃତ୍ରିମ ମେଧା ପର୍ଯ୍ୟନ୍ତ। ତେବେ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ୨୯ରୁ ବଢ଼ିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଥିବାବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଚଳିତ ମୌସୁମୀ ଋତୁରେ ରାଜ୍ୟର ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା…
Read More...

 ଭାରତର ଦ୍ୱାରିକା ବୁଡିଥିଲା, ଏବେ ଆଣ୍ଟାର୍କଟିକାରେ ତରଳୁଛି ବରଫ ବୁଡ଼ିବ ୧୨ ସହର

ନୂଆଦିଲ୍ଲୀ,: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଦ୍ରୁତ ବରଫ ସ୍ତର କ୍ଷୟ ହେବାରେ ଲାଗିଛି। ଫଳରେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଛି। ଏଥିଯୋଗୁଁ ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା…
Read More...

ଦେଶ ପାଇଁ ବିପଦ ପନୁନ୍‌ – ଭାରତର ଏକତା ଓ ଅଖଣ୍ଡତା ପ୍ରତି ଆହ୍ବାନ ସୃଷ୍ଟି କରିବା ସହ ଧର୍ମ ଆଧାରରେ ଭାଗ…

ନୂଆଦିଲ୍ଲୀ : ଭାରତକୁ ଖଲିସ୍ତାନ, ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ ଉର୍ଦୁସ୍ତାନ ଆଦି ନାମରେ ଧର୍ମ ଆଧାରରେ ଖଣ୍ଡଖଣ୍ଡ କରିବା ଯୋଜନା କରିଛି ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର ଜଷ୍ଟିସ ବା ଏସ୍‌ଏଫ୍‌ଜେ ନେତା ଗୁରପତୱନ୍ତ…
Read More...

ଆଇଟି ଉତ୍ପାଦ ଓ ସେବା ବ୍ୟବସାୟରେ ବୈପ୍ଳବିକ ପରିବର୍ତନ

ଭୁବନେଶ୍ୱର: ଆମେ ଏଭଳି ଏକ ଯୁଗରେ ବାସ କରୁଛନ୍ତି ଯେଉଁଠାରେ ଆମ ଜୀବନର ପ୍ରତିଟି ଦିଗକୁ ପ୍ରଯୁକ୍ତି ପ୍ରଭାବିତ କରୁଛି । ସେଥିପାଇଁ ଆଇଟି ଉତ୍ପାଦ ଓ ସେବାର ଚାହିଦାରେ ବଡ଼ ଧରଣର ବୃଦ୍ଧି ଘଟିଛି । ଲୋକମାନେ ଜିନିଷ…
Read More...

ବାଟରୁ କାନାରା ବ୍ୟାଙ୍କ ପରିଚାଳକ ନିଖୋଜ

କଳାପଥର-  ବଡମ୍ବାରେ ଥିବା କାନାରା ବ୍ୟାଙ୍କ ପରିଚାଳକ ନିଖୋଜ  । ଶାଖାପରିଚାଳକ ତପନ କୁମାର ସାହୁ ନିଖୋଜ ଥିବା ଅଭିଯୋଗ ହୋଇଛି । ସେ ଗୁଣୁପୁରରୁ ବଡମ୍ବାକୁ ଆସୁଥିବା ବେଳେ ନିଖୋଜ ହୋଇଯାଇଥିବା କୁହାଯାଉଛି ।  ସେ…
Read More...

ବ୍ଲକ ଅଫିସ ସମ୍ମୁଖରେ ମାଠିଆ ଧରି ଧାରଣା ଦେଲେ ମହିଳା

ବିଡ଼ିଓ ଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ମହିଳା ରାମନାଗୁଡା:- -ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣ୍ କାମ ପଂଚାୟତ ର ଡାସାରଡାଙ୍ଗ,ଡାସାରଡାଙ୍ଗଗୁଡ଼ା, କତାଗୁଡା ଗ୍ରାମରେ ଗତ କୋଡ଼ିଏ…
Read More...

ବଲିଉଡ୍‌ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । କଲ୍ୟାଣ ଜୁଏଲର୍ସର ସିଇଓ  ସଂଜୟ…
Read More...

ଅଳ୍ପକେ ବର୍ତ୍ତିଲା- ଦେଖନ୍ତୁ ରେଳ ଫାଟକ ଭାଙ୍ଗି କେମିତି ଚାଲିଗଲା କାର୍‌

ନୂଆଦିଲ୍ଲୀ - ରେଳ ଫାଟକ ନିକଚରେ ଅନେକ ବ୍ୟକ୍ତି ରେଳ ଗାଡି ଅତିକ୍ରମ କରିବା ପର୍ଯନ୍ତ ଅପେକ୍ଷା କରିଥାଆନ୍ତି । ହେଲେ ଅନେକ ଅମାନିଆ ଲୋକଙ୍କ ତର ସହେ ନାହିଁ । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ କାର…
Read More...

୩ ଡିଜେ ଜବତ- ଭସାଣୀ ବେଳେ ଉଚ୍ଚା ଶଦ୍ଦରେ ବଜାଉଥିବା ଅଭିଯୋଗ, ଲକ୍ଷାଧିକ ଟଙ୍କା ଜୋରିମାନା

ଧାମରା : ନିୟମକୁ ଅଣଦେଖା କରି ଉଚ୍ଚା ଶଦ୍ଦରେ ଡିଜେ ବଜାଇବା ମହଙ୍ଗା ପଡିଛି । ଅତି ଉଚ୍ଚା ଶଦ୍ଦରେ ଡିଜେ ବଜାଉଥିବା ତିନୋଟି ଡିଜେକୁ ପୁଲିସ ଜବତ କରିଛି । ଭଦ୍ରକ ଜିଲ୍ଲପାଳ ଏବଂ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ…
Read More...

କାର୍‌ ଡ୍ରାଇଭର୍‌ଙ୍କ ଆକାଉଣ୍ଟକୁ ଆସିଲା ୯ହଜାର କୋଟି ଟଙ୍କା – ତାପରେ ହଠାତ୍‌ କଲେ ଏପରି କାମ

ଚେନ୍ନାଇ - ତାମିଲନାଡୁର ପଲାନିରେ ଜଣେ କାର ଡ୍ରାଇଭରଙ୍କ ଆକାଉଣ୍ଟକୁ ହଠାତ୍‌ ୯ ହଜାର କୋଟି ଟଙ୍କା ଆସିଥିଲା । ଡ୍ରାଇଭର ଜଣଙ୍କୁ ଏହି ମେସେଜ୍‌ ଆସିବା ପରେ ସେ ବିଶ୍ୱାସ କରିପାରି ନଥିଲେ । ଏହାର ସତ୍ୟତା ଜାଣିବା ପାଇଁ…
Read More...

ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର “ମହାନଦୀ” ଦିଲ୍ଲୀରେ ‘ନଦୀ ଉତ୍ସବ’ରେ ପ୍ରଦର୍ଶୀତ

ନୂଆଦିଲ୍ଲୀ - ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବର ଉଦଘାଟନୀ ଅବସରରେ ପ୍ରଥମ ଚଳଚ୍ଚିତ୍ର ଭାବେ "ମହାନଦୀ" ପ୍ରଦର୍ଶୀତ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର…
Read More...

ସନାତନ ଧର୍ମ ସମ୍ପର୍କରେ ବୟାନ ମାମଲା- ଉଦୟନିଧି ଷ୍ଟାଲିନ୍‌ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ - ସନାତନ ଧର୍ମ ବିଷୟରେ ବିବାଦୀୟ ଟିପ୍ପଣୀ ମାମଲାରେ ତାମିଲନାଡୁର ମନ୍ତ୍ରୀ ଉଦୟନିଧି ମାରାନ୍‌ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଅଦାଲତ ଉଦୟନିଧି ମାରନଙ୍କୁ ଏପରି…
Read More...

ଏହି ଦିଗରେ ସୌଭାଗ୍ୟ ଆଣିଥାଏ ଠାକୁର ଘରର ମୁହଁ

ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ ଏପରି ରଖନ୍ତୁ, ଯେପରି ଭଗବାନଙ୍କ ମୁହଁ…
Read More...

ପୁଣି କାନାଡାରେ ସମାନ ଢଙ୍ଗରେ ସୁଖଦୁଲ୍‌ ସିଂକୁ ହତ୍ୟା – ପଞ୍ଜାବରେ ଏତିକି ଅପରାଧି ଘଟଣାପରେ ଖସି ପଳାଇଥିଲା

ଟରୋଣ୍ଟୋ- ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ଗୁଳି ମାରି ହତ୍ୟା କରାଯାଇଥିଲା । ହରଦୀପ ସିଂ ପଞ୍ଜାବରେ ବିଭିନ୍ନ ହତ୍ୟା ଘଟଣାରେ ସାମିଲ ଥିଲା । ଏହାପରେ ସେ ଭାରତ ଛାଡି କାନାଡା ପଳାୟନ କରି ସେଠାରେ…
Read More...

ଅଣ୍ଡା ଭିତରୁ ବାହାରିଲେ ଏତି ବିଷାକ୍ତ ବିଚ୍ଛା – ଦେଖନ୍ତୁ

ନୂଆଦିଲ୍ଲୀ - ଆପଣ ବିଚ୍ଛା ବା କଙ୍କଡା ବିଚ୍ଛାକୁ ଦେଖିଥିବେ । ସାପ ପରି ଏଥିରେ ମଧ୍ୟ ବିଷ ରହିଛି । କଙ୍କଡା ବିଚ୍ଛା କାମୁଡିଲେ ପ୍ରବଳ ଯନ୍ତ୍ରଣା ହୁଏ । ବେଳେ ବେଳେ ଜୀବନ ଯିବାର ଭୟ ମଧ୍ୟ ରହିଛି । ଏହା ଏକ ଭୟଙ୍କର…
Read More...

ବଢୁଛି ଚିନିର ଦାମ – ଲାଗିବ ଲଗାମ, ସରକାର ଗ୍ରହଣ କଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ - ଏବେ ଚିନିର ଦାମ ବୃଦ୍ଧି ପାଇବାରେ ଲାଗିଛି । ଏହାର ଦାମ ଉପପରେ ଲଗାମ ଲଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚିନିକୁ ବଡ ବଡ ବ୍ୟବସାୟୀମାନେ ଷ୍ଟକ୍‌ରେ ଅଧିକ ପରିମାଣରେ ରଖିପାରିବେ ନାହିଁ…
Read More...

ଓଡ଼ିଶାରେ ଅନର୍‌୯୦, ୫ଜି- ଫୋନ୍‌ରେ ରହିଛି ଏହି ସବୁ ଅତ୍ୟାଧୁନିକ ଫିଚର

ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍‌ଟେକ୍‌ ପକ୍ଷରୁ ଓଡ଼ିଶାରେ ଅନର୍‌୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍‌ ମାଷ୍ଟର୍‌ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍‌ପି ମେନ୍‌ କ୍ୟାମେରା ଓ…
Read More...

ଆତଙ୍କବାଦୀ ହତ୍ୟାଘଟଣାରେ କନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା, ଏପରି କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ - କାନାଡାରେ ଜଣେ ଖାଲିସ୍ତାନୀ ଆତଙ୍କବାଦୀର ହତ୍ୟା ଘଟଣାରେ ଭାରତୀୟ କୂଟନୀତିଜ୍ଞଙ୍କୁ କନାଡାରୁ ବହିଷ୍କାର କରାଯାଇଛି । ଏହାର କଡା ଜବା ଭାରତ ଦେଇଛି । କାନାଡାର କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଭାରତ…
Read More...

ଗଣେଶ ମୂର୍ତ୍ତୀ ନେବା ବେଳେ ବିଦ୍ୟୁତ ତାର ଲାଗି ଛାତ୍ର ମୃତ

କଟକ- କଟକ ନରାଜ ନିକଟର ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିଦ୍ୟୁତ ତାର ବାଜି ଛାତ୍ର ମୃତ । ଗଣେଶ ମୂର୍ତ୍ତୀ ନେବା ବେଳେ ତିନିଜଣ ଛାତ୍ର ବିଦ୍ୟୁତ୍‌ ତାର ସମ୍ପର୍କରେ ଆସିଥିଲେ । ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ…
Read More...

ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ଧାମରା :ବାଂଶଡା ଥାନା ଅଧିନସ୍ଥ ଘଂଟେଶ୍ୱର ବାଲିପଦା ଗ୍ରାମର ୨ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆଘାତ ପ୍ରାପ୍ତ ହୋଇଥିବା ବାଂଶଡା ଥାନାଧିକାରୀଙ୍କ ନିକଟରୁ…
Read More...

ଲାମେର ଗ୍ରାମ ସଭା ପକ୍ଷରୁ ଖଣି ସର୍ଭେ କୁ ବିରୋଧ, ଜଙ୍ଗଲ ର ଗଛ କାଟି ବେନିୟମ ଭାବେ ଚାଲିଛି ଖଣି ସର୍ଭେ

ମ,ରାମପୁର - କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଲାମେର୍ ଗ୍ରାମ ସଭା ତରଫରୁ ସେଠାରେ କରାଯାଉଥିବା ଖଣି ସର୍ଭେ କୁ ବିରୋଧ ପ୍ରଦର୍ଶନ କରିବା ସହିତ ଜଙ୍ଗଲ ସୁରକ୍ଷା ଦାବି କରା ଯାଇଛି । ଆଜି ଏହି ଗ୍ରାମ ସଭା…
Read More...

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ସୁନା ଗହଣା ଓ ଟଙ୍କା

ରେଙ୍ଗାଲିକ୍ୟାମ୍ପ - ବଢୁଛି ଆତଙ୍କ, ବଢୁଛି ଅସାମାଜିକ କାର୍ଯ୍ୟ କଳାପ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହିର୍ଲ୍ଲୀ ପାଲି ଗ୍ରାମର ମଙ୍ଗଳ ପ୍ରଧାନ ଙ୍କ ଘରେ ସନ୍ଧ୍ୟ ସମୟରେ ସଶସ୍ତ୍ର ଲୁଚ୍ । ସନ୍ଧ୍ୟା ୮ଟା…
Read More...

ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ - ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେଙ୍ଗାଲିକ୍ୟାମ୍ପରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମହିଳା ଜଣକ ହେଉଛନ୍ତି ରେଙ୍ଗାଲିପାଲି ର ଉତ୍ତମ ପୋଢ଼ ଙ୍କ ସ୍ତ୍ରୀ ମାମି ପୋଢ଼। ମୃତକଙ୍କ…
Read More...

ମନୋରମାଙ୍କ ସାରସ୍ୱତ କୃତି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି  -୨ୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଆଠଗଡ- ବିଶିଷ୍ଟ ସାହିତ୍ୟିକ ଅ ଡଃ ମନୋରମା ମହାପାତ୍ରଙ୍କର ସାରସ୍ୱତ କୃତି ଓଡିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଦୀର୍ଘ ୭ଦଶନ୍ଧି ଧରି ସାରସ୍ୱତ ସାଧନା କରି ଶ୍ରୀମତୀ ମହାପାତ୍ର ବହୁ କବିତା, ପ୍ରବନ୍ଧ ଓ…
Read More...

୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ- ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ରର ମଞ୍ଜୁରୀ ।. ସୋମବାର ସନ୍ଧ୍ୟାରେ ସଂସଦରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ୩୩% ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର ଅନୁମୋଦନ କରିଛି । ।…
Read More...

ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ଚଉକିରୁ ଠେଲି, ପରେ ମୁଣ୍ଡକୁ ପିଟି ହତ୍ୟା – ଗିରଫ ହେଲା ଅଭିଯୁକ୍ତ

ପାଟଣା - ଭାଇର ମୃତ୍ୟୁ ପରେ ନାବାଳକ ପୁତୁରା ଏବଂ ଝିଆରିଙ୍କୁ ଲାଳନ ପାଳନ କରଥିବା ବ୍ୟକ୍ତିଙ୍କୁ ହତ୍ୟା । ନାବାଳକ ପୁତୁରା ଏବଂ ଝିଆରୀଙ୍କ ମାମୁଁ ଏହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ମହାକୁଡ ପିଲାଙ୍କର…
Read More...

ମହାନଦୀରେ ଦ୍ଵିତୀୟ ବନ୍ୟା ସ୍ଥିତି ! ବୁଡ଼ିଛି ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ଜମି

ତିଗିରିଆ - ଚଳିତ ବର୍ଷ ଖରିଫ୍ ଚାଷ ସମୟରେ ଦ୍ଵିତୀୟ ଥର ପାଇଁ ପୁଣି ମହାନଦୀରେ ବନ୍ୟା ଆସିଛି l ପ୍ରଭାବରେ ତିଗିରିଆ ଅଞ୍ଚଳରେ ବ୍ୟାପକ ଧାନଚାଷ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି l ଗତ ୩ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ…
Read More...

ତିଗିରିଆରେ ଭୟଙ୍କର ଦୁର୍ଘଟଣା, ୪ ମୃତ ଓ ଜଣେ ଗୁରୁତର

ତିଗିରିଆ -ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡକ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୁଇଫ୍ଟ କାର ଓ ଆଇଚର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।  ଜଣକୁ ଗୁରୁତର ଅବସ୍ଥାରେ କଟକ…
Read More...

ଦେଖନ୍ତୁ ଭିଡିଓ – ପ୍ରବଳ ମାର୍‌ପିଟ୍‌ ହେଲେ ପୁଲିସର ଦୁଇ କର୍ମଚାରୀ , ଲୋକଦେଲ ଏମିତି ପ୍ରତିକ୍ରିୟା

ପାଟଣା- ବିହାରରେ ଏବେ ଏକ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ରାସ୍ତା ଉପରେ ଦୁଇ ଜଣ ପୁଲିସ କର୍ମଚାରୀ ମାରପିଟ୍‌ ହେବାର ଭିଜୁଆଲ୍‌ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଦୁଇ ଜଣ କାଲ…
Read More...

ମୋଦୀଙ୍କୁ ପ୍ରଶଂସା- ଭାରତକୁ ଆଗକୁ ବଢିବାରେ କେହି ରୋକି ପାରିବେନି ବୋଲି କହିଲେ ଆମେରିକାର ଉଦ୍ୟୋଗପତି ‘ରେ…

ନୂଆଦିଲ୍ଲୀ-ଆମେରିକାର ନିବେଶକାରୀ ତଥା ଉଦ୍ୟୋଗପତି ରେ ଡେଲିଆ ଭାରତକୁ ଆଗକୁ ବଢିବାରେ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି । ଚୀନ୍‌ ଯେମିତି ପ୍ରଗତି କରି…
Read More...

କ’ଣ କରିବେନି ଦାନ- ସମସ୍ତ ରାଶି ଏବଂ ଲଗ୍ନ ଅନୁସାରେ ଜାଣନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ, ଦାନ କରିବା ଶୁଭ ଅଟେ। ଆପଣ ସମସ୍ତେ ଦାନ କରିବାର ଲାଭ ବିଷୟରେ ଜାଣିଥିବେ। କିନ୍ତୁ ଦାନ କରିବାର କିଛି କ୍ଷତି ମଧ୍ୟ ରହିଛି। ବେଳେବେଳେ କିଛି ଏପରି ଦ୍ରବ୍ୟ ଆମେ ଭୁଲବଶତଃ ଦାନ କରି…
Read More...

ଡିଏମଏଫ୍ ଛାତ୍ରବୃତ୍ତି-୨୦୨୩ ଆବଣ୍ଟନ ଉତ୍ସବ-୧୧,୮୫୬ମେଧାବୀଙ୍କୁ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ

‘ଡିଏମଏଫ୍ ଛାତ୍ରବୃତ୍ତି’ଜିଲ୍ଲା ପ୍ରଶାସନର ଏକ ପ୍ରଶଂସନୀୟ ଉଦ୍ୟମ: ସୁଦାମ ମାର୍ଣ୍ଡି କେନ୍ଦୁଝର ପିଲାଙ୍କ ପାଠପଢ଼ାରେ ଅର୍ଥବାଧକ ହେବନାହିଁ: ଜିଲ୍ଲାପାଳ କେନ୍ଦୁଝର: ସ୍ଥାନୀୟ ଅଡିଟୋରିୟମ ଠାରେ ଶନିବାର ଡିଏମଏଫ୍…
Read More...

ମହୁମାଛି ଶେଷ ହେବାର ୪ ବର୍ଷ ମଧ୍ୟରେ ମଣିଷ ଶେଷ ହୋଇଯିବେ – ଏମିତି କାହିଁକି କହିଥିଲେ ଆଇନଷ୍ଟାଇନ

ନୂଆଦିଲ୍ଲୀ - ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ ପଦାର୍ଥ ବିଜ୍ଞାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ଆଇନଷ୍ଟାଇନ ଗୋଟିଏ କଥା କହିଥିଲେ । ମହୁମାଛି ଏହି ବିଶ୍ୱରୁ ବିଲୁପ୍ତ ବା ସମ୍ପୂର୍ଣ୍ଣ…
Read More...

ଚମତ୍କୃତ କରିଦେବା ପରି ଖବର- ଏବେ ଏହି ଯାନ୍ତ୍ରିକ ଆଖିରେ ଦେଖି ପାରିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ - ଏକ ଅଭୁତପୂର୍ବ ଖବର । ଏବେ ଦୃଷ୍ଟିହୀନ ବ୍ୟକ୍ତିମାନେ ବି ଦେଖିପାରିବ। ବୈଷୟିକ ଜ୍ଞାନର ବିକାଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବାୟୋନିକ ଆଖିରେ ଅନ୍ଧ ବା ଦୃଷ୍ଟିହୀନ ବ୍ୟକ୍ତିମାନେ ଦୁନିଆଁ ଦେଖିପାରିବେ…
Read More...

ଘର ଲୋକ ଆଇଏଏସ୍‌ ପାଇଁ କରିଥିଲେ ଚେଷ୍ଟା ଏବେ ଦିନକୁ ରୋଜଗାର କରୁଛନ୍ତି ପ୍ରାୟ ୩୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ - ଅଧିକାଂଶ ବପା ମାଆ ନିଜ ସନ୍ତାନ ସନ୍ତତିଙ୍କୁ ଉଚ୍ଚ ପଦ ପଦବୀରେ ଦେଖିବା ପାଇଁ ଚାହାନ୍ତି । କେହି କେହି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଚାହିଁ ଥାଆନ୍ତି । ମାତ୍ର ଏମିତି ଜଣେ ବ୍ୟକ୍ତି…
Read More...

ଜାଣନ୍ତୁ ଘରୋଇ ଉପଚାର- ଛାତି ଯନ୍ତ୍ରଣା ଏସିଡିଟି ନହୋଇ ଏହା ବି ହୋଇପାରେ –

ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍‌ପିଣ୍ଡ, ଫୁସଫୁସ୍, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍ଟିକ ଅଲ୍ସର),…
Read More...

ଗୋଟିଏ ଇଂଜେକ୍ସନ୍‌ ଶେଷ କରିଦେବ କ୍ୟାନସର୍‌ – ଜାଣନ୍ତୁ କେବେ ମିଳିବ କେଉଁଠାରେ ହେବ ଆରମ୍ଭ

ନୂଆଦିଲ୍ଲୀ - ଏବେ ବିଜ୍ଞାନ ଅଗ୍ରଗତି କରିଛି । ଏହା ସହ ସ୍ୱାସ୍ଥ୍ୟବିଜ୍ଞାନ ତଥା ଚିକିତ୍ସା ବିଜ୍ଞାନ ବି ଅନେକ ଉପଲବ୍ଧି ହାସଲ କରିଛି । ଗବେଷଣା ଯୋଗୁଁ ବିଭିନ୍ନ ରୋଗ ବ୍ୟାଧିର ସଠିକ୍‌ ଚିକିତ୍ସା ହୋଇ ପାରୁଛି ।…
Read More...

ବାଣ୍ଟୁଥିଲେ ସୁନା: ପୃଥିବୀର ଅଧା ସୁନା, ଧନୀ ରାଜା ହେଲେ ଗରିବ ଦେଶ – ଏହି ଦେଶରେ ଖାଇବା ପାଇଁ….

ନୂଆଦିଲ୍ଲୀ - ବିଶ୍ୱରେ ଏମିତି ଦେଶ ରହିଛି ଯେଉଁଠାରେ ସୁନା ଖଣି ରହିଛି । ଦେଶର ରାଜା ଖୁବ୍‌ ଧନୀ । କହିବାକୁ ଗଲେ ବିଶ୍ୱର ଅଧା ସୁନା ନିଜ କବଜାରେ ଏହି ସୁଲତାନ ରଖିଥିଲେ । ହେଲେ ଏଠାକାର ଲୋକ ଖାଇବା ପାଇଁ ପାଉ…
Read More...

ଆସୁଛି ଏହି ଦମଦାର ଇଲେକ୍ଟ୍ରିକ୍‌ କାର୍‌ – ଦାମ୍ ମାତ୍ର

ନୂଆଦିଲ୍ଲୀ - ସାରା ଦେଶରେ ଏବେ ଇଲେକ୍ଟ୍ରିକ୍‌ ଗାଡିର ଚାହିଦା ବୃଦ୍ଧି ପାଇଛି । ଦେଶରେ ଦୁଇ ଚକିଆ ଇଲେକ୍ଟ୍ରିକ୍‌ ଯାନର ବିକ୍ରି ବେଶ୍‌ ବଢିଛି । ଏବେ ବିଭିନ୍ନ ଅଟୋମୋବାଇଲ୍‌ କମ୍ପାନୀ ଇଲେକ୍ଟ୍ରିକ୍‌ କାର ନିର୍ମାଣ…
Read More...

ସାବଧାନ, ଏହି ନମ୍ବରରୁ କଲ୍‌ ଆସିଲେ ଉଠାନ୍ତୁନାହିଁ- କରିଦେବ ଆପଣଙ୍କ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ - କିଛି ଦିନତଳେ ଉତ୍ତରପ୍ରଦେଶର ଜଣେ ମହିଳାଙ୍କ ଫୋନ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ଅଲିଗଡର ଏହି ମହିଳା ଜଣଙ୍କ ଫୋନ୍‌ରେ ସେହି ବ୍ୟକ୍ତିଙ୍କୁ ସେ କିଏ ଏବଂ କାହା ସହ କଥା ହେବ ବୋଲି…
Read More...

ଜି-ମେଲ୍‌(GMail)ରେ ଆସିଲା ଏହି ନୂଆ ଫିଚର- ନିଜ ଭାଷାରେ ପଢିପାରିବେ ଅନ୍ୟଭାଷାର ଇମେଲ୍‌

ନୂଆଦିଲ୍ଲୀ- ଆଗରୁ ଗୁଗୁଲ ଟ୍ରାନସ୍‌ଲେଟ୍‌, ବିଙ୍ଗ୍‌ ବା ମାଇକ୍ରୋସଫ୍ଟ ଟ୍ରାନସ୍‌ଲେଟ୍‌ ସହ ଅନେକ ଟ୍ରାନସଲେଟ୍‌ ଆପ୍‌ ଉପଲବ୍ଧ ଥିଲା । ଏଥିପାଇଁ ଅନ୍ୟଭାଷାରେ ଇମେଲ୍‌ ଆସିଲେ ତାକୁ ଅନେକ ଲୋକ ବୁଝି ନପାରିଲେ କପି…
Read More...

ନାସା ଏଲିଏନ୍‌ ଏବଂ ୟୁଏଫ୍‌ଓ ବା ଉଡନ୍ତା ଥାଳିଆ ଉପରେ କଲା ଖୁଲାସା

ନ୍ୟୁୟର୍କ - ନାସା ଏବେ ଦୁନିଆର ସବୁଠାରୁ ବଡ ଖୁଲାସା କରିଛି । ୟୁଏଫ୍‌ଓ ଏବଂ ୟୁଏପି ବିଷୟରେ ନାସା ସୂଚନା ଦେଇଛି । ଏବେ ୟୁଏଫ୍‌ଓ ଏବଂ ୟୁଏପି ବିଷୟରେ ଖୁଲାସା କରାଯାଇଛି । ବିଶ୍ୱର ବାତାବରଣରେ ୟୁଏଫ୍‌ଓ ଦେଖାଯାଇଥିବା…
Read More...

ଡ୍ରାଗନର ଜାସୁସ: ଚୀନ୍‌ ଗୁପ୍ତଚର ଭାବେ କାର୍ଯ୍ୟକରୁଛନ୍ତି ବିଷକନ୍ୟା – ସାରା ଦୁନିଆଁରେ ବ୍ୟାପିଛନ୍ତି ଏହି…

ଲଣ୍ଡନ - ବିଶ୍ୱର ପ୍ରାୟ ସମସ୍ତ ଦେଶର ଗୁପ୍ତଚର ସଂସ୍ଥା ରହିଛି । ଦେଶ ବିରୋଧି ଶକ୍ତିଙ୍କ ବିରୋଧରେ ସୂଚନା ଏକାଠି କରିବାରେ ଏମାନେ ଧୁରନ୍ଧର । ହେଲେ ଚୀନ୍‌ ଅନ୍ୟ ଦେଶ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ…
Read More...

ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ପରେ ବଞ୍ଚି ଉଠିଲେ ଏହି ବ୍ୟକ୍ତି – କହିଲେ ଚନ୍ଦ୍ରଙ୍କ ସହ ଦେଖିଲେ ଏହି କଥା

ଲଣ୍ଡନ- ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ଅଭନେତା ଶିବ ଗେରଓ୍ୱାଲ ବସବାସ କରନ୍ତି । ୬୦ ବର୍ଷିୟ ଏହି କଳାକାର ତାଙ୍କ ଜୀବନର ଏକ ସତ୍ୟଘଟଣାକୁ ଏବେ ଏକ ଟିଭି ଚ୍ୟାନେଲ୍ ଆଗରେ ବର୍ଣ୍ଣନା କରିଛନ୍ତି ।୨୦୧୩ ମସିହା ଫେବ୍ରୁଆରୀ…
Read More...

ଦେଶ ପାଇଁ ସହିଦ ହେଲା ସେନାର କୁକୁର- ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ଟଳିପଡିଲା

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନର୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ସଂଘର୍ଷରେ ସେନାର ଏକ କୁକୁର ସହିଦ ହୋଇଛି। ସହିଦ କୁକୁରର ନାମ ହେଉଛି କେଣ୍ଟ। ଏହାର ବୟସ ୬ବର୍ଷ ଓ ଲାବ୍ରାଡର ପ୍ରଜାତିର। କେଣ୍ଟ…
Read More...

ଯୁଗ ଯୁଗ ଧରି ଚୀନ୍‌ ଏହି କାରଣରୁ ପଡୋଶୀଙ୍କ ଶତ୍ରୁ- ମାଡ଼ି ବସିଛି ଭୂଭାଗ ଓ ସମୁଦ୍ର; ୧୪ ଦେଶ ସହ ବିବାଦ

ନୂଆଦିଲ୍ଲୀ : ଚୀନ୍‌ର ମୂଳ ମାନଚିତ୍ର ପ୍ରକାଶ ପାଇବା ପରେ ଏହାର ବିସ୍ତାରବାଦୀ ଚରିତ୍ର ଏବେ ସମ୍ମୁଖକୁ ଆସିଛି। ଗତ ମାସରେ ଚୀନ୍‌ ଏକ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲା; ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଓ…
Read More...

ଭୁବନେଶ୍ବର-ଝାରସୁଗୁଡ଼ା ଉଡ଼ାଣ  ବନ୍ଦ ହେବା ସ୍ଥିତିରେ – ସରକାର ଗଣୁଛନ୍ତି ଟଙ୍କା ହେଲେ ଲୋକ….

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉଛି। ଯେଉଁଠିକୁ ରାଜଧାନୀରୁ ବସ୍‌ରେ ଗମନାଗମନ କରିବା ସମୟ ୧୦ରୁ ୧୨ ଘଣ୍ଟା ଲାଗୁଥିଲା ଉଡାନ୍‌ ଯୋଜନାରେ ଏୟାରଷ୍ଟ୍ରିପ୍ ନିର୍ମାଣ…
Read More...

 ଅବିଶ୍ରାନ୍ତ ବର୍ଷା – ଏହି ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ, ଆଗକୁ ଲଘୁଚାପ ଘନୀଭୂତ ହେବା ଦ୍ବାରା ୩ ଦିନ…

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ବୁଧବାର ସକାଳେ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।…
Read More...

୨୦୨୪ ନିର୍ବାଚନ ପାଇଁ ଦ୍ବନ୍ଦ୍ବରେ ନେତା ଓ କର୍ମୀ

ଖୋର୍ଦ୍ଧା : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି। ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ କିଏ କେଉଁ ଦଳରୁ…
Read More...

ଗୁରୁବାରରେ ଏହି ରାଶିମାନଙ୍କ ପାଇଁ ଶୁଭଫଳ – ସତର୍କ ରୁହନ୍ତୁ ଏମାନେ

ମେଷ-କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳିପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ତେଜସ୍ବୀ ଓ ଧର୍ମପରାୟଣ ହେବେ।…
Read More...

ଓଡ଼ିଶାର ଚାନ୍ଦିପୁଟ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ସମସ୍ତଯାତ୍ରୀ – ବ୍ରେକ୍‌ ଫେଲ୍‌ ହୋଇ ଘାଟୀ ରାସ୍ତାରେ…

ଚାନ୍ଦିପୁଟ - ଘାଟୀର ଅଙ୍କାବଙ୍କା ରାସ୍ତାରେ ଭାରସାମ୍ୟ ହରାଇ ଖସିପଡିଲା ଯାତ୍ରୀବାହୀ ବସ୍ । ଗଜପତି ଗଞ୍ଜାମ ସୀମାନ୍ତ ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ପଥର କାନ୍ଥି ତଳେ ଏଭଳି ଦୁର୍ଘଟଣା ଘଟିଛି । ହେଲେ ସୌଭାଗ୍ୟ…
Read More...

ଏଇଟା ଗାଁର ରାସ୍ତା ନା ନର୍ଦ୍ଦମା

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ଗୁଡତଳିଆ ବସ୍ତିର ରାସ୍ତାର ଅବସ୍ଥା ଆପଣ ଫଟୋରେ ଦେଖିପାରୁଥିଲେ । ବର୍ଷାରେ ରାସ୍ତା କାଦୁଅ ପଚପଚ । ପାଖରୁ ନର୍ଦ୍ଦମା ପରି ଦେଖାଯାଉଛି । ଏହା ଲୋକଙ୍କର ଯାତାୟତର ଏକ ମାତ୍ର ପଥ ।…
Read More...

ବର୍ଷେ ତଳେ ଭାଲୁ ଆକ୍ରମଣ କରିଥିଲା – ଏବେ ବି ସରାକାରୀ କ୍ଷତିପୂରଣ ସହାୟତାରୁ ବଞ୍ଚିତ ଦୁଃଶାସନ, ବାବାଜୀଙ୍କ ସମ…

ଫୁଲବାଣୀ : :କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଧିନସ୍ଥ କୁନ୍ଦା ଗ୍ରାମର ଦୁଃଶାସନ ମାଝୀ ଏକାବର୍ଷ ବିତି ଯାଇଛି । ବନ୍ୟଜନ୍ତୁ ଆକ୍ରମଣ ଜନିତ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି ଦୁଃଶାସନ ଏବଂ ବାବାଜୀ । ଗତ…
Read More...

ବିଡି ଶ୍ରମିକ ଶୋଷଣର ଶିକାର ହୋଇଥିବା ଅଭିଯୋଗ-ଠିକ୍‌ ଭାବରେ ମିଳୁନି ଭବିଷ୍ୟନିଧି ଅର୍ଥ

ରେଙ୍ଗାଲି - ସମ୍ବଲପୁର ଜିଲ୍ଲା ର ବିଡି ଶ୍ରମିକ ମାନଙ୍କୁ ୨୦୦୮ ମସିହା ରୁ ଗତାନୁଗତକି ଭାବରେ ଭଭିଷ୍ୟତନିଧି ପାଣ୍ଠି ରୁ ଟଙ୍କା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ବିଡି ଶ୍ରମିକ ସଂଘର…
Read More...

ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫିରିଙ୍ଗିଆକୁ ପରିଦର୍ଶନରେ ଆସିଥିବା ବେଳେ ବିଧାୟକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଛନ୍ତି । ବୁଧବାରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର…
Read More...