www.samajalive.in
Sunday, December 14, 2025
17.1 C
Bhubaneswar

ଅଣ୍ଡା ଭିତରୁ ବାହାରିଲେ ଏତି ବିଷାକ୍ତ ବିଚ୍ଛା – ଦେଖନ୍ତୁ

ନୂଆଦିଲ୍ଲୀ – ଆପଣ ବିଚ୍ଛା ବା କଙ୍କଡା ବିଚ୍ଛାକୁ ଦେଖିଥିବେ । ସାପ ପରି ଏଥିରେ ମଧ୍ୟ ବିଷ ରହିଛି । କଙ୍କଡା ବିଚ୍ଛା କାମୁଡିଲେ ପ୍ରବଳ ଯନ୍ତ୍ରଣା ହୁଏ । ବେଳେ ବେଳେ ଜୀବନ ଯିବାର ଭୟ ମଧ୍ୟ ରହିଛି । ଏହା ଏକ ଭୟଙ୍କର ଜୀବ ।
ଏହାଠାରୁ ବଞ୍ଚିକରି ରହିବା ଭଲ । ସାଧାରଣତଃ ଅପରିଷ୍କାର ସ୍ଥାନରେ କଙ୍କଡା ବିଚ୍ଛା ଦେଖାଯାଇଥାଆନ୍ତି । ଇଟା ଗଦା । ପତର କି କାଠ ଜମିଥିଲେ । ଜଙ୍ଗଲ , ଘାସ ଗଛ ବୁଦା , ପଥର ସନ୍ଧିରେ କଙ୍କଡା ବିଚ୍ଛା ଦେଖିବା ପାଇଁ ମିଳିଥାଆନ୍ତି ।


ଏବେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏକ ଅଣ୍ଡାରୁ ପ୍ରବଳ କଙ୍କଡା ବିଚ୍ଛା ବାହାରୁ ଥିବା ଦେଖିବା ପାଇଁ ମିଳୁଛି । ସାପ ଅଣ୍ଡା ଦେଇଥାଏ । ସେଥିରୁ ସାପ ଛୁଆ ଫୁଟି ବାହାରି ଥାଆନ୍ତି । ମାତ୍ର ବିଚ୍ଛାର ସିଧା ଛୁଆ ହୋଇଥାଏ । ଏହି ଭିଡିଓରେ ଏକ ଅଣ୍ଡାକୁ ଜଣେ ଫଟାଉଛନ୍ତି । ଏଥିରୁ ଛୋଟ ଛୋଟ ବିଚ୍ଛା ଛୁଆ ବାହାରୁ ଥିବା ଦେଖିବା ପାଇଁ ମିଳୁଛି । ଦେଖନ୍ତୁ ଭିଡିଓ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories