www.samajalive.in
Monday, December 15, 2025
16.1 C
Bhubaneswar

ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ଚଉକିରୁ ଠେଲି, ପରେ ମୁଣ୍ଡକୁ ପିଟି ହତ୍ୟା – ଗିରଫ ହେଲା ଅଭିଯୁକ୍ତ

ପାଟଣା – ଭାଇର ମୃତ୍ୟୁ ପରେ ନାବାଳକ ପୁତୁରା ଏବଂ ଝିଆରିଙ୍କୁ ଲାଳନ ପାଳନ କରଥିବା ବ୍ୟକ୍ତିଙ୍କୁ ହତ୍ୟା । ନାବାଳକ ପୁତୁରା ଏବଂ ଝିଆରୀଙ୍କ ମାମୁଁ ଏହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ମହାକୁଡ ପିଲାଙ୍କର ବଡବାପା , ଏବଂ ସେ ତାଙ୍କ ସାନଭାଇର ମୃତ୍ୟୁ ପରେ ତାଙ୍କ ପିଲାଙ୍କର ଲାଳନ ପାଳନ କରୁଥିଲେ। ସାନ ଭାଇର ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିଲା । ସେ ଏକ ଚଉକିରେ ବସିଥିବା ବେଳେ ପିଲାଙ୍କର ମାମୁଁ ଦୁଃଖବନ୍ଧୁ ମହାକୁଡ ପ୍ରଶାନ୍ତଙ୍କୁ ଚୌକିରୁ ଠେଲିଥିବା ସହ ମୁଣ୍ଡକୁ ପିଟି ଦେଇଥିଲା । ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରଶାନ୍ତଙ୍କ ମୃତ୍ୟୁ ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ପୁଲିସ ଅଭିଯୁକ୍ତ ଦୁଃଖବନ୍ଧୁକୁ ହତ୍ୟା ଅଭିଯୋଗରେ ଗିରଫ କରିଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories