www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଦିଗରେ ସୌଭାଗ୍ୟ ଆଣିଥାଏ ଠାକୁର ଘରର ମୁହଁ

ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ ଏପରି ରଖନ୍ତୁ, ଯେପରି ଭଗବାନଙ୍କ ମୁହଁ ପୁର୍ବ ଦିଗକୁ ହୋଇରହିବ ।

- Advertisement -

ଯେଉଁଠି ଘରେ ଠାକୁର ଥିବେ ସେଠାରେ ତାଙ୍କ ଉପରେ ଏକ ତୋରଣ ଟାଙ୍ଗିବା ଆବଶ୍ୟକ । ଏହା ଦ୍ୱାରା ଘରେ ସୁଖଶାନ୍ତି ଲାଗି ରହିବା ସହ ପରିବାରରେ ଆନନ୍ଦର ବାତାବରଣ ରହିଥାଏ ।
ଠାକୁର ରହୁଥିବା ସ୍ଥାନରେ କୌଣସି ଧାରୁଆ ଦ୍ରବ୍ୟ ରଖିବା ଉଚିତ ନୁହେଁ ।
ପୂଜା କରିବା ସମୟରେ ପାଟିତୁଣ୍ଡ କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଧନର ହାନି ହୋଇଥାଏ ।
ଦୀପ ଲଗାଇଲା ବେଳେ ସେଥିରେ ଏକ କର୍ପୂର ଲଗାଇଲେ ଖୁବ ଶୁଭ ଫଳ ମିଳିଥାଏ ।
ବାସି ଘରଦ୍ୱାରା ସଫା କରିବା ପରେ ପୂଜା କଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।
ଠାକୁରଙ୍କ ନିକଟରେ ଏକ ଛୋଟ ପିତ୍ତଳ ଗ୍ଲାସରେ ପାଣି ରଖିବା ଉଚିତ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories