www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ – ପ୍ରବଳ ମାର୍‌ପିଟ୍‌ ହେଲେ ପୁଲିସର ଦୁଇ କର୍ମଚାରୀ , ଲୋକଦେଲ ଏମିତି ପ୍ରତିକ୍ରିୟା

ପାଟଣା- ବିହାରରେ ଏବେ ଏକ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ରାସ୍ତା ଉପରେ ଦୁଇ ଜଣ ପୁଲିସ କର୍ମଚାରୀ ମାରପିଟ୍‌ ହେବାର ଭିଜୁଆଲ୍‌ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଦୁଇ ଜଣ କାଲ ଧରି ମାରପିଟ୍‌ ହେବା ସହ ରାସ୍ତାରେ ଉଭୟ ଉଭୟଙ୍କ ତଣ୍ଟିକୁ ଚିପି ଦେଉଛନ୍ତି ।

ଏହି ଭିଡିଓରେ ଜଣେ ପୁଲିସ ଅଧିକାରୀ ଅନ୍ୟଜଣଙ୍କୁ ଗାଳି ଦେବା ସହ ସେ ଲାଞ୍ଚ ଖାଉଥିବା କଥା ଅଭିଯୋଗ କରିଛନ୍ତି। ଏହାପରେ ଅନ୍ୟ ଜଣଙ୍କୁ ପୁଲିସ ଲାଠିରେ ତାଙ୍କୁ ଆକ୍ରମଣ କରୁଥିବା ଦେଖିବା ପାଇଁ ମିଳିଛି । ଦୁଇ ଜଣ ଦୁଇ ଜଣଙ୍କୁ ମୁଥା ମାରିବା ସହ ତଣ୍ଟି ଚିପି ଦେଉଥିବାର ଦେଖିବା ପାଇଁ ମିଳିଛି ।

- Advertisement -

ଲୋକମାନେ ଏହାକୁ ଛି ଛାକର କରିଛନ୍ତି । ପୁଲିସ ଅଧିକାରୀ ଏପରି ହେଲେ ଶାସନ ବ୍ୟବସ୍ଥା କିପରି ରହିବେ ବୋଲି , ଲୋକ ଆଇନ ରକ୍ଷା କରୁଥିବା ପୁଲିସକୁ କିପରି ସମ୍ମାନ ଦେବେ ସେ ନେଇ ପ୍ରଶ୍ନ କରିଛନ୍ତି ।

ଏହି ଭିଡିଓ ଭାଇରାଲ୍‌ ହେବାପରେ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ତାରନ୍ତ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଜଣଙ୍କୁ ନିଲମ୍ବିତ କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories