ଅଘଟଣ:ବନବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଳିଗଲେ ବନକର୍ମଚାରୀ- ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

ଚାନ୍ଦିପୁଟ- ବନବିଭାଗ କାର୍ଯ୍ୟାଳୟରେ ଅଘଟଣ । ବିଦ୍ୟୁତ ତାପ ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଜଣେ ବନ କର୍ମଚାରୀ । ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର…
Read More...

କଣ୍ଟାବାଞ୍ଜିକୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, : କଣ୍ଟାବାଞ୍ଜିକୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖ ରେ କଣ୍ଟାବାଞ୍ଜି ବନ୍ଦ ଡାକରାରେ ଜନସାଧାରଣ ଙ୍କ ତରଫରୁ ପୁର୍ଣ ସମର୍ଥନ…
Read More...

ବିଏନ୍‌ଆଇ ଆଚିଭରସ୍‌ ଗ୍ରୁପ୍‌ର ମଟରସାଇକେଲ୍‌ ରାଲି

କଟକ- ବିଏନ୍‌ଆଇ ଆଚିଭରସ୍‌ ଗ୍ରୁପ୍‌ ଦ୍ୱାରା ସିଲଭର୍‌ ସିଟି କଟକରେ ଏକ ମଟର ସାଇକେଲ୍‌ ରାଲି ଆୟୋଜିତ ହୋଇଯାଇଛି । ଉଦ୍ୟୋଗପତିମାନଙ୍କ ମଧ୍ୟରେ ସହଯୋଗ ଏବଂ ସହଭାଗିତା ବୃଦ୍ଧି ପାଇଁ ସାରା ବିଶ୍ୱର ବିଏନ୍‌ଆଇ କାର୍ଯ୍ୟ…
Read More...

ରାଜ୍ୟବ୍ୟାପୀ ତୀବ୍ର ହେଉଛି ଏସ୍‌ଏସ୍‌ବି ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ୱର : ତୀବ୍ର ହେଲାଣି ଏସ୍‌ଏସ୍‌ବି ଅଧ୍ୟାପକଙ୍କ ଆନ୍ଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ’ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପୀ ସମସ୍ତ ୪୮୮ ବର୍ଗ କଲେଜର ଅଧ୍ୟାପକା ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି…
Read More...

କାଶ୍ମୀର- ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସର ଡିଏସ୍‌ପି ସହିଦ

ଶ୍ରୀନଗର- କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ କର୍ଣ୍ଣେଲ୍‌ଙ୍କ ସହ ଆଉ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ବୁଧବାର ସକାଳେ ଅନନ୍ତନାଗ…
Read More...

ଭୁଲବଶତଃ ରାଶି ଲଗ୍ନ ଅନୁସାରେ ଏପରି ଦାନ କରନ୍ତୁ ନାହିଁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ, ଦାନ କରିବା ଶୁଭ ଅଟେ। ଆପଣ ସମସ୍ତେ ଦାନ କରିବାର ଲାଭ ବିଷୟରେ ଜାଣିଥିବେ। କିନ୍ତୁ ଦାନ କରିବାର କିଛି କ୍ଷତି ମଧ୍ୟ ରହିଛି। ବେଳେବେଳେ କିଛି ଏପରି ଦ୍ରବ୍ୟ ଆମେ ଭୁଲବଶତଃ ଦାନ କରି…
Read More...

ଚାଏ ପେ ଚର୍ଚ୍ଚା – ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମସଲା ଚା ପିଇ ୟୁପିଆଇରେ କଲେ ପେମେଣ୍ଟ

ବେଙ୍ଗାଲୁରୁ - ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ ଜି୨୦ ସମ୍ମିଳନୀରେ ସାମଲି ହେବା ପାଇଁ ଭାରତ ଆସିଥିଲେ । ସୋମବାରରେ ସେ ବେଙ୍ଗାଲୁରୁ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ଟେକ୍‌ ସିଟି ବୁଲିଥିଲେ ।…
Read More...

ପିଏମ୍‌ ମୋଦୀ ଆସନ୍ତୁ ଆମକୁ ସ୍ୱାଧୀନତା ଦିଅନ୍ତୁ – ପାକିସ୍ତାନ ବିରୋଧରେ ପିଓକେରେ ପ୍ରଦର୍ଶନ

ଇସଲାମାବାଦ - ପାକିସ୍ତାନରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଜି୨୦ ବୈଠକ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବିଭିନ୍ନ ସ୍ଥାନରେ ପାକିସ୍ତାନ ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି ।…
Read More...

ଦେଖନ୍ତୁ ଭିଡିଓ – ରହସ୍ୟମୟୀ ଆଲୋକ ଭୂମିକମ୍ପ ପୂର୍ବରୁ ମୋରକ୍କୋ ଆକାଶରେ କେମିତି ଦେଖାଦେଇଥିଲା

ମୋରକ୍କୋ- ମୋରକ୍କୋରେ ଭୂମିକମ୍ପ ହୋଇ ୨,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ଏହି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନ ଜୀବନ ନଷ୍ଟ ହୋଇଛି । ଭୂମିକମ୍ପର…
Read More...

ସିନ୍ଦୁର ଆଣିଥାଏ ସୌଭାଗ୍ୟ – ଜାଣନ୍ତୁ ମହତ୍ତ୍ୱ

ବିବାହିତ ନାରୀମାନଙ୍କ ପାଇଁ ଶଙ୍ଖା ଓ ସିନ୍ଦୂର ବିଶେଷ ମହତ୍ତ୍ୱ ରଖିଥାଏ। ସିନ୍ଦୂରର ଅନେକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ବିଶେଷ କରି ମଥାରେ ସିନ୍ଦୂର ଲଗାଇବା ବେଳେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶାସ୍ତ୍ର…
Read More...

ଘର କେଉଁ ରଙ୍ଗ କଲେ କି ପ୍ରଭାବ – ଶୋଇବା ଘର ପାଇଁ ସବୁଠୁ ଉତ୍ତମ ରଙ୍ଗ ଜାଣନ୍ତୁ

ଘରର ରଙ୍ଗ ଘରର ସଦସ୍ୟ ଓ ସେମାନଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଘରର କୋଠରିର ରଙ୍ଗ ବହୁ ପ୍ରଭାବ ବ୍ୟକ୍ତି ଉପରେ ପକାଇଥାଏ । ହଳଦିଆ – ଏହି ରଙ୍ଗ ଶାନ୍ତି ଓ ଧୌର୍ଯ୍ୟର…
Read More...

ଗଣିତ ଶିକ୍ଷକ ପାଲଟିଲେ ଚୋର, ହେଲେ ଅଳସୁଆମୀ ପାଇଁ ଏମିତି ଧରା ପଡିଲେ

କାନପୁର- ଉତ୍ତରପ୍ରଦେଶର କାନପୁରେ ଚୋରି କରିବା ପାଇଁ ଆସି ଶୋଇ ପଡିଲା ଚୋର । ଜଣଙ୍କ ଘରେ ଚୋରି କରିବା ପାଇଁ ଚୋର ଦଳ ପଶିଥିଲେ । ଜଣେ ଚୋର ତା ସାଥିମାନଙ୍କୁ ଚୋରି କରିବାକୁ କହି ନିଜେ ଆରମ କରୁଥିଲା । ଏହି ଚୋର…
Read More...

ପୁଣି ବଢିବ ବର୍ଷା ପରିମାଣ- ସେପ୍ଟେମ୍ବର ୧୩ରେ ଓଡିଶାରେ ଲଘୁଚାପ

ଭୁବନେଶ୍ୱର, : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ଏହା ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ…
Read More...

ଏହି ଆତଙ୍କବାଦୀ ଭାରତ ପାଇଁ ଥିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ପିଓକେରେ ଗୁଳି ମାରିଦେଲେ

ଇସଲାମାବାଦ- ଭାରତ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିବା ଲସକର ଇ ତୋଏବାର ଆତଙ୍କବାଦୀ ଆବୁ କାସିମ୍‌ ଓରଫ ରିୟାଜ ଅହମ୍ମଦ । ୧୯୯୯ ମସିହାରେ ଜାମ୍ମୁରେ ଜନ୍ମିତ ଏହି ଆତଙ୍କବାଦୀ ସୀମା ପାର କରି ପାକିସ୍ତାନରୁ ଆତଙ୍କବାଦୀ…
Read More...

ଅକ୍ଷୟ କୁମାର ଜନ୍ମ ଦିନରେ ଗେରୁଆ ଧୋତି ପିନ୍ଧି ମହାକାଳେଶ୍ୱରଙ୍କର କଲେ ଦର୍ଶନ ସାଙ୍ଗରେ  ଶିଖର ଧଓ୍ୱନ ଉପସ୍ଥିତ

ନୂଆଦିଲ୍ଲୀ - ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଜନ୍ମ ଦିନରେ ଗେରୁଆ ଧୋତି ଏବଂ ପାରମ୍ପରିକ ବସ୍ତ୍ରରେ ମହାକାଳେଶ୍ୱରଙ୍କର ଦର୍ଶନ କରିଛନ୍ତି । ସେ ତାଙ୍କର ୫୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅକ୍ଷୟ କୁମାରଙ୍କ ସହ…
Read More...

ଏହି ଅଭିଯୋଗରେ ରାତି ତିନିଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କଲା ପୁଲିସ

ବିଜୟଓ୍ୱାଡା - ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପୁଲିସ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି…
Read More...

ଭଙ୍ଗାଘରେ ୩୦ ବର୍ଷ ଜୀବନ ବିତିଛି – ପାଠ ଯୋଗୁଁ ଏବେ ବିଶାଳ ମହଲରେ ରହୁଛନ୍ତି

ନୂଆଦିଲ୍ଲୀ - ୩୦ ବର୍ଷ ଧରି ଭଙ୍ଗା ଘରେ ଜୀବନ ବିତିଥିଲା । ଏବେ ଏହି ଭଙ୍ଗାଘରର ଫଟୋ ସେୟାର କରିଛନ୍ତି ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ସେ ଏବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରଙ୍କର ଓଏସ୍‌ଡି ଅଛନ୍ତି । ବରିଷ୍ଠ ଆଇଏଏସ୍‌…
Read More...

ବାତ୍ୟାର ରୂପ ନେଲା ଲଘୁଚାପ – ଅମିତ ଶାହଙ୍କ ନେତୃତ୍ୱରେ ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ପରିଚାଳନା…

ନୂଆଦିଲ୍ଲୀ - ଆରବ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ଧାରଣ କରିଛି । ଏହାର ନାମ ବିପର୍ଯ୍ୟୟ ରଖାଯାଇଛି ।ଏବେ ଏହା ପୂର୍ବ ଏବଂ ମଧ୍ୟ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ଏହା କିଛି ସମୟ ମଧ୍ୟରେ…
Read More...

ମୋଦୀ ସରକାରଙ୍କୁ ପ୍ରଶଂସା କଲେ ମନମୋହନ ସିଂ- କହିଲେ ଭାରତ ଠିକ୍‌ କରିଛି

ନୂଆଦିଲ୍ଲୀ - ରୁଷ୍‌ ଏବଂ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଭାରତର ପଦକ୍ଷେପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଶଂସା କରିଛନ୍ତି । ଭାରତ ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି ।…
Read More...

ଅଧିକ ମୋବାଇଲ୍‌ ଦେଖିବା ଦ୍ୱାରା କଥା କହିବା ଶକ୍ତି ହରାଉଛନ୍ତି ଛୋଟ ପିଲା

ଏବେ ଅଧିକାଂଶ ମୋବାଇଲ୍‌ ନିଶାରେ ଚୁର୍‌ । ଦିନ ରାତି ମୋବାଇଲ୍‌ ଦେଖୁଛନ୍ତି । କେତେବେଳେ ଫେସ୍‌ବୁକ୍‌ ତ କେତେବେଳେ ୟୁଟ୍ୟୁବ୍‌ । ଏପରିକି ହ୍ୱାଟସ୍‌ଆପ୍‌ ପରି ସାମାଜିକ ଗଣମାଧ୍ୟମରେ ଅନେକ ସମୟ ଦେଉଛନ୍ତି ।…
Read More...

ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ସ୍ଥାପନ କରିବ ଆଭାଡା…

ପ୍ରକଳ୍ପ ପାଇଁ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ଓ ଆଭାଡା ଗ୍ରୁପ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ଭୁବନେଶ୍ୱର,: ଓଡ଼ିଶାର ଗଂଜାମ ଜିଲ୍ଲାସ୍ଥିତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ…
Read More...

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଆଇଏଫ୍‌ଏମ୍‌ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱର ଓ ତାଞ୍ଜାନିଆସ୍ଥିତ ଡାର-ଏସ୍‌-ସଲାମର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍‌ଏମ୍‌) ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି ।…
Read More...

ଷ୍ଟାର୍ଟଅପ୍‌ ଓଡିଶାର ଫ୍ଲାଗ୍‌ସିପ୍‌ ଅଭିଯାନ ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଶୁଭାରମ୍ଭ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ପଦକ୍ଷେପ ଷ୍ଟାର୍ଟଅପ୍‌ ଓଡିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍‌ ଅଭିଯାନଗୁଡିକର ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌…
Read More...

ସବୁ ଗାଡିପାଇଁ ନୂଆ ନିୟମ, ଲାଗିବ ଟ୍ରାକିଂ ଏବଂ ସୁରକ୍ଷା ଡିଭାଇସ୍‌ – ନହେଲେ ହେବନି ପଞ୍ଜିକରଣ

ଭୁବନେଶ୍ୱର - ସଡକ ସୁରକ୍ଷା ଏବଂ ଜୀବନ ରକ୍ଷା ପାଇଁ ଏବେ ଗାଡିମାନଙ୍କରେ ବିଭିନ୍ନ ସୁରକ୍ଷା ଯନ୍ତ୍ର ସାମିଲ କରାଯାଉଛି । ଏବେ ସମସ୍ତ ନୂଆ ଗାଡିମାନଙ୍କରେ ଟ୍ରାକିଂ ତଥା ସେଫ୍ଟି ଡିଭାଇସ୍‌ -ଭିଏଲ୍‌ଡିଟି ସିଷ୍ଟମ…
Read More...

ଏହି ଲକ୍ଷଣ ମହିଳାଙ୍କୁ କରିଥାଏ ଭାଗ୍ୟଶାଳୀ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ । ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ । ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ…
Read More...

ଆଶ୍ଚର୍ଯ୍ୟ ହୋଇଯିବେ ଭୁଜିଆ କମ୍ପାନୀର ଦାମ ଏତେ ଅଧିକ- ହଳଦୀରାମ ସ୍ନାକ୍ସ ବ୍ରାଣ୍ଡକୁ ଟାଟା କିଣିବା ପାଇଁ ଏତିକି…

ମୁମ୍ବଇ - ଦେଶର ଏକ ଲୋକପ୍ରିୟ ସ୍ନାକ୍ସ୍‌ ପ୍ରସ୍ତୁତକାରୀ କମ୍ପାନୀ ହେଉଛି ହଳଦୀରାମ । ଏବେ ଏହାକୁ ଅଧିଗ୍ରହଣ କରିବା ପାଇଁ ଟାଟା ସହ ହଳଦୀରାମ କମ୍ପାନୀର କଥାବାର୍ତ୍ତା ଚାଲିଛି । ହଳଦୀରାମର ୫୧ ପ୍ରତିଶତ ଅଂଶଧନ…
Read More...

ଜାଣିଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଓଡିଆ- ଡେପୁଟି ଗଭର୍ଣ୍ଣର ବି ଓଡିଆ

ଭୁବନେଶ୍ୱର - ଆର୍‌ବିଆଇର ଗଭର୍ଣ୍ଣର ହେଉଛନ୍ତି ଶକ୍ତିକାନ୍ତ ଦାସ । ସେ ଭୁବନେଶ୍ୱରରେ ଜନ୍ମ ହୋଇଥିଲେ । ଡିଏମ୍‌ ସ୍କୁଲ୍‌ ସହ ଉତ୍କଳ ବିଶ୍ୱବିଦ୍ୟାଳରେ ପାଠ ପଢିଥିଲେ । ପରେ ସେ ଆଇଏଏସ୍‌ ଅଧିକାରୀ ଭାବେ ତାମିଲନାଡୁ…
Read More...

ଅନ୍‌ଲାଇନ୍‌ ଚାଲାଣ ନୁହେଁ ଅନ୍‌ଲାଇନ୍‌ ଲାଞ୍ଚ – ଏବେ ଦୁଇ ପୁଲିସ…

ଲକ୍ଷ୍ମୌ- ଏବେ ଅନେକ ଆର୍ଥିକ ନେଣ ଦେଣ ଅନ୍‌ଲାଇନ୍‌ରେ ହେଉଛି । ଏଥିରୁ ପୁଲିସ ବି ବର୍ତ୍ତିନାହାନ୍ତି । ଆମେ ଅନ୍‌ଲାଇନ୍‌ ଚାଲାଣ କଥା ନୁହେଁ ଅନ୍‌ଲାଇନ୍‌ ଲାଞ୍ଚ କଥା କହୁଛୁ । ଅନ୍‌ଲାଇନ୍‌ ଲାଞ୍ଚ ନେଇ ଦୁଇ ଜଣ ପୁଲିସ…
Read More...

ଆମେରିକାକୁ ଟପି ପାରିବନି ଚୀନ୍‌ -ବ୍ଲୁମ୍‌ବର୍ଗ

ନ୍ୟୁୟର୍କ- ଏବେ ଚୀନ୍‌ରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଅନେକ ଅନ୍ତର୍ଜାତୀୟ କମ୍ପାନୀ ଚୀନ୍‌ ଛାଡି ଅନ୍ୟ ଦେଶରେ ନିଜର ଶାଖା ସ୍ଥାପନ କରୁଛନ୍ତି । ଚୀନ୍‌ରେ ଆର୍ଥିକ ଅଧୋଗତି ଦେଖା ଦେଇଥିବାରୁ ଏହାଆମେରିକାକୁ…
Read More...

ବାହାନାଗାର ଚିହ୍ନ ଲିଭିନି କଟକରେ ପୁଣି ମୁହାଁ ମୁହିଁ ହେଲେ ଦୁଇ ଯାତ୍ରୀବାହୀ ଟ୍ରେନ୍‌ – ଅଳ୍ପକେ ଦୁର୍ଘଟଣାରୁ…

ଭୁବନେଶ୍ୱର - ବାହାନାଗା ରେଳ ଦୁର୍ଘଟଣାର ଦାଗ ଲିଭିନି । ମନରୁ ଯାଇନି ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୁର୍ଦ୍ଦଶା । ଏବେ କଟକରେ ପୁଣି ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ହୋଇଛନ୍ତି । ରେଳ ବିଭାଗ ପକ୍ଷରୁ…
Read More...

ବିଶ୍ୱକପ୍‌ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା – ରୋହିତ ଶର୍ମା ଅଧିନାୟକ, ଏମାନଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ - ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ପକ୍ଷରୁ ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…
Read More...

ସୂର୍ଯ୍ୟ ଅଭିମୂଖେ ଆଗେଇ ଚାଲିଲା ଭାରତର ଆଦିତ୍ୟ ଏଲ୍‌୧

ନୂଆଦିଲ୍ଲୀ - ଚନ୍ଦ୍ରଯାନ, ମଙ୍ଗଳଯାନ, ଗଗନଯାନ ଏବଂ ଆଦିତ୍ୟ ଏଲ୍‌୧ ଭାରତର ମହାକାଶଯାତ୍ରାର ଅଭିନ୍ନ ଅଙ୍ଗ । ଚନ୍ଦ୍ରଯାନ ୩ ସମ୍ପୂର୍ଣ୍ଣ ରୂପେ ସଫଳ ହେବା ପରେ ଆଦିତ୍ୟ ଏଲ୍‌୧ ଏବେ ସଫଳତା ଦିଗରେ ଆଗେଇଚାଲିଛି । ରବିବାର…
Read More...

ମଙ୍ଗଳବାରରେ ତିନି ଜିଲ୍ଲାରେ ଅତି ପ୍ରବଳ ବର୍ଷା-୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର - ଲଘୁଚାପ ପ୍ରଭାବରେ ରାଜ୍ୟର ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୋରାପୁଟ,ନବରଙ୍ଗପୁର ଏବଂ ମାଲକାନଗିରିରେ ଅରେଞ୍ଜ ଓ୍ୱାର୍ଣ୍ଣିଂ…
Read More...

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,୨ ମୃତ ୨ ଗୁରୁତର – ୪ ଜଣଙ୍କୁ ଅଟକ ରଖିଛି ପୁଲିସ

ଭୁବନେଶ୍ୱର/ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । କବିସୂର୍ଯ୍ୟନଗର ପଙ୍କଳବାଡିରେ ଦୁଇ…
Read More...

ଶୌଚ ବେଳେ ଜଣେ ଯୁବକଙ୍କୁ ଘେରିଗଲେ ତିନ ଭାଲୁ – ତାପରେ ହେଲା ଏପରି

ନୀଳଗିରି - ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳୁ ଶୌଚପାଇଁ ଯାଇଥିବା ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର । ଏହି ଯୁବକ ଶୌଚ ପାଇଁ ଗାଁ ମୁଣ୍ଡ ଆଡକୁ ଯାଉଥିବା ବେଳେ ଶିବ ମନ୍ଦିର ନିକଟରୁ ୩ଟି ଭାଲୁ ଆସି ତାଙ୍କୁ…
Read More...

ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଶପଥ ନେଲେ ଦୁଇ ଜଣ ନୂଆ ବିଚାରପତି

କଟକ: ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଦୁଇ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଉଚ୍ଚନ୍ୟାୟାଳୟର ମୁଖ୍ୟବିଚାରପତି ଜଷ୍ଟିସ୍‌ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍‌ ଆନନ୍ଦ୍ର ଚନ୍ଦ୍ର ବେହେରାଙ୍କୁ ଶପଥ ପାଠ କରାଇଛନ୍ତି ।…
Read More...

ଭୁବନେଶ୍ୱର – ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଲା ବିମାନ

ଭୁବନେଶ୍ୱର - ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଏକ ବିମାନ ଫେରି ଆସିଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ  ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ମଝି ଆକାଶରେ  ଯାନ୍ତ୍ରିକ…
Read More...

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

- ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ସେପ୍ଟେମ୍ୱର ୮ରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା.... -କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ…
Read More...

ସୂର୍ଯ୍ୟ ଆଡ଼କୁ ଅଗ୍ରସର ହେଉଛି ‘ଆଦିତ୍ୟ ଏଲ୍‌୧’

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ ଘଟାଇ ଇତିହାସ ରଚିଛି ଇସ୍ରୋ। ଇସ୍ରୋ ଇତିହାସରେ ଆଉ ଏକ ସଫଳତାର ଫର୍ଦ ଯୋଡ଼ିହୋଇଯାଇଛି। ଠିକ୍‌ ୧୧ଟା ୫୦ ମିନିଟ୍‌ରେ ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତ୍‌କ୍ଷେପଣ ହୋଇଛି…
Read More...

ଠକେଇ ମାମଲା : ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

ମୁମ୍ୱାଇ: ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଇଡ଼ି କାର୍ଯ୍ୟାଳୟରେ ଦୀର୍ଘ ସମୟ…
Read More...

ପୋଖରୀରେ ବୁଡ଼ି ୨ଶିଶୁ ମୃତ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ  ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁ ଦୁଇଜଣ ହେଲେ ପିତସ ପ୍ରଧାନ ଓ ଲଳିତ…
Read More...

ପଇସା ନଥିଲା ଷ୍ଟେସନରେ ଶୋଉଥିଲେ ଏବେ ହଜାର ହଜାର କୋଟିର ମାଲିକ

ନୂଆଦିଲ୍ଲୀ- ପରିଶ୍ରମ ଯୋଗୁଁ ଭାଗ୍ୟକୁ ବଦଳାଇଦେଇଛନ୍ତି ଏହି ବ୍ୟକ୍ତି । ଦିନ ଥିଲା ଏହି ବ୍ୟକ୍ତି ଜଣଙ୍କ ଷ୍ଟେସନରେ ଶୋଉଥିଲେ । ପାଖରେ ଖାଇବା ପାଇଁ ବି ଟଙ୍କା ନଥିଲା । ମାତ୍ର ନିଜର ପରିଶ୍ରମ ବଳରେ ସେ ୩୬ ହଜାର କୋଟି…
Read More...

ପାକିସ୍ତାନରେ ହାହାକାର – ପେଟ୍ରୋଲ ୩୦୦ ଟଙ୍କା ପାର

ଇସଲାମାବାଦ - ରାଜନୈତିକ ଅସ୍ଥିରତା ପରେ ଏବେ ପାକିସ୍ତାନରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ପାକିସ୍ତାନରେ ଅଟା ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ଏହି ସମୟରେ ପାକିସ୍ତାନରୁ ଆଉ ଏକ ଖରାପ ଖବର ଆସିଛି । କ୍ଷମତା ପାଇଁ…
Read More...

ଲାଗୁ ହେବ ନୂଆ ଦୂରସଞ୍ଚାର ନିୟମ- କଲ୍‌ ରେର୍କଡିଂ ସହ ହ୍ୱାଟ୍ସଆପ୍‌ ଏବଂ ଫେସ୍‌ବୁକ୍‌ ଉପରେ ରଖାଯିବ ନଜର, ଜାଣନ୍ତୁ…

ନୂଆଦିଲ୍ଲୀ - ଦୂର ସଞ୍ଚାର ନିୟମ ବିଷୟରେ ଏବେ ଏକ ପୋଷ୍ଟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏବେ ସମସ୍ତଙ୍କ କଲ୍‌କୁ ରେକର୍ଡ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହା ସହ…
Read More...

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

-ବିଜେଡ଼ିରୁ ବିଦାହେଲେ ଦିଗପହଣ୍ଡି ଜିଲା ପରିଷଦ ସଦସ୍ୟ ବିପିନ୍‌ ଚନ୍ଦ୍ର ପ୍ରଧାନ : ଦଳ ବିରୋଧୀ କାମ ପାଇଁ ବହିଷ୍କୃତ ହୋଇଥିବା ସୂଚନା ଦେଲେ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ.... -କଟକରେ ମର୍ମନ୍ତୁଦ…
Read More...

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ

ନୂଆଦିଲ୍ଲୀ :କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ…
Read More...

ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ

ଗଞ୍ଜାମ : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ବିଜେଡି…
Read More...

ଦୁର୍ଘଟଣା : ଅଟୋ-ଟ୍ରକ୍‌ ମୁହାଁମୁହିଁ, ଜଣେ ମୃତ

କଟକ : ଏକ ଅଟୋ-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଟକ ଜିଲା…
Read More...

ତାଳଚେର ବିଧାୟକଙ୍କ ଅଫିସ ନିକଟରେ ଟାଇମ ବୋମା

ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ ନିକଟରେ ଟାଇମ ବୋମା ଥିବା ଜଣାପଡ଼ିଛି। ଆଜି ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ…
Read More...

‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଆଜି ଏ ନେଇ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ତାଳଚେର ବିଧାୟକଙ୍କ ଅଫିସ ପରିସରରେ ବୋମା : ଘଟଣାସ୍ଥଳରେ ପୁଲିସ୍‌ର ଛାନ୍‌ଭିନ୍... -ଏକକ ନିର୍ବାଚନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର : ଅଧ୍ୟକ୍ଷତା କରିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଆଜି…
Read More...

କମିଲା ଗ୍ୟାସ୍‌ ଦର : ଆଜି ଠାରୁ ଲାଗୁ

ନୂଆଦିଲ୍ଲୀ : ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି। ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮…
Read More...

ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ

ପାରାଦୀପ : ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଜଣେ ଅଜଣା ଯୁବକ ଉଠିଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଚିଲିକା ମୁହାଣରୁ ୭୧ ମାଇଲ ଦୂର ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ହଠାତ୍‌ ବୋଟକୁ ଉଠିଆସିବା ନେଇ…
Read More...

ମଣିପୁରରେ ପୁଣି ହିଂସା : ୫ ମୃତ, ୨୦ ଆହତ

ଇମ୍ଫାଲ : ମଣିପୁରରେ  କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିଷ୍ଣୁପୁର ଜିଲାର ଖୋଇରାଣ୍ଟକର…
Read More...

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଥିବା ଜଣାପଡ଼ିଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ଉଭୟ ଗୋଲଡେନ୍…
Read More...

ଦେଖନ୍ତୁ ଭିଡିଓ: ଇସ୍ରୋ ବୈଜ୍ଞାନିକଙ୍କୁ ବେଙ୍ଗାଲୁରରେ ଆକ୍ରମଣ ଉଦ୍ୟମ- କ୍ୟାମେରାରେ କଏଦ ହେଲା ଦୃଶ୍ୟ

ବେଙ୍ଗାଲୁରୁ - ଇସ୍ରୋର ଜଣେ ବୈଜ୍ଞାନିକଙ୍କୁ ବେଙ୍ଗାଲୁରୁରେ ଆକ୍ରମଣ ଉଦ୍ୟମ ହୋଇଛି । ସେ ନିଜ କାରରେ ବେଙ୍ଗାଲୁରୁ ସ୍ଥିତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ବିନା ହେଲମେଟ୍‌ରେ ଜଣେ ଯୁବକ ତାଙ୍କ ଗାଡି ଆଡକୁ ଅଙ୍କା ବଙ୍କା…
Read More...

ଏବେ ଭାରତରେ ଏହି ୩୨ଟି କମ୍ପାନୀ ଲ୍ୟାପଟପ୍‌ ତିଆରି କରିବା ପାଇଁ ଆଗ୍ରହୀ

ନୂଆଦିଲ୍ଲୀ - ଭାରତରେ ଏବେ ବାହାର ଦେଶରୁ ଲ୍ୟାପଟପ୍‌ ସହ ଅନ୍ୟ କେତକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗିଛି । ଏହାପରେ ବିଶ୍ୱର ବିଭିନ୍ନ କମ୍ପାନୀ ଭାରତରେ ତାଙ୍କର ଉତ୍ପାଦ ପ୍ରସ୍ତୁତ କରିବା ପାଇଁ…
Read More...

‘ଏକ୍ସ’ ବା ଟ୍ୱିଟରରେ ବିନା ଫୋନ୍‌ ନମ୍ବରରେ କରିପାରିବେ ଭିଡିଓ କଲ୍‌

ନୂଆଦିଲ୍ଲୀ - ବର୍ତ୍ତମାନ 'ଏକ୍ସ ତଥା ପୂର୍ବରୁ ଟ୍ୱିଟର କୁହଯାଉଥିବା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଏବେ ଭିଡିଓ କଲ୍‌ କରି ହେବ । ବିନା ଫୋନ୍‌ ନମ୍ବରରେ ଏବେ ଏକ୍ସରେ ଏହି ସୁବିଧା ଉପଲବ୍ଧ ହେବ । ଏକ୍ସର ମାଲିକ…
Read More...

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ

ଗଞ୍ଜାମ: ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲାପାଳଙ୍କ ରିପୋର୍ଟ ଆାଧାରରେ…
Read More...

୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ୨୨ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଏହାସହ ୩ ତାରିଖରେ ଅତିରିକ୍ତ…
Read More...

ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ଫୁଲବାଣୀ : କନ୍ଧମାଳ ଜିଲାର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛି  । ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ…
Read More...

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

-ନୂଆଦିଲ୍ଲୀ : ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ : ନୌସେନାରେ ସାମିଲ ହେବ ଯୁଦ୍ଧଜାହାଜ ମହେନ୍ଦ୍ରଗିରି... - ଉତ୍‌କେଲାକୁ ଉଡ଼ିଲା ବିମାନ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ... -ସପ୍ତାହକୁ…
Read More...

ଆସନ୍ତା ୨୧ରେ ବିଧାନସଭାର ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲିପଡ଼ିଛି। ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।  ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…
Read More...

ଗଣେଶ ପୂଜାକୁ ନେଇ ତୁମୁଳକାଣ୍ଡ : ଯୁବକଙ୍କୁ ଛୁରାମାଡ଼

କୋକସରା : ଗଣେଶ ପୂଜା କରିବାକୁ ନେଇ ତୁମୁଳ କାଣ୍ଡ। ଯୁବକଙ୍କ ଛୁରାମାଡ଼ରେ ଗ୍ରାମର ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ କୋକସରା ଡାକ୍ତରଖାନା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର…
Read More...

ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି। ମଇଁଷି ଚରାଳି ଜଣଙ୍କ ନାମ ଭାସ୍କର ରାଉତ(୫୦)। ସୂଚନା ଅନୁସାରେ, ଆଜି…
Read More...

ସ୍ବପ୍ନ ପୂରଣ ହେଲା : ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ୱରରୁ ଉତ୍‌କେଳା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଭାସୀ ମାଧ୍ୟମରେ ଏହାର…
Read More...

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା…
Read More...

ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଛେଳିଲେଣ୍ଡି ଗାଁରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଯାଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଲେଣ୍ଡି ଗାଁର ରମେଶ ବାରିକ। ସୂଚନା…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ପରଜଙ୍ଗ : ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ : ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର... -ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତାକୁଡ ଗାଁରେ ଅଘଟଣ: ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ…
Read More...

ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା : ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଗତକାଲି ବିଷ୍ଟି ଯୋଗ ପଡିଥିବାରୁ ଶ୍ରୀମନ୍ଦିରରେ ଗହ୍ମା…
Read More...

ଦୁର୍ଘଟଣାରେ ୧୩ଜଣ ମହିଳା ଆହତ

ଦେବଗଡ଼ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟି ୧୩ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ୪୯…
Read More...

ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ରାସ୍ତାଉପରେ ଶୋଇଥିବା ଗୋରୁଙ୍କ ଉପରେ ଟ୍ରକ୍‌ ମାଡ଼ିଯିବାରୁ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ଗାଜିଆବାଦରେ ଚ୍ୟାମ୍ବର ଭିତରେ ଓକିଲଙ୍କୁ ହତ୍ୟା

ଗାଜିଆବାଦ- ଦିନ ଦ୍ୱିପହରରେ ଗାଜିଆବାଦରେ ଓକିଲଙ୍କ ଚ୍ୟାମ୍ବର ଭିତରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗାଜିଆବାଦର ସିହାନୀଗେଟ ଅଞ୍ଚଳରେ ଏହି ଘଟଣା ଘଟିଛି । ମୋନୁ ଚୌଧୁରୀ ନାମକ ଓକଲି ନିଜ…
Read More...

ଯୁବତୀ ବସ୍‌ ଝରକାରେ ବାନ୍ତି କରୁଥିବା ବେଳେ ମୁଣ୍ଡ ସହ ଅନ୍ୟ ବାହନ ଧକ୍କା- ମୃତ

ନୂଆଦିଲ୍ଲୀ - ବସ୍‌ କିମ୍ବା କୌଣସି ଗାଡିରେ ଯାତ୍ରା କରିବା ସମୟରେ ବାହାରକୁ ହାତ କିମ୍ବା ମୁଣ୍ଡ କାଢି ପାଇଁ ବାରଣ କରାଯାଇଥାଏ । ଏଥିଯୋଗୁଁ ଦୂର୍ଘଟଣା ଘଟିବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ହାତ କି ମୁଣ୍ଡ…
Read More...

ଦେଖନ୍ତୁ ଭିଡିଓ: ନ୍ୟୁଟେଲ୍ଲା ଭିତରେ କେମିତି ଆସିଲା ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ

ତ୍ରିଚି - ସୁନା ଚୋରା ଚାଲାଣର ବିଭିନ୍ନ ଉପାୟ ବିଷୟରେ ଆପଣ ଜାଣିଥିବେ । କିଏ ଟ୍ରଲିବ୍ୟାଗର ମେଟାଲ୍‌ ପାଇପ୍‌ ତ କିଏ ପେଟର ପାଚନତନ୍ତ୍ର ଆଉ କେତେବେଳେ ଗୋଡ ହାତ ଭାଙ୍ଗିଛି କହି ବ୍ୟାଣ୍ଡେଜ୍‌ ଭିତରେ ସୁନା ଚୋରା ଚାଲାଣ…
Read More...

ଟ୍ରାଫିକ୍‌ ପୁଲିସ ଲାଞ୍ଚ ନୁହେଁ କରିଥିଲେ ଲୁଟ୍‌- ଏପରି ପଡିଲା ହାଇକୋର୍ଟଙ୍କ ଛାଟ

ଅହମ୍ମଦାବାଦ - ବିଦେଶଗସ୍ତ ସାରି ଫେରିଥିବା ଦୁଇ ଜଣ ଦମ୍ପତି ବିମାବନ୍ଦରରୁ ଏକ ଟାକ୍ସିରେ ରାତିରେ ଘରକୁ ଫେରିବା ବେଳେ ଦୁଇ ଜଣ ଟ୍ରାଫିକ୍‌ ପୁଲିସ ଅଟକାଇଥିଲେ, ଅନ୍ୟ ଏକ ଭ୍ୟାନରେ କିଛି ଟ୍ରାଫିକ୍‌ ପୁଲିସ ଅଧିକାରୀ…
Read More...

ବାଃ ..ବାଃ ନେଇ ବନ୍ଧା ହେଲେ – ଅଧିକ ଟ୍ୟୁସନ୍‌ ପିଲା ପାଇବା ପାଇଁ କହିଥିଲେ..

ସୁରାଟ- ବାଃ ... ବାଃ ସାଉଁଟି ଥିଲେ । ବିଭିନ୍ନ ଗଣମାଧ୍ୟମରେ ବାଇଟ୍‌ ମଧ୍ୟ ଦେଇଥିଲେ । ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି କହିଥିଲେ। ସେ ବିକ୍ରମ ଲ୍ୟାଣ୍ଡର ଡିଜାଇନ୍‌ ତିଆରି କରିଥିବା କଥା ଖୁଲମ ଖୁଲା କହିଥିଲେ ।…
Read More...

ବିଦ୍ୟାଳୟର ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଦ୍ୟାଳୟର ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପର୍ବ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି।…
Read More...

ମଧ୍ୟାହ୍ନ ୧୨ଟା ସୁଦ୍ଧା ମୁଖ୍ୟ ଖବର

-ବୌଦ୍ଧରେ ଅଭାବନୀୟ ଘଟଣା : ରାତ୍ର ଜଗୁଆଳୀକୁ ପିଟିପିଟି ହତ୍ୟା; ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି... -ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ....…
Read More...

ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୁଲିସ ନବ ଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ…
Read More...

ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ : ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…
Read More...

ଅଗ୍ନିକାଣ୍ଡ : ୪ ମୃତ

ମହାରାଷ୍ଟ୍ର: ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳ ୫ଟାରେ ମହାରାଷ୍ଟ୍ରର ପୁଣେ ଜିଲାର ପିମ୍ପ୍ରି ଚିଞ୍ଚୱାଡର ପୂର୍ଣ୍ଣାନଗର ଅଞ୍ଚଳରେ ଏହି ଅଗ୍ନିକାଣ୍ଡ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ, କୃଷକମାନେ ଚାଷ କରୁଥିବାବେଳେ ଆଖିବୁଜା ଗୁଳି ଚାଳନା .... -ହିମାଚଳ ପ୍ରଦେଶ : ରକ୍ଷା ବନ୍ଧନ ପାଇଁ ଏଚ୍‌ଆରଟିସି ବସରେ ଦିନସାରା ମାଗଣାରେ ଯାତ୍ରା କରିପାରିବେ…
Read More...

କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ ମୃତ

ବିହାର : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ସ୍କର୍ପିଓ ପିଟିଦେଇଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହେବା…
Read More...

ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ବୋବେଇ ଗାଁରେ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କରି ଜମିରେ ଭାଇ ପୋତି ଦେଇଥିବା ଜଣାପଡ଼ିଛି। ହତ୍ୟାର ୧୧ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ପୁଲିସ ଏହି…
Read More...

ବ୍ୟବସାୟୀଙ୍କଠାରୁ ଅନ୍‌ଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକ ଗିରଫ

କୋରାପୁଟ: କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ବିହାରୀ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ୧୪ଟି ମୋବାଇଲ୍…
Read More...

ଆଜି ପବିତ୍ର ରକ୍ଷା ବନ୍ଧନ ; ଜାଣନ୍ତୁ କେଉଁ ସମୟରେ ଭାଇ ହାତରେ ପିନ୍ଧାଇବେ ରାକ୍ଷୀ

ଭୁବନେଶ୍ବର: ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ। ଭାଇଟିଏ ଭଉଣୀକୁ ପ୍ରତିଶ୍ରୁତି ଦେଇଥାଏ ସବୁ ବିପଦ ଆପଦରୁ ତାକୁ ରକ୍ଷା କରିବାକୁ। ସେଥିପାଇଁ ଭଉଣୀ ଏହି…
Read More...

ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ

ଗୌହାଟୀ: ବିଷ୍ଣୁପୁର ଜିଲାର ସୀମାନ୍ତ ଅଞ୍ଚଳ ପୁଣି ଅଶାନ୍ତ ହୋଇଉଠିଛି। ନାରସେନା ସଂଲଗ୍ନ ଗ୍ରାମରେ ଗୁଳି ବିନିମୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ମଣିପୁର ପୁଲିସ ସୂଚନା ଦେଇଛନ୍ତି।…
Read More...

ଅଷ୍ଟ୍ରେଲିଆରେ ମହିଳାଙ୍କ ମୁଣ୍ଡ ଭିତରେ ଜୀବନ୍ତ ଥିଲା ସାପରେ ମିଳୁଥିବା କୃମୀ- ଅସ୍ତ୍ରୋପଚାର ପରେ ….

କାନବେରା- ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମେଡିକାଲ୍‌ ହିଷ୍ଟ୍ରୀ ବା ଚିକିତ୍ସା ଇତିହାସରେ ଏପରି ଘଟଣା ଅତି ବିରଳ ବୋଲି କୁହାଯାଉଛି । ଚିକିତ୍ସାପାଇଁ ଆସିଥିବା ଜଣେ…
Read More...

ଭାରତର ଏହି ରାଜ୍ୟକୁ ନିଜର ଦର୍ଶାଇଲା ଚୀନ୍‌- ଭାରତ ଏପରି ଦେଲା କଡା ଜବାବ

ନୂଆଦିଲ୍ଲୀ - ଜି୨୦ ଶିଖର ସମ୍ମିଳନୀ ଠିକ୍‌ ପୂର୍ବରୁ ଚୀନ୍ ନିଜର ନୂଆ ନକ୍ସା ଜାରି କରିଛି । ଏଥିରେ ଅରୁଣାଚଳ ପ୍ରଦେଶ ସହ ଅକାସାଇଚୀନ୍‌କୁ ନିଜର ଅଞ୍ଚଳ ବୋଲି ଦର୍ଶାଇଛି । ଏହାକୁ ଚୀନ୍‌ ନିଜର ଅଫିସିଆଲ୍‌ ମ୍ୟାପ୍‌ ବା…
Read More...

ଦେଖନ୍ତୁ ଭିଡିଓ, ଆଶ୍ଚର୍ଯ୍ୟଜନକ: ମହିଳାଙ୍କ ଗୋଡରେ ଗୁଡାଇ ହୋଇଗଲା କଳା ନାଗ- ୨ ଘଣ୍ଟା ଧରି ଶିବଙ୍କ ମନ୍ତ୍ର ଜପିଲେ

ଲକ୍ଷ୍ମୌ- ଉତ୍ତରପ୍ରଦଶର ମହୋବା ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଘର ସାମ୍ନାରେ ଦଉଡିଆ ଖଟ ପକାଇ ଶୋଇଥିଲେ ଜଣେ ମହିଳା । ଏତିକି ବେଳେ କଳାରଙ୍ଗର ଏକ ବିଷଧର ସାପ ତାଙ୍କ ପାଦରେ ଗୁଡାଇ ହୋଇଯାଇଥିଲା । ମହିଳା…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

-କଟକ : ଅକ୍ଟୋବର ୧୫(ରବିବାର)ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା; ଓପିଏସ୍‌ସି ପକ୍ଷରୁ ସୂଚନା..... -ତୋଷଖାନା ମାମଲା : ଜାମିନ ମିଳିବାର କିଛି ସମୟ ପରେ ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ…
Read More...

ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର

ଭୁବନେଶ୍ବର : ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ରିଆତି ଲାଗୁହେବ। ପୂର୍ବରୁ ହିତାଧିକାରୀମାନେ ୨ଶହ…
Read More...

ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢ଼ାଉ

ବୌଦ୍ଧ : ବୌଦ୍ଧ ସହରସ୍ଥିତ ବଂଶଲ ଟ୍ରେଡସରେ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ଶମ୍ଭୁପ୍ରସାଦ ଅଗ୍ରୱାଲଙ୍କ ବାସଭବନ, ଦୋକାନ ଏବଂ ଗୋଦାମ ଗୃହରେ ଚଢ଼ାଉ କରିଛି…
Read More...

ତୋଷଖାନା ମାମଲା : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ସେସନ୍‌ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ପୂର୍ବତନ…
Read More...

ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଅଗଷ୍ଟ ୧୧ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ…
Read More...

ଓଡ଼ିଶା ଆସିବେ କେନ୍ଦ୍ର ନିର୍ବାଚନ ଆୟୋଗ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ଜିଲାର ଜିଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ…
Read More...

ସିନ୍ଧେକେଲାରେ ଝାଡ଼ାବାନ୍ତି ଆତଙ୍କ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସିନ୍ଧେକେଲାରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେବାପରେ ସମସ୍ତଙ୍କ ମନରେ ଛନକା ପଶିଛି। ଝାଡ଼ାବାନ୍ତିକୁ ନିୟନ୍ତ୍ରଣରେ ରଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ସିନ୍ଧେକେଲାରେ…
Read More...

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଶେଷ…
Read More...

ପାରିବାରିକ ବିବାଦ : ସାନ ଭାଇକୁ ହାଣିଲା ମଝିଆ ଭାଇ

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ପାରିବାରିକ ବିବାଦରୁ ମଝିଆ ଭାଇର ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ମୃତକ ହେଲେ କାଳୁ ନାହାକ। ସୂଚନା ଅନୁସାରେ, ଜମିବାଡ଼ି ବିବାଦ ନେଇ ୨ ଭାଇଙ୍କ…
Read More...