bjd gruha runa

ଭାରତର ସମସ୍ତ ମୁସଲମାନ୍‌ ପୂର୍ବରୁ ହିନ୍ଦୁଥିଲେ – ଗୁଲାମନବୀ ଆଜାଦ

ଶ୍ରୀନଗର- କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପରିତ୍ୟାଗ କରି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ଏକ ବଡ ବୟାନ ଦେଇଛନ୍ତି । ଭାରତର ସମସ୍ତ ମୁସଲିମ୍‌ ପୂର୍ବରୁ…
Read More...

ରାଜ୍ୟର ସମସ୍ତ ଜିଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲିଟେସନ୍ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲାରେ ଆଡଭାନ୍ସଡ ରିହାବିଲିଟେସନ୍ ସେଣ୍ଟର(ଏଆରସି) ଖୋଲାଯିବ ବୋଲି ସୂଚନା ମିଳିଛି। ଖୁବ୍‌ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା…
Read More...

ବୈତରଣୀ ନଦୀବନ୍ଧରେ ଘାଇ, ଭୟଭୀତ ସ୍ଥାନୀୟ ଲୋକେ

ଦଶରଥପୁର : ଯାଜପୁର ଜିଲା ଦଶରଥପୁର ବ୍ଳକ କମାଡିହି ପଞ୍ଚାୟତର ବଳରାମପୁରଠାରେ ଆଜି ସକାଳେ ବୈତରଣୀ ନଦୀବନ୍ଧ ଧସି ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ଏହାର ପାଖାପାଖି ଲୋକେ ଭୟଭୀତ ରହିଛନ୍ତି। କୟାଁ,…
Read More...

ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ

ରାଜଗାଙ୍ଗପୁର : ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଅସାବଧାନତାବଶତଃ ଗୁଳି ଫୁଟିବାରୁ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଆଜି ସକାଳେ ଏହି ଅଘଟଣ ଘଟିଥିବା…
Read More...

ମେଟ୍ରୋ ଟ୍ରେନ୍‍ ଚଳାଚଳ ନେଇ ଡିପିଆର ପ୍ରସ୍ତୁତ

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍‍ ଚଳାଚଳ ନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ଫାଇଭ୍‍-ଟି ଉପକ୍ରମରେ ନିର୍ମିତ ହେବାକୁ ଥିବା…
Read More...

ସକାଳ ୧୦ଟା ମୁଖ୍ୟ ଖବର

-୫ ଜିଲାକୁ ଭିଜାଇବ ବର୍ଷା : ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ... -ପୁରୀ : ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ…
Read More...

ତୁଷୁରାରେ ୩ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ

ଗୁଡଭେଲା : ତୁଷୁରା ଗ୍ରୀଡ ଅଞ୍ଚଳରେ ଗୁରୁବାର ୩ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ରଖିବା ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ତୁଷୁରା ଗ୍ରୀଡରେ ଗତକାଲି ରାତି ୧୨.୩୦ରେ ହୋଇଥିବା…
Read More...

ଜିଲା ଦାବିରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲା ଦାବି ନେଇ ଆଜି ବନ୍ଦ ଡାକରା କ୍ରମେ ସହରରେ ଜୀବନ ଯାତ୍ରା ଠପ ହୋଇପଡିଛି l ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ନେଇ ସମସ୍ତ ଯାନ ଚଳାଚଳ ବନ୍ଦ ରହିଛି । ସମସ୍ତ ସରକାରୀ,…
Read More...

ବଜ୍ରପାତରେ ୪ ମୃତ

ବସ୍ତା : ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ବଜ୍ରାଘାତରେ ୪ ଜଣ ପ୍ରାଣ ହରାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୨ ଜଣ ମହାଦେବସରାଇ ଗାଁର ଥିବା ବେଳେ, ଅନ୍ୟମାନେ ବେଲଗାଁ ଓ ପଣସପଡ଼ାର। ଆହତଙ୍କୁ ବସ୍ତା ଓ…
Read More...

ଜିଲା ପୁଲିସ୍‌ସ୍ତରରେ ଅଦଳବଦଳ

ସମ୍ବଲପୁର : ସମ୍ବଲପୁରର ଜିଲା ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ପକ୍ଷରୁ ଜିଲାରେ ଇନସ୍ପେକ୍ଟର ପାହ୍ୟରେ ଅଦଳବଦଳ କରିଛନ୍ତି। ୧୫ ତାରିଖରେ ଜିଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲା ପୁଲିସ…
Read More...

ବିଶ୍ୱଶାନ୍ତି ମହାଯଜ୍ଞ

ସମ୍ବଲପୁର : ସମ୍ବଲପୁରର ଭତରା ସ୍ଥିତ ଶଙ୍କରମଠ ଠାରେ ଶ୍ରୀ ଆଞ୍ଚଳିକ ଗୋପାଲଜୀ ପଣ୍ଡିତ ମହାସଭା ତଥା ବ୍ରହ୍ମ ପଣ୍ଡିତ ମହାସଭାର ପଣ୍ଡିତ ମାନଙ୍କ ମିଳିତ ପ୍ରୟାସରେ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜିତ ହୋଇଯାଇଛି। ବୁଧବାର…
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା।…
Read More...

୫ ଜିଲାକୁ ଭିଜାଇବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପାଇଁ…
Read More...

ଟ୍ରେନରେ ଏହି ଜିନିଷ ନେଇ ପାରିବେନି ଯାତ୍ରୀ

ନୂଆଦିଲ୍ଲୀ - ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅନେକ ଜିନିଷ ନେଇ ପାରିବେ ନାହିଁ ବୋଲି କଟକଣା ରହିଛି । ଅନେକ ଜଳନଶୀଳ ବସ୍ତୁକୁ ଟ୍ରେନରେ ଯାତ୍ରା ସମୟରେ ନେବା ପାଇଁ ବାରଣ କରାଯାଇଛି । ଭାରତୀୟ ରେଳ ୧୩…
Read More...

ଦିଲ୍ଲୀ ଆଇଏନ୍‌ଡିଆଇଏ ମେଣ୍ଟରେ ଫାଟ ! କଂଗ୍ରେସ ,ଆପ୍‌ ମୁହାଁ ମୁହିଁ

ନୂଆଦିଲ୍ଲୀ - ୨୦୨୪ରେ ମୋଦୀଙ୍କ ବିରୋଧରେ କଂଗ୍ରେସ ସହ ଅନେକ ବିରୋଧି ଦଳ ଏକାଠି ହୋଇଛନ୍ତି । ଆଇଏନ୍‌ଡିଆଇଏ ନାମରେ ଏମାନେ ଏକ ମେଣ୍ଟ ତିଆରି କରିଛନ୍ତି । ମାତ୍ର ଏହି ମେଣ୍ଟରେ ପ୍ରଥମରୁ ବିବାଦ ଦେଖାଦେଇଛି । ୨୦୨୪…
Read More...

ଆପଲ ଫୋନ୍ ଚାର୍ଜିଂ ଏବଂ ଶୋଇବାକୁ ନେଇ ଚେତାବନୀ ଜାରି

ନୂଆଦିଲ୍ଲୀ - ଅନେକ ଲୋକ ଶୋଇବା ସମୟରେ ଫୋନ୍‌ ଚାର୍ଜିଂ କରିଥାଆନ୍ତି । ଫୋନ୍‌ର ଅଧିକ ଚାର୍ଜ ହେଲେ ଏହା ଗରମ ହୋଇ ଏହାର ବ୍ୟାଟେରୀ ଫାଟିବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ଏହା ଫୋନ୍‌ର ସମୟ କାଳ ହ୍ରାସ…
Read More...

ଦେଶରେ ୧୦୦ ସହରରେ ଚାଲିବ ୧୦ ହଜାର ବିଦ୍ୟୁତ୍‌ଚାଳିତ ବସ

ନୂଆଦିଲ୍ଲୀ : ପିଏମଇ-ବସ ସେବା ଅନ୍ତର୍ଗତ ଦେଶର ୧୦୦ଟି ସହରରେ ୧୦ ହଜାର ନୂତନ ବିଦ୍ୟୁତ୍‌ଚାଳିତ ବସ ଚାଲିବ ବୋଲି ବୁଧବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ବିଶ୍ୱକର୍ମା ଯୋଜନା ଅନୁସାରେ ଏହା ସମ୍ପନ୍ନ ହେବ ବୋଲି…
Read More...

ପଥର ଖାଦାନରେ ବ୍ଲାଷ୍ଟିଂ; ୫ ଗୁରୁତର

ସୋର : ବାଲେଶ୍ୱର ଜିଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଫଳରେ ୫ ଜଣ ଗୁରୁତର ହୋଇ…
Read More...

ବସକୁ ପିଟିଲା ଟ୍ରକ : ଅଳ୍ପକେ ବଞ୍ଚିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ବାରିପଦାରୁ କେଉଁଝର ଯାଉଥିବା ବାସୁଦେବ ବସକୁ ଧକ୍କା ଦେଇଥିଲା ଲୁହା ଗୁଣ୍ଡ ବୋଝେଇ ଟ୍ରକ। ବସ୍‌କୁ ବାଡ଼େଇ ରାସ୍ତା ଉପରେ…
Read More...

୧୮ରେ ଆଉ ଏକ ଲଘୁଚାପ !

ଭୁବନେଶ୍ବର : ପୁଣି ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଲଘୁଚାପ। ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ୧୮ରେ ପୁଣି ଏକ ଲଘୁଚାପ ହେବ ବୋଲି ଭୁନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।…
Read More...

ପତ୍ନୀଙ୍କ ପ୍ରେମିକଙ୍କୁ ଗୁଳି କଲା ସ୍ବାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ସ୍ବାମୀ ଗୁଳି କରିଥିବା ଜଣାପଡ଼ିଛି । ଚାରମାଳ ଥାନା କ୍ଷେତିନାଳୀ ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଦୁଇ ବର୍ଷ ହେଲା ଘର ଛାଡି ପ୍ରେମିକ ସହ ରହୁଥିଲେ…
Read More...

୨୬ ନାଗ ସାପ ଉଦ୍ଧାର

ବାଲେଶ୍ବର : ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ୨୬ଟି ନାଗ ସାପ ଉଦ୍ଧାର ହୋଇଛି। ଏହି…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଘାଟିତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲା ଅତାବିରା ଏନ୍‌ଏସି ସ୍ଥିତ ଅଗ୍ରସେନ୍ ଭବନ ଠାରେ ୭୭ତମ ସ୍ବାଧିନତା ଦିବସ ଉପଲକ୍ଷେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟିତ…
Read More...

ଘରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ବର :  ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବନ୍ଦ ଘର ଭିତରରୁ ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ ରୀତା…
Read More...

ମହିଳାଙ୍କୁ ଖାଇଦେଲା କୁମ୍ଭୀର

ଯାଜପୁର : ମହିଳାଙ୍କୁ ଟାଣିନେଇ କୁମ୍ଭୀର ଖାଇଦେଇଥିବା ସୂଚନା ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ…
Read More...

ବାୟୁସେନା ୬୮,୦୦୦ ଯବାନ ଏବଂ ୯୦ ଟ୍ୟାଙ୍କକୁ ପୂର୍ବ ଲଦାଖକୁ କରିଥିଲା ଏୟାଲିଫ୍ଟ – ଗଲଓ୍ୱାନ ଘାଟୀ ଘଟଣାପରେ…

ନୂଆଦିଲ୍ଲୀ - ଗଲଓ୍ୱାନ ଘାଟୀ ଘଟଣାପରେ ଭାରତୀୟ ବାୟୁସେନା ପକ୍ଷରୁ ୬୮,୦୦୦ ଜବାନ ଏବଂ ୯୦ ଟଙ୍କା ସହ ଅନେକ ଯୁଦ୍ଧ ସାମଗ୍ରୀ ପୂର୍ବ ଲଦାଖକୁ ଏୟାରଲିଫ୍ଟ କରାଯାଇଥିଲା । ଗଲଓ୍ୱନ ଘାଟୀ ଘଟଣାପରେ ଏହି ପଦକ୍ଷେପ…
Read More...

ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ

ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍‌ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ ସ୍ଥାୟୀ…
Read More...

ପ୍ରାଇଭେଟ୍‌ ଡାକ୍ତରଖାନାରେ ନକଲି ନର୍ସ ହୋଇ ଏପରି କରିଥିଲେ ହତ୍ୟା ଯୋଜନା- ହେଲେ ଏମିତି ଧରା ପଡିଗଲେ ମହିଳା

ଥିରୁଭାନନ୍ତପୁରମ - କେରଳ ପଥାନାମଥିଟ୍ଟାରେ ନକଲି ନର୍ସ ବନି ହତ୍ୟା ଉଦ୍ୟମ କରିବା ବେଳେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ମହିଳା ଜଣଙ୍କ ନର୍ସ ବେଶରେ ଡାକ୍ତରଖାନାରେ ଚିକିତ୍ସିତ ଜଣେ ମହିଳାଙ୍କ ଧମନୀରେ ଖାଲି…
Read More...

ତ୍ରିରଙ୍ଗା ପ୍ରତି ସମ୍ମାନ ଦେଖାଇବାରୁ ମୁସଲିମ୍‌ ଯୁବକମାନଙ୍କୁ ମୌଲବୀ ଏବଂ ତାଙ୍କରି ସମର୍ଥକଙ୍କ ଧମକ – ଭୟରେ…

ଅହମ୍ମଦାବାଦ- ତ୍ରିରଙ୍ଗାକୁ ସମ୍ମାନ ନ ଦେବା ପାଇଁ ଗୁଜୁରାଟ ପୋରବନ୍ଦରରେ ଜଣେ ମୌଲବୀ ଫତଓ୍ୱା ଜାରି କରିଥିଲେ । ମାତ୍ର ଏହାକୁ ତିନିଜଣ ମୁସଲିମ୍‌ ଯୁବକ ବିରୋଧ କରିଥିଲେ । ଦେଶଭକ୍ତି ହିଁ ସର୍ବଶ୍ରେଷ୍ଠ ଦେଶ ରହିଲେ…
Read More...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଉତ୍ତରକୋରିଆ- କିମ୍‌ ଜୋଙ୍ଗ ଦେଲେ ଆହ୍ୱାନ

ନୂଆଦିଲ୍ଲୀ - ଉତ୍ତରକୋରିଆର ଏକଚାଟିଆ ଶାସକ କିମ୍‌ ଜୋଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ ନିଜର ସେନା ପ୍ରମୁଖଙ୍କୁ ବରଖାସ୍ତ କରି ଦେଇଛନ୍ତି । ତାଙ୍କ ଦେଶରେ ଅଧିକ ଯୁଦ୍ଧାସ୍ତ୍ର ଉତ୍ପାଦନ…
Read More...

ଜହ୍ନ ପାଇଁ ଭାରତ ଏବଂ ରୁଷ୍ ମଧ୍ୟରେ ପ୍ରତିଦ୍ୱନ୍ଦୀତା – କିଏ ଆଗ କରିବ ଏହି କାମ

ନୂଆଦିଲ୍ଲୀ - ଜହ୍ନର ଦକ୍ଷିଣ ମେରୁରେ କାହାର ମହାକାଶ ଯାନ ଆଗ ଅବତରଣ କରିବ ତାକୁ ନେଇ ଭାରତ ଏବଂ ରୁଷ୍‌ ମଧ୍ୟରେ ଏକ ଛାୟା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଭାରତର ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରକୁ ପ୍ରଦକ୍ଷଣ କରୁଥିବା…
Read More...

ଥାନାରେ ରାଜା ଘର ବୋହୂ ଅଦ୍ରିଜା, ପୁଲିସ୍‌ ଦେଉନି ସୁରକ୍ଷା

ବଲାଙ୍ଗୀର : ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ପୁଣି ତେଜି ଉଠିଛି। ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ…
Read More...

ଝୁରେ ଗାଁ, କାନ୍ଦେ ଜନତା : ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର

ଆନନ୍ଦପୁର : ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ସୂଚନା ଅନୁସାରେ, ସୁଶାନ୍ତଙ୍କ ପାର୍ଥିବ ଶରୀର…
Read More...

ଗୋଶାଳା ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି, ୮୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ଗୋଶାଳାସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ହୋଇ ହଷ୍ଟେଲର ୮୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଘଟଣାସ୍ଥଳରେ…
Read More...

ଓସିଏ ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରାଙ୍କ ପରଲୋକ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରା(୫୨)ଙ୍କ ପରଲୋକ ହୋଇଯାଇଛି। ଓସିଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ବଡ଼ ପୁଅ ହେଉଛନ୍ତି ସତ୍ୟବ୍ରତ। ତାଙ୍କ ସାନ ଭାଇ ସଞ୍ଜୟ…
Read More...

ଜୋରିମାନା ଦେବାକୁ ମନା କରିବାରୁ ମାରିଲେ ଚାପୁଡ଼ା, ଜିଆରପି ଅଧିକାରୀ ନିଲମ୍ବିତ

ସୁରଟ : ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଜୋରିମାନା ଟଙ୍କା ଦେବାକୁ ମନା କରିବାରୁ ତାଙ୍କର ରେଳବାଇ ପୁଲିସ୍‌ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ…
Read More...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ : ୧୯ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୧୯ଟି ପ୍ରସ୍ତାବରେ ମୋହର ଲାଗିଥିବା ସୂଚନା ମିଳିଛି। ମିଲେଟ୍‌ ମିଶନକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଇଛି। ପୁରୀ ସଦର ଓ…
Read More...

କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଆସିଲା ଡିଏନଏ ରିପୋର୍ଟ : ଉଭୟ ଜନ୍ମିତ ଶିଶୁର ବାପା ମାଆ

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ଜନ୍ମିତ ଶିଶୁପୁତ୍ର ସନ୍ତାନର ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ତୁର୍କୀ ଓ ଜାପାନରେ ଭୂମିକମ୍ପ : ସୂଚନା ଦେଲା ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର.. - ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ଜାତୀୟ ପତାକା.. -…
Read More...

ତୁର୍କୀ ଓ ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର । ପୂର୍ବ ତୁର୍କୀରେ ରିକ୍ଟର ସ୍କେଲରେ ତୀବ୍ରତା ୫.୨  ଏବଂ ଜାପାନରେ ରିକ୍ଟର ସ୍କେଲରେ…
Read More...

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ : ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ…
Read More...

ବାଇକ ଦୁର୍ଘଟଣା : ମହିଳା ଓ ଶିଶୁ ଗୁରୁତର

କଲମପୁର : କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଗୁରୁବାର ସଂଧ୍ୟାରେ ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ଜଣେ ମହିଳାଙ୍କ ସମେତ ୬ ମାସର ଶିଶୁ ସନ୍ତାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

ସାମାନ୍ୟ ବଚସାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ

ଗୁରୁଡ଼ିଝାଟିଆ : ସାମାନ୍ୟ ବଚସାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଯୋଗୁଁ ଗୁରୁତର ହୋଇପଡ଼ିଛି। ଯୁବକର ନାମ ରମେଶ ରାଉତ(୪୨)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ଯୁବକ ରମେଶକୁ ଚିକିତ୍ସା ପାଇଁ କଟକ…
Read More...

ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ୍ ସେଣ୍ଟର୍ -ଇସ୍ରୋ ମିଳିତ ଆନୁକୁଲ୍ୟରେ ରକେଟ୍ରି ସମ୍ମିଳନୀ

ବୁର୍ଲା : ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ୍ ସେଣ୍ଟର୍ ଦ୍ୱାରା ଇସ୍ରୋର ମିଳିତ ଆନୁକୁଲ୍ୟରେ ଏକ ସେମିନାର ଆୟୋଜିତ ହୋଇଥିଲା। ପରିବେଶ-ସଚେତନତା ପଦକ୍ଷେପ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ଚାରାରୋପଣର…
Read More...

ବିପୁଳ କଫ ସିରଫ ଜବତ

ସମ୍ବଲପୁର : ସମ୍ବଲପୁର ପୁଲିସ ଦ୍ୱାରା ବୁଧବାର ୧ ହଜାରଟି ନିଶା କଫ ସିରଫ ଜବତ କରାଯାଇଥିବାବେଳେ ଗୁରୁବାର ଅନ୍ୟ ଏକ ଅଞ୍ଚଳରୁ ବିପୁଳ ନିଶାକଫ ସିରଫ ଜବତ କରାଯାଇଥିବାର ସୂଚନା ମିଳିଛି। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ,…
Read More...

ସମୀର ବାବୁଙ୍କୁ ଜାମିନ ପ୍ରଦାନ ପାଇଁ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ଦାବି

ସମ୍ବଲପୁର : ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ସାକ୍ଷାତକାର କରି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର…
Read More...

ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି: ଆସାମ ରାଇଫଲ୍ସ ଫେରାଇବାକୁ ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁର ବିଧାୟକମାନେ ଏକ ଚିଠି ଲେଖିଛନ୍ତି । ମଣିପୁରୁର ୪୦ ଜଣ ବିଧାୟକ ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା…
Read More...

ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ବଦଳିଲା ସ୍ୱର – କହିଲେ ଭାରତ ଫେରିବାକୁ ଚାହୁଁଛି

ଇସଲାମାବାଦ - ଭାରତରୁ ଟ୍ରାଭେଲ୍‌ ଭିସା ନେଇ ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ସ୍ୱର ବଦଳିଛି । ବିବାହିତ ତଥା ଦୁଇଟି ସନ୍ତାନଙ୍କ ଜନନୀ ଅଞ୍ଜୁ ପାକିସ୍ତାନକୁ ନିଜ ପୁରୁଷ ବନ୍ଧୁ ନସରୁହ୍ଲା ନିକଟକୁ ପଳାଇଥିଲେ, ସେ…
Read More...

ରଜନୀକାନ୍ତଙ୍କ ଜେଲର ସିନେମା ଦେଖିବା ପାଇଁ ଜାପାନରୁ ଭାରତକୁ ଆସିଛନ୍ତି ଜାପାନ ନାଗରିକ

ଚେନ୍ନାଇ - ରଜନୀକାନ୍ତ କେବଳ ଭାରତରେ ନୁହନ୍ତି ଜାପାନରେ ବି ବେଶ୍‌ ପ୍ରସିଦ୍ଧ । ତାଙ୍କର ଜେଲର ସିନେମା ଦେଖିବା ପାଇଁ ଜାପାନର ନାଗରିକ ଭାରତ ଆସିଛନ୍ତି । ଏବେ ଦକ୍ଷିଣ ଭାରତର ଅଧିକାଂଶ ସିନେମା ହଲ୍‌ରେ ଜେଲର୍…
Read More...

ସୋସିଆଲ୍‌ ମିଡିଆରେ ୫ଲକ୍ଷରୁ ଅଧିକ ଫଲୋର୍ସ ଥିଲେ ସେଲିବ୍ରେଟୀ ସହ ସମାନ

ନୂଆଦିଲ୍ଲୀ - ସୋସିଆଲ୍‌ ମିଡିଆରେ ୫ ଲକ୍ଷରୁ ଅଧିକ ଫଲୋର୍ସ ଥିଲେ ଏବେ ଇନ୍‌ଫ୍ଲୁଏସର୍‌ ବା ସାମାଜିକ ଗଣମାଧ୍ୟମ ପ୍ରଭାବଶାଲୀ ବ୍ୟକ୍ତିମାନେ ସେଲିବ୍ରେଟୀ ସହ ସମାନ ବୋଲି ଏଏସ୍‌ସିଆଇ ବା ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ…
Read More...

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପୁଣି କୌଶଲ୍ୟା!, କଂଗ୍ରେସରୁ ସପ୍ତଗିରି : ବିଜେପି କଥା ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୁଜନତା ଦଳ ଗତଥର ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ଦୋହରାଇବାକୁ ଏକ ପ୍ରକାର ସ୍ଥିର ହୋଇ ସାରିଥିବା ଶୁଣାଯାଉଛି । ଯେଉଁଥିପାଇଁ କୌଶଲ୍ୟା ବର୍ତ୍ତମାନ କୋରାପୁଟ…
Read More...

ଦିନକୁ କେତେ ଚାଲିଲେ ବଢିଯିବ ଆପଣଙ୍କ ଆୟୁ – ଜାଣନ୍ତୁ

ନୂଆଦିଲ୍ଲୀ - ପ୍ରତିଦନ ଚାଲିଲେ ଏହା ଶରୀର ପ୍ରତି ହିତକାର । ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । ମନ ପ୍ରଫୁଲ ରଖେ । ଏ ନେଇ ପୋଲାଣ୍ଡରେ ଏକ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ଦୈନିକ ୧୦୦୦ ପାଦରୁ(step) ଆରମ୍ଭ କରି…
Read More...

ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖାଇବା ନାଁରେ ଟଙ୍କା ହଡ଼ପ ମାମଲା; ୪୬ ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଆବେଦନ

ଭୁବନେଶ୍ବର : ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ପ୍ରବର୍ତ୍ତନ…
Read More...

ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ : ଆଉ ୩ ନକଲି ଶିକ୍ଷକ ଫେରାର୍

ବଲାଙ୍ଗୀର: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଯେ, ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି…
Read More...

ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା : ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ରାଜ୍ୟ ମହିଳା କମିଶନଙ୍କ ନିର୍ଦେଶ

ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦେଶ…
Read More...

ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ରେପୋ ରେଟ ଅପରିବର୍ତ୍ତିତ ରଖିଛି। ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବା ଫଳରେ ଗୃହ ଋଣ ଓ ଅଟୋ ଲୋନ ନେଇଥିବା ଲୋକଙ୍କ ଉପରେ ଇଏମଆଇର ବୋଝ ବଢ଼ିବ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର ପ୍ରଦାନ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରୁ ସୂଚନା... - ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା... -ପୁଣି ଚୁନାଘାଟିରେ…
Read More...

ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର ପ୍ରଦାନ

ନୂଆଦିଲ୍ଲୀ : ଅନେକ ସମୟରେ ଅସଦାଚରଣ ଓ ଖରାପ ବ୍ୟବହାର ମାମଲାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଆଇପିଏସ୍‌ ବସନ୍ତ ରଥ। ଏନେଇ ପୂର୍ବରୁ ନିଲମ୍ବନ ମଧ୍ୟ ହୋଇଛନ୍ତି। ତେବେ ବାରମ୍ବାର ଅସଦାଚରଣ ମାମଲାରେ କେନ୍ଦ୍ର ସରକାର…
Read More...

ନନ୍ଦନବିହାରରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳର ଏକ ୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘର ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ଅନୁସାରେ, ସର୍ଟ…
Read More...

ସମାଜସେବୀଙ୍କ ପରଲୋକ

କେନ୍ଦୁଝରଗଡ଼: ସଦର ବ୍ଲକ ଶଙ୍କିରୀ ପଞ୍ଚାୟତ ତେରଣ୍ଟି ଗ୍ରାମର ଜିତୁନାଥ ମହାନ୍ତ ୭୦ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନ ୫ଟାରେ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ନିଜ ଗ୍ରାମ ତେରଣ୍ଟିରେ ଲକ୍ଷ୍ମୀପାଟ ଉଚ୍ଚ ବିଦ୍ୟାଳୟ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ : ସକ୍ଷମ ଓଡ଼ିଶା, ଭୁମିକା ଚକ୍ଷୁ ଚିକିତ୍ସାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼ ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି…
Read More...

୧୪ଦଫା ଦାବିରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ

କେନ୍ଦୁଝରଗଡ଼ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦୁଝର ଜିଲା ଶାଖା ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ୧୪ଦଫା ଦାବିରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ ସହ ଧାରଣାରେ ସାମିଲ…
Read More...

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ହେବ ଜିଲାସ୍ତରୀୟ ସ୍ୱାଧିନତା ଦିବସ

କେନ୍ଦୁଝରଗଡ଼ : ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବାକୁଥିବା ୭୭ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୫ ତାରିଖ ସକାଳ…
Read More...

ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

ଇକ୍ୱାଡୋର : ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓ(୫୯)ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ…
Read More...

ବିଚିତ୍ର ନାମ ଫଳକ : ଓଡ଼ିଆରେ ସମ୍ପ୍ରସାରଣ, ଇଂରାଜୀରେ ଶିକ୍ଷା ଅଧିକାରୀ

ଫୁଲବାଣୀ : କଠୋର ହୋଇଛି ଓଡ଼ିଶା ଭାଷା ପ୍ରତିଷ୍ଠାନ। ଏପରିକି ମେ ମାସରୁ ମଧ୍ୟ ଆରମ୍ଭ ହୋଇଛି ସ୍ୱେଶାଲ୍‌‌ ଡ଼୍ରାଇଭ୍‌‌। ଓଡ଼ିଆରେ ନାମ ଫଳକ ନଲେଖିଲେ ୨୫ ହଜାର ପର୍ଯ୍ୟନ୍ତ ମଧ୍ୟ ଜୋରିମାନାର ବ୍ୟବସ୍ଥା ରହିଛି। ସବୁ…
Read More...

ଓଷ୍ଟାର ପ୍ରତିବାଦ ସମାବେଶ ଓ ଧାରଣା

ଫୁଲବାଣୀ : ୧୨ ଦଫା ଦାବି ନେଇ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କନ୍ଧମାଳ ସାଖା ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପ୍ରକାରେ, ଅନୁଦାନରୁ ବଞ୍ଚିତ…
Read More...

ପାଣିମୋଟର ଚୋରି ଘଟଣାରେ ୩ ଗିରଫ

ପିପିଲି : ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ପାରିପୋଟଳ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଚାଷଜମିରୁ ଚୋରି ହୋଇଥିବା ଏକ ୫ ଏଚ୍‌‌ପି ପାଣିମୋଟରକୁ ପୁଲିସ ଜବତ କରିବା ସହ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ…
Read More...

ପୁଣି ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କେ. କଲାଙ୍ଗ : ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଘାଟିକୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଚାଳକ ବୋଲି ଜଣାଯାଇଛି। ସୂଚନା…
Read More...

ଟିଙ୍କରୁ ସଂକ୍ରମଣ ଏବଂ ଜର ୨୭ ବର୍ଷିୟା ମହିଳାଙ୍କ ମୃତ୍ୟୁ – ସଂକ୍ରମଣ ପରେ ଆଖିରୁ ରକ୍ତ ବାହାରିଥିଲା

ଲଣ୍ଡନ - ୟୁରୋପର ଉତ୍ତର ମାକାଡୋନିଆରେ କ୍ରିମେନ-କଙ୍ଗୋ ହାମୋରେଜିକ୍‌ ଜ୍ୱରରେ ୨୭ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି । ଟିଙ୍କରୁ ଏହି ଜର ବ୍ୟାପିଥାଏ । ଏଥିରେ ସଂକ୍ରମିତ ୪୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥାଏ ।…
Read More...

ୟୁରୋପରେ ବ୍ୟାପୁଛି ଇଜି.୫ କରୋନା ଭୁତାଣୁର ପ୍ରକରଣ

ଲଣ୍ଡନ- ୟୁରୋପରେ ଏବେ ଇଜି.୫ କରୋନା ଭୁତାଣୁର ପ୍ରକୋପ ଦେଖିବା ପାଇଁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶର ଟେଡ୍ରୋସ ଆଧାନୋମ ଘେବ୍ରେୟେସୁସ୍‌ ଏହା ଉପରେ ନଜର ରଖାଯାଇଥିବା କଥା କହିଛନ୍ତି । ଏହା…
Read More...

ଫାଶୀଖୁଣ୍ଟରେ ଝୁଲିଲେ ଗଣ ବଳାତ୍କାର କରିଥିବା ୫ ଦୋଷୀ

ତେହେରାନ- ଇରାନ୍‌ର ପୂର୍ବରୁ ଥିବା ଆଜେରବୈଜାନରେ ୫ ଜଣ ଦୋଷୀଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଜଣେ ମହିଳାଙ୍କୁ ଗଣ ବଳାତ୍କାର ମାମଲାରେ…
Read More...

ଏଏସ୍‌ଓ ଚୟନ ପ୍ରକ୍ରିୟାରେ ରୋକ

କଟକ : ବହୁ ପ୍ରତୀକ୍ଷିତ ଏଏସ୍‌ଓ ଚୟନ ପ୍ରକ୍ରିୟାରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣିକିଆ ଖଣ୍ଡପୀଠ ରାୟ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ୍‌ ଦିଆଯାଇଛି।…
Read More...

ବନ୍ୟ ଜୀବଜନ୍ତୁ ଶିକାର ଅଭିଯୋଗରେ ବାପଝିଅ ଗିରଫ

ହରଭଙ୍ଗା : ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବାପଝିଅ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ସୂଚନା ଅନୁସାରେ, ବୌଦ୍ଧ ଜିଲା କୁସଙ୍ଗ…
Read More...

ଶିମିଳିପାଳ : ୨୧ ଶିକାରୀ ଗିରଫ, ୧୬୫ ବନ୍ଧୁକ ଜବତ

ଶିମିଳିପାଳ : ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ଜବତ ହୋଇଛି ବୋଲି ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି। ସୂଚନା…
Read More...

ସକାଳ ୧୦ଟା ମୁଖ୍ୟ ଖବର

- ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଅଘଟଣ : ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ.... - ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ଓଲଟିଲା ଟ୍ରକ୍‌ : ୨ ଗୁରୁତର... -ବହୁ ବାଦ…
Read More...

ନୁହରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ : ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତିରେ ସୁଧାର ଏ ପର୍ଯ୍ୟନ୍ତ ଆସିନାହିଁ। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଫେଲ୍‌ ମାରିଛି। ଅଗଷ୍ଟ ୯ ଅର୍ଥାତ୍‌ ଆଜି ସକାଳ ୯ଟାରୁ…
Read More...

ହାଇଦ୍ରାବାଦରେ ଓଡ଼ିଆ ଆଇଆଇଟି ଛାତ୍ରୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଆଇଆଇଟି ହାଇଦ୍ରାବାଦରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ…
Read More...

ଚୁନାଘାଟିରେ ଓଲଟିଲା ଟ୍ରକ୍‌ : ୨ ଗୁରୁତର

କୋଇଡ଼ା : ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଟ୍ରକ୍‌ଟି ଲୁହାପଥର ବୋଝେଇ କରି…
Read More...

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ହୋଇଛି । ନୀତି ପାଇଁ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ…
Read More...

ଦୁର୍ଘଟଣା : ଆଖି ବୁଜିଲା କଲରାପତରିଆ ବାଘ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଏକ ଭାରିଯାନ ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଘଟି ଦୁର୍ଘଟଣା ପରେ ବାଘଟି ଗୁରୁତର ହୋଇ ଛଟପଟ…
Read More...

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର : ଭୁବନେଶ୍ୱର ଦୀପାଳି ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତି ମଧ୍ୟରେ ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ…
Read More...

ଶୋଇଥିବା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

ଭୁବନେଶ୍ବର : ଶୋଇଥିବା ଅବସ୍ଥାରେ ଜଣେ ଦୁର୍ବୃତ୍ତ ସ୍ୱାମୀ ସ୍ତ୍ରୀଙ୍କୁ ବିଳମ୍ବିତ ରାତ୍ରିରେ ବ୍ଲେଡରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ…
Read More...

ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ର

କଟକ : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଳପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ…
Read More...

୧୦ଟା ମୁଖ୍ୟ ଖବର

-ମହାନଦୀ ମୁହାଣରୁ ମହିଳା ଉଦ୍ଧାର, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି... -କଟକ : ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର; ୩୩ ତମ ବିଚାରପତି ଭାବେ ଶପଥ ନେଲେ...…
Read More...

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ପାଣିପାଗ ବିଭାଗ ପକ୍ଷରୁ…
Read More...

ସମାଜସେବୀ ବଂଶୀଧର କର ଅସୁସ୍ଥ

ସମ୍ବଲପୁର : ସମ୍ବଲପୁରର ଜଣାଶୁଣା ସମାଜସେବୀ ତଥା ନୀଳଚକ୍ର ସମ୍ବଲପୁର ଶାଖର ସଭାପତି ବଂଶୀଧର କର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। କଟକର ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ପିତ୍ତକୋଷ ଜନିତ ଅସ୍ତ୍ରୋପଚାର…
Read More...

ସାଳନ୍ଦୀ ନଦୀରେ ଭାସିଗଲେ ୩ କାଉଡ଼ିଆ : ଜଣେ ଉଦ୍ଧାର : ୨ ମୃତ

ବନ୍ତ : ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଅଘଟଣ। ଜଳାଭିଷେକ ପାଇଁ ବରଦା ନରିପୁର ସାଳନ୍ଦୀ ନଦୀ ଘାଟରେ ଜଳ ଉଠାଉ ଥିବା ବେଳେ ଘଟିଛି ଅଘଟଣ l ନଦୀରେ ଭାସି ଯାଇଛନ୍ତି ୩କାଉଡ଼ିଆ। ସେମାନଙ୍କ ମଧ୍ୟରୁ ତୁରନ୍ତ ଜଣକୁ ଉଦ୍ଧାର…
Read More...

ଡିଜିସିଏର ସବୁଜ ସଙ୍କେତ : ଏଣିକି ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ

ଭୁବନେଶ୍ବର : ଏଣିକି ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ…
Read More...

ଆଦିବାସୀଙ୍କ ଜମିରେ ପାଉଁଶ ଫିଙ୍ଗିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ବାହାମ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ପୁଡାପଡ଼ା ମାଲିମୁଣ୍ଡା ଅଞ୍ଚଳରେ ଆଦିବାସୀଙ୍କ ଜମି ନିକଟରେ କୌଣସି ଏକ କାରାଖାନାରୁ ବାହାରୁଥିବା ପାଉଁଶ ବେଆଇନ ଭାବରେ ଫିଙ୍ଗା ଯାଉଥିବାର ଅଭିଯୋଗ…
Read More...

ଧନକଉଡା ଛକରୁ ସୁନାପାଲି ଛକ ମଧ୍ୟରେ ନାଳ ନିର୍ମାଣ ଦାବି

ସମ୍ବଲପୁର : ସମ୍ବଲପୁରର ଧନକଉଡା ଛକରୁ ସୁନାପାଲି ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତାର ପ୍ରଶସ୍ତିକରଣ ଓ ବିକାଶମୂଳକ ନିର୍ମାଣ କରାଯାଉଛି। ନୂତନ ରାସ୍ତା ନିର୍ମାଣକୁ ଅଞ୍ଚଳବାସୀ ସ୍ୱାଗତ କରୁଥିବା ବେଳେ କିନ୍ତୁ…
Read More...

ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି

ସମ୍ବଲପୁର : ବିଖ୍ୟାତ ସମ୍ବଲପୁରୀ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ, ସାଂସ୍କୃତିକ ଆଇକନ ସ୍ୱର୍ଗତ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ…
Read More...

ମିସାଇଲ୍ ଆକ୍ରମଣ : ୟୁକ୍ରେନରେ ୫ ମୃତ, ୩୧ ଆହତ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ସ୍ଥିତି ସୁଧୁରୁନାହିଁ । ସଦ୍ୟ ମିଳିଥିବା ଖବର ଅନୁସାରେ, ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍…
Read More...

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ଦାବି

ସମ୍ବଲପୁର : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ଆରଏନଆଇ ଦ୍ୱାରା ପଞ୍ଜୀକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରିବାକୁ ଓଡ଼ିଶା ରାଜ୍ୟ…
Read More...

ଆଜି ବି ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା

ଚଣ୍ଡିଗଡ଼ : ହରିୟାଣାରେ ହିଂସା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବି ହରିଆଣା ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ…
Read More...

ଦାବି ପୂରଣ ନେଇ କଳା ବ୍ୟାଜ୍‌ ପରିଧାନ କଲେ ପିଇଓ ସଂଘ

ଫୁଲବାଣୀ : ବିଭିନ୍ନ ଦାବି ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଆଜିଠୁ ସମସ୍ତେ କଳାବ୍ୟାଜ୍‌ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି…
Read More...

ଟେସଲାର ନୂଆ ସିଏଫ୍‌ଓ ହେଲେ ଭାରତୀୟ ବୈଭବ ତନେଜା

ନ୍ୟୁୟର୍କ- ଏଲନ୍‌ ମସ୍କଙ୍କ ଟେସଲା କାର୍‌ ଆମେରିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏବେ ଏହାର ସିଏଫ୍‌ଓ ବା ଚିଫ୍‌ ଫିନାସିଂଆଲ୍‌ ଅଫିସର୍‌ ହୋଇଛନ୍ତି ବୈଭବ ତନେଜା । ଅଗଷ୍ଟ ୭ ତିରାଖରେ ଜେଚେରୀ କ୍ରିକ୍‌ହର୍ଣ୍ଣ…
Read More...

ଏହି କାରଣପାଇଁ ସାଟେଲାଇଟ୍‌ କରୁଛି ପୃଥିବୀର ସ୍କାନିଂ

ନ୍ୟୁୟର୍କ - ବିଭିନ୍ନ କାରଣ ପାଇଁ ସାଟେଲାଇଟ୍‌ ମାଧ୍ୟମରେ ପୃଥିବୀର ସ୍କାନିଂ କରାଯାଇଥାଏ । କେତେବଳେ ପାଣିପାଗ ପାଇଁ ତ କେତେବେଳେ ବିଭିନ୍ନ ଖଣିଜ ସମ୍ପଦ ବିଷୟରେ ଜ୍ଞାନ ଆରୋହଣ ପାଇଁ । ଏବେ ଏକ ଅଲଗା କାରଣ ପାଇଁ ଆରେୟ…
Read More...