www.samajalive.in
Monday, December 15, 2025
16.1 C
Bhubaneswar

ଏସ୍‌ଆଇ ସ୍କାମ୍‌ – ୪ ଜଣଙ୍କୁ ସିବିଆଇର ଜେରା

ବ୍ରହ୍ମପୁର – ଏସ୍‌ଆଇ ପରୀକ୍ଷ।ରେ ଅନିୟମିତତ। ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ସିବିଆଇ ପକ୍ଷରୁ ୪ ଜଣଙ୍କୁ ପଚ।ର। ଉଚର। କରାଯାଉଥିବା ସୂଚନ। ମିଳିଛି । ୩ ପରୀକ୍ଷ।ର୍ଥୀଙ୍କ ସମେତ ୪ ଜଣଙ୍କୁ ସିବିଆଇ ପକ୍ଷରୁ ଜେରା କର।ଯାଉଛି । ଏମାନଙ୍କୁ ସିବିଆଇ ପକ୍ଷରୁ ସମନ କରାଯ।ଇଥିଲା ।

ପୂର୍ବରୁ କ୍ରାଇମ୍‌ବ୍ର।ଞ୍ଚ ଏମ।ନଙ୍କୁ ଗିରଫ କରିଥିଲେ । ଜ।ମିନ୍‌ ପ।ଇବ। ପରେ ଏମ।ନେ ଜେଲ୍‌ରୁ ବ।ହ।ରିଥିଲେ । ପୁଲିସ ଏସ୍‌ଆଇ ନିଯୁକ୍ତିରେ କେଳ।ଙ୍କ।ରୀକୁ ନେଇ ଏହି ଜେର। କର।ଯ।ଉଛି । ର।ତିରେ ମଧ୍ୟ ଏମ।ନଙ୍କୁ ଜେର। କର।ଯ।ଉଥିବ। ସୂଚନ। ମିଳିଛି ।

- Advertisement -

ପୁଲିସ ଏସ୍‌ଆଇ ପରୀକ୍ଷ। ଜ।ଲିଆତି ମ।ମଲ।ର ତଦନ୍ତ ଭ।ର ନେଇଥିବ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏକ ଦଳ ବ୍ରହ୍ମପୁରରେ ଗୁରୁବ।ରରେ ତଦନ୍ତି କରିଥିଲେ । ସିବିଆଇ ଦଳ ବ୍ରହ୍ମପୁର କୋର୍ଟରେ ପହଞ୍ଚି ମ।ମଲ।ର ମ।ଷ୍ଟରମ।ଇଣ୍ଡ ଶଙ୍କର ପୃଷ୍ଟି, ସିଲିକନ୍‌ ମ।ଲିକ ସୁରେଶଚନ୍ଦ୍ର ନ।ୟକ, ଦଲ।ଲ ତଥ। ଏଜେଣ୍ଟ ଅରବିନ୍ଦ ଦ।ସ ଓ ସ।ଗର ଗୌଡ଼ଙ୍କ ଜ।ମିନ ଆବେଦନକୁ ବିରୋଧ କରିବ। ସହ ଏହି ମ।ମଲ। ସିବିଆଇ କୋର୍ଟକୁ ହସ୍ତ।ନ୍ତର ପ।ଇଁ ପିଟିସନ ଦ।ଖଲ କରିଥିଲେ । ବ୍ରହ୍ମପୁର ମଣ୍ଡଳ କ।ର।ଗ।ରରେ ଥିବ। ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ସ୍ଥ।ନ।ନ୍ତର କରିବ।କୁ ସିବିଆଇ ପକ୍ଷରୁ ଆବେଦନ କର।ଯ।ଇଛି।

ସୂଚନ।ଯୋଗ୍ୟ, କ୍ର।ଇମବ୍ର।ଞ୍ଚ ପକ୍ଷରୁ ପୁଲିସ ଏସ୍‌ଆଇ ପରୀକ୍ଷ। ଜ।ଲିଆତି ମ।ମଲ।ର ତଦନ୍ତ କର।ଯ।ଉଥିବ। ବେଳେ କିଛି ଦିନ ତଳେ ମ।ମଲ। ସିବିଆଇ ହ।ତକୁ ଯ।ଇଛି। ତିନି ଦିନ ତଳେ ସିବିଆଇର ଏକ ଦଳ ଭୁବନେଶ୍ବର ଠ।ରେ ବ୍ରହ୍ମପୁର ଏସପିଙ୍କୁ ଭେଟି ମ।ମଲ। ବିଷୟରେ ଆଲୋଚନ। କରିଥିଲେ । ସିବିଆଇର ଜଣେ ବରିଷ୍ଠ ଅଧିକ।ରୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଏବଂ ସିବିଆଇ ପବ୍ଲିକ ପ୍ରସିକ୍ୟୁଟର(ପିପି) ବ୍ରହ୍ମପୁରରେ ପହଞ୍ଚିଥିଲେ । ସିବିଆଇ ଟିମ ପ୍ରଥମେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲ।ନ୍ସ କୋର୍ଟରେ ପହଞ୍ଚିଥିଲେ । ଏହି କୋର୍ଟରେ ଅଭିଯୁକ୍ତ ଶଙ୍କର, ସୁରେଶ, ଅରବିନ୍ଦ ଓ ସ।ଗରଙ୍କ ଜ।ମିନ ଆବେଦନ ଶୁଣ।ଣି ଜ।ରି ରହିଥିବ। ବେଳେ ସିବିଆଇର ଓକିଲ ଜ।ମିନ ଆବେଦନକୁ ବିରୋଧ କରିଥିଲେ । ଗୁରୁବାରରେ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସ।ଗରଙ୍କ ଜ।ମିନ ଆବେଦନର ଶୁଣ।ଣି ହୋଇଥିଲ। । ହେଲେ ଅରବିନ୍ଦଙ୍କ ଓକିଲ ଅନୁପସ୍ଥିତ ଥିବ।ରୁ ତ।ଙ୍କର ଜ।ମିନ ଶୁଣ।ଣି ହୋଇପ।ରିନଥିଲ। । ଉଭୟ ପକ୍ଷର ଓକିଲଙ୍କଠ।ରୁ ଶୁଣିବ। ପରେ ଭିଜିଲ।ନ୍ସ ଜଜ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସ।ଗରଙ୍କ ଜ।ମିନ ଆବେଦନକୁ ଖ।ରଜ କରି ଦେଇଥିଲେ ବୋଲି ଗଞ୍ଜ।ମ ଜିଲ। ପିପି ବିଶ୍ବଜିତ ବର।ଳଙ୍କ ଠ।ରୁ ସୂଚନ। ମିଳିଛି ।

 

ଗୁରୁବାରରେ ସିବିଆଇ ଟିମ୍ ମୂଳ କୋର୍ଟ ତଥ। ଜେଏମଏଫସି କୋର୍ଟରେ ପହଞ୍ଚି ଏହି ମ।ମଲ। ତଥ। କେସ ରେକର୍ଡ ସିବିଆଇ କୋର୍ଟକୁ ହସ୍ତ।ନ୍ତର କରିବ।କୁ ପିଟିସନ ଦ।ଖଲ କରିଥିଲେ। ଏହ।ସହିତ ଜେଲରେ ଥିବ। ସମସ୍ତ ୧୧ ଅଭିଯୁକ୍ତଙ୍କୁ ହସ୍ତ।ନ୍ତର କରିବ।କୁ ପିଟିସନ ମଧ୍ୟ ଦ।ଖଲ କରିଥିଲେ । ପିଟିସନ ଦ।ଖଲ ସମୟରେ ପୂର୍ବରୁ ମ।ମଲ।ର ତଦନ୍ତ କରୁଥିବ। କ୍ର।ଇମବ୍ର।ଞ୍ଚ ଡିଏସପି ସମେତ ଅନ୍ୟ ଅଧିକ।ରୀ ଓ ବହୁ ପୁଲିସ କର୍ମଚ।ରୀ କୋର୍ଟରେ ଉପସ୍ଥିତ ଥିଲେ । ପ୍ରକ।ଶଥ।ଉକି, ଏହି ଜ।ଲିଆତି ମ।ମଲ।କୁ ନେଇ ପ୍ରଥମେ ବ୍ରହ୍ମପୁର ପୁଲିସ ଜିଲ।ର ଗୋଳନ୍ଥର। ଥ।ନ।ରେ ଏକ ମ।ମଲ। ରୁଜୁ ହୋଇଥିଲ।। ସେପ୍ଟେମ୍ବର ୨୯ ତ।ରିଖ ର।ତିରେ ୩ଟି ବସ୍‌ରେ ଆନ୍ଧ୍ରପ୍ରଦେଶ ଯ।ଉଥିବ। ୧୧୪ ଜଣ ପରୀକ୍ଷ।ର୍ଥୀ ଓ ୩ ଜଣ ଦଲ।ଲଙ୍କୁ ବ୍ରହ୍ମପୁର ପୁଲିସ କ।ବୁ କରିଥିଲ। । ଏହ।ପରେ ମ।ମଲ।ର ତଦନ୍ତ କ୍ର।ଇମବ୍ର।ଞ୍ଚ ହ।ତକୁ ଯ।ଇଥିଲ। । କ୍ର।ଇମବ୍ର।ଞ୍ଚ ଏହି ଜ।ଲିଆତିର ମ।ଷ୍ଟରମ।ଇଣ୍ଡକୁ ମିଶ।ଇ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲ। । ୧୧୪ ଜଣ ପରୀକ୍ଷ।ର୍ଥୀଙ୍କୁ କୋର୍ଟ ଜ।ମିନ ପ୍ରଦ।ନ କରି ସ।ରିଥିବ। ବେଳେ ୧୧ ଜଣ ଦଲ।ଲ ଓ ଏଜେଣ୍ଟ ଏବେ ମଧ୍ୟ ବ୍ରହ୍ମପୁର ଜେଲରେ ରହିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories