www.samajalive.in
Saturday, December 6, 2025
17.1 C
Bhubaneswar

କାର୍‌ ଡ୍ରାଇଭର୍‌ଙ୍କ ଆକାଉଣ୍ଟକୁ ଆସିଲା ୯ହଜାର କୋଟି ଟଙ୍କା – ତାପରେ ହଠାତ୍‌ କଲେ ଏପରି କାମ

ଚେନ୍ନାଇ – ତାମିଲନାଡୁର ପଲାନିରେ ଜଣେ କାର ଡ୍ରାଇଭରଙ୍କ ଆକାଉଣ୍ଟକୁ ହଠାତ୍‌ ୯ ହଜାର କୋଟି ଟଙ୍କା ଆସିଥିଲା । ଡ୍ରାଇଭର ଜଣଙ୍କୁ ଏହି ମେସେଜ୍‌ ଆସିବା ପରେ ସେ ବିଶ୍ୱାସ କରିପାରି ନଥିଲେ । ଏହାର ସତ୍ୟତା ଜାଣିବା ପାଇଁ ସେ ଉଦ୍ୟମ କରିଥିଲେ ।

ସେପ୍ଟେମ୍ବର ୯ ତାରିଖରେ ରାଜକୁମାର ନାମକ ଜଣେ ଡ୍ରାଇଭରଙ୍କ ଆକାଉଣ୍ଟକୁ ଏତେ ପରିମାଣରେ ଟଙ୍କା ଆସିଥିଲା । ଏହାକୁ ରାଜକୁମାର ବିଶ୍ୱସ କରିପାରିନଥିଲେ । ପରେ ସେ ଏକ ଥା ଜାଣିବା ପାଇଁ ତାଙ୍କ ସାଙ୍ଗ ଆକାଉଣ୍ଟକୁ ୨୧ ହଜାର ଟଙ୍କା ପଠାଇଥିଲେ । ଏହି ଟଙ୍କା ଯିବା ପରେ ସେ ବାଲାନ୍ସ ଦେଖିବା ବେଳେକୁ ଏତେ ଟଙ୍କା ଥିବା କଥା ଜାଣିବା ପାଇଁ ପାଇଥିଲେ ।

- Advertisement -

କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ବ୍ୟାଙ୍କ କାଟି ଦେଇଥିଲା । ଗତ ବର୍ଷ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧୩ କୋଟି ଟଙ୍କା ଆସିଥିଲା । ମାତ୍ର ପୁଲିସରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ଆକାଉଣ୍ଟ ହାକ୍‌ ହୋଇଥିବା ଅଭିଯୋଗ କରିଥିଲେ । ମାତ୍ର ବ୍ୟାଙ୍କ ଅଧିକାରୀମାନେ ପୁଲିସକୁ ଏହି ମେସେଜ୍‌ ଭୁଲ୍‌ରେ ଆସିଥିବା କଥା କହିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories