ସଡ଼କ ଦୁର୍ଘଟଣାରେ ୨ମୃତ, ୩ଗୁରୁତର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା​‌ ଜିଲା ରାଜନଗର ଜରି ଛକଠାରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏକ ହାଇୱା ବାଇକକୁ ଧକ୍କା ଦେବାଫଳରେ ଏହି…
Read More...

ପାଣି ଟାଙ୍କି ଫଲ୍ସ ଭୁଶୁଡ଼ି ୩ଶ୍ରମିକ ମୃତ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପାଣ୍ଡରା ଅୟ୍ଚଳରେ ଶୁକ୍ରବାର ପାଣି ଟାଙ୍କିରେ କାମକଲାବେଳେ ଫଲ୍ସ ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା​‌ ଜଣାପଡ଼ିଛି। ମୃତ ତିନି ଜଣ ଶ୍ରମିକ ପାଣି ଟାଙ୍କିରୁ ଫଲ୍ସ…
Read More...

ବସ୍ ଓଲଟି ଜଣେ ଗୁରୁତର, ୨୦ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲା କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ପାଖରେ ଶୁକ୍ରବାର ଏକ ବସ୍ ଓଲଟି ପଡ଼ିବାଦ୍ବାରା ଜଣେ ଗୁରୁତର ହୋଇଥିଲାବେଳେ ୨୦ଜଣରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। କଟକରୁ…
Read More...

ଜଳବନ୍ଦି ଅବସ୍ତାରେ କାଲିମେଳା; ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ବ୍ଲକରେ ପୁଣିଥରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନ ଆଗରୁ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସଆରସି ବିଷ୍ଣୁପଦ ସେଠି ଏକ ଦିନିଆ ମାଲକାନଗିରି ଗସ୍ତରେ…
Read More...

ଏକ ସପ୍ତାହରେ କଙ୍ଗନା- ରାଜକୁମାରଙ୍କ ‘ଜଜ୍‌ମେଣ୍ଟଲ ହୈ କ୍ୟା’ର ଆୟ ୩୧କୋଟି

ମୁମ୍ବଇ : ୨୬ ଜୁଲାଇ ଶୁକ୍ରବାର ମୁକ୍ତିଲାଭ କରିଥିଲା କଙ୍ଗନା ରାଣାୱତ୍‍-ରାଜକୁମାର ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଜ୍‌ମେଣ୍ଟଲ ହୈ କ୍ୟା’। ‘ଜଜ୍‌ମେଣ୍ଟଲ ହୈ କ୍ୟା’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଥିବା…
Read More...

ଅମରନାଥ ଯାତ୍ରା ପଣ୍ଡ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ : ଭାରତୀୟ ସେନା

ଶ୍ରୀନଗର : ପାକିସ୍ତାନ କାଶ୍ମୀରରେ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନକୁ ତାର ଚେଷ୍ଟାରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶୁକ୍ରବାର ଚିନାର କୋର କମାଣ୍ଡର ଲେଫ୍ଟନାଣ୍ଟ…
Read More...

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ଫେଲ୍‍, ସୁପ୍ରିମକୋର୍ଟରେ ୬ରୁ ନିୟମିତ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ ୬ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର…
Read More...

ସେଫ୍ଟିଟାଙ୍କି ଫଲ୍ସ ଖସି ୩ ଶ୍ରମିକ ମୃତ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ପ୍ରାଚୀ ବିହାର ଅଞ୍ଚଳରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପାଇଖାନା ଟାଙ୍କି (ସେଫ୍ଟିଟାଙ୍କି)ରେ ପଶି କାମ କରୁଥିଲାବେଳେ ଟାଙ୍କି ଫଲ୍ସ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…
Read More...

ଜୁଆରେ ସ୍ତ୍ରୀକୁ ବାଜି ଲଗାଇଲା ସ୍ୱାମୀ, ଜିତିବା ପରେ ସାଙ୍ଗମାନେ କଲେ ଗଣବଳାତ୍କାର

ଜୌନପୁର : ଉତ୍ତରପ୍ରଦେଶ ଜୌନପୁରରେ ସ୍ୱାମୀ ଦ୍ୱାରା ସ୍ତ୍ରୀକୁ ଜୁଆରେ ବାଜି ଲଗାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ସ୍ୱାମୀ ଜୁଆରେ ହାରିଯିବା ପେର ତାର ସାଙ୍ଗମାନେ ସ୍ତ୍ରୀକୁ ଗଣବଳାତ୍କାର କରିଛନ୍ତି। ପୀଡ଼ିତା…
Read More...

ପମ୍ପିଓଙ୍କ ସହ ବୈଠକରେ ସ୍ପଷ୍ଟ କଲେ ଜୟଶଙ୍କର: କେବଳ ପାକିସ୍ତାନ ସହ ହେବ କାଶ୍ମୀର କଥାବାର୍ତ୍ତା

ବ୍ୟାଙ୍କକ : ଥାଇଲାଣ୍ଡର ବ୍ୟାଙ୍କକଠାରେ ଶୁକ୍ରବାର ଭାରତ ବିଦେଶ ମନ୍ତ୍ରୀ ଏମ ଜୟଶଙ୍କର ଏବଂ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହାଇଛି। ଏହି ବୈଠକରେ କାଶ୍ମୀର ପ୍ରସଙ୍ଗରେ…
Read More...

ସ୍ୱାଧୀନ ଭାବେ ବିଦେଶ ଯାତ୍ରା ପାଇଁ ମହିଳାଙ୍କୁ ଅନୁମତି ଦେଲା ସାଉଦି ଆରବ

ରିୟାଦ : ସାଉଦି ଆରବ ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପୁରୁଷ ଅଭିଭାବକର ଅନୁମତି ବିନା ବିଦେଶ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଶୁକ୍ରବାର ସାଉଦି ଆରବରେ ନୂଆ ନିୟମ ଅଣାଯାଇଛି। ଏହି ନିୟମ ଅନୁସାରେ…
Read More...

ସାମ୍ବାଦିକ ରବିଶ କୁମାରଙ୍କୁ ‘ରମନ ମାଗାସେସେ ଆୱାର୍ଡ’

ନୂଆଦିଲ୍ଲୀ : ସାମ୍ବାଦିକ ଜଗତରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏନଡିଟିଭି ଇଣ୍ଡିଆର ମୁଖ୍ୟ ପରିଚାଳନା ସମ୍ପାଦକ ରବିଶ କୁମାରଙ୍କୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ରମନ ମାଗାସେସେ ଆୱାର୍ଡ’ରେ ସମ୍ମାନିତ…
Read More...

କାଶ୍ମୀରକୁ ଗଲେ ଆଉ ୨୫ ହଜାର ଯବାନ, ସ୍ଥଳ ଓ ବାୟୁ ସେନାକୁ ହାଇଆଲର୍ଟ ନିର୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଆଉ ୨୫ ହଜାର ଯବାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ସକାଳୁ ଯବାନମାନେ ଘାଟିରେ ପହଞ୍ଚୁଛନ୍ତି। ଏଥିପାଇଁ ବାୟୁସେନାର ଗ୍ଲୋବମାଷ୍ଟର ବିମାନର ସହାୟତା…
Read More...

କାଶ୍ମୀର ପ୍ରସଙ୍ଗରେ ପୁଣି କହିଲେ ଟ୍ରମ୍ପ: ମୋଦୀ ଚାହିଁଲେ କରିବି ମଧ୍ୟସ୍ଥତା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନେଇ ମୁହଁ ଖୋଲିଛନ୍ତି। ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ମଧ୍ୟସ୍ଥତାର ନିଷ୍ପତ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ଅଭିଯୋଗ

ପାଟଣ : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୬ବର୍ଷ ଧରି କାର୍ୟ୍ୟରତ ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ୟାତନା ଦେଇଥିବା ଗୁରୁବାର…
Read More...

ଟ୍ରକ ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର

କଲମପୁର : କଳାହାଣ୍ଡି ଜିଲା କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର ମଣ୍ଡଳ ମଣ୍ଡି ନିକଟରେ ଏକ ସାର ବୋଝେଇ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୁଚନା…
Read More...

ପାଞ୍ଚଟି ବେଆଇନ ବାଲି ଚାଲାଣକାରୀ ଟ୍ରାକ୍ଟରକୁ ଜବତ କରି ୩୯ ହଜାର ଜରିମାନା ଆଦାୟ କେଲ ତହସିଲଦାର

ଚାନ୍ଦିପୁଟ : ଗଜପତି ଜିଲା ମୋହନା ତହସିଲର ବିଭିନ୍ନ ସ୍ଥାନରୁ ଦିନକୁ ଦିନ ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗୁରୁବାର ପାଞ୍ଚଟି ବେଆଇନ୍ ବାଲି ଚାଲାଣକାରୀ ଟ୍ରାକ୍ଟରକୁ ମୋହନା…
Read More...

ପରଲୋକରେ ସେହି ଖେଳାଳି, ଯାହାଙ୍କ ବଲରେ ସୋବର୍ସ ମାରିଥିଲେ ଛଅଟି ଛକା

ଲଣ୍ଡନ : ଲଣ୍ଡନର କ୍ରିକେଟର ମାଲକମ୍ ନାସଙ୍କର ଇଂଲଣ୍ଡର ଲଡସ୍ ଠାରେ ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ମାଲକମ୍ ନାସ ଗ୍ଲାମାରଙ୍ଗନ ତରଫରୁ ଜଣେ ଦ୍ରୁତ ବୋଲର ଭାବରେ ପ୍ରଥମ…
Read More...

୮୦ଲକ୍ଷ ଖର୍ଚ୍ଚ ପରେ ମଧ୍ୟ ଶୋଧନ ହୋଇ ପାରିଲାନି ଶିବଗଙ୍ଗା ପୁଷ୍କରିଣୀ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଦକ୍ଷିଣଦ୍ୱାର ସମୁଖ ଭାଗରେ ଥିବା ଶିବଗଙ୍ଗା ପୁଷ୍କରିଣୀର ଜଳକୁ ଶୋଧନ ନିମନ୍ତେ ଗତ ୨୦୧୭ ମସିହାରେ ଜିଲା ଜଳ ନିଷ୍କାସନ…
Read More...

ସଡ଼କ ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ପିପିଲି : ପୁରୀ ଜିଲା ପିପିଲି ହାଟଛକ ଠାରେ ଗୁରୁବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ କଲେଜ୍‍ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀ ଜଣଙ୍କ ପିପିଲି କଲେଜରେ ଯୁକ୍ତ ୩ରେ ପାଠ ପଢୁଥିବା ନମିତା…
Read More...

ରାମାୟଣର କାହାଣୀକୁ ନେଇ ନିର୍ମାଣ ହେବ ବଲିଉଡ଼୍ ଚଳଚ୍ଚିତ୍ର, ରାମସୀତା ଚରିତ୍ରରେ ହ୍ରିତିକ୍-ଦୀପିକା

ମୁମ୍ବଇ : ହିନ୍ଦୁର ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଏକ ବଲୀଉଡ଼୍ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ସୂଚନା ମୁତାବକ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ମୁଖ୍ୟ ଚରିତ୍ର…
Read More...

ଝାଡ଼ଖଣ୍ଡ: ଚୋରକୁ ପିଟି ପିଟି ହତ୍ୟା

ରାଞ୍ଚି : ଝାଡ଼ଖଣ୍ଡରେ ଏକ ଭିଡି ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଦୁମକା ଜିଲାର ଚିହ୍ନୁଟିଆ ଗ୍ରାମରେ ଗୁରୁବାର ଦିନ ଲୋକମାନେ ଜଣେ ଚୋରକୁ ପିଟି ପିଟି ମାରି ଦେଇଛନ୍ତି। ଦୁମକା ଏସ୍‍ପିଙ୍କ କହିବା ଅନୁସାରେ ୪…
Read More...

୩ ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା: ଗଣ୍ଡି ମିଳିଲା, ମୁଣ୍ଡ ଖୋଜୁଛି ପୁଲିସ

ଜାମଶେଦପୁର : ଝାଡ଼ଖଣ୍ଡ ଜାମଶେଦପୁରରେ ଏକ ଅମାନୁଷିକ ଘଟଣା ଘଟିଛି। ଗତ ସପ୍ତାହରେ ଟରଟାନଗର ରେଳ ଷ୍ଟେସନରୁ ନିଖୋଜ ୩ ବର୍ଷ ଶିଶୁ କନ୍ୟାର ମୁଣ୍ଡବିହୀନ ଶରୀର ମଙ୍ଗଳବାର ରାତିରେ ଅଭିଯୁକ୍ତ କହିଥିବା ସ୍ଥାନରୁ ମିଳିଛି।…
Read More...

ଦିଲ୍ଲୀବାସୀଙ୍କୁ କେଜରିୱାଲଙ୍କ ଉପହାର, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‍ ବିଲ ଛାଡ଼

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। କେଜରିୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ…
Read More...

ଉନ୍ନାଓ ମାମଲା : ୭ ଦିନ​‌ରେ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ ନିର୍ଦେଶ, ୪୫ ଦିନରେ ସରିବ ଶୁଣାଣି

ନୂଆଦିଲ୍ଲୀ : ଉନ୍ନାଓ ବଳାତ୍କାର ଏବଂ ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଗୁରୁବାର ଦୁଇ ଥର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନ ପୀଠ ଏ ସମ୍ପର୍କିତ ୪ ମାମଲାକୁ…
Read More...

ବିଧାୟକ କୁଳଦୀପ ସେନଗାରଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ବିଜେପି ଗୁରୁବାର ଦଳରୁ ବହିଷ୍କାର କରିଛି। ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ କୁଳଦୀପ…
Read More...

ଅବଦୁଲ୍ଲାଙ୍କ ଗିରଫଦାରୀକୁ ନେଇ ବିବାଦ: ରାମପୁରରେ ୧୪୪ ଧାରା ଜାରି, ଜିଲା ସୀମା ସିଲ୍‍

ଲକ୍ଷ୍ନୌ : ରାମପୁର ସାଂସଦ ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁ୍‍ଲ୍ଲା ଆଜମ ଖାନଙ୍କୁ ପୁଲିସର ଗିରଫଦାରୀ ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ରାମପୁରରେ ବିରୋଧ ପ୍ରଦର୍ଶନ…
Read More...

କାଜିପୋରାରୁ ଆତଙ୍କବାଦୀ ଶୌକତ ଅହମଦ ଗିରଫ

କାଶ୍ମୀର : ଜାମ୍ମୁ କାଶ୍ମୀର ପୁଲିସ୍‍ ଗୁରୁବାର ସକାଳେ କାଜିପୋରାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି। କାଜିପୋରା ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା। ସୂଚନା…
Read More...

ଅଣରିଆତି ଏଲପିଜି ସିଲିଣ୍ଡର ଦାମରେ ୬୨ ଟଙ୍କା ୫୦ ପଇସା ହ୍ରାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦାମ ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ବଜାରରେ ପଡିଛି। ଏହି କ୍ରମରେ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା…
Read More...

ଆଇନ ହେଲା ତିନି ତଲାକ୍‍ ବିଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ରଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ…
Read More...

ପାଞ୍ଚ ବର୍ଷ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଯୋଡା : ଯୋଡା ଖଣି ପ୍ରଭାବିତ ଇଲାକାରେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୧୬,୯୨୯ ଜଣ ରୋଗୀଙ୍କର ରକ୍ତ ନମୁନାରେ ମ୍ୟାଲେରିଆରେ ପାରାସାଇଟ୍‍ ଥିବା ଚିହ୍ନଟ ହୋଇଥିବା ସମୟରେ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣଙ୍କର ଅକାଳ ମୃତ୍ୟୁ…
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲୀପଶି ନିକଟରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଏନେଇ ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…
Read More...

ସର୍ପାଘାତରେ ମହିଳା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ ମହ୍ଲାରପଦା ପଞ୍ଚାୟତ ମୟୁରପଂଖା ଗ୍ରାମରେ ବୁଧବାର ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମୃତ ମହିଳା ଜଣଙ୍କ…
Read More...

ରେଭେନ୍ସା ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରାଯାଇଛି। ଛାତ୍ର ଜଣଙ୍କ ମୟୁରଭଞ୍ଜ ଜିଲା ସୁହାଗପୁର ପଞ୍ଚାୟତ କଉଡିଖଣି ଗ୍ରାମର ରାମେଶ୍ୱର ହାଁସଦାଃ(୨୩)।…
Read More...

ନିଆଁରେ ପୋଡି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲା ଏମ୍ପିଭି୪୨ ଗ୍ରାମରେ ଗ୍ୟାସ ଲିକ ଯୋଗୁଁ ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର ସକାଳୁ ଏମ୍ପିଭି୪୨ ଗ୍ରାମର ପାପୀୟା ମଣ୍ଡଳ ନିଜ…
Read More...

୬୩୩.୫୦ ମିଟରରେ ପହଞ୍ଚିିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର

କଲମପୁର : ଇନ୍ଦ୍ରାବତୀ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ହେବାଫଳରେ ନିମ୍ନଗାମୀ ହୋଇଥିବା ଜଳସ୍ତର ଏବେ ବୃଦ୍ଧି ପାଉଛି। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୬୨୫ ମିଟର ରହିଥିବା ବେଳେ…
Read More...

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ତାଲପଦର : ବରଗଡ଼ ଜିଲା ବିଜେପୁର ଥାନା ଅର୍ନ୍ତଗତ ତାଲପଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବଦ୍ଧନା ସଭା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଶିକ୍ଷକ ଅଭାବ ଓ ବଦଳିକୁ ନେଇ କଟାମା ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷା କମିଟି ସଭ୍ୟଙ୍କ ରାସ୍ତା ଅବରୋଧ

ମୋହନା : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ବିଗତ ବର୍ଷ ୦୭.୧୧.୨୦୧୮ରେ ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ନିକଟ ୬୦ନମ୍ବର ଜାତୀୟ ରାଜପଥର ପୁନସୀତା ଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥଇଲାବଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର ଏକ…
Read More...

ଷଷ୍ଠ ଦିନରେ ପହଞ୍ଚିଛି କୋଡିଙ୍ଗାମାଳିରେ ପ୍ରଭାବିତଙ୍କ ଆନ୍ଦୋଳନ, ଜିଦରେ ଅଟଳ ଗ୍ରାମବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ପ୍ରଭାବିତଙ୍କ ଆନ୍ଦୋଳନ ୬ଷ୍ଠ ଦିନରେ ପହଞ୍ଚିଛି। ଗ୍ରାମବାସୀମାନେ ତାଙ୍କର ଜିଦରେ ଅଟଳ ରହିଛନ୍ତି। ସେମାନଙ୍କର ଗୋଟିଏ ଜିଦ୍ ବେଦାନ୍ତ କମ୍ପାନୀକୁ…
Read More...

ଆଜମ ଖାନଙ୍କ ପୁଅ ବିଧାୟକ ଅବଦୁଲା ଗିରଫ

ରାମପୁର : ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ବୁଧବାର ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ…
Read More...

ପ୍ରଥମଥର କାର୍ଯ୍ୟରତ ହାଇକୋର୍ଟ ଜଜଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ, ଅନୁମତି ଦେଲେ ସିଜେଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ମଙ୍ଗଳବାର ପ୍ରଥମ ଘଟଣା କ୍ରମେ ସିବିଆଇକୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି।…
Read More...

ପାକିସ୍ତାନର କ୍ୱେଟାରେ ବିସ୍ପୋରଣ; ୫ ମୃତ

କ୍ୱେଟା : ପାକିସ୍ତାନର କ୍ୱେଟା ସହରସ୍ଥିତ ପୁଲିସ ଥାନା ନିକଟରେ ମଙ୍ଗଳବାର ରାତିରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‍ କର୍ମୀ ଅଛନ୍ତି।…
Read More...

ଫାରୁକ ଅବଦୁଲାଙ୍କୁ ଇଡି’ର ଜେରା

ଚଣ୍ଡିଗଡ଼ : ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି। ସୂଚନା ଅନୁସାରେ ଏନେଇ ଇଡ଼ି…
Read More...

ଉନ୍ନାଓ ବିଧାୟକଙ୍କ ସମେତ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ବୁଧବାର ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି।…
Read More...

ବିଜେପିରେ ଯୋଗଦେଲେ ଏନସିପିର ୩ ବରିଷ୍ଠ ନେତା

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାବୀସଙ୍କ ଉପସ୍ଥିତିରେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୨ ପୂର୍ବତନ ବିଧାୟକଙ୍କ ସମେତ ୩ ଜଣ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ବିଜେପିରେ…
Read More...

୪୦୦୦ ପଣ୍ଡିତଙ୍କୁ ନେଇ କେସିଆରଙ୍କ ଯଜ୍ଞ ଆୟୋଜନ , ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର) ଏକ ବିଶାଳ ଯଜ୍ଞ ଆୟୋଜନ କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୟାଦାଦ୍ରୀ ଭୁବନଗିରି ଜିଲାର ହିନ୍ଦୁ ପାହାଡ଼ି…
Read More...

ମୋବାଇଲ ଫୋନ ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ହତ୍ୟା

ହରିଦ୍ୱାର : ହରିଦ୍ୱାରର ଗାଡୋୱାଲି ଗ୍ରାମରେ ମୋବାଇଲ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ…
Read More...

ଆଫଗାନିସ୍ତାରେ ବିସ୍ଫୋରଣ; ୩୪ ମୃତ

କାବୁଲ : ଆଫଗାନିସ୍ତାର ହେରାତ-କାନ୍ଦାହାର ରାଜମାର୍ଗରେ ଶାୱିଜ ନିକଟରେ ବୁଧବାର ସକାଳେ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଅନ୍ୟୁନ ୩୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ…
Read More...

କଟକଣାକୁ ବେଖାତିର, ଉତ୍ତର କୋରିଆ ଦ୍ୱାରା ୨ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ : ମିଳିତ ଜାତିସଂଘ ଓ ଆମେରିକାର ସମସ୍ତ କଟକଣାକୁ ବେଖାତିର କରି ଉତ୍ତର କୋରିଆ ବୁଧବାର ଦୁଇଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ଏବଂ କେତେକ ଅଜ୍ଞାତ ଅସ୍ତ୍ରର ପରୀକ୍ଷା କରିଛି। ଦକ୍ଷିଣ କୋରିଆର ସେନା ମୁଖ୍ୟ ଏହି ସୂଚନା…
Read More...

୪ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରବିବାର ସକାଳୁ ବର୍ଷା ଆରମ୍ଭ ହେବ। କିଛି ଜିଲାରେ ପ୍ରବଳ ବର୍ଷା ବି ହୋଇପାରେ ବୋଲି ଭୁବନେଶ୍ବର…
Read More...

ଅନୁଗୁଳ କୋଇଲା ଖଣି ଦୁର୍ଘଟଣା; ପରିବାର ଲୋକଙ୍କୁ ଚତୁର୍ଥ ମୃତଦେହର ଅଙ୍ଗପ୍ରତ୍ୟଙ୍ଗ ହସ୍ତାନ୍ତର

ଅନୁଗୁଳ : ଅନୁଗୁଳ ଜିଲା ତାଲଚେର ସ୍ଥିତ ଭରତପୁର ଅଞ୍ଚଳରେ ଥିବା ଏମସିଏଲ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏମସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଅଧିକ…
Read More...

ପୁଣି ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ; ୨୬ଟି ବଲରୁ ୪୫ରନ୍

କାନାଡ଼ା : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଚାମ୍ପିୟନ ଅଲରାଉଣ୍ଡର ଭାବେ ବେଶ୍ ଜଣାଶୁଣା ଯୁବରାଜ ସିଂହ ପୁଣି ଏକ ଧୂଆଁଧାର ଇନିଂସ ଖେଳିଛନ୍ତି। କାନାଡ଼ାରେ ଚାଲିଥିବା…
Read More...

ରାଜ୍ୟରେ ଆରମ୍ଭ ହେବ ‘ମୋ କଲେଜ’ ଅଭିଯାନ

ଭୁବନେଶ୍ବର : 'ମୋ ସ୍କୁଲ' ଅଭିଯାନ ଭଳି ରାଜ୍ୟରେ ଖୁବଶୀଘ୍ର 'ମୋ କଲେଜ' ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ବିଧାନସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। କଲେଜର ଶିକ୍ଷା…
Read More...

ଭାରତର ଜ୍ବାଇଁ ହେବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ : ସୋଏବ ମଲ୍ଲିକଙ୍କ ପରେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି। ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୋଏବ ମଲ୍ଲିକ ୨୦୧୦ମସିହା ଏପ୍ରିଲ ୧୨ରେ ଭାରତର…
Read More...

‘ସାହୋ’ର ନୂଆ ଗୀତ ‘ଇନି ସୋନି’ର ଟିଜର ରିଲିଜ୍

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ନୂଆ ଗୀତ 'ଇନି ସୋନି'ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ନିଜେ ପ୍ରଭାସ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏହା ଶେୟାର କରିଛନ୍ତି। ଏହା ପୂର୍ବରୁ…
Read More...

ୟେଦୁରପ୍ପା ସରକାରଙ୍କ ନିଷ୍ପତ୍ତି: କର୍ଣ୍ଣାଟକରେ ପାଳନ ହେବନି ଟିପୁ ସୁଲତାନ ଜୟନ୍ତୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ବିଜେପି ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି । ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କନ୍ନଡ ସଂସ୍କୃତି ବିଭାଗ ଏନେଇ ନିର୍ଦେଶ ଜାରି…
Read More...

ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଲେ ସଂଜୟ ସିଂହ, ବିଜେପିରେ ମିଶିବେ

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ଅତିଘନିଷ୍ଠ ଡ. ସଂଜୟ ସିଂହ ମଙ୍ଗଳବାର କଂଗ୍ରେସ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବୁଧବାର ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି। ସଂଜୟ ସିଂହ ହେଛନ୍ତି ଅମେଠି…
Read More...

ବିଧାୟକ କୁଳଦୀପ ସିଂହ ସେନଗାର ବିଜେପିରୁ ନିଲମ୍ବିତ

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ମଙ୍ଗଳବାର ବିଜେପି ଦଳରୁ ନିଲମ୍ବିତ କରିଛି। ଏପଟେ ବଳାତ୍କାର ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାରେ ସୋମବାର…
Read More...

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ

ମୁମ୍ବଇ/ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ଆସନ୍ତା ଦୁଇ ଦିନ (୪୮ ଘଣ୍ଟା) ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି…
Read More...

ବ୍ରାଜିଲ ଜେଲରେ ଗୋଷ୍ଠୀ ସଂଘର୍ଷ: ୫୭ କଏଦୀ ମୃତ

ସାଓ ପାଉଲୋ : ଦକ୍ଷିଣ ଆମେରିକା ଦେଶ ବ୍ରାଜିଲରେ ସୋମବାର ଏକ ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫୭ କଏଦୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ୧୬ କଏଦୀଙ୍କ ମୁଣ୍ଡ କାଟି ଦିଆଯାଇଛି। ସୂଚନା ଅନୁଯାୟୀ ବ୍ରାଜିଲରେ ଜେଲ…
Read More...

ବିଜେପିରେ ଯୋଗଦେଲେ ଆପର ଦୁଇ ନେତା

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଆପ)କୁ ଏକ ବଡ଼ ଝଟକା ଲାଗିଛି। ଆମ ଆଦମୀ ପାର୍ଟିର ଦୁଇ ନେତା ଦଳତ୍ୟାଗ କରି ମଙ୍ଗଳବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଆପ ଚିକିତ୍ସକ…
Read More...

ସାମ୍ବାଦିକଙ୍କୁ ପିଟିଲେ ରାଧେ ମା’ ଓ ସମର୍ଥକ

ନୂଆଦିଲ୍ଲୀ : ଆତ୍ମଘୋଷିତ ଦେବୀ ରାଧେ ମା’ ପୁଣି ଥରେ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରାଧେ ମା’ ଓ ତାଙ୍କ ସମର୍ଥକ ଜଣେ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ନେଇ ପାନିପଥ ଅନ୍ତର୍ଗତ ବଲଜିତ ନଗର ଥାନାରେ…
Read More...

କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କ ୨୫୪ କୋଟି ଟଙ୍କାର ବେନାମୀ ସେୟାର ଜବତ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କ ଅଡୁଆ ବଢିବାରେ ଲାଗିଛି। ଆୟକର ବିଭାଗ ସୋମବାର ରତୁଲ ପୁରୀଙ୍କ ୨୫୪ କୋଟି…
Read More...

ପେଟ୍ରୋଲ ଓ ଡିଜେଲ ଦର କମିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମ ପ୍ରଭବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି…
Read More...

ତିନି ତଲାକ ବିଲକୁ ବିଜେଡିର ସମର୍ଥନ

ଭୁବନେଶ୍ୱର : ଲୋକସଭାରେ ତିନି ତଲାକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ରାଜ୍ୟ ସଭାରେ ଆଗତ ହେବ। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ବିଜେଡି ସମର୍ଥନ ପ୍ରଦାନ କରିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ…
Read More...

କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। କୁହାଯାଉଛି ଯେ ସିଦ୍ଧାର୍ଥ…
Read More...

ବୃଦ୍ଧି ପାଉଛି ହାତୀ ନଦୀର ଜଳସ୍ତର, ବନ୍ୟା ଆଶଙ୍କା

କଲମପୁର : ହାତୀ ନଦୀର ଉପରମୁଣ୍ଡ ତଥା ଏହାର ଶାଖା ନଦୀମାନଙ୍କ ଉପର ମୁଣ୍ଡରେ ଗତ ୫ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ଏବେ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ହାତୀ ନଦୀରେ ବନ୍ୟା…
Read More...

ଡୁକୁରାରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଡୁକୁରା ବନ ବିଭାଗ ଅଧୀନରେ ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଚକ୍ରବର୍ତ୍ତି ବନ ସୁରକ୍ଷା ସମିତିକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ…
Read More...

ଶ୍ରାବଣର ଦ୍ୱିତୀୟ ସୋମବାରରେ ଗ୍ରାମେଶ୍ୱରଙ୍କ ପୀଠରେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିଡ

ଏରସମା : ଜଗତସିଂହପୁର ଜିଲା ଏରସମା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପଂଚପଲ୍ଲୀର ଶ୍ରୀଶ୍ରୀ ଗ୍ରାମେଶ୍ୱର ମହାଦେବ ମନ୍ଦିରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର କାଉଡିଆମାନଙ୍କ ଜଳାଭିଷେକ ପାଇଁ ଏହି ପରିସର ଭକ୍ତିମୟ ପରିବେଶରେ…
Read More...

ବର ଘରେ ପସି ଜିନିଷ ପତ୍ର ଫୋପାଡ଼ିଲେ ମହିଳା ଘର ଲୋକେ; ଥାନା ଆଗରେ ମହିଳାମାନଙ୍କ ଧାରଣା

ଏରସମା : ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ କାଞ୍ଜିଆକଣ ଗ୍ରାମର ସୁଷମା ସାସମଲଙ୍କ ସାନପୁଅ କେଶବ ସାସମଲର ନିକଟସ୍ଥ ପଂଚପଲ୍ଲୀର ଜନୈକ ଯୁବତୀଙ୍କ ସହ ପ୍ରେମ ବିବାହ ଅନୁଷ୍ଠିତ ହୋଇଥିଲା ।…
Read More...

ରାଜାରାଣୀ ସମେତ ଦେଶର ୧୦ଟି ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ; କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ପରିସର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କେନ୍ଦ୍ର ସଂସ୍କୃତି…
Read More...

ପଶ୍ଚିମବଙ୍ଗରେ ‘ଦିଦି କେ ବୋଲୋ’ ଅଭିଯାନ ଆରମ୍ଭ

କଲକାତା : ଲୋକସଭା ନିର୍ବାଚନ ପରିଣାମ ଓ ପଶ୍ଚିମବଙ୍ଗରେ ବିଜେପିର ଲୋକପ୍ରିୟତା ବୃଦ୍ଧିକୁ ଦେଖି ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଏବେଠାରୁ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ…
Read More...

ବଦଳିବ ‘ରାଜ୍ୟ ସଚିବାଳୟ’ର ନାମ; ନୂଆ ନାମ ହେବ ‘ଲୋକସେବା ଭବନ’

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟ କ୍ଷମତା କେନ୍ଦ୍ର 'ସଚିବାଳୟ'ର ନାମ ପରିବର୍ତ୍ତନ ହେବ। ଏହାର ନୂଆ ନାମ 'ଲୋକସେବା ଭବନ' ରଖାଯିବ। ବିଧାନସଭାରେ ସୋମବାର ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ…
Read More...

ନାବାଳିକାକୁ ବଳାତ୍କାର; କାଉଡ଼ିଆ ଗିରଫ

ଆଳି : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ସୋମବାର ଜଣେ କାଉଡ଼ିଆର କଳାକାରନାମା ଦେଖିବାକୁ ମିଳିଛି। ଜଣେ କାଉଡ଼ିଆ ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା…
Read More...

ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ଘଟଣା: ବିଧାୟକଙ୍କ ସମେତ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ : ଗଣବଳାତ୍କାର ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାରେ ସୋମବାର ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସେନଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଗୁରୁବକ୍ସଗଂଜ ଥାନାରେ ମାମଲା ରୁଜୁ…
Read More...

ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବ୍ୟୟ ଅଟକଳ ନେଇ ହେବ ଆଲୋଚନା

ପୁରୀ : ଗଜପତି ମହାରାଜା ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି ରହିଛି । । ଏହି ବୈଠକରେ ରଥଯାତ୍ରାର ସମୀକ୍ଷା ଓ ବ୍ୟୟ ଅଟକଳ ନେଇ ଆଲୋଚନା କରାଯାଉଛି…
Read More...

ଧାମରା ବନ୍ଦରରୁ ଚୋରି ଜିନିଷ ଆଣୁଥିବା ଗାଡି ଜବତ, ଚାଳକ ଅଟକ

ଧାମରା: ଭଦ୍ରକ ଜିଲା ଧାମରା ବନ୍ଦର ମଧ୍ୟରୁ କିଛି ଚୋରା ଯନ୍ତ୍ରପାତି ନେଇ ଆସୁଥିବା ବେଳେ ଏକ ଇନୋଭା ଗାଡ଼ିକୁ ଅଟକ ରଖାଯାଇଥିବା ବେଳେ ଗାଡିର ଚାଳକକୁ ପଚରା ଉଚରା ପରେ ଛଡା ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ…
Read More...

ହିମାଳଚ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ

କୁଲୁ : ହିମାଚଳପ୍ରଦେଶର ଲାହୁଲ ସ୍ପିତି ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିଅକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ସୋମବାର ସକାଳ ୯ଟା…
Read More...

ସାପ କାମୁଡାରେ ୩ ବର୍ଷର ଶିଶୁପୁତ୍ର ମୃତ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅରେଡା ପଞ୍ଚାୟତର ଚନୁଟମାଲ ଗ୍ରାମରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛିି। ସୂଚନା ମୁତାବକ, ଚନୁଟମାଲ ଗ୍ରାମର ବାପା ବିନୋଦ…
Read More...

ଶ୍ରାବଣମାସର ୨ୟ ସୋମବାର; ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୭୦ହଜାର କାଉଡିଆ

ଆରଡି : ପବିତ୍ର ଶ୍ରାବଣମାସର ଦ୍ୱତୀୟ ସୋମବାରରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୭୦ହଜାରରୁ ଉର୍ଦ୍ଧ କାଉଡିଆ ଭକ୍ତଙ୍କ ପୀଠରେ…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପସନ୍ଦ : ଅମରିନ୍ଦର ସିଂହ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତାଙ୍କର ପ୍ରଥମ ପସନ୍ଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୋଲି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କୌଣସି ଯୁବନେତାଙ୍କୁ ଚୟନ…
Read More...

ଦଂଶନ ପରେ ସାପକୁ ଚୋବାଇ ଖଣ୍ଡ ଖଣ୍ଡ କରିଦେଲା ମଦୁଆ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଇଟାହ ଜିଲାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସାପ ଦଂଶନ କରିବା ପରେ ଜଣେ ମଦୁଆ ସାପକୁ କାମୁଡ଼ି ଖଣ୍ଡ ଖଣ୍ଡ କରିଦେଇଛି। ସେଠାରେ ସାପର ଜୀବନ ଚାଲିଯାଇଥିଲାବେଳେ ଗୁରୁତର ଅବସ୍ଥାରେ ମଦୁଆକୁ…
Read More...

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ , ୫ଟି ସଚିବ ନିଯୁକ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଅଧିକାରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ସୋମବାର ଏକ ନୂଆ ଦାୟିତ୍ୱ ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ( ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନିସିଏଟିଭସ୍)…
Read More...

ପରିବାରର ସବିଶେଷ ତଥ୍ୟ ଦିଅ, ନହେଲେ ଦରମା ନାହିଁ 

ଚଣ୍ଡିଗଡ଼ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟର ସରକାରୀ ଚାକରିଆଙ୍କ ପାଇଁ ଏକ ନୂଆ ନିର୍ଦେଶ ଜାରି କରିଛନ୍ତି। ଏଥିରେ ନିଜ ପରିବାରର ସବିଶେଷ ତଥ୍ୟ ପ୍ରଦାନ କରିବାକୁ…
Read More...

ଧୋନିଙ୍କ ଦେଶ ଭକ୍ତିକୁ ଦେଖି ସାଲ୍ୟୁଟ କଲେ କଟ୍ରେଲ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଦ୍ରୁତ ବୋଲର ଶେଲ୍ଡନ କଟ୍ରେଲ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦେଶ ଭକ୍ତିକୁ ଦେଖି ପ୍ରଶଂସା କରିବା ସହ ତାଙ୍କୁ ସାଲ୍ୟୁଟ ମାରିଛନ୍ତି।…
Read More...

ଇସ୍ରାଏଲ ନିର୍ବାଚନୀ ପ୍ରଚାରରେ ମୋଦୀଙ୍କ ପୋଷ୍ଟର

ତେଲ ଅଭିଭ : ଇସ୍ରାଏଲରେ ସେପ୍ଟେମ୍ବର ୧୭ରେ ନିର୍ବାଚନ ହେବ। ଏଥିପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ତେବେ ନିର୍ବାଚନ ପ୍ରଚାରରେ ଶାସକ ଦଳ ଲିକୁଡ ପାର୍ଟି ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ଇସ୍ରାଏଲ…
Read More...

କର୍ଣ୍ଣାଟକ: ବାଚସ୍ପତି ପଦରୁ ଇସ୍ତଫା ଦେଲେ କେଆର ରମେଶ

ନୂଆଦିଲ୍ଲୀ : କଂଗ୍ରେସ ଓ ଜେଡିଏସର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଓ ଆସ୍ଥା ଭୋଟରେ ବିଳମ୍ବ କରିବା ଆଦି ବିଭିନ୍ନ ନିଷ୍ପତ୍ତକୁ ନେଇ ବବାଦରେ ରହିଥିବା କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରାମେଶ ସୋମବାର…
Read More...

‘ସେନା ସ୍କୁଲ’ ଖୋଲିବ ଆରଏସଏସ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏଏସ) ୨୦୨୦ରେ ଦେଶରେ ‘ସେନା ସ୍କୁଲ’ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସଶସ୍ତ୍ର ବଳରେ ଅଧିକାରୀ ପଦ ହାସଲ କରିବା ପାଇଁ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ…
Read More...

ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଲେ ବଳାତ୍କାର ପୀଡ଼ିତା, ଅବସ୍ଥା ସଂକଟାପନ୍ନ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ନମିଳିବାରୁ ଜଣେ ୩୫ ବର୍ଷୀୟା ବଳାତ୍କାର ପୀଡ଼ିତା ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଜୟପୁରର ବୈଶାଳୀ ନଗର ଥାନାରେ ରବିବାର…
Read More...

ନିସର୍ତ୍ତ କ୍ଷମା ମାଗିଲେ ଆଜମ ଖାନ

ନୂଆଦିଲ୍ଲୀ : ଲୋକସଭାରେ ସୋମବାର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନ ବିଜେପି ସାଂସଦ ତଥା ଅଧିଷ୍ଠାତା ମଣ୍ଡଳୀ ସଦସ୍ୟା ରମା ଦେବୀଙ୍କୁ ନିସର୍ତ୍ତ କ୍ଷମା ମାଗିଛନ୍ତି। ନିକଟରେ ସେ ରମା ଦେବୀଙ୍କୁ ନେଇ ଗୃହରେ…
Read More...

ଚୀନରେ ୧୧୮ ଶିଶୁଙ୍କ ପୌଷ୍ୟ ଭାବେ ଗ୍ରହଣ କରିଥିବା ‘ଲଭ ମଦର’କୁ ୨୦ ବର୍ଷ ଜେଲ

ବେଜିଂ : ଚୀନରେ ୧୧୮ ଶିଶୁଙ୍କ ପୌଷ୍ୟ ଭାବେ ଗ୍ରହଣ କରିଥିବା ୫୪ ବର୍ଷୀୟା ମହିଳାଙ୍କୁ ସେଠାକାର ଅଦାଲତ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମହିଳାଙ୍କ ନାମ ଲି ୟାନସିୟା ଓ ସେ ଚୀନରେ ‘ଲଭ ମଦର’ ନାମରେ ପ୍ରସିଦ୍ଧି…
Read More...

ଋଷିକେଶରେ ମାଟି ଅତଡ଼ା ଖସି ୪ କାଉଡ଼ିଆ ମୃତ

ଋଷିକେଶ : ଉତ୍ତରାଖଣ୍ଡ ଟିହରୀ-ଗଢୱାଲ ଜିଲାରେ ରବିବାର ମାଟି ଅତଡ଼ା ଖସି ୪ ଜଣ କାଉଡ଼ିଆ (ଶିବ ଭକ୍ତ)ଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ କେତେକ କାଉଡ଼ିଆ ଗୁରୁତର ହୋଇଛନ୍ତି ଓ ସେମାନଙ୍କୁ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି…
Read More...

ଛିନ୍ଦୱାଡ଼ାରେ ବିଧବାଙ୍କୁ ଗଣବଳାତ୍କାର, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ଛିନ୍ଦୱାଡାର ଓମରେଠ ଥାନା ଅଞ୍ଚଳରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଛନ୍ତି।…
Read More...

ବିହାର: ପୋଖରୀରେ ବୁଡ଼ି ୭ ବାଳକ ମୃତ

ପାଟନା : ବିହାରର ଛାପରା ଜିଲାର ଡ଼ୋଇଲା ଗ୍ରାମରେ ରବିବାର ଅପରାହ୍ଣରେ ଏକ ପୋଖରୀରେ ବୁଡ଼ି ୭ ଜଣ ବାଳକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ୩ ବାଳକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
Read More...