ହୁଗୁଳି ନାଳରୁ ମିଳିଲା ବିଜେପି ନେତାଙ୍କ ଶବ

କଲକାତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଥମିବାର ନାମ ନେଉନାହିଁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ହତ୍ୟା ହେଉଛି। ଏହି କ୍ରମରେ ରବିବାର ହୁଗୁଳି ଜିଲା ଗାୟଘାଟର ଏକ ନାଳରୁ ବିଜେପି ନେତା…
Read More...

ଭିଡ଼ ହିଂସା ନାମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି : ମୋହନ ଭାଗବତ

ନୂଆଦିଲ୍ଲୀ : ଦେଶରେ ଏବେ ଭିଡ ହଂସା ନାମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ବୋଲି ରବିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ବୃନ୍ଦାବନର ବାତ୍ସଲ୍ୟ ଗ୍ରାମରେ ଆୟୋଜିତ ସଂଘର…
Read More...

ବେକେ ପାଣିରେ ପସି ରିପୋର୍ଟିଂ, ଚର୍ଚ୍ଚାରେ ପାକିସ୍ତାନ ସାମ୍ବାଦିକ

ଇସଲାମାବାଦ : ବନ୍ୟା ସମୟରେ ବେକେ ପାଣିରେ ପସି ରିପୋର୍ଟିଂ କରିବାକୁ ନେଇ ପାକିସ୍ତାନର ଜଣେ ରିପୋର୍ଟର ଏବେ ଚର୍ଚ୍ଚରେ ରହିଛନ୍ତି। ଗ୍ରାଉଣ୍ଡରେ ଲାଇଭ ରିପୋର୍ଟିଂ ସମୟରେ ଏଭଳି ଅନେକ ଅସୁବିଧା ଓ ଆହ୍ୱାନର ସମ୍ମୁଖୀନ…
Read More...

ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ; ୧୦୦ରୁ ଊର୍ଦ୍ଧ୍ବ ରାସ୍ତା ବନ୍ଦ

ନୂଆଦିଲ୍ଲୀ : ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ଭୂ-ସ୍ଖଳନରୁ ଉତ୍ତରାଖଣ୍ଡରେ ୧୦୦ରୁ ଊର୍ଦ୍ଧ୍ବ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ…
Read More...

ଅତିପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ, ଗୋଆ, ମହାରାଷ୍ଟ୍ର, ପୂର୍ବ ରାଜସ୍ଥାନ, ଛତିଶଗଡ଼ ସମେତ ୧୫ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ…
Read More...

୩୫-କ ଉଚ୍ଛେଦ ବାରୁଦରେ ହାତ ମାରିବା ସହ ସମାନ: ମେହବୁବା ମୁଫତି

ଶ୍ରୀନଗର : ପିଡିପି ନେତ୍ରୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ ଏବଂ କେନ୍ଦ୍ର…
Read More...

ମିଛ ଗ୍ରାମସଭାକୁ ଗ୍ରହଣ କରିବୁନାହିଁ; କୋଡ଼ିଙ୍ଗାମାଳି ପ୍ରଭାବିତ ଗ୍ରାମବାସୀ

ଲକ୍ଷ୍ମୀପୁର : ମିଛ ଗ୍ରାମସଭାକୁ ଆମେ ଗ୍ରହଣ କରିବୁନାହିଁ, ପୁନର୍ବାର ସଠିକ୍‍ ଭାବେ ଗ୍ରାମସଭା କରାଯିବା ପାଇଁ କୋଡ଼ିଙ୍ଗାମାଳି ପ୍ରଭାବିତ ଗ୍ରାମବାସୀମାନେ ସେମାନଙ୍କ ଜୀଦ୍‍ରେ ଅଟଳ ରହିଛନ୍ତି। କୋରାପୁଟ ଜିଲା…
Read More...

ପୋଲ ଉପରେ ପ୍ରବାହିତ ହେଉଛି ପାଣି, ୪ ଗ୍ରାମର ଲୋକଙ୍କ ଯାତାୟତରେ ସାଜିଛି ପ୍ରତିବନ୍ଧକ

କଲମପୁର : ଲଘୁଚାପର ପ୍ରଭାବ କାରଣରୁ ଗତ ୨୪ ତାରିଖ ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଥିବା ଫଳେରେ ନାଗାବଳି ନଦୀର ଶାଖା କାଚେଲେଖା ନଦୀରେ ବନ୍ୟାସ୍ଥିତି ଦେଖା ଦେଇଛି। ଗତ ୩ଦିନ ମଧ୍ୟରେ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳରେ…
Read More...

ବିପର୍ଯ୍ୟସ୍ଥ ରାସ୍ତାର ଅବସ୍ଥା କହୁଛି ବିକାଶର କଥା

କଲମପୁର : ଅଞ୍ଚଳର ବିକାଶ ପାଇଁ ଅନ୍ୟ ଅଞ୍ଚଳ ସହିତ ଯୋଗାଯୋଗର ଆବଶ୍ୟକତା ରହିଛି। ସେହି ଯୋଗାଯୋଗ ପାଇଁ ରାସ୍ତା ସଂଯୋଗ ନିହାତି ଆବଶ୍ୟକ। ଯାହାଦ୍ୱାରା ଏକ ଅଞ୍ଚଳର ସାମଗ୍ରୀ ଅନ୍ୟ ଅଞ୍ଚଳର ଲୋକଙ୍କ •ହିଦା ମେଣ୍ଟାଇବା ସହ…
Read More...

ସନ୍ତୋଷ ହତ୍ୟାକାଣ୍ଡ ମାମଲା; ଦୁଇ ଅଭିଯୁକ୍ତ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅର୍ନ୍ତଗତ ଫାଟକ ଅଞ୍ଚଳରେ ପୁର୍ବ ଶତ୍ରୁତାକୁ ନେଇ ସନ୍ତୋଷ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଶନିବାର ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନଙ୍କୁ…
Read More...

ଡ଼ିଆରଜି ଓ ଏସଟିଏଫ ଯବାନଙ୍କ ଗୁଳିରେ ୭ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲା ତିରିଆମାଚକଟ ଜଙ୍ଗଲରେ ଶନିବାର ଡ଼ିଆରଜି ଓ ଏସଟିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳୁବିନିମୟ ​​‌ହୋଇଥିଲା। ଏଥିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା…
Read More...

ରାଜ୍ୟ ବାହାରେ ସାରଥି

ଭୁବନେଶ୍ବର : ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳ ହାଇକୋର୍ଟରୁ ଜାମିନ ମିଳିବା ପରେ ଗତ ଗୁରୁବାର  ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିଲେ। ଜେଲରୁ ମୁକୁଳିବାପରେ ସାରଥି ଏବେ ରାଜ୍ୟ ବାହରକୁ ଯାଇଥିବା…
Read More...

ସ୍ବାମୀର ଚାପୁଡା ମାଡ଼ରେ ସ୍ତ୍ରୀ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ଗତକାଲି ଅପରାହ୍ନରେ ଜଣେ ସ୍ବାମୀର ଚାପୁଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ସ୍ତ୍ରୀ ଜଣଙ୍କ ବେଲ ମୁଣ୍ଡା(୪୪)। ସୂଚନା…
Read More...

ବକ୍ସର ଭୂମିକାରେ ନଜର ଆସିବେ “ଫରହାନ୍ ଅଖତର୍‌”

ମୁମ୍ବଇ : ବଲିଉଡର ସୁପରିଚିତ ଅଭିନେତା ଫରହାନ୍ ଅଖତର୍‌ ଖୁବଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ତୁଫାନ' ମାଧ୍ୟମରେ ବଡ଼ ପରଦାରେ ନଜର ଆସିବେ। 'ତୁଫାନ'ରେ ଫରହାନ ଅଖତରଙ୍କୁ ଏକ ବକ୍ସର ଭୂମିକାରେ ଦେଖିବାକୁ ମିଳିବ। ଏହି…
Read More...

୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ନୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କନ୍ୟାର ଜଣେ ସମ୍ପର୍କୀୟ ଭାଇ ନାମରେ ଅତାବିରା ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି। ଅଭିଯୁକ୍ତ…
Read More...

ପାଟଣା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ , ଦୁଇ ଦିନ ହେଲା ଘରେ ପଡି ରହିଛି ମୃତଦେହ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ସାହାରପଡା  ବ୍ଲକ କୁଣ୍ଡୁଳା  ପଞ୍ଚାୟତ  ଫୁଲପାହାଡି ଗ୍ରାମର ଭାଲୁଘରା ସାହିରେ ଗତକାଲି ହତ୍ୟାକାଣ୍ଡ ଘଟିଥିବା ବେଳେ ଦୁଇ ଦିନ ଘରେ ମୃତଦେହ ପଡିରହିବା ପରେ ଶୁକ୍ରବାର…
Read More...

ବଲାଙ୍ଗୀରରେ ଚିଟଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହ; ରାଜ୍ୟ ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୃତି ପାଳନ କରନ୍ତୁ

ବଲାଙ୍ଗୀର : ରାଜ୍ୟ ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୃତି ପାଳନ କରନ୍ତୁ। ଦିନ ଥିଲା ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିଲେ। ଆଉ ଚଳିବ ନାହିଁ। ଲୋକେ ସବୁ ବୁଝିଗଲେଣି। ଯେଉଁ କମ୍ପାନୀମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି…
Read More...

ସାମାଜିକ ଗଣମାଧ୍ୟମରେ ଚାଲିଛି ବନ୍ଧୁକ ବେପାର!

ବଲାଙ୍ଗୀର : ବଲାଙ୍ଗୀର ସହର ଦିନକୁ ଦିନ ଅଶାନ୍ତ ହୋଇ ପଡୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଚାଲିଛି ବନ୍ଧୁକ ବେପାର।…
Read More...

ଚୁକ୍ତିପତ୍ରର ୫ ମାସ ପରେ ମଧ୍ୟ ଆରମ୍ଭ ହୋଇ ପାରୁନି ୨୧୧କୋଟି ଟଙ୍କାର ପ୍ରକଳ୍ପ

ଧାମରା: ଧାମରା- ଜାମୁଝାଡି ରାସ୍ତା ୩୦ ମାସ ମଧ୍ୟରେ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବା ପାଇଁ ହୋଇଥିବା ଚୁକ୍ତିପତ୍ରରେ ଦର୍ଶାଯାଇଛି । ମାର୍ଚ୍ଚ ୨୦୧୯ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୨୦୨୧ ରେ ଶେଷ ହେବ। ମାତ୍ର…
Read More...

ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ରାଣୀବନ୍ଧ ଗ୍ରାମ ପଞ୍ଚାୟତର ବାଙ୍କିଶୋଳ ଗ୍ରାମରେ ଜନୈକା ମହିଳା ନିଜ ମାନସିକ ଭାରସାମ୍ୟ ହରାଇ ପିନ୍ଧା ଲୁଗାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏନେଇ…
Read More...

ସ୍ଥାନୀୟ ଅଞ୍ଚଳକୁ ଅବହେଳା ପ୍ରତିବାଦରେ ଖଣିଜ ପରିବହନ ବନ୍ଦ କଲେ ଆଦିବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ଖଣିରୁ ଶୁକ୍ରବାର ଆଦିବାସୀମାନେ ଖଣିଜ ପରିବହନ ବନ୍ଦ କରିଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଅବହେଳା ପ୍ରତିବାଦରେ ଆଦିବାସୀମାନେ ଖଣିରୁ ମାଲ ପରିବହନ…
Read More...

ଦୁଇଟି ବିଦ୍ୟାଳୟ ମିଶ୍ରଣକୁ ନେଇ ଉତ୍ତେଜନା, ଶିକ୍ଷକଙ୍କୁ ଅଟକ ରଖି ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦୁଇଟି ବିଦ୍ୟାଳୟ ମିଶ୍ରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଗ୍ରାମବାସୀମାନେ ଶିକ୍ଷକଙ୍କୁ ଅଟକ ରଖି ବିଦ୍ୟାଳୟରେ ତାଲା ପକାଇଛନ୍ତି। ସୂଚନା ମୁତାବକ,…
Read More...

ଲୋକସଭାରେ ଆଜମ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ : କ୍ଷମା ନମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ଅଧିଷ୍ଠାତା ମଣ୍ଡଳୀ ସଦସ୍ୟ ରମା ଦେବୀଙ୍କ ଉପରେ ଏସପି ସାଂସଦ ଆଜମ ଖାନ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ସର୍ବଦଳୀୟ…
Read More...

ଚୋରା ମଦ କାରବାର ଅଭିଯୋଗରେ ୪ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ଚଢ଼ାଉ କରି…
Read More...

ପୋଖରୀରେ ବୁଡ଼ି ଯୁବକ ମୃତ

ଧାମରା : ଭଦ୍ରକ ଜିଲା ବାଂଶଡା ଥାନା ଅଧିନସ୍ଥ କରଞ୍ଜମାଳ ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ କରଞ୍ଜମାଳ ଗ୍ରାମର ରାମଚନ୍ଦ୍ର ବେଜଙ୍କ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ସହରର ମୁଖ୍ୟ ବଜାର ଗାନ୍ଧୀ ପାର୍କ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ଚାରିଟା ସମୟରେ ସଡ଼କ ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ…
Read More...

ଚତୁର୍ଥ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍ ୟେଦୁରପ୍ପା

ବେଙ୍ଗାଲୁରୁ : ବିଜେପି ବିଧାୟକ ଦଳର ନେତା ବିଏସ୍‌ ୟେଦୁରପ୍ପା  ଶୁକ୍ରବାର ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ବାଲା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଶପଥ…
Read More...

ଜେପି ନଡ୍ଡା ପ୍ରକାଶ କଲେ ମୋଦୀ ସରକାର ୨.୦ର ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ : ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ମୋଦୀ ସରକାର ୨.୦ (ଦ୍ୱିତୀୟ ପାଳି)ର ୫୦ ଦିନ କାର୍ଯ୍ୟର ହିସାବ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ୫୦ ଦିନର…
Read More...

ଆଶାକର୍ମୀଙ୍କୁ ଡ଼ାକ୍ତରଙ୍କ ଅସଦାଚାରଣ ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳର ଶୁକ୍ରବାର ଜଣେ ମେଡିକାଲ ଅଫିସର ଜଣେ ଆଶାକର୍ମୀଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଭବାନୀପାଟଣା ବ୍ଳକ ଅନ୍ତର୍ଗତ ବୋର୍ଡା ସିଏଚ୍ ସିର…
Read More...

ଇରାନ ଦ୍ୱାରା ଜବତ ଜାହଜରୁ ମୁକ୍ତ ହେଲେ ୯ ଭାରତୀୟ

ତେହରାନ : ଇରାନ ଦ୍ୱାରା ଜବତ ବ୍ରିଟେନ ଏବଂ ୟୁଏଇର ଦୁଇ ଜାହାଜରେ ଥିବା ୩୦ ଭାରତୀୟଙ୍କ ମଧ୍ୟରୁ ୯ ଜଣଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ରିପୋର୍ଟ ଅନୁସାରେ ଏବେବି ୨୧ ଜଣ ଭାରତୀୟ ଇରାନରେ ବନ୍ଦୀ ଅଛନ୍ତି। ଇରାନ ଚଳିତ…
Read More...

କେନାଲରେ ବୁଡ଼ି ଦୁଇ ଛାତ୍ର ମୃତ

ସୋର : ବାଲେଶ୍ବର ଜିଲା ସୋର ଅଞ୍ଚଳରେ କେନାଲରେ ବୁଡ଼ି ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ର ଦୁଇ ଜଣ ଖଇରା ରଟିଣା ବିଦ୍ୟାଳୟର ଧନଞ୍ଜୟ ଜେନା, ରାଜେଶ ସାହୁ। ଛାତ୍ର ଦୁଇ ଜଣ…
Read More...

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଅମୀର

ନୂଆଦିଲ୍ଲୀ : ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମହମ୍ମଦ ଅମୀର ନିଜ ଟେଷ୍ଟ କ୍ରିକେଟ ଜୀବନର ଆରମ୍ଭ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ କରିଥିଲେ। ସେ ପାକିସ୍ତାନ…
Read More...

ସେଲିବ୍ରିଟିଙ୍କ ଚିଠି ଯୁଦ୍ଧ: ୪୯ ଜଣଙ୍କ ବିରୋଧରେ ଓହ୍ଲାଇଲେ ୬୧

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଘଟୁଥିବା ଭିଡ ହିଂସାକୁ ନେଇ ନିକଟରେ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି (ସେଲିବ୍ରିଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ବିଭିନ୍ନ…
Read More...

ନବାଳିକା ବଳାତ୍କାରୀକୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ : ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ୱତନ୍ତ୍ର ପକ୍ସୋ ଜଜ ଶୁକ୍ରବାର ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଥାନା…
Read More...

ଡ୍ରେନରେ ଭାସିଯାଇ ବୃଦ୍ଧା ମୃତ

ଭୁବନେଶ୍ୱର : ଜୟଦେବ ବିହାର ଅଞ୍ଚଳର ଏକାମୁଭିଲ୍ଲା ଛକ ଡ୍ରେନରେ ଭାସିଯାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧାଜଣଙ୍କ ସାଲିଆସାହିର ହୋଇଥିବା ସୂଚନା ମିଳିଛି। ଭିଆଇପି ରାସ୍ତାରେ ବୃଦ୍ଧାଙ୍କ ମୃତଦେହ ରଖି…
Read More...

ଡ଼ିବିରି ନିଆଁରେ ପୋଡ଼ି ହୋଇ ୩ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଲାବଣ୍ୟଦେଇ ଗ୍ରାମରେ ଗୁୂରୁବାର ଡ଼ିବିରି ନିଆଁରେ ପୋଡିହୋଇ ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଡିବିରି ଭିତରେ କିରୋଶିନ ବଦଳରେ ପେଟ୍ରୋଲ ଥିବାରୁ ଏହି ଅଘଟଣ ଘଟିଛି।…
Read More...

ବସ୍‍ରୁ ବିଦ୍ୟୁତ୍‍ ତାର ବଣ୍ଡଲ ଜବତ

ପିପିଲି : କଲିକତା ଯାଉଥିବା ଏକ ଯାତ୍ରୀବାହୀ ବସ୍‍ରୁ ଗୁରୁବାର ପିପିଲି ପୁଲିସ ୧୦କ୍ୱିଣ୍ଟାଲ୍‍ରୁ ଉର୍ଦ୍ଧ ଚୋରା ବିଦ୍ୟୁତ୍‍ ତାର ବଣ୍ଡଲକୁ ଜବତ କରିଛି। ବାଳକାଟି ଅଞ୍ଚଳର ଜଣେ ଚୋରା ବେପାରୀ ଉକ୍ତ ତାରକୁ କଲିକତାର…
Read More...

ଆମେରିକାରୁ ଫେରିବା ପରେ ଇମ୍ରାନଙ୍କ ମନ୍ତବ୍ୟ- ‘ବିଶ୍ୱକପ ଜିତି ଘରକୁ ଫେରିବା ପରି ଲାଗୁଛି’

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଆମେରିକାର ଅଧିକାରୀକ ଗସ୍ତରୁ ଫେରିଛନ୍ତି। ଇସଲାମାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ।…
Read More...

ଵ୍ରହ୍ମପୁର ବିଶ୍ଵଵିଦ୍ୟାଳୟରେ ଅଘଟଣ; ଭୁଶୁଡିଲା ସାଵେରୀ ଛାତ୍ରୀ ନିଵାସର ଛାତ

ଗୋପାଳପୁର : ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟା ସମୟରେ  ଅଚାନକ ଵାଳିକା ଛାତ୍ରୀ ନିଵାସ ପଟୁ ଏକ ଶବ୍ଧ ଶୁଣିଵାକୁ ମିଳିଥିଲା, ଏହା କ'ଣ ଜାଣିଵାକୁ ସମସ୍ତେ ଆତୁର ହୋଉଥିବା ଵେଳେ, ହଠାତ୍…
Read More...

ଭାରତୀୟ ସେନାରେ ୧୫ଦିନିଆ ପ୍ରଶିକ୍ଷଣ ନେବେ ଧୋନି

ଶ୍ରୀନଗର : ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ରହି ୧୫ ଦିନିଆ ପ୍ରଶିକ୍ଷଣ ନେବେ। ସେ ଜୁଲାଇ ୩୧ ରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ କଶ୍ମୀରରେ ଥିବା…
Read More...

ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଇମ୍ରାନ ଖାନଙ୍କୁ ଭାରତର ପରାମର୍ଶ

ନୂଆଦିଲ୍ଲୀ : ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶରେ ଆତଙ୍କବାଦୀ ଥିବା ସ୍ୱୀକାର କରିଥିଲେ। ଏହାକୁ ନେଇ ଗୁରୁବାର ଭାରତର ବିଦେଶ ମନ୍ତ୍ରାଳୟ (ଏମଇଏ) ଇମ୍ରାନଙ୍କୁ ଆତଙ୍କବାଦ…
Read More...

ଅମର ରହେ କାରଗିଲ୍‍ ସହିଦ୍‍ ‘ଗୋପିନାଥ’

ନେମାଳ : ଦେଶ ମାତୃତାକୁ ଶତ୍ରୃ କବଳରୁ ଉଦ୍ଧାର କରିବାକୁ ଯାଇ କାର୍‍ଗିଲ ଯୁଦ୍ଧରେ ସହିଦ୍‍ ହୋଇଥିଲେ ଓଡିଆ ପୁଅ “ଗୋପିନାଥ ମହାରଣା”। ୧୯୭୭ ମସିହା ସେପ୍ଟେମ୍ବର ୧୫ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର…
Read More...

ଆଜମ ଖାନ ଦେବେ ୩.୮୦ କୋଟି ଜୋରିମାନା, ହଟିବ ଜୌହର ବିଶ୍ୱବିଦ୍ୟାଳୟ ଫାଟକ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନଙ୍କ ଅସୁବିଧା ବଢିବାରେ ଲାଗିଛି। ଜମି ଜବଦରଦଖଲ ମାମଲାରେ ଗୁରୁବାର ରାମପୁର ଏସଡିଏମ କୋର୍ଟ ୧୫ ଦିନ ମଧ୍ୟରେ ଜୌହର ବିଶ୍ୱବିଦ୍ୟାଳୟର ଫାଟକ ହଟାଇବାକୁ ନିର୍ଦେଶ…
Read More...

ବଡ଼ ପରଦାରେ “ମୁଥିୟା ମୂରଲୀଧରଣ”ଙ୍କ ବାୟୋପିକ୍

ମୁମ୍ବଇ : ବଲିଉଡ଼ ଠାରୁ ଆରମ୍ଭ କରି ତେଲୁଗୁ, ତାମିଲ ପର୍ୟ୍ୟପ୍ତ ସବୁଆଡେ ଏବେ ବାୟୋପିକର ସୁଅ ଛୁଟିଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ…
Read More...

ବିଶ୍ୱ ନବସୃଜନ ସୂଚୀ: ୫୨ ନମ୍ବର ସ୍ଥାନରେ ଭାରତ, ଆଇଟିରେ ଉତ୍କର୍ଷ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ : ବିଶ୍ୱ ନବସୃଜନ ସୂଚୀ ୨୦୧୯ (ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ-୨୦୧୯)ରେ ୫ଟି ସ୍ଥାନ ଉପରକୁ ଉଠି ଭାରତ ୫୨ ନମ୍ବର ସ୍ଥାନରେ ପହଞ୍ଚିଛି। ୨୦୧୮ରେ ଭାରତ ଏହି ତାଲିକାର ୫୭ ନମ୍ବର ସ୍ଥାନରେ ଥିଲା। ଏଥିରୁ ଭାରତ…
Read More...

କମ୍ପ୍ୟୁଟର ବାବାଙ୍କ ଦାବି: କଂଗ୍ରେସରେ ଯୋଗଦେବେ ମଧ୍ୟପ୍ରଦେଶର ଆଉ ୪ ବିଜେପି ବିଧାୟକ

ଭୋପାଳ : କମଳନାଥଙ୍କ ସରକାରରେ ମନ୍ତ୍ରୀ ପାହ୍ୟା ମାନ୍ୟତା ପ୍ରାପ୍ତ କମ୍ପ୍ୟୁଟର ବାବା ଗୁରୁବାର ଦାବି କରିଛନ୍ତି ଯେ ମଧ୍ୟପ୍ରଦେଶ ବିଜେପିର ଆଉ ୪ ବିଧାୟକ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ। କମଳନାଥ କହବା ମାତ୍ରେ ସେ ୪…
Read More...

ଆଇଏମ ଆତଙ୍କବାଦୀଙ୍କ ଧମକ; କାଉଡ଼ିଆ ମୁସଲିମ ଅଞ୍ଚଳ ଦେଇ ଗଲେ ଉଡ଼ାଇ ଦେବୁ ବରେଲି ଷ୍ଟେସନ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ) କାଉଡ଼ିଆ ଯାତ୍ରାକୁ ନେଇ ଧମକ ଦେଇଛି। ଏନେଇ ଆଇଏମ ସଂଗଠନର ଜଣେ ଏରିଆ କମାଣ୍ଡରର ଧମକ ପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ ଧମକ ଦିଆଯାଇଛି ଯେ କାଉଡ଼ିଆ…
Read More...

ଛାତ୍ରୀମାନେ ‘ମମତା ବାନାର୍ଜୀ ଜିନ୍ଦାବାଦ’ ନକହିବାରୁ ପ୍ରାଧ୍ୟାପକଙ୍କୁ ମାଡ

କଲକାତା : ପଶ୍ଚିମବଙ୍ଗ ହୁଗୁଳି ଜିଲାସ୍ଥିତ ଏକ କଲେଜର ପ୍ରାଧ୍ୟାପକଙ୍କୁ ବୁଧବାର ଦିନ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ର ସମର୍ଥକମାନେ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ‘ମମତା ବାନାର୍ଜୀ ଜିନ୍ଦାବାଦ’…
Read More...

ଶିବସେନାରେ ଯୋଗଦେଲେ ଏନସିପି ନେତା ସଚିନ ଆହିର

ମୁମ୍ବଇ : ମହାରାଷ୍ଟ୍ରରେ ଚଳିତ ବର୍ଷର ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ଅଛି। ତେବେ ଏହାର କିଛି ମାସ ପୂର୍ବରୁ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)କୁ ବଡ଼ ଝଟକା ଲାଗିଛି। ଏନସିପି ନେତା ତଥା ପୂର୍ବତନ…
Read More...

ମାତିଛି ‘ଷ୍ଟୋନ୍‌ମ୍ୟାନ୍‌’

କଟକ : କଟକ ସହରରେ ଷ୍ଟୋନ୍‌ମ୍ୟାନ ଆତଙ୍କ। ଅନେ​‌କେ ତାକୁ ସାଇକୋ କିଲର ବି କହୁଛନ୍ତି। ବ୍ୟସ୍ତବହୁଳ ମଧ୍ୟାହ୍ନର ଗହଳି ଭିତରେ ନୁହେଁ; ବରଂ ସହରର ରାତି ବଢିଲେ ଆତଙ୍କ ଖେଳାଉଛି ଏଇ ସାଇକୋ କିଲର। ସହଜ ନିଶାଣ କରୁଛି…
Read More...

ଏକମାତ୍ର ଟେଷ୍ଟ : ଇଂଲଣ୍ଡ ୮୫ ରନ୍‌ରେ ଅଲ୍ଆଉଟ

ଲର୍ଡସ : ମାତ୍ର ୧୦ ଦିନ ତଳେ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ଇଂଲଣ୍ଡ ଦଳ ତା’ର କ୍ରିକେଟ ଇତିହାସରେ ଅନ୍ୟତମ ଲଜ୍ଜାକର ବ୍ୟାଟିଂ ପ୍ରଦର୍ଶନ କରିଛି। ପଡ଼ୋଶୀ ଆୟରଲାଣ୍ଡ ବିପକ୍ଷରେ ବୁଧବାର ଆରମ୍ଭ ହୋଇଥିବା ଏକମାତ୍ର…
Read More...

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ କୁଳଶେଖରଙ୍କ ସନ୍ନ୍ୟାସ

କଲମ୍ବୋ : ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ନୁଆନ୍ କୁଳଶେଖର। ଶ୍ରୀଲଙ୍କା ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟହାସଲକାରୀ ତାଲିକାରେ ୩ନଂରେ ଅଛନ୍ତି କୁଳଶେଖର। ଏହି…
Read More...

ଭାରତୀୟ ଡ୍ରେସିଂରୁମ୍‌ ପରିବେଶ ବେଶ୍‌ ବନ୍ଧୁତ୍ବପୂର୍ଣ୍ଣ : କୋହଲି

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂରୁମ୍‌ ପରିବେଶ ବେଶ୍‌ ବନ୍ଧୁତ୍ବପୂର୍ଣ୍ଣ ଏବଂ ସେଠାରେ ସିନିୟର-ଜୁନିୟର ଭେଦଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ଏକ ଖବରକାଗଜକୁ ସାକ୍ଷାତକାର…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟିସ୍ଥାନରେ ଭିଜିଲାନ୍ସ ଚଢାଉ, ୫କୋଟିର ସମ୍ପତ୍ତି ଠାବ

ନବରଙ୍ଗପୁର: ଜଣେ ସହକାରୀ ଶିକ୍ଷକଙ୍କର ନବରଙ୍ଗପୁର ସହର ରାଧାକୃଷ୍ଣକଲୋନୀ ସ୍ଥିତ ବାସଭବନ ସମେତ ସହରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିବାବେଳେ ପ୍ରାୟ ୫କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।…
Read More...

ସମସ୍ୟା ଘେରରେ ନରୁଆ ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନେମାଳ : ସରକାର ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେବି ଅବହେଳିତ ଅବସ୍ଥାରେ ରହିଯାଇଛି ବହୁ ଶିକ୍ଷା ଅନୁଷ୍ଠାନ। ଶିକ୍ଷା କ୍ଷେତ୍ରରେ ଉନ୍ନତି…
Read More...

ବିଭିନ୍ନ ଦାବି ନେଇ ଆଦିବାସୀ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା

ପିପିଲି : ଜାତୀୟ ଦଳିତ, ଆଦିବାସୀ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ପିପିଲିରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ…
Read More...

ବିଧାୟକଙ୍କ ନିକଟରେ ଅଞ୍ଚଳ ବାସୀଙ୍କ ଦାବି; ଲକ୍ଷ୍ମୀପୁରରେ କାରଖାନା ପ୍ରତିଷ୍ଠା ହେଉ

ଲକ୍ଷ୍ମୀପୁର : ବିଧାୟକ ପ୍ରଭୁଜାନୀ ସୋମବାର ଲକ୍ଷ୍ମୀପୁର ଅସିଥିବା ବେଳେ ଅଞ୍ଚଳବାସୀ ତାଙ୍କୁ ଭେଟି ଲକ୍ଷ୍ମୀପୁରରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି। ବିଧାୟକଙ୍କୁ ଏଠାରେ ଅଞ୍ଚଳର ଜନସାଧାରଣଙ୍କ ସହିତ…
Read More...

ଲକ୍ଷ୍ମଣ ଝୁଲା ପରେ ଏବେ ଋଷିକେଶରେ ବନ୍ଦ ହେବ ରାମ ଝୁଲା ପୋଲ!

ଡେରାଡୁନ : ଋଷିକେଶରେ ୯୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲା ପୋଲ ବନ୍ଦ ହେବା ପରେ ଏବେ ପୂର୍ତ୍ତ ବିଭାଗ ଏବେ ରାମ ଝୁଲା ପୋଲ ସ୍ଥିତିକୁ ବପଦଜନକ କହିଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।…
Read More...

କମଳନାଥ ସରକାରଙ୍କ ସପକ୍ଷରେ ଭୋଟ ଦେଲେ ୨ ବିଜେପି ବିଧାୟକ

ଭୋପାଳ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପରେ ଚର୍ଚ୍ଚା ହେଉଛି ଯେ ମଧ୍ୟପ୍ରଦେଶରେ ବିଜେପି ଏପରି କିଛି ଓଲଟପାଲଟ କରିପାରେ। ମାତ୍ର ଏହା ମଧ୍ୟରେ ବୁଧବାର ଯେଉଁ ଖବର ସାମ୍ନାକୁ ଆସିଛି, ତାହା…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ମୋହନା : ଗଜପତି ଜଲା ଅଡବା ଥାନା ଅନ୍ତର୍ଗତ ଅନ୍ଧାରି ଘାଟି ନିକଟ ଏକ ବୁଲାଣୀରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨ ଜଣ ଗୁରୁତର ହୋଇଥିବା ଜଣା ପଡିଛି। କୌଣସି କାର୍ଯ୍ୟ ନେଇ ଗୋଟିଏ ବାଇକରେ ୩ ଜଣ…
Read More...

୩ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସମେତ ମାଉଜର ଏବଂ ଅଫୁଟା ଗୁଳି ଜବତ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ପୋଲିସକୁ ମଙ୍ଗଳବାର ରାତିରେ ମିଳିଛି ବଡ ସଫଳତା। ପେଟ୍ରୋଂଲି କରୁଥିବା ସମୟରେ ଏକ କାର ଭିତରୁ ଗଞ୍ଜେଇ ସମେତ ୩ ଜଣ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି…
Read More...

କ୍ଷମତାରୁ ବାହାରିବା ମାତ୍ରେ ମୁସଲମାନଙ୍କ ବଡ଼ ଭାଇ ହୋଇଯାଏ କଂଗ୍ରେସ: ଓୱେସି

ନୂଆଦିଲ୍ଳୀ : ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଆଇନ ଦୁରୁପଯୋଗ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଓୱେସି ବୁଧବାର ଲୋକସଭାରେ କହିଛନ୍ତି ଯେ ଶାସନରୁ ବାହାରିବା ମାତ୍ରେ…
Read More...

ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାଉରକେଲା : ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଅଞ୍ଚଳ ପାତହତୁ ଏବଂ ଉଡ଼ନିଆ ଗ୍ରାମ ମଝିରେ ଥିବା ବୁରଘାଟରେ ମାଓବାଦୀମାନେ ବୁଧବାର ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା…
Read More...

ବିଶ୍ବକପ କ୍ରିକେଟର ଫାଇନାଲ ମୋ କ୍ୟାରିୟରର ସବୁଠାରୁ ଖରାପ ଦିନ ଥିଲା : ମାର୍ଟିନ ଗପଟିଲ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ବକପ-୨୦୧୯ ଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଲଢ଼ି ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ ହେବାକୁ ପଡ଼ିଛି। ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ ଏକ ସପ୍ତାହ ଅତିକ୍ରମ କରିଥିଲେ ବି ନ୍ୟୁଜିଲାଣ୍ଡର…
Read More...

ଲୋକସଭାରେ ୟୁଏପିଏ ବିଲ ପାରିତ

ନୂଆଦିଲ୍ଲୀ : ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ସଂଶୋଧିତ ବିଧେୟକ ବୁଧବାର ଲୋକସଭାରେ ପାରିତ ହୋଇଛି। କଂଗ୍ରେସ ସାଂସଦଙ୍କ ଗୃହତ୍ୟାଗ ମଧ୍ୟରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ବ୍ୟକ୍ତି…
Read More...

ବିହାରରେ ବଜ୍ରପାତରେ ୩୨ ମୃତ

ପାଟନା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତରେ ମହିଳା, ଶିଶୁଙ୍କ ସମେତ ଅନ୍ୟୁନ ୩୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ବୁଧବାର ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଜାମୁଇରେ…
Read More...

ଜ୍ୟାକଲିନ୍ ଲଞ୍ଚ କଲେ ୟୁଟ୍ୟୁବ ଚ୍ୟାନେଲ

ମୁମ୍ବଇ: ବଲିଉଡର ସିଂହଳ ସୁନ୍ଦରୀ ଭାବେ ଜଣାଶୁଣା ଅଭିନେତ୍ରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଲଞ୍ଚ କରିଛନ୍ତି। ଜ୍ୟାକଲିନ୍ ନିଜର ଜୀବନଶୈଳୀ ସମ୍ପର୍କରେ ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ଏହି…
Read More...

୨୪ ଘଣ୍ଟାରେ ଭାଙ୍ଗିପାରିବୁ କମଳନାଥଙ୍କ ସରକାର : ଗୋପାଳ ଭାର୍ଗବ

ଭୋପାଳ : କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ପତନ ହେବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ହଲଚଲ ବଢିଯାଇଛି। ଏନେଇ ବୁଧବାର ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ…
Read More...

ଡିଏମକେର ପୂର୍ବତନ ମେୟର ଓ ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ହତ୍ୟା

ଚେନ୍ନଇ : ତାମିଲନାଡୁରେ ଡିଏମକେର ପୂର୍ବତନ ମେୟର, ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତିରେ ତିରୁନେଲଭେଲି ସହରରେ ଘଟିଛି। ପୁଲିସ୍‍ ସୂଚନା ଅନୁସାରେ ଉମା…
Read More...

ଗୋପବନ୍ଧୁ ମେମୋରିଆଲ୍‍ ହାଇସ୍କୁଲର ୧୦୦ତମ ପ୍ରତିଷ୍ଠା ଦିବସ ପାଳିତ

ପିପିଲି  : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ୧୦୦ତମ ପ୍ରତିଷ୍ଠା ଦିବସ ଆଜି ବିଦ୍ୟାଳୟ ପରିସରରେ ସମାରୋହରେ ପାଳିତ…
Read More...

ବୈତରଣୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ପ୍ରଶାସନ ପକ୍ଷରୁ ଚଢାଉ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ବୋଡକ ଓ ଷାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରୁ ଦୀର୍ଘମାସ ହେବ ରାଜସ୍ୱ ଫାଙ୍କିବା ସହ ବେଆଇନ ଭାବେ ବାଲି…
Read More...

କାଣିଗୁମା ସ୍ୱାସ୍ଥ୍ୟ ସ୍ୱରାଜର ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଲ ମାରିଲା ପ୍ରଶାସନ

କଲମପୁର : ଆଦିବାସୀ ବୃଦ୍ଧ ନିଗିଡି ମାଝୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଓ ତାର ମୃତଦେହକୁ ଏକ ଦୋଳାରେ ଘରକୁ ନେବା ଘଟଣା ସମଗ୍ର କଳାହାଣ୍ଡିରେ ଚର୍ଚ୍ଚିତ ବିଷୟ ପାଲଟିଥିଲା। ସେହି ଘଟଣାକୁ ନେଇ ଜିଲା ପ୍ରଶାସନ…
Read More...

ଏରସମାରେ ନବନିର୍ମାଣ କୃଷକ ସଙ୍ଗଠନର ସାଙ୍ଗଠନିକ ବୈଠକ

ଏରସମା : ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ତରଫରୁ ଚାଷୀମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଆଦି ଦାବିରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ଚଳାଇଥିବା ସଂଗଠନ ନବନିର୍ମାଣ କୃଷକ ସଙ୍ଗଠନ ମଙ୍ଗଳବାର ଏରସମା ବ୍ଲକର ଜପା…
Read More...

ବନକଲାଗି ପାଇଁ ବୁଧବାର ୪ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ : ବୁଧବାର ଦିନ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟା ରୁ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ…
Read More...

ଆସ୍ଥା ଭୋଟରେ ହାରିଲେ କୁମାରସ୍ୱାମୀ, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଦୀର୍ଘଦିନ ଧରି ଲାଗରିହଥିବା ରାଜନୈତିକ ନାଟକର ଅନ୍ତ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଧାନସଭାରେ ଆହୂତ ଆସ୍ଥା ଭୋଟରେ କୁମାରସ୍ୱାମୀ ପରାସ୍ତ ହୋଇଛନ୍ତି। ଏହି କ୍ରମରେ ସରକାର…
Read More...

ଚହଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଯୁବ ଲେଗ୍ ସ୍ପିନର୍ ୟୁଜୁବେନ୍ଦ୍ର ଚହଲ୍ ମଙ୍ଗଳବାର ୨୯ ବର୍ଷ ବୟସରେ ପାଦ ଦେଇଛନ୍ତି। ଚହଲଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…
Read More...

ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ୧୪%ରୁ ୨୭%କୁ ବଢିଲା, ବିଧାନସଭାରେ ବିଲ୍‍ ପାରିତ

ଭୋପାଳ : କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ରାଜ୍ୟର ଅନ୍ୟ ପଛୁଆ ବର୍ଗ (ଓବିସି)କୁ ୨୭% ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍‍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ୍‍ ଅନୁସାରେ ଓବିସିଙ୍କୁ…
Read More...

ବିବାହ କଲେ ଭାରତୀୟ ଟେନିସ୍ ତାରକା ଦିଭିଜ ସରନ୍

ନୂଆଦିଲ୍ଲୀ : ଟେନିସ୍ ତାରକା ଦିଭିଜ ସରନ୍ ବ୍ରିଟିସ୍ ଟେନିସ୍ ଖେଳାଳି ସାମନ୍ଥା ମରେଙ୍କୁ ବିବାହ କରିଛନ୍ତି। ଏନେଇ ଦିଭିଜ ସରନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ସରନ୍ ନିଜ ଟ୍ବିଟର ଆକାଉଣ୍ଟରେ ନିଜ ବିବାହର…
Read More...

ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ : ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି। ପ୍ରକାଶ ଯେ ବ୍ରିଟେନ ୟୁରୋପୀୟ ୟୁନିଅନ ସହ ବ୍ରିକ୍ସଜିଟ୍‍…
Read More...

କୋଏନା ମିତ୍ରଙ୍କୁ ୬ ମାସ ଜେଲ

ମୁମ୍ବଇ : ବଲିଉଡ ମଡ଼େଲ ତଥା ଅଭିନେତ୍ରି କୋଏନା ମିତ୍ରଙ୍କୁ ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ମୁମ୍ବଇର ମେଟ୍ରୋପୋଲିଟନ୍ ମାଜିଷ୍ଟ୍ରେଟ୍ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ଭଗବାନ ଶିବଙ୍କ ବେଶରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ

ପାଟନା : ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାବ ଯାଦବ ମଙ୍ଗଳବାର ଭଗବାନ ଶିବଙ୍କ ବେଶ ଧାରଣ କରି ପାଟନାର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଅନୁରୂପ ଭାବେ ଦେବୀ…
Read More...

ଆସାମର ଚୂଡ଼ାନ୍ତ ଏନଆରସି ତାଲିକା ପ୍ରକାଶ ତାରିଖ ଅଗଷ୍ଟ ୩୧କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ : ସୁପ୍ରିମକୋର୍ଟ ମଙ୍ଗଳବାର ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ…
Read More...

ଅର୍କେଲ ପୁଲିସକୁ ବଡ ସଫଳତା, ୧୧୨୩ କେଜି ଗଞ୍ଜେଇ ଜବତ ୨ଗିରଫ

ମାଲକାନଗିରି : ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ,…
Read More...

ଲାଲୁଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ପରେ…
Read More...

ପ୍ରଥମ ରାଜ୍ୟ ଭାବେ ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କୁ ୭୫% ସଂରକ୍ଷଣ ଦେଲା ଆନ୍ଧ୍ରପ୍ରଦେଶ

ହାଇଦରାବାଦ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଭାରତର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ…
Read More...

ବଳାତ୍କାର ପରେ ନାବାଳିକାକୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ହେମଗିରି ଥାନା ଗୋପାଳପୁର ଗ୍ରାମ ପାଖ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି…
Read More...

ଜଙ୍ଗଲ ଅଧିକାର ଆଇନ୍-୨୦୦୬ ଉଲ୍ଂଘନ ବିରୁଦ୍ଧରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର : ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ଉଲ୍ଂଘନ ବିରୋଧରେ ଆଇନର କାର୍ୟ୍ୟକାରୀତା ପାଇଁ ଏବଂ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ଦାବି ଗୁଡିକୁ ନେଇ ଓଡ଼ିଶା କୃଷକ ସଭା, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା…
Read More...

ବଧୂ ହତ୍ୟା ଅଭିଯୋଗ

ଯାଜପୁର : ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁ ଘର ଲୋକେ ହତ୍ୟାକରିଥିବା ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଦିଗମ୍ବର…
Read More...

କ୍ରିପ୍ଟୋ କରେନ୍ସି ଉପରେ ଲାଗିବ ପ୍ରତିବନ୍ଧକ!

ନୂଆଦିଲ୍ଲୀ : କେନ୍ଦ୍ର ସରକାର କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। କ୍ରିପ୍ଟୋ କରେନ୍ସି ନେଇ ଏକ ମନ୍ତ୍ରିମଣ୍ଡଳସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ…
Read More...

ସ୍କୁଲ ସାମ୍ନାରୁ ଛାତ୍ରକୁ ଅପହରଣ ଅଭିଯୋଗ

ସୋର : ବାଲେଶ୍ବର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ଖରାସାହାପୁର ବିଦ୍ୟାଳୟ ସାମ୍ନାରୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଏକ ବୋଲେରୋରେ ଆସି ୩ ଜଣ…
Read More...

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

କାଲିମେଳା : ମାଲକାନଗିରି ଜିଲା କାଲିମେଳା ଅଞ୍ଚଳରେ ସୋମବାର ଅପରାହ୍ନ ୪ ଟା ସମୟରେ ପ୍ରବଳ ଝଡବର୍ଷା ସହ ଘଡଘଡି ମରୁଥିବା ପରିଲଖିତ ହୋଇଥିଲା। ଏହି ସମୟରେ ନିଜ ବାପା ପାଇଁ ଜମିକୁ ଭାତ ନେଇ ଯାଇଥିବା ୨ ଭଉଣୀଙ୍କ ଉପରେ…
Read More...

ନାବାଳିକାକୁ ଅପହରଣ ଅଭିଯୋଗରେ ଦୁଇ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜନୈକା ୧୬ ବର୍ଷର ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗରେ ପୁଲିସ ସୋମବାର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସାନକରଞ୍ଜିଆ…
Read More...