ନବାଳିକା ବଳାତ୍କାରୀକୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ : ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ୱତନ୍ତ୍ର ପକ୍ସୋ ଜଜ ଶୁକ୍ରବାର ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

prayash

ସୂଚନା ଅନୁସାରେ ଅନୁଗୁଳ ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମରେ ୨୦୧୯ ଜାନୁଆରୀ ୨୦ରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଅନାମ ଦେହୁରୀ ନାବକ ଜଣେ ଯୁବକ ବଳାତ୍କାର ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ଏହି ମାମଲାର ଶୁଣାଣି କରି ଅନୁଗୁଳୁ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପକ୍ସୋ ଆଇନ ଲାଗୁ ହେବା ପରେ ଏହା ହେଉଛି ଅନୁଗୁଳ ଜିଲାର ପ୍ରଥମ ଫାଶୀ ଦଣ୍ଡାଦେଶ ଘଟଣା।

kalyan agarbati

Comments are closed.