ସୋର : ବାଲେଶ୍ବର ଜିଲା ସୋର ଅଞ୍ଚଳରେ କେନାଲରେ ବୁଡ଼ି ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ର ଦୁଇ ଜଣ ଖଇରା ରଟିଣା ବିଦ୍ୟାଳୟର ଧନଞ୍ଜୟ ଜେନା, ରାଜେଶ ସାହୁ। ଛାତ୍ର ଦୁଇ ଜଣ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ କେନାଲକୁ ଧୋଇ ହେବାପାଇଁ ଯାଇଥିବା ବେଳେ ବୁଡିଯାଇଥିଲେ। ଛାତ୍ରଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି।
Popular Categories



