ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳର ଶୁକ୍ରବାର ଜଣେ ମେଡିକାଲ ଅଫିସର ଜଣେ ଆଶାକର୍ମୀଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଭବାନୀପାଟଣା ବ୍ଳକ ଅନ୍ତର୍ଗତ ବୋର୍ଡା ସିଏଚ୍ ସିର ମେଡିକାଲ ଅଫିସର ଡାକ୍ତର ଅମ୍ଳାନ ନାୟକ ଜୈନିକା ଆଶାକର୍ମୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ କେଗାଁ ଥାନାରେ ଶୁକ୍ରବାର କେସ୍ ନମ୍ବର ୧୧୪/୨୦୧୯ରେ ଏକ ମାମଲା ରୁଜୁ ହୋଇଛି । ଏନେଇ ପୁଲିସ ତଦନ୍ତ କରୁଥିବା ଅତିରିକ୍ତ ଏସ୍ ପି ଗୋପିନାଥ ମଣିପାତ୍ର ପ୍ରକାଶ କରିଛନ୍ତି ।
Popular Categories



